୫ବର୍ଷ ଧରି ଜେଲେନ୍ସ୍କିଙ୍କୁ ଡେଟ୍ କରୁଛନ୍ତି ପୁଟିନ୍ଙ୍କ ଲଳନା
ମସ୍କୋ, ୧୯ା୫: ରୁଷିଆ ରାଷ୍ଟ୍ରପତି ଭ୍ଲାଡିମିର ପୁଟିନଙ୍କ ସାନ ଝିଅ କ୍ୟାଟେରିନା ଟିଖୋନୋଭାଙ୍କ ନୂଆ ପ୍ରେମିକଙ୍କ ନାଁ ଏବେ ଚର୍ଚ୍ଚାରେ। ଏହି ରୁଷୀୟ ବାଲେଟ୍ ଡ୍ୟାନ୍ସର ତଥା ନିର୍ଦ୍ଦେଶକଙ୍କ ନାମ ଆଇଗୋର୍ ଜେଲେନ୍ସ୍କି ବୋଲି ରିପୋର୍ଟରେ ପ୍ରକାଶ ପାଇଛି। ରୁଷିଆ...
୨୪ରେ ଜାପାନ ଯିବେ ମୋଦି
ନୂଆଦିଲ୍ଲୀ/ଟୋକିଓ,୧୯।୫: ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଆସନ୍ତା ୨୪ରେ ଜାପାନ ଗସ୍ତ କରିବେ। ଏହି ଅବସରରେ ଭାରତ, ଆମେରିକା, ଜାପାନ, ଅଷ୍ଟ୍ରେଲିଆ ଦେଶକୁ ନେଇ ଗଠିତ ହୋଇଥିବା ୪ର୍ଥ କ୍ୱାଡ ସମ୍ମିଳନୀରେ ଯୋଗଦେବେ ପ୍ରଧାନମନ୍ତ୍ରୀ। ଏହି ସମୟରେ ସେ ଆମେରିକା ରାଷ୍ଟ୍ରପତି...
ଗୋଟିଏ ଦିନରେ ୨ ଲକ୍ଷରୁ ଅଧିକ କରୋନା ଆକ୍ରାନ୍ତ ଚିହ୍ନଟ
ପ୍ୟୋଙ୍ଗୟାଙ୍ଗ,୧୯।୫: ଉତ୍ତର କୋରିଆରେ କରୋନା କାୟା ବିସ୍ତାର କରିଛି। ଗୋଟିଏ ସପ୍ତାହ ମଧ୍ୟରେ ଦେଶରେ କରୋନା ସଂକ୍ରମିତ ସଂଖ୍ୟା ପ୍ରାୟ ୨୦ ଲକ୍ଷରେ ପହଞ୍ଚିଛି। ଗତ ୨୪ ଘଣ୍ଟା ମଧ୍ୟରେ ପ୍ରାୟ ୨୬୨,୨୭୦ରୁ ଅଧିକ ନୂତନ ଆକ୍ରାନ୍ତ ଏଠାରେ ଚିହ୍ନଟ...
ସ୍କୁଲରେ ଫୁଟିଲା ଗୁଳି, ଜଣେ ଛାତ୍ରୀ ଆହତ
ବର୍ଲିନ,୧୯ା୫: ଜର୍ମାନୀର ଏକ ସ୍କୁଲରେ ଗୁଳି ଫୁଟିଛି। ଉତ୍ତର ଜର୍ମାନୀର ଏକ ସ୍କୁଲରେ ଗୁଳି ଫୁଟିବାରୁ ଜଣେ ଛାତ୍ରୀ ଆହତ ହୋଇଛନ୍ତି। ଏଥିସହ ପୋଲିସ ଟିମ୍ ଅଭିଯୁକ୍ତଙ୍କୁ ସେମାନଙ୍କ ହେପାଜତକୁ ନେଇଛି। ଆହତ ଛାତ୍ରୀଙ୍କ ଅବସ୍ଥା ଗୁରୁତର ଥିବା କୁହାଯାଉଛି।...
ଆଫଗାନିସ୍ତାନରେ ବିସ୍ଫୋରଣ: ୩ ଆହତ
କାବୁଲ୍,୧୯ା୫: ଉତ୍ତର ଆଫଗାନିସ୍ତାନର ମଜାର-ଇ-ସରିଫ୍ରେ ଗୁରୁବାର ଏକ ବଡ଼ ବିସ୍ଫୋରଣ ଘଟିଛି। ଏହି ବିସ୍ଫୋରଣରେ ତିନି ଜଣ ଆହତ ହୋଇଥିବା ଜଣାଯାଇଛି। ଜାତୀୟ ସେନାର ସାଧାରଣ ନାଗରିକ ଥିବା ଆହତମାନଙ୍କୁ ସାମରିକ ଡାକ୍ତରଖାନାକୁ ନିଆଯାଇଛି। ଏହି ଆକ୍ରମଣ ପାଇଁ କେହି...
ପୃଥିବୀର ୨୭ କୋଟିରୁ ଅଧିକ ଲୋକ ଭୋକିଲା ରହିବା ଆଶଙ୍କା, ଚିନ୍ତା ବ୍ୟକ୍ତ କଲେ ଜାତିସଂଘ ମହାସଚିବ…
ନ୍ୟୁୟର୍କ, ୧୯।୫ : ଜାତିସଂଘର ସେକ୍ରେଟେରୀ ଜେନେରାଲ ଆଣ୍ଟୋନିଓ ଗୁଟେରସ କହିଛନ୍ତି ଯେ ସାରା ବିଶ୍ୱରେ କ୍ଷୁଧା ସ୍ତର ଏକ ନୂତନ ସ୍ଥାନରେ ପହଞ୍ଚିଛି। ଏହା ବିରୋଧରେ ଲଢ଼ିିବାକୁ ସେ ବିଶ୍ୱବାସୀକୁ ଆହ୍ବାନ ଦେଇଛନ୍ତି। ନ୍ୟୁୟର୍କରେ ଆମେରିକାର ବୈଦେଶିକ ସଚିବ...
କରୋନା ପରେ ଏବେ ମଙ୍କିପକ୍ସ, ଦେଖାଦିଏ ଏସବୁ ଲକ୍ଷଣ
ଓ୍ବାଶିଂଟନ,୧୯ା୫: କରୋନା ମହାମାରୀରୁ ବିଶ୍ୱ ସମ୍ପୂର୍ଣ୍ଣ ମୁକୁଳି ପାରି ନ ଥିବା ବେଳେ ଏବେ ଆଉ ଏକ ଭୂତାଣୁ ଭୟଭୀତ କଲାଣି। ମଙ୍କିପକ୍ସ ନାମକ ଏକ ନୂଆ ଭୂତାଣୁ ଚିହ୍ନଟ ହୋଇଛି। ନିକଟରେ ବ୍ରିଟେନରୁ ମଙ୍କିପକ୍ସରେ ୭ ଜଣ ଆକ୍ରାନ୍ତଙ୍କୁ...
ଜଳବାୟୁ ପରିବର୍ତ୍ତନର ୪ ମୁଖ୍ୟ କାରଣ, ଜାତିସଂଘ ଜାରି କଲା ରିପୋର୍ଟ…
ଜେନେଭା, ୧୯।୫ : କେଉଁ କେଉଁ କାରଣରୁ ଜଳବାୟୁ ପରିବର୍ତ୍ତନ ହେଉଛି ସେ ନେଇ ଜାତିସଂଘର ଏକ ସଂଗଠନ ୱାଲର୍ଡ ମେଟେରୋଲୋଜିକାଲ ଅର୍ଗାନାଇଜେସନ (ଡବ୍ଲ୍ୟୁଏମ୍ଓ) ପକ୍ଷରୁ ଏକ ରିପୋର୍ଟ ଜାରି ହୋଇଛି। ୨୦୨୧ରେ ଜଳବାୟୁ ପରିବର୍ତ୍ତନ ଉପରେ ଏକ ରିପୋର୍ଟ...
ଚନ୍ଦ୍ରର ଖଣିଜ ପଦାର୍ଥ ପ୍ରତି ଆମେରିକା-ଚାଇନାର ଲୋଭ…
ଓ୍ବାଶିଂଟନ/ବେଜିଂ, ୧୯।୫ : ନିକଟରେ ଆମେରିକାର ରାଷ୍ଟ୍ରପତି ଜୋ ବାଇଡେନ ଏକ ବିବୃତ୍ତି ଦେଇଛନ୍ତି ଯେ ୟୁକ୍ରେନ ଏବଂ ରୁଷିଆ ମଧ୍ୟରେ ଯୁଦ୍ଧ ଯୋଗୁ ପୃଥିବୀର ଭୂ-ରାଜନୀତି ପ୍ରଭାବିତ ହେଉଛି। ଏହାର ପ୍ରଭାବ ପୃଥିବୀ ବାହାରେ ମଧ୍ୟ ଦେଖାଯିବ। ଏହି...
୧୦୦୦ ୟୁକ୍ରେନ୍ ସୈନ୍ୟ କରିଛନ୍ତି ଆତ୍ମସମର୍ପଣ, ରୁଷିଆର ଦାବି…
ମସ୍କୋ, ୧୯।୫ : ରୁଷିଆର ପ୍ରତିରକ୍ଷା ମନ୍ତ୍ରଣାଳୟ କହିଛି ଯେ ଚଳିତ ସପ୍ତାହରେ ମାରିଓପୋଲର ଆଜୋଭଷ୍ଟାଲ ପ୍ଲାଣ୍ଟରେ ପ୍ରାୟ ୧୦୦୦ ୟୁକ୍ରେନ ସୈନ୍ୟ ଆତ୍ମସମର୍ପଣ କରିଛନ୍ତି। ୧୯ ଏପ୍ରିଲରେ ରୁଷିଆର ସୈନ୍ୟମାନେ ପ୍ଲାଣ୍ଟ ଉପରେ ଆକ୍ରମଣ କରି ଏହାର ବଡ଼...
ଦୋଷ ମାନିଲେ ଯୁଦ୍ଧ ଅପରାଧୀ
କିଭ୍, ୧୯ା୫: ୟୁକ୍ରେନ୍ରେ ନୀରିହ ଜନସାଧାରଣଙ୍କୁ ହତ୍ୟା ଭଳି ଯୁଦ୍ଧ ଅପରାଧ ଘଟାଇଥିବା ଜଣେ ୨୧ ବର୍ଷୀୟ ରୁଷୀୟ ସୈନ୍ୟ ଭାଦିମ୍ ଶିଶିମାରିନ୍ କିଭ୍ କୋର୍ଟରେ ଦୋଷୀ ସାବ୍ୟସ୍ତ ହୋଇଛନ୍ତି। ସେ ୟୁକ୍ରେନ୍ରେ ଜଣେ ୬୨ ବର୍ଷୀୟ ନିରସ୍ତ୍ର ବୃଦ୍ଧଙ୍କୁ...
ପୁଟିନ୍ଙ୍କ ଅସ୍ତ୍ରୋପଚାର
ମସ୍କୋ, ୧୯ା୫: ରୁଷିଆ ରାଷ୍ଟ୍ରପତି ଭ୍ଲାଡିମିର ପୁଟିନ୍ ରକ୍ତ କର୍କଟରେ ପୀଡ଼ିତ ଥିବା ନେଇ ଚର୍ଚ୍ଚା ଲାଗି ରହିଥିବାବେଳେ ତାଙ୍କ ଶରୀରରେ ଅସ୍ତ୍ରୋପଚାର କରାଯାଇଥିବା ନେଇ ରିପୋର୍ଟ ପ୍ରକାଶ ପାଇଛି। ଗତ ୧୨ ତାରିଖ ରାତିରେ ପୁଟିନ୍ଙ୍କ ଅସ୍ତ୍ରୋପଚାର ହୋଇଥିବା...
Archives


