ଓମିକ୍ରନ୍ର ବିଏ.୪-ବିଏ.୫ ଭାରିଆଣ୍ଟ୍ ଚିହ୍ନଟ…
ଜୋହାନ୍ସବର୍ଗ, ୧୨।୪ : କରୋନା ମହାମାରୀ ଭୂତାଣୁ ଓମିକ୍ରନ୍ ଭାରିଆଣ୍ଟ୍ର ଦୁଇ ଉପବଂଶ ଭାରିଆଣ୍ଟ୍ ଚିହ୍ନଟ ହୋଇଛି। ଦକ୍ଷିଣ ଆଫ୍ରିକାର ବୈଜ୍ଞାନିକମାନେ ଏହି ଦୁଇ ଭାରିଆଣ୍ଟ୍କୁ ବିଏ.୪ ଏବଂ ବିଏ.୫ ଭାରିଆଣ୍ଟ୍ ଚିହ୍ନଟ କରିଛନ୍ତି। ସେଣ୍ଟର ଫର୍ ଏପିଡେମିକ୍ ରେସପନ୍ସ୍...
ବ୍ରୁକ୍ଲିନ୍ ମେଟ୍ରୋ ଷ୍ଟେଶନରେ ଆଖିବୁଜା ଗୁଳି ଚଳାଇଲେ ଅଜଣା ଆକ୍ରମଣକାରୀ …
ନ୍ୟୁୟର୍କ, ୧୨।୪ : ନ୍ୟୁୟର୍କର ବ୍ରୁକ୍ଲିନ୍ର ୩୬ ଷ୍ଟ୍ରିଟ ମେଟ୍ରୋ ଷ୍ଟେଶନରେ ଜଣେ ଆକ୍ରମଣକାରୀ ମଙ୍ଗଳବାର ସକାଳେ ଲୋକଙ୍କ ଉପରକୁ ଆଖିବୁଜା ଗୁଳି ଚଳାଇଛନ୍ତି। ଏହି ସମୟରେ ଏଠାରେ ବିସ୍ଫୋରଣର ଶବ୍ଦ ମଧ୍ୟ ଶୁଣାଯାଇଛି। ବର୍ତ୍ତମାନ ଏହି ଆକ୍ରମଣରେ୫ ଜଣ...
ଋଣ ବୋଝ ତଳେ ୩ ବଡ଼ ଦେଶ…
ଓ୍ବାଶିଂଟନ, ୧୨।୪ : ଚଳିତ ବର୍ଷ ପୃଥିବୀର ବିଭିନ୍ନ ଦେଶର ସରକାରଙ୍କ ଉପରେ ଋଣ ବୋଝ ୯.୫ ପ୍ରତିଶତ ବୃଦ୍ଧି ପାଇବ। ଏହା ସହିତ ମୋଟ ଋଣ ପରିମାଣ ୭୧.୬ ଟ୍ରିଲିୟନ୍ ଟ୍ରିଲିୟନ ଡଲାରରେ ପହଞ୍ଚିବ। ବର୍ତ୍ତମାନ ଆମେରିକା, ଜାପାନ...
କରୋନା ଆକ୍ରାନ୍ତଙ୍କ ସଂଖ୍ୟା ୫୦ କୋଟି ଛୁଇଁଲା…
ଓ୍ବାଶିଂଟନ, ୧୨।୪ : କରୋନା ମହାମାରୀକୁ ନେଇ ପୁଣି ପାଇଁ ଚିନ୍ତା ଜନକ ଖବର ଆସିଛି। ସୋମବାର ସମଗ୍ର ବିଶ୍ୱରେ କରୋନା ରୋଗୀଙ୍କ ସଂଖ୍ୟା ୫୦ କୋଟି ଅତିକ୍ରମ କରିଛି। ପ୍ରଥମ ମାମଲାରୁ ୫୦ କୋଟି ଆକ୍ରାନ୍ତରେ ପହଞ୍ଚିବାକୁ ମୋଟ...
୨୫ ୟୁକ୍ରେନ୍ ଯୁବତୀଙ୍କୁ ବନ୍ଧକ ରଖି ବଳାତ୍କାର କରାଯାଇଛି, ମାନବାଧିକାର କମିଶନ ରିପୋର୍ଟ…
କ୍ୱିଭ୍ , ୧୨।୪ : ରୁଷିଆ ଏବଂ ୟୁକ୍ରେନ ମଧ୍ୟରେ ଚାଲିଥିବା ଯୁଦ୍ଧକୁ ଇତିମଧ୍ୟରେ ୪୭ ଦିନ ବିିତିଛି। ରୁଷିଆ ସୈନ୍ୟ କ୍ୱିଭ୍ ଦଖଲ କରିବା ଯୋଜନା କରୁଥିବା ଚେଚେନ୍ୟା କହିଛି। ରୁଷିଆ ସୈନ୍ୟ ରାସାୟନିକ ଅସ୍ତ୍ରଶସ୍ତ୍ର ବ୍ୟବହାର କରୁଥିବା...
ନିଜକୁ ଦେବାଳିଆ ଘୋଷଣା କଲା ଶ୍ରୀଲଙ୍କା
କଲମ୍ବୋ,୧୨।୪: ଶ୍ରୀଲଙ୍କାରେ ଆର୍ଥିକ ସଙ୍କଟ ବେଳକୁ ବେଳ ଖରାପ୍ ହେବାରେ ଲାଗିଛି। ବର୍ତ୍ତମାନ ସଙ୍କଟରେ ଫସିରହିଥିବା ଶ୍ରୀଲଙ୍କା ମଙ୍ଗଳବାର ନିଜକୁ ଦେବାଳିଆ ଘୋଷଣା କରିଛି। ଅନ୍ୟ ଦେଶମାନଙ୍କର ୫୧୦୦କୋଟି ଡଲାରର ଋଣ କିଛି ସମୟ ପାଇଁ ପରିଶୋଧ କରିପାରିବ ନାହିଁ...
ରାସାୟନିକ ଆକ୍ରମଣ ପରେ ରାସ୍ତାରେ ପଡ଼ିରହିଛି ହଜାର ହଜାର ମୃତଦେହ
କ୍ୱିଭ୍,୧୨।୪: ରୁଷିଆ ଓ ୟୁକ୍ରେନରେ ମଧ୍ୟରେ ଜାରି ରହିଥିବା ଯୁଦ୍ଧ ୪୮ଦିନରେ ପହଞ୍ଚିଛି। ଏହି ଯୁଦ୍ଧର କେବେ ସମାପ୍ତି ହେବ ତାହା କାହାକୁ ଜଣାନାହିଁ। ଉକ୍ତ ଦେଶ ଉପରେ ରୁଷିଆ ସୈନ୍ୟଙ୍କ ଆକ୍ରମଣ ଦିନକୁ ଦିନ ବଢ଼ିବାରେ ଲାଗିଛି। ଇତିମଧ୍ୟରେ...
ମାରିଉପୋଲରେ ପ୍ରଥମ ରାସାୟନିକ ଅସ୍ତ୍ରର ପ୍ରୟୋଗ!
କ୍ୱିଭ,୧୨ ।୪: ବେଳକୁ ବେଳ ବଢି ଚାଲିଛି ୟୁକ୍ରେନ୍ ଉପରେ ରୁଷିଆର ଆକ୍ରମଣ । ତେବେ ରାସାୟନିକ ଅସ୍ତ୍ରର ବ୍ୟବହାରକୁ ନେଇ ସାରା ବିଶ୍ୱ ଚିନ୍ତାରେ ଥିବା ବେଳେ ଏବେ ରୁଷିଆ ରାସାୟନିକ ଅସ୍ତ୍ର ପ୍ରୟୋଗ ଆରମ୍ଭ କରିଦେଇଥିବା ଆଶଙ୍କା...
ଇମ୍ରାନ୍ଙ୍କ ବିରୋଧରେ ଦେଶଦ୍ରୋହ ମାମଲା ଖାରଜ
ଇସଲାମାବାଦ,୧୨ା୪: ପାକିସ୍ତାନର ଗାଦିଚ୍ୟୁତ ପ୍ରଧାନମନ୍ତ୍ରୀ ଇମ୍ରାନ୍ ଖାନ୍ ଏବଂ ଅନ୍ୟ ପୂର୍ବତନ ମନ୍ତ୍ରୀଙ୍କ ନାଁରେ ଆସିଥିବା ଦେଶଦ୍ରୋହ ମାମଲାକୁ ଇସ୍ଲାମାବାଦ ହାଇକୋର୍ଟ ଖାରଜ କରିଛନ୍ତି। ଏହା ଗ୍ରହଣୀୟ ନୁହେଁ ବୋଲି ମୁଖ୍ୟ ବିଚାରପତି ଅଥର ମିନାଲ୍ଲା କହିବା ସହ ଆବେଦନକାରୀ...
ନଓ୍ବାଜଙ୍କୁ ପ୍ରଧାନମନ୍ତ୍ରୀ କହିଲେ ବାଚସ୍ପତି
ଇସଲାମାବାଦ,୧୨ା୪: ପାକିସ୍ତାନ ନ୍ୟାଶନାଲ ଆସେମ୍ବ୍ଲିରେ ଶେହବାଜ ଶରିଫ୍ ପ୍ରଧାନମନ୍ତ୍ରୀ ନିର୍ବାଚିତ ହେବା ପରେ ବାଚସ୍ପତି ଆୟାଜ୍ ସାଦିକ୍ ଭୁଲ୍ରେ ପୂର୍ବତନ ପ୍ରଧାନମନ୍ତ୍ରୀ ନଓ୍ବାଜ ଶରିଫ୍ଙ୍କ ନାଁ ନେଇଥିଲେ। ପରେ ବାଚସ୍ପତି ଏଥିପାଇଁ ଭୁଲ୍ ମାଗିବା ସହ ପିଏମ୍ଏଲ୍-ଏନ୍ ସୁପ୍ରିମୋଙ୍କ ନାଁ...
ଶେହବାଜ୍ ଶରିଫ୍ କିଏ
ଇସଲାମାବାଦ,୧୨ା୪: ପାକିସ୍ତାନ ମୁସ୍ଲିମ୍ ଲିଗ୍-ନଓ୍ବାଜ (ପିଏମ୍ଏଲ୍-ଏନ୍)ର ଅଧ୍ୟକ୍ଷ ଶେହବାଜ୍ ପୂର୍ବତନ ପ୍ରଧାନମନ୍ତ୍ରୀ ନଓ୍ବାଜ୍ ଶରିଫ୍ଙ୍କ ଭାଇ। ଶେହବାଜ୍ ପାକିସ୍ତାନ ପଞ୍ଜାବ ପ୍ରଦେଶରେ ୩ ଥର(୧୯୯୭, ୨୦୦୮ ଏବଂ ୨୦୧୩) ତଥା ସବୁଠାରୁ ଦୀର୍ଘ ସମୟ ପର୍ଯ୍ୟନ୍ତ ମୁଖ୍ୟମନ୍ତ୍ରୀ ରହିଛନ୍ତି। ୧୯୯୭ରେ...
ପଞ୍ଜାବରେ ପୈତୃକ ଗାଁ
ଇସଲାମାବାଦ,୧୨ା୪: ଭାରତର ପଞ୍ଜାବ ପ୍ରଦେଶ ସହ ଶେହବାଜ୍ ଶରିଫ୍ଙ୍କ ସଂଯୋଗ ରହିଛି। ଅମୃତସର ନିକଟ ଜତି ଉମ୍ରା ଗ୍ରାମ ଶେହବାଜ୍ ଓ ଭାଇ ନଓ୍ବାଜ ଶରିଫ୍ଙ୍କ ପୈତୃକ ଗାଁ। ଶେହବାଜ୍ ପାକିସ୍ତାନ ପ୍ରଧାନମନ୍ତ୍ରୀ ହେବାପରେ ସେଠାରେ ଉତ୍ସବର ମାହୋଲ ଖେଳିଛି।...
Archives


