ଅନ୍ତର୍ଜାତୀୟ

କାବୁଲରେ ଆମେରିକା ହେଲିକପ୍ଟର ଦୁର୍ଘଟଣାଗ୍ରସ୍ତ…

କାବୁଲ,୧୨।୯ : ଆମେରିକାର୍ରେି ନିର୍ମିତ ବ୍ଲାକ ହକ ହେଲିକପ୍ଟର କାବୁଲରେ ଦୁର୍ଘଟଣାଗ୍ରସ୍ତ ହୋଇଛି। ଶନିବାର ଘଟିଥିବା ଏହି ଦୁର୍ଘଟଣାରେ ତିନିଜଣ ଆଫଗାନିସ୍ତାନ କ୍ରୁ ସଦସ୍ୟଙ୍କ ମୃତ୍ୟୁ ଘଟିଛି। ତାଲିବାନର ପ୍ରତିରକ୍ଷା ମନ୍ତ୍ରଣାଳୟ ଏକ ବିବୃତ୍ତିରେ ଏହି ସୂଚନା ଦେଇଛି। ରାଜଧାନୀ କାବୁଲରେ…

ଦୁବାଇରେ ଚନ୍ଦ୍ର ରିସର୍ଟ

ଦୁବାଇ, ୧୨ା୯: ବିଳାସପୂର୍ଣ୍ଣ ଅଟ୍ଟାଳିକା, ଅତ୍ୟାଧୁନିକ ଭିତ୍ତିଭୂମି ନିର୍ମାଣର ଘର କୁହାଯାଉଥିବା ଦୁବାଇ ଏବେ ପର୍ଯ୍ୟଟକଙ୍କୁ ଆହୁରି ଆକର୍ଷିତ କରିବାକୁ ଚନ୍ଦ୍ର ଆକୃତିର ରିସର୍ଟ କରିବାକୁ ଯାଉଛି। ପର୍ଯ୍ୟଟକଙ୍କ ରହିବା ନିମନ୍ତେ ଏହି ଅଲ୍‌ଟ୍ରା-ଲକ୍‌ଜ୍ୟୁରିୟସ୍‌ ହୋଟେଲକୁ କାନାଡାର ଆର୍କିଟେକ୍ଚରାଲ କମ୍ପାନୀ ମୁନ୍‌…

ତୁମକୁ କ୍ଷମା କରୁଛି, ଭୁଲି ପାରିବିନି

ଓ୍ବାଶିଂଟନ,୧୨ା୯: କ୍ରାଇମ୍‌ ଡ୍ରାମା ‘ସିଏସ୍‌ଆଇ: ମାଇଆମି’ ଅଭିନେତ୍ରୀ ଏଭା ଲାରୁଙ୍କ ପଛରେ ୧୨ ବର୍ଷ ଧରି ପଡ଼ିଥିଲେ ଜଣେ ଅପରାଧୀ। ଏଭା ଓ ତାଙ୍କ ଝିଅ କାୟାଙ୍କୁ ବଳାତ୍କାର ପରେ ହତ୍ୟା କରିବାକୁ ସେ ବାରମ୍ବାର ଧମକ ଦେଉଥିଲେ। ମା’ ଝିଅ…

ରୁଷୀୟ ସୈନ୍ୟଙ୍କ ଛତ୍ରଭଙ୍ଗ

କିଭ୍‌/ମସ୍କୋ,୧୨ା୯: ଫେବୃୟାରୀ ୨୪ରେ ରୁଷିଆ ରାଷ୍ଟ୍ରପତି ଭ୍ଲାଡିମିର ପୁଟିନ ୟୁକ୍ରେନ୍‌ ଆକ୍ରମଣର ନିର୍ଦ୍ଦେଶ ଦେଇଥିଲେ ନିଜ ସୈନ୍ୟଙ୍କୁ। ସାମରିକ ଅପରେଶନ ବଳରେ ୨ ଦିନ ମଧ୍ୟରେ ୟୁକ୍ରେନ୍‌କୁ ସମ୍ପୂର୍ଣ୍ଣ ଦଖଲ କରିବେ ବୋଲି ସେତେବେଳେ ବାହୁସ୍ଫୋଟ ମାରିଥିଲେ। ହେଲେ ୟୁକ୍ରେନ୍‌ରେ ମସ୍କୋର…

୩୫ ଲକ୍ଷ ପିଲାଙ୍କ ଶିକ୍ଷା ପ୍ରଭାବିତ

ଇସଲାମାବାଦ,୧୧ା୯: ପାକିସ୍ତାନରେ ହୋଇଥିବା ପ୍ରଳୟଙ୍କରୀ ବନ୍ୟା ଯୋଗୁ ସବୁକିଛି ଉଜୁଡ଼ି ଯାଇଛି। ବନ୍ୟା ପ୍ରଭାବିତ ପାକିସ୍ତାନକୁ ବିଶ୍ୱର କିଛି ଦେଶ ସହାୟତାର ହାତ ବଢ଼ାଇଛନ୍ତି। ଏହି ସମୟରେ ମିଳିତ ଜାତିସଂଘର ସେକ୍ରେଟାରୀ ଜେନେରାଲ ଆଣ୍ଟୋନିଓ ଗୁଟେରସ୍‌ ପାକିସ୍ତାନରେ ପହଞ୍ଚିଛନ୍ତି। ଆଣ୍ଟୋନିଓ ରବିବାର…

ଏଡିନବର୍ଗ ଗଲା ରାଣୀ ଏଲିଜାବେଥ ଦ୍ୱିତୀୟଙ୍କ ପାର୍ଥିବ ଶରୀର: ୧୯ରେ ଶେଷକୃତ୍ୟ

ଲଣ୍ଡନ,୧୧।୯: ବ୍ରିଟେନର ରାଣୀ ଏଲିଜାବେଥ ଦ୍ୱିତୀୟଙ୍କ ଗତ ଗୁରୁବାର ପରଲୋକ ଘଟିଛି। ଦେହାନ୍ତ କରିଛନ୍ତି। ତାଙ୍କ ଦେହାନ୍ତ ପରଠାରୁ ସମଗ୍ର ବ୍ରିଟେନରେ ଶୋକର ବାତାବରଣ ସୃଷ୍ଟି ହୋଇଛି। ରାଣୀ ଏଲିଜାବେଥ ଦ୍ୱିତୀୟଙ୍କ ମରଶରୀରକୁ କଫିନ୍‌ ଯୋଗେ ବାଲମୋରାଲ ଦୁର୍ଗରୁ ସ୍କଟଲ୍ୟାଣ୍ଡର ରାଜଧାନୀ…

ପାକିସ୍ତାନରେ ଭାଇଚାରା: ବନ୍ୟା ପ୍ରଭାବିତଙ୍କୁ ସହାୟତା ଦେଉଛନ୍ତି ହିନ୍ଦୁ ମନ୍ଦିର ସଦସ୍ୟ…

ଇସଲାମାବାଦ, ୧୧।୯ : ପାକିସ୍ତାନରେ ପ୍ରବଳ ବନ୍ୟା ଯୋଗୁଁ ଲକ୍ଷ ଲକ୍ଷ ଲୋକ ବାସହୀନ ଏବଂ ବିସ୍ଥାପିତ ହୋଇଛନ୍ତି। ସାହାଯ୍ୟ ପାଇଁ ସେମାନେ ଘର ଘର ବୁଲୁଛନ୍ତି। ଏପରିସ୍ଥଳେ ପାକିସ୍ତାନରରେ ଭାଇଚାରାର ଏକ ନିଆରା ଉଦାହରଣ ସୃଷ୍ଟି କରିଛନ୍ତି ହିନ୍ଦୁ ମନ୍ଦିର…

ଜଳବାୟୁର ନରସଂହାର ଦେଖି ସ୍ତବ୍ଧ ହେଲେ ଜାତିସଂଘ ମୁଖ୍ୟ…

ଇସଲାମାବାଦ, ୧୧।୯ : ମିଳିତ ଜାତିସଂଘର ସେକ୍ରେଟେରୀ ଜେନେରାଲ ଆଣ୍ଟୋନିଓ ଗୁଟେରସ ପାକିସ୍ତାନରେ ବନ୍ୟା ପରିସ୍ଥିତି ସୃଷ୍ଟି କରିଥିବା ଭୟଙ୍କର ବିନାଶକୁ ଦେଖି ସ୍ତବ୍ଧ ହୋଇଯାଇଛନ୍ତି। ଗୁଟେରସ କହିଛନ୍ତି ଯେ ସେ ଏତେ ବଡ଼ ଜଳବାୟୁ ନରସଂହାର ପୂର୍ବରୁ କେବେ ଦେଖି…

ଇମ୍ରାନଙ୍କ ବିମାନ ହରାଇଲା ଭାରସାମ୍ୟ, କଲା ଜରୁରୀ ଅବତରଣ…

ଇସଲାମାବାଦ, ୧୧।୯ : ପାକିସ୍ତାନର ପୂର୍ବତନ ପ୍ରଧାନମନ୍ତ୍ରୀ ଇମ୍ରାନ ଖାନଙ୍କୁ ନେଇ ଯାଉଥିବା ଏକ ବିମାନ ଶନିବାର ଦୁର୍ଘଟଣାରୁ ଅଳ୍ପକେ ବର୍ତ୍ତିଛି। ଦୈନିକ ପାକିସ୍ତାନର ରିପୋର୍ଟ ଅନୁଯାୟୀ, ଇମ୍ରାନ ଖାନ ଶନିବାର ଏକ ରାଲିରେ ସମ୍ବୋଧିତ କରିବାକୁ ଗୁଞ୍ଜରାୱାଲା ଯାଉଥିଲେ। ଏହି…

ସାଉଦି ଆରବରେ ଭାରତୀୟଙ୍କୁ ଭେଟିଲେ ବୈଦେଶିକ ମନ୍ତ୍ରୀ ଏସ୍‌.ଜୟଶଙ୍କର

ରିୟାଦ,୧୧ା୯: ସାଉଦି ଆରବରେ ବୈଦେଶିକ ମନ୍ତ୍ରୀ ଏସ୍‌ ଜୟଶଙ୍କର ଭାରତୀୟ ନାଗରିକଙ୍କୁ ସମ୍ବୋଧିତ କରିଛନ୍ତି। ସେ କହିଛନ୍ତି, ବନ୍ଦେ ଭାରତ ମିଶନ ଅଧୀନରେ ସାରା ବିଶ୍ୱରୁ ଅତି କମ୍‌ରେ ୭ ଲକ୍ଷ ଲୋକଙ୍କୁ ଦେଶକୁ ଅଣାଯାଇଥିଲା। ସେ କହିଛନ୍ତି, ଏହି ମିଶନ…

ଏଫ୍‌-୧୬ ଫାଇଟର ବିମାନ ପାଇଁ ପାକିସ୍ତାନକୁ ୪୫୦ ନିୟୁତ ଡଲାର ପ୍ୟାକେଜ ଘୋଷଣା କଲା ଆମେରିକା, ଭାରତର କଡ଼ା ବିରୋଧ…

ଓ୍ବାଶିଂଟନ, ୧୧।୯ : ଆମେରିକାର ପୂର୍ବତନ ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ ପ୍ରଶାସନ ଯାହା କରି ନଥିଲେ ଏବେ ତାହା ରାଷ୍ଟ୍ରପତି ଜୋ ବାଇଡେନଙ୍କ ପ୍ରଶାସନ କଣ କରୁଛନ୍ତି। ଜୋ ବାଇଡେନ ସରକାର ବହୁ ପୂର୍ବରୁ ପାକିସ୍ତାନକୁ ଦିଆଯାଇଥିବା ଏଫ୍‌-୧୬ ଯୁଦ୍ଧ ବିମାନ…

ଇନ୍ଧନ ଟ୍ୟାଙ୍କର-ବସ ମୁହାଁମୁହିଁ ଧକ୍କା,୧୮ ଜୀବନ୍ତ ଦଗ୍ଧ…

ମେକ୍ସିକୋ ସିଟି,୧୧।୯ : ମେକ୍ସିକୋରେ ଶନିବାର ଏକ ମର୍ମନ୍ତୁଦ ସଡ଼କ ଦୁର୍ଘଟଣା ଘଟିଛି। ଏଥିରେ ୧୮ ଜଣଙ୍କର ମୃତ୍ୟୁ ଘଟିଛି। ଏଠାରେ ମୋଣ୍ଟେରୀ ସହରକୁ ଯାଉଥିବା ରାଜପଥରେ ଏକ ଇନ୍ଧନ ଭର୍ତ୍ତି ଟ୍ୟାଙ୍କର ଏବଂ ଏକ ବସ ଧକ୍କା ହୋଇଥିଲା। ଘଟଣାସ୍ଥଳରେ…

Advertisement
Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri