ଅନ୍ତର୍ଜାତୀୟ

ନାଟୋ ଦେଶରୁ ପ୍ରତିଶୋଧ ନେଲା ରୁଷିଆ: ଏହି ୨ଦେଶର ଗ୍ୟାସ୍‌ ଯୋଗାଣ ବନ୍ଦ କଲେ ପୁଟିନ୍‌

ମସ୍କୋ,୨୭।୪: ରୁଷିଆ ଓ ୟୁକ୍ରେନ ଯୁଦ୍ଧରେ କ୍ୱିଭ୍‌କୁ ଖୋଲାଖୋଲି ଭାବେ ୟୁକ୍ରେନକୁ ସାହାଯ୍ୟ କରିବା ଏବଂ ରୁଷର କଥାକୁ ଅବମାନନା କରିବା ଏବେ ୟୁରୋପ ଦେଶକୁ ମହଙ୍ଗା ପଡ଼ିଛି। ଅତ୍ୟଧିକ କଠୋର ପଦକ୍ଷେପ ଗ୍ରହଣ କରିବା ସହ ରୁଷିଆ ପୋଲାଣ୍ଡ...

ମଣିଷଙ୍କଠାରେ ବାର୍ଡ ଫ୍ଲୁ ଭୂତାଣୁ, ଜଣେ ଶିଶୁ ଆକ୍ରାନ୍ତ…

ବେଜିଂ, ୨୭।୪ : ବର୍ତ୍ତମାନ ପର୍ଯ୍ୟନ୍ତ କେବଳ ପକ୍ଷୀ, କୁକୁଡ଼ା ଏବଂ ପଶୁମାନଙ୍କଠାରେ ବାର୍ଡ ଫ୍ଲୁ ସଂକ୍ରମଣ ହେଉଥିଲା। ମାତ୍ର ଏବେ ପ୍ରଥମ ଥର ପାଇଁ ବାର୍ଡ ଫ୍ଲୁ ମଣିଷଙ୍କୁ ଆକ୍ରାନ୍ତ କରିବା ଆରମ୍ଭ କରିଛି। ଚାଇନାରେ ଏହି ସଂକ୍ରମଣର...

ହାରିସ୍‌ଙ୍କୁ କରୋନା

ଓ୍ବାଶିଂଟନ୍‌, ୨୭ା୪: ଆମେରିକା ଉପରାଷ୍ଟ୍ରପତି କମଲା ହାରିସ୍‌ କୋଭିଡ୍‌ ପଜିଟିଭ୍‌ ଚିହ୍ନଟ ହୋଇଛନ୍ତି। ଏନେଇ ତାଙ୍କ ପ୍ରେସ୍‌ ସେକ୍ରେଟାରୀ କ୍ରିଷ୍ଟେନ ଆଲେନ୍‌ ଏକ ବିବୃତିରେ ଜଣାଇଛନ୍ତି। ତେବେ ହାରିସ୍‌ ରାଷ୍ଟ୍ରପତି ଜୋ ବାଇଡେନ୍‌ କିମ୍ବା ଫାଷ୍ଟ୍‌ ଲେଡି ଜିଲ୍‌ ବାଇଡେନ୍‌ଙ୍କ...

ପରାଗ ବିଦା ହେଲେ ୪୨ ମିଲିୟନ ଡଲାର ପାଇବେ

ଓ୍ବାଶିଂଟନ୍‌, ୨୬ା୪: ଏଲନ ମସ୍କଙ୍କ ଟୁଇଟର ଡିଲ୍‌ ପରେ ସିଇଓ ପରାଗ ଅଗ୍ରଓ୍ବାଲ ଦାୟିତ୍ୱରେ ରହିବେ କି ନାହିଁ ସେ ନେଇ ଚର୍ଚ୍ଚା ଲାଗି ରହିଛି। ଯଦି ଆସନ୍ତା ୧୨ ମାସ ମଧ୍ୟରେ ପରାଗଙ୍କ ସିଇଓ ପଦ ଯାଏ ତେବେ...

ଦକ୍ଷିଣ ଏସିଆରେ ଆତଙ୍କବାଦ, ୨୨ ବର୍ଷରେ ଲକ୍ଷେ ୪୦ ହଜାରରୁ ଅଧିକ ଆକ୍ରମଣ…

ନୂଆଦିଲ୍ଲୀ/କାବୁଲ/ଇସଲାମାବାଦ, ୨୬।୪ : ଭାରତ ସମେତ ଦକ୍ଷିଣ ଏସିଆରେ ଆତଙ୍କବାଦୀ ଆକ୍ରମଣ ଯୋଗୁ ସଙ୍କଟ ସୃଷ୍ଟି ହୋଇଛି। ଗତ ୨୨ ବର୍ଷ ମଧ୍ୟରେ ଦକ୍ଷିଣ ଏସିଆର ଆଫଗାନିସ୍ତାନ, ପାକିସ୍ତାନ, ଭାରତ, ଶ୍ରୀଲଙ୍କା, ନେପାଳ, ବାଂଲାଦେଶ, ମାଳଦ୍ୱୀପ ଏବଂ ଭୁଟାନ ଆଦି...

ପୃଥିବୀର ସାମରିକ ଖର୍ଚ୍ଚ ୨,୧୧୩ ଶହ କୋଟି ଡଲାର, ତୃତୀୟ ସ୍ଥାନରେ ଭାରତ…

ଷ୍ଟକହୋମ୍‌, ୨୬।୪ : ପୃଥିବୀର ବିଭିନ୍ନ ଦେଶର ସାମରିକ ଖର୍ଚ୍ଚରେ ବୃଦ୍ଧି ଘଟିଛି। ମଙ୍ଗଳବାର ସ୍ବିଡେନର ଷ୍ଟକହୋମ୍‌ ଇଣ୍ଟରନ୍ୟାଶନାଲ ପିସ୍‌ ରିସର୍ଚ୍ଚ ଇନଷ୍ଟିଚ୍ୟୁଟ୍‌ (ଏସଆଇପିଆର୍‌ଆଇ) ଦ୍ୱାରା ପ୍ରକାଶିତ ଏକ ରିପୋର୍ଟରେ ଏହା ଉଲ୍ଲେଖ କରାଯାଇଛି। ରିପୋର୍ଟ ଅନୁସାରେ ୨୦୨୧ରେ ପୃଥିବୀର...

କରାଚି ବିଶ୍ୱବିଦ୍ୟାଳୟ ନିକଟରେ ବିସ୍ଫୋରଣ, ୩ ଚାଇନା ନାଗରିକଙ୍କ ସମେତ ୪ ଜଣଙ୍କ ମୃତ୍ୟୁ…

ଇସଲାମାବାଦ, ୨୬।୪ : ପାକିସ୍ତାନର କରାଚି ବିଶ୍ୱବିଦ୍ୟାଳୟ ନିକଟରେ ଏକ ବଡ଼ଧରଣର ବିସ୍ଫୋରଣ ଘଟିଛି। ଏଥିରେ ୩ ଜଣ ଚାଇନା ନାଗରିକଙ୍କ ସମେତ ୪ ଜଣଙ୍କ ମୃତ୍ୟୁ ଘଟିଥିବା ବେଳେ ବହୁ ଲୋକ ଆହତ ହୋଇଛନ୍ତି। ସିନ୍ଧ ପ୍ରଦେଶର ମୁଖ୍ୟମନ୍ତ୍ରୀ...

ସାଙ୍ଘାଇରେ ହାହାକାର, ବେଜିଂରେ ୨ କୋଟିରୁ ଅଧିକଙ୍କ ନମୁନା ଟେଷ୍ଟ୍‌ ଅଭିଯାନ …

ବେଜିଂ, ୨୬।୪ : ସାଂଘାଇରେ କରୋନାର ଓମିକ୍ରନ୍‌ ଲହର ବେକାବୁ ହେବା ପରେ ଏବେ ଚାଇନାର ରାଚଧାନୀ ବେଜିଂରେ ସ୍ଥିତି ସଙ୍କଟ ଜନକ ହେବାରେ ଲାଗିଛି। ବେଜିଂରେ ସଂକ୍ରମଣର ଯେପରି ପୁନରାବୃତ୍ତି ନହୁଏ ସେଥିଲାଗି ସ୍ବାସ୍ଥ୍ୟ ବିଭାଗ ପକ୍ଷରୁ କଡ଼ା...

ଟୁଇଟର୍‌ କିଣିବା ପରେ ଏଲନ ମସ୍କଙ୍କ ୫ ବର୍ଷ ପୁରୁଣା ଟୁଇଟ୍‌ ଭାଇରାଲ୍‌

ଓ୍ବାଶିଂଟନ୍‌,୨୬।୪:ଦୁନିଆର ସବୁଠାରୁ ଧନୀ ବ୍ୟକ୍ତି ତଥା ଟେସଲାର ସିଇଓ ଏଲନ ମସ୍କ ଟୁଇଟର କିଣିଛନ୍ତି। ଏହି ସମୟରେ ଏଲନଙ୍କ ଏକ ପାଞ୍ଚ ବର୍ଷ ପୁରୁଣା ଟୁଇଟ୍‌ ଭାଇରାଲ ହେଉଛି। ସେ ସେହି ଟୁଇଟ୍‌ରେ ଟୁଇଟର୍‌ କିଣିବାକୁ ଇଚ୍ଛା ପ୍ରକାଶ କରିଥିଲେ।...

ୟୁକ୍ରେନ୍‌ରେ ହିରୋ ପାଲଟିଛି ଏହି କୁକୁର

କ୍ୱିଭ୍‌,୨୬।୪: ରୁଷିଆ ଏବଂ ୟୁକ୍ରେନ୍‌ ମଧ୍ୟରେ ଚାଲିଥିବା ଯୁଦ୍ଧ ମଧ୍ୟରେ ଏକ କୁକୁର ହିରୋ ପାଲିଟିଛି। ୟୁକେନର ଏହି କୁକୁରକୁ ନେଇ ଚାଲିଆଡେ ଚର୍ଚ୍ଚା ହେଉଛି। ଏପରିକି ୟୁକ୍ରେନର ବୈଦେଶିକ ମନ୍ତ୍ରଣାଳୟ କୁକୁରକୁ ପ୍ରଶଂସା କରିବା ସହ ଶହ ଶହ...

ସର୍ବଦଳୀୟ ବୈଠକ ଡକାଇଲେ ଶ୍ରୀଲଙ୍କା ବାଚସ୍ପତି

କଲମ୍ବୋ,୨୬।୪: ଶ୍ରୀଲଙ୍କାରେ ରାଜନୈତିକ ଓ ଅର୍ଥନେତିକ ସଙ୍କଟ ଜାରି ରହିଛି। ଇତିମଧ୍ୟରେ ଶ୍ରୀଲଙ୍କା ସଂସଦର ବାଚସ୍ପତି ମହିନ୍ଦା ୟାପା ଅବୟଓ୍ବୋର୍ଡେନା ଗୁରୁବାର ଏକ ସର୍ବଦଳୀୟ ବୈଠକ ଡକାଇଛନ୍ତି। ସାମ୍ବିଧାନିକ ସମାଧାନ ଉପରେ ଆଲୋଚନା କରିବା ପାଇଁ ବାଚସ୍ପତି ମହିନ୍ଦା ୟାପା...

ଟୁଇଟର୍‌ରୁ ପରାଗଙ୍କୁ ବିଦା କଲେ ଦେବାକୁ ପଡିବ ମୋଟା ଅଙ୍କର ରାଶି

ଓ୍ବାଶିଂଟନ୍‌୨୬।୪: ଟୁଇଟର୍‌ର ନୂଆ ମାଲିକ ହୋଇଛନ୍ତି ବିଶ୍ୱର ସବୁଠୁ ଧନୀ ବ୍ୟକ୍ତି ଏଲନ ମସ୍କ। ୪୪ ବିଲିୟନ ଡଲାରରେ ସେ ଏହାର ମାଲିକାନା ହାସଲ କରିଛନ୍ତି। ତେବେ ମସ୍କ ଟୁଇଟର୍‌କୁ କିଣିବା ପରେ କମ୍ପାନୀର ସିଇଓ ପରାଗ ଅଗ୍ରୱାଲଙ୍କ ଭବିଷ୍ୟତ...

Advertisement
Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri