କତରରେ ଚାଲିଥିବା ଫିଫା ୱାର୍ଲଡ କପ ଯୋଗୁ ସାରା ବିଶ୍ୱରେ କ୍ୟାମେଲ ଫ୍ଲୁ ବ୍ୟାପିବାର ଆଶଙ୍କା?

ଦୋହା,୨୮ ।୧୧: ଫୁଟପ୍ରେମୀଙ୍କ ପସନ୍ଦର ଟୁର୍ନାମେଣ୍ଟ ଫିଫା ୱାର୍ଲଡ କପ ୨୦୨୨ ଏବେ ଶେଷ ପର୍ଯ୍ୟାୟରେ । ଇତି ମଧ୍ୟରେ ଏକ ରିପୋର୍ଟରେ କତରରେ ବ୍ୟାପୁଥିବା କ୍ୟାମେଲ ଫ୍ଲୁ ଅବା ରେସ୍ପିରେଟରି ସିଣ୍ଡ୍ରୋମ ଏମଇଆରଏସ ରୋଗ ବ୍ୟାପିବାର ଭୟ ସୃଷ୍ଟି ହୋଇଛି ।
ବିଶ୍ୱ ସ୍ୱାସ୍ଥ୍ୟ ସଙ୍ଗଠନ(ଡବ୍ଲୁଏଚଓ) ପକ୍ଷରୁ ଏହାକୁ ନେଇ ଚିନ୍ତା ପ୍ରକଟ କରାଯାଇଛି । ଡବ୍ଲୁଏଚଓର ବିଶେଷଜ୍ଞଙ୍କ ଅନୁଯାୟୀ, ମିଡିଲ ଇଷ୍ଟରେ କ୍ୟାମେଲ ଫ୍ଲୁ ଅବା ରେସ୍ପିରେଟରି ସିଣ୍ଡ୍ରୋମ ଏମଇଆରଏସ ନାମକ ଘାତକ ରୋଗ ବ୍ୟାପିପାରେ । ଏହାସହ ଆଶଙ୍କା କରାଯାଉଛି କି ଏହା କତରରୁ ସାରା ବିଶ୍ୱକୁ ତା କବଳକୁ ନେଇଯାଇପାରେ । ଏବେ ପ୍ରଶ୍ନ ଉଠିଛି କି ଯଦି କତରରୁ ଏହା ସାରା ବିଶ୍ୱକୁ ବ୍ୟାପିଲା ତେବେ କ’ଣ ଏହା କରୋନା ମହାମାରୀ ଭଳି ରୂପ ନେଇପାରେ ।
ନ୍ୟୁ ମାଇକ୍ରୋବ୍ସ ଓ ନ୍ୟୁ ଇନଫେକ୍ସନ ଜେନେରାଲଙ୍କ ଏକ ରିପୋର୍ଟରେ କୁହାଯାଇଛି କି କରୋନା ଓ ମଙ୍କିପକ୍ସ ଭଳି ଭାଇରସ ଏବେ କମ୍ ହୋଇ ନ ଥିବା ବେଳେ କତରରେ ଫିଫା ୱାର୍ଲଡ କପର ଆୟୋଜନ କରାଯାଇଛି । ଏଥିରେ ୧୨ ଲକ୍ଷ ଲୋକ ସାମିଲ ହାଇଛନ୍ତି ।
ଏଭଳି ସ୍ଥିତିରେ କତରରେ କ୍ୟାମେଲ ଫ୍ଲୁ ସଂଖ୍ୟା ବଢିବା ସହ ଏହା ଗୋଟିଏ ଦେଶରୁ ଅନ୍ୟ ଦେଶକୁ ଅର୍ଥାତ୍ ସାରା ବିଶ୍କୁ ବ୍ୟାପିଯାଇପାରେ । କାରଣ ବହୁ ସଂଖ୍ୟାରେ ଲୋକେ ଏକାଠି ହେଲେ ଏହା ଦ୍ରୁତ ଗତିରେ ବ୍ୟାପିଥାଏ । ନଭମ୍ବର ୨୨ରେ ନ୍ୟୁ ମାଇକ୍ରୋବ୍ସ ଆଣ୍ଡ ନ୍ୟୁ ଇନଫେକ୍ସନ ଜର୍ନାଲରେ ଛପାଯାଇଥିବା ରିପୋର୍ଟରେ ସ୍ପଷ୍ଟ ଆଶଙ୍କା କରାଯାଇଛି କି କତରରୁ କ୍ୟାମେଲ ଫ୍ଲୁ ବ୍ୟାପିବାର ଆଶଙ୍କା ରହିଛି ।
କ୍ୟାମେଲ ଫ୍ଲୁ ଏକ ପ୍ରକାର ଭାଇରସ ଯାହା ଓଟଙ୍କଠାରୁ ମନୁଷ୍ୟକୁ ବ୍ୟାପିଥାଏ । ଗଲ୍ଫ କଣ୍ଟ୍ରିରେ ଓଟର ବ୍ୟବହାର ଅଧିକ ଥିବାରୁ ଏହି ଦେଣୁ କ୍ୟାମେଲ ଫ୍ଲୁ ବ୍ୟାପିବାର ଅଧିକ ଆଶଙ୍କା ରହିଛି ।


Enter your email to get our daily news in your inbox.

All Right Reserved By Dharitri.Com

ଦିଲ୍ଲୀ-ଏନ୍‌ସିଆର୍‌ରେ ଭୂକମ୍ପ ଝଟ୍‌କା: ଭୟରେ ଘରୁ ବାହାରି ଆସିଲେ ଲୋକେ

ନୂଆଦିଲ୍ଲୀ,୬।୧୦: ଦିଲ୍ଲୀ-ଏନ୍‌ସିଆର୍‌ (Delhi-NCR) ସମେତ ଉତ୍ତର ଭାରତର ବିଭିନ୍ନ ଅଞ୍ଛଳରେ ମୃଦୁ ରୁ ମଧ୍ୟମ ଧରଣର ଭୂକମ୍ପ ଝଟ୍‌କା ଅନୁଭୂତ ହୋଇଛି। ରାତି ୧୦ଟା ୨୩ ମିନିଟ୍‌ରେ…

BCCIର ମାଷ୍ଟରଷ୍ଟ୍ରୋକ୍: ସ୍ମୃତି ମନ୍ଧାନାଙ୍କୁ କରାଗଲା ଅଧିନାୟକ, ଜାଣନ୍ତୁ କାହିଁକି ଏହି ନିଷ୍ପତ୍ତି ନେଲା…

ଗୁଆହାଟୀ,୬।୧୦: ଭାରତୀୟ ମହିଳା କ୍ରିକେଟ୍ ଦଳରେ ଏକ ବଡ଼ ଧରଣର ପରିବର୍ତ୍ତନ କରାଯାଇଛି। ହରମନ୍‌ପ୍ରୀତ କୌରଙ୍କ ସ୍ଥାନରେ ଷ୍ଟାର୍ ବ୍ୟାଟର ସ୍ମୃତି ମନ୍ଧାନାଙ୍କୁ ଭାରତୀୟ ମହିଳା କ୍ରିକେଟ୍…

BCCIର ବଡ଼ ଘୋଷଣା; ରିଷଭ ପନ୍ତ ନୁହଁନ୍ତି, ଧ୍ରୁବ ଜୁରେଲଙ୍କୁ କରାଗଲା ଅଧିନାୟକ, ଏହା ହେଉଛି କାରଣ

ନୂଆଦିଲ୍ଲୀ,୬।୧୦: ନ୍ୟୁଜିଲାଣ୍ଡ ‘ଏ’ ବିପକ୍ଷରେ ହେବାକୁ ଥିବା ୩ ଟିକିଆ ଅନଅଫିସିଆଲ୍ ଟେଷ୍ଟ ସିରିଜ୍ ପାଇଁ ଭାରତୀୟ କ୍ରିକେଟ୍ କଣ୍ଟ୍ରୋଲ ବୋର୍ଡ (BCCI) ୧୫ ଜଣିଆ ଇଣ୍ଡିଆ…

LPG ଗ୍ରାହକଙ୍କ ପାଇଁ ବଡ଼ ଖବର, ଗ୍ୟାସ ସିଲିଣ୍ଡର ଫେରାଇଲେ ସିଧା ମିଳିବ ୫୦୦ଟଙ୍କା!

ନୂଆଦିଲ୍ଲୀ,୬।୧୦: ଯଦି ଆପଣ ଚାକିରି କିମ୍ୱା ପାଠପଢ଼ା ପାଇଁ ବାହାରେ କୌଣସି ଅନ୍ୟ ସହରରେ ରହୁଛନ୍ତି ଏବଂ ଆପଣଙ୍କ ପାଖରେ ସେଠାକାର ସ୍ଥାନୀୟ ଠିକଣା ପ୍ରମାଣପତ୍ର (Local…

ତପ୍ତପାଣି ଜଙ୍ଗଲରେ ପ୍ରେମର କରୁଣ ଅନ୍ତ: କୀଟନାଶକ ପିଇ ଆତ୍ମହତ୍ୟା କଲେ ପ୍ରେମୀଯୁଗଳ,କାନ୍ଦବୋବାଳିରେ ଫାଟି ପଡ଼ୁଛି…

ଦିଗପହଣ୍ଡି,୬।୧୦(ଅଶେଷ ନାଥ ମିଶ୍ର): ଗଞ୍ଜାମ-ଗଜପତି ସୀମାନ୍ତ ସାନଖେମୁଣ୍ଡି ବ୍ଲକର ପ୍ରସିଦ୍ଧ ପର୍ଯ୍ୟଟନ ସ୍ଥଳୀ ତପ୍ତପାଣି ଜଙ୍ଗଲ ନିକଟସ୍ଥ ପାଳୁଖଳା ଗ୍ରାମ ନିକଟରେ ମଙ୍ଗଳବାର ଏକ ହୃଦୟବିଦାରକ ଘଟଣା…

ଶୁକ୍ରାଦିତ୍ୟ ଯୋଗ ବଦଳାଇବ ୩ ରାଶିଙ୍କ ଭାଗ୍ୟ: ପ୍ରଚୁର ଧନଲାଭ ସହ କ୍ୟାରିୟରରେ ମିଳିବ ବଡ଼ ସଫଳତା

ତୁଳା ରାଶିରେ ସୂର୍ଯ୍ୟଙ୍କ ଗୋଚର ବେଶ ସ୍ୱତନ୍ତ୍ର ହେବାକୁ ଯାଉଛି, କାରଣ ଏହି ରାଶିର ଅଧିପତି ଶୁକ୍ର ବୋଲି ବିବେଚନା କରାଯାଏ। ଅନ୍ୟପକ୍ଷରେ, ସଂଯୋଗବଶତଃ ବର୍ତ୍ତମାନ ଶୁକ୍ର…

ଅଲିମ୍ପିକ୍ସ-୨୦୩୬ ଆୟୋଜନ ପାଇଁ ଭାରତ ବ୍ୟତୀତ ଏହି ୬ ଦେଶ ଆଗ୍ରହୀ, ଜାଣନ୍ତୁ…

ଲାଉସାନେ, ୬ା୧୦: ଅଲିମ୍ପିକ୍‌ ଗେମ୍ସ-୨୦୩୬ର ଆୟୋଜନ ପାଇଁ ଭାରତ ବ୍ୟତୀତ ଅନ୍ୟ ୬ଟି ଦେଶ ଆଗ୍ରହ ପ୍ରକାଶ କରିଛନ୍ତି। ଏହି ଦେଶଗୁଡ଼ିକ ନଭେମ୍ବରରେ ସେମାନଙ୍କ ପ୍ରୋଜେକ୍ଟଗୁଡ଼ିକ ଫ୍ୟୁଚର…

ଶ୍ରମିକଙ୍କୁ ପାର୍ବଣ ଭେଟି ଦେଲେ ସରକାର, ଏତେ ବଢିଲା ମଜୁରୀ!

ନୂଆଦିଲ୍ଲୀ,୬।୧୦: ଦୀପାବଳି ପୂର୍ବରୁ ଦେଶର ଲକ୍ଷ ଲକ୍ଷ ଶ୍ରମିକଙ୍କ ପାଇଁ ଉପହାର ଦେଇଛନ୍ତି କେନ୍ଦ୍ର ସରକାର। ଭେରିଏବଲ୍ ଡିଅରନେସ୍ ଆଲାଉନ୍ସ (VDA)କୁ ବୃଦ୍ଧି କରିଛନ୍ତି ସରକାର। ଏହି…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala


ଛୁଟିଦିନ
ପିଲାଙ୍କ ଧରିତ୍ରୀ
Trending
Let's Pledge For A 'Plastic Free' Odisha Join The Movement Of 'Plastic Free' Odisha

Akash Das Nayak, supports a Plastic Free Odisha. Do you?