ଭାରତ ପାଇଁ ଆମ ଦ୍ୱାର ଖୋଲା: ଆମେରିକା
ଓ୍ବାଶିଂଟନ,୨୯ା୪: ଆମେରିକା କହିଛି ୫୫ରୁ ଅଧିକ ଦେଶ ଇଣ୍ଟରନେଟର ଭବିଷ୍ୟତ ବିଷୟରେ ଏକ ଘୋଷଣାପତ୍ର ଜାରି କରିଛନ୍ତି। ଭାରତ ଭଳି ଦେଶ ପାଇଁ ଏହାର ଦ୍ୱାର ଏବେ ବି ଖୋଲା ଅଛି, ଯିଏ କି ଏଥିରେ ଯୋଗ ଦେଇପାରିବ। ଆମେରିକା...
‘ମୁଁ ଏବେ ବି ଟୁଇଟରରେ ଅଛି’
ନ୍ୟୁୟର୍କ,୨୯ା୪: ଏଲୋନ ମସ୍କଙ୍କ ଦ୍ୱାରା ଟୁଇଟର ଅଧିଗ୍ରହଣ ପରେ ସିଇଓ ପରାଗ ଅଗ୍ରଓ୍ବାଲଙ୍କୁ ବାହାର କରାଯାଇପାରେ ବୋଲି କଳ୍ପନାଜଳ୍ପନା କରାଯାଇଥିଲା। ଏହାର ମୁଖ୍ୟ କାରଣ ହେଉଛି ମୁକ୍ତ ଭାଷଣ ଉପରେ ମସ୍କଙ୍କ ସହିତ ତାଙ୍କର ମତପାର୍ଥକ୍ୟ। ପରାଗ ଟୁଇଟରକୁ ଏକ...
ଆଫଗାନିସ୍ତାନ ବିସ୍ଫୋରଣ ପାଇଁ ନିଜକୁ ଦାୟୀ କଲା ଆଇଏସ୍
କାବୁଲ,୨୯ ।୪: ଆଫଗାନିସ୍ତାନରେ ବଲ୍ଖ ଅଞ୍ଚଳରେ ହର ମଜାର-ଏ-ଶରିଫରେ ମିନି ବସ୍ରେ ହୋଇଥିବା ୨ଟି ବିସ୍ଫୋରଣରେ ଅତିକମରେ ୯ ଜଣଙ୍କ ମୃତ୍ୟୁ ହେବା ସହ ୧୩ ଜଣ ଆହତ ହୋଇଥିବା ସୂଚନା ମିଳିଛି । ସ୍ଥାନୀୟ ଗଣମାଧ୍ୟମ ରିପୋର୍ଟରେ ନିକଟସ୍ଥ...
ଆଫଗାନିସ୍ତାନରେ ବିସ୍ଫୋରଣ: ୯ ମୃତ
କାବୁଲ,୨୯।୪: ଆଫଗାନିସ୍ତାନର ବାଲଖ ପ୍ରଦେଶର ସହର ମଜାର-ଇ-ସରିଫରେ ମିନିବସ ଉପରେ ଦୁଇଟି ବୋମା ବିସ୍ଫୋରଣରେ ଅତି କମରେ ୯ ଜଣଙ୍କର ମୃତ୍ୟୁ ଘଟିଥିବା ବେଳେ ୧୩ ଜଣ ଆହତ ହୋଇଛନ୍ତି। ଉଭୟ ବିସ୍ଫୋରଣରେ ଜନସାଧାରଣ ପରିବହନକୁ ଟାର୍ଗେଟ କରାଯାଇଥିଲା। ମୃତକଙ୍କ...
ଆମେରିକା ବି ଦେଇଛି ତାଲିମ
ଓ୍ବାଶିଂଟନ୍, ୨୯ା୪: ମେରାଇନ୍ ମାମାଲ ପ୍ରୋଗାମ ଅଧୀନରେ ଆମେରିକା ନୌସେନା ଡଲ୍ଫିନ୍, ରେ, ଶାର୍କ, କଇଁଛ, ସାମୁଦ୍ରିକ ପକ୍ଷୀଙ୍କୁ ପରୀକ୍ଷଣ କରିଛି। ଡଲଫିନ୍ ଏବଂ କାଲିଫର୍ନିଆର ସମୁଦ୍ର ସିଂହଙ୍କୁ ଆମେରିକା ତାଲିମ ଦେଇ ୧୯୫୯ ମସିହାରୁ ଏହାକୁ ବ୍ୟବହାର କରିଆସୁଛି।...
କୃଷ୍ଣସାଗରରେ ଡଲ୍ଫିନ୍ ଦଳ
ମସ୍କୋ, ୨୯ା୪: ସବୁଠୁ ବୁଦ୍ଧିମାନ ମତ୍ସ୍ୟ ଡଲଫିନ୍କୁ ରୁଷିଆ କୃଷ୍ଣସାଗର ନୌସେନା ଘାଟିର ସୁରକ୍ଷା ପାଇଁ ମୁତୟନ କରିଛି। ୟୁଏସ୍ ନାଭାଲ ଇନଷ୍ଟିଚ୍ୟୁଟ୍ (ୟୁଏସ୍ଏନ୍ଆଇ) ଉପଗ୍ରହ ଚିତ୍ରରୁ ଏହା ଜାଣିବାକୁ ପାଇଛି। ରୁଷିଆର ଗୁରୁତ୍ୱପୂର୍ଣ୍ଣ ନାଭାଲ ବେସ୍ ସୋଭାସ୍ତୋପୋଲ ହାର୍ବର...
ମଦିନାରେ ପାକିସ୍ତାନ ନେତାଙ୍କୁ ଦେଖି ଚୋର ଚୋର ବୋଲି ସ୍ଲୋଗାନ ଦେଲେ ମସଜିଦରେ ଥିବା ଲୋକେ
ମଦିନା,୨୯ ।୪: ପାକିସ୍ତାନ ପ୍ରଧାନମନ୍ତ୍ରୀ ଶହବାଜ ଶରିଫଙ୍କ ନେତୃତ୍ୱରେ ଏକ ପ୍ରତିନିଧି ମଣ୍ଡଳଙ୍କୁ ଦେଖି ମଦିନାରେ ମସଜି-ଏ-ନବାବିରେ ଲୋକେ ଚୋର ଚୋର ବୋଲି ସ୍ଲୋଗାନ ଦେଇଛନ୍ତି । ପ୍ରଧାନମନ୍ତ୍ରୀ ତାଙ୍କ ପ୍ରତିନିଧି ମଣ୍ଡଳଙ୍କ ସହ ୩ ଦିନିଆ ଅଧିକାରୀ ସ୍ତରୀୟ...
୭ ବିଲିୟନ ଡଲାରରୁ ଅଧିକ ଅର୍ଥ ମାଗିପାରନ୍ତି ଶାହାବାଜ
ଇସଲାମାବାଦ,୨୮ା୪: ପାକିସ୍ତାନର ପୂର୍ବତନ ପ୍ରଧାନମନ୍ତ୍ରୀ ଇମ୍ରାନଙ୍କ ଅଧୀନରେ ପାକିସ୍ତାନ ଦାରିଦ୍ର୍ୟ ଅବସ୍ଥାକୁ ଚାଲିଯାଇଛି। ବର୍ତ୍ତମାନ ତଥା ନୂଆ ପ୍ରଧାନମନ୍ତ୍ରୀ ଶାହାବାଜ ଶରିଫଙ୍କ ହାତରେ ପାକିସ୍ତାନ ରହିଛି। ଦେଶକୁ ଦାରିଦ୍ର୍ୟ ମୁକ୍ତ କରିବା ପାଇଁ ଶାହାବାଜ ପୂର୍ବରୁ ଚେଷ୍ଟିତ ଅଛନ୍ତି। ପ୍ରଧାନମନ୍ତ୍ରୀ...
ବାଲାଂଦେଶରେ ଏସ.ଜୟଶଙ୍କର
ଢାକା,୨୮।୪: ବାଂଲାଦେଶ ଗସ୍ତରେ ଥିବା ବୈଦେଶିକ ମନ୍ତ୍ରୀ ଏସ.ଜୟଶଙ୍କର ଢାକାରେ ଗୁରୁବାର ଅପରାହ୍ନରେ ପହଞ୍ଚିଛନ୍ତି । ପହଞ୍ଚିବା ପରେ ବାଲାଂଦେଶ ବିଦେଶ ମନ୍ତ୍ରୀ ଏ.କେ ଅବଦ୍ଦୁଲ ମୋମେନ ବିମାନ ବନ୍ଦରରେ ତାଙ୍କୁ ସ୍ବାଗତ କରିଥିଲେ । ତେବେ ଏହି ଗସ୍ତରେ...
ହାଇତି ଗ୍ୟାଙ୍ଗ ମଧ୍ୟରେ ହିଂସା: ୨୦ରୁ ଊର୍ଦ୍ଧ୍ୱ ମୃତ
ପୋର୍ଟ-ଆଉ-ପ୍ରିନ୍ସ,୨୮ ।୪: ହାଇତି ନାଗରିକଙ୍କ ସୁରକ୍ଷା ଏଜେନ୍ସି ପକ୍ଷରୁ ବୁଧବାର ମିଳିଥିବା ସୂଚନା ଅନୁସାରେ ନିକଟରେ କିଛିଦିନ ହେବ ହାଇତି ଗ୍ୟାଙ୍ଗଙ୍କ ମଧ୍ୟରେ ଲଢେଇ ଫଳରେ ଅତିକମରେ ୨୦ ଲୋକଙ୍କ ଜୀବନ ଗଲାଣି । ଏହାସହ ପାଖାପାଖି ୨ ଡଜନ...
ଛାତ୍ରୀଙ୍କ ଡ୍ରେସ୍କୋଡ୍ ଉପରେ ଲାଗିଲା ପ୍ରତିବନ୍ଧକ
କାବୁଲ,୨୮ା୪: ତାଲିବାନ ମହିଳା ବିରୋଧୀ ସଂଗଠନ ଭାବରେ ଜଣାଶୁଣା। ତାଲିବାନ ଗତବର୍ଷ ଅଗଷ୍ଟ ମାସରେ ଆଫଗାନିସ୍ତାନକୁ କାବୁ କରିଥିଲା ଏବଂ ସେବେଠାରୁ ଆଫଗାନିସ୍ତାନର ଅବସ୍ଥା ଅତ୍ୟନ୍ତ ଖରାପ । ସବୁଠୁ ଖରାପ ଅବସ୍ଥାରେ ସେଠାକାର ବାଳିକା ଏବଂ ମହିଳାମାନେ ଅଛନ୍ତି।...
ପାର୍ଲାମେଣ୍ଟରେ ପର୍ନ ଫିଲ୍ମ ଦେଖି ଅଡୁଆରେ ଏମ୍ପି
ଲଣ୍ଡନ,୨୮।୪: ବ୍ରିଟେନ ପାର୍ଲାମେଣ୍ଟରେ ଏକ ଲଜ୍ଜାଜନକ ଘଟଣା ଘଟିଛି। ଏଠାରେ କଞ୍ଜରଭେଟିଭ୍ ପାର୍ଟିର ଜଣେ ଏମ୍ପି ପାର୍ଲାମେଣ୍ଟ ଭିତରେ ଫୋନରେ ପର୍ନ ଫିଲ୍ମ ଦେଖୁଥିବା ଅଭିଯୋଗ ହୋଇଛି। ସେଠାରେ ଉପସ୍ଥିତ ମହିଳା ଏମ୍ପି ଏହାକୁ ବିରୋଧ କରିଥିଲେ। ଘଟଣା ପରେ...
Archives


