ଅନ୍ତର୍ଜାତୀୟ

ଧୂମପାନ ନ କଲେ ବି ଫୁସ୍‌ଫୁସ୍‌ କର୍କଟ ଆଶଙ୍କା

ଲଣ୍ଡନ: ବିଶ୍ୱରେ ବାୟୁ ପ୍ରଦୂଷଣର ମାତ୍ରା ଦିନକୁ ଦିନ ବୃଦ୍ଧି ପାଉଛି। ଦୂଷିତ ବାୟୁ କାରଣରୁ ମନୁଷ୍ୟ ଶରୀରରେ ବିଭିନ୍ନ ପ୍ରକାର ଅଜଣା ରୋଗ କାୟା ବିସ୍ତାର କରିବାରେ ଲାଗିଛି। ବର୍ତ୍ତମାନ ସମୟରେ ଟ୍ୟୁମର ଓ କ୍ୟାନ୍‌ସର ରୋଗୀଙ୍କ ସଂଖ୍ୟା ମଧ୍ୟ…

ବିଶ୍ୱ ନେତାଙ୍କୁ ମିଳିବନି ଜେଟ୍‌ ସୁବିଧା

ଲଣ୍ଡନ, ୧୩ା୯:ମହାରାଣୀ ଏଲିଜାବେଥ୍‌ ୨ୟଙ୍କ ଶେଷକୃତ୍ୟ ପାଇଁ ବ୍ରିଟେନ ପ୍ରସ୍ତୁତ ହେଉଥିବାବେଳେ ଏହି ଐତିହାସିକ ଦିନରେ ବିଶ୍ୱନେତାମାନେ ଯୋଗଦେବେ। ତେବେ ଏହି କାର୍ଯ୍ୟକ୍ରମରେ ସାମିଲ ହେବାକୁ ଆସୁଥିବା ରାଷ୍ଟ୍ରମୁଖ୍ୟ, ସେମାନଙ୍କ ସ୍ତ୍ରୀ/ସ୍ବାମୀ ବ୍ୟକ୍ତିଗତ ଜେଟ୍‌ କିମ୍ବା ହେଲିକପ୍ଟର ବଦଳରେ କମର୍ସିଆଲ ଫ୍ଲାଇଟ୍‌ରେ…

ଚନ୍ଦ୍ରରେ ନୂଆ ଖଣିଜର ସନ୍ଧାନ କଲା ଚାଇନା

ବେଜିଂ,୧୨।୯: ଚାଇନାର ଲୁନାର ପ୍ରୋବ୍‌ ଚେଙ୍ଗ୍‌ସ-୫ ଚନ୍ଦ୍ରରେ ଏକ ନୂଆ ଖଣିଜ ପଦାର୍ଥର ସନ୍ଧାନ କରିଛି। ଚନ୍ଦ୍ରପୃଷ୍ଠରେ ଏଭଳି ଖଣିଜ ଠାବ କରିବାରେ ଚାଇନା ତୃତୀୟ ଦେଶ। ୧,୪୦,୦୦୦ ଚନ୍ଦ୍ର କଣିକାରୁ ଚାଙ୍ଗେସାଇଟ୍‌-(ଓ୍ବାଇ) ଧାତବ ଠାବ କରାଯାଇଛି। ହୀରା ଆକୃତିର ଏଭଳି…

ଆମେରିକା ଦେବନି ସେମିକଣ୍ଡକ୍ଟର ଚିପ୍‌

ଓ୍ବାଶିଂଟନ୍‌, ୧୩ା୯:ତାଇଓ୍ବାନ ପ୍ରସଙ୍ଗକୁ ନେଇ ଆମେରିକା ଓ ଚାଇନା ମଧ୍ୟରେ ତିକ୍ତତା ବଢ଼ିଥିବାବେଳେ ଓ୍ବାଶିଂଟନ୍‌ ବେଜିଂର ଦୁର୍ବଳତାକୁ ଧରିଛି। ଆର୍ଟିଫିସିଆଲ ଇଣ୍ଟେଲିଜେନ୍ସ(ଏଆଇ) ଏବଂ ଅନ୍ୟ ସାମଗ୍ରୀ ପ୍ରସ୍ତୁତ ନିମନ୍ତେ ଆବଶ୍ୟକ ପଡ଼ୁଥିବା ସେମିକଣ୍ଡକ୍ଟର ଚିପ୍‌ ଚାଇନାକୁ ରପ୍ତାନି ଉପରେ ଅଙ୍କୁଶ ଲଗାଇବାକୁ…

ଏକ ମିନିଟ୍‌ ନୀରବ ରହିବ ବ୍ରିଟେନ୍‌

ଲଣ୍ଡନ, ୧୩ା୯:ବ୍ରିଟେନ୍‌ ମହାରାଣୀ ଏଲିଜାବେଥ୍‌ ୨ୟଙ୍କ ଶେଷକୃତ୍ୟ ପୂର୍ବରୁ ଆସନ୍ତା ରବିବାର ରାତି ୮ଟାରେ ସାରା ଦେଶ ଏକ ମିନିଟ୍‌ ନୀରବ ପ୍ରାର୍ଥନା କରିବ। ଏ ନେଇ ଡାଉନିଂ ଷ୍ଟ୍ରିଟ୍‌ ପକ୍ଷରୁ ସୋମବାର ଘୋଷଣା କରିବ। ୧୯ ତାରିଖରେ ଲଣ୍ଡନର ଓ୍ବେଷ୍ଟମିନିଷ୍ଟର…

ବ୍ୟାକ୍‌ଫୁଟରେ ରୁଷିଆ: ୨୪ଘଣ୍ଟାରେ ୨୦ଗାଁକୁ ଫେରାଇ ଆଣିଲା ୟୁକ୍ରେନ

କିଭ୍‌,୧୨।୯: ଗତ ସାତ ମାସ ଧରି ରୁଷିଆ ଏବଂ ୟୁକ୍ରେନ ମଧ୍ୟରେ ଯୁଦ୍ଧ ଜାରି ରହିଛି। ଇତିମଧ୍ୟରେ ଗତ ସପ୍ତାହରେ ଖାର୍କିଭ ଅଞ୍ଚଳରେ ହୋଇଥିବା ପ୍ରତି ଆକ୍ରମଣରେ ୟୁକ୍ରେନ ସୈନ୍ୟ ରୁଷିଆ ସୈନ୍ୟଙ୍କୁ କଡ଼ା ଜବାବ ଦେଇଛନ୍ତି। ବର୍ତ୍ତମାନ ଯୁଦ୍ଧରେ ରୁଷିଆକୁ…

୧ ମିନିଟ୍‌ ଶୋକ ପାଳିବ ବ୍ରିଟେନ

ଲଣ୍ଡନ, ୧୨ା୯: ବ୍ରିଟେନ ମହାରାଣୀ ଏଲିଜାବେଥ୍‌ ଦ୍ୱିତୀୟଙ୍କ ଶେଷକୃତ୍ୟ ପୂର୍ବରୁ ଆସନ୍ତା ରବିବାର ରାତି ୮ଟାରେ ସାରା ଦେଶ ଏକ ମିନିଟ୍‌ ନୀରବ ପ୍ରାର୍ଥନା କରିବ। ଏନେଇ ଡାଉନିଂ ଷ୍ଟ୍ରିଟ୍‌ ପକ୍ଷରୁ ସୋମବାର ଘୋଷଣା କରାଯାଇଛି। ଆସନ୍ତା ୧୯ତାରିଖରେ ଲଣ୍ଡନର ଓ୍ବେଷ୍ଟମିନଷ୍ଟର…

ଶ୍ରୀଲଙ୍କାରେ ୬୦ ଲକ୍ଷ ଲୋକଙ୍କୁ ମିଳୁନି ଖାଦ୍ୟ

କଲମ୍ବୋ,୧୨ା୯: ଶ୍ରୀଲଙ୍କାର ଆର୍ଥିକ ସ୍ଥିତି ଏତେ ଖରାପ ହୋଇଛି ଯେ, ଏଠାରେ ୬୦ ଲକ୍ଷରୁ ଅଧିକ ଲୋକ ଅନାହାରରେ ପହଞ୍ଚିଛନ୍ତି। ଖାଦ୍ୟ ସାମଗ୍ରୀର ଅଭାବ ଏବଂ  ବର୍ଦ୍ଧିତ ମୂଲ୍ୟ ଏଠାକାର ଲୋକଙ୍କଠାରୁ ସେମାନଙ୍କ ଭୋକ ଛଡ଼ାଇନେଇଛି। ବିଶ୍ୱ ଖାଦ୍ୟ କାର୍ଯ୍ୟକ୍ରମ ଏବଂ…

ରାଣୀ ହେବାକୁ ଚାହୁଁ ନ ଥିଲେ ଏଲିଜାବେଥ୍‌ ଦ୍ୱିତୀୟ

ଲଣ୍ଡନ,୧୨ା୯: ରାଣୀ ଏଲିଜାବେଥ୍‌ ଦ୍ୱିତୀୟଙ୍କ ପରଲୋକରେ ସମଗ୍ର ବିଶ୍ୱ ମର୍ମାହତ। କିନ୍ତୁ ଆଶ୍ଚର୍ଯ୍ୟଜନକ କଥା ଏଲିଜାବେଥ୍‌ ରାଣୀ ହେବାକୁ କେବେ ଚିନ୍ତା କରି ନ ଥିଲେ। ତାଙ୍କ ଦାଦା ଏଡଓ୍ବାର୍ଡ ଅଷ୍ଟମ ବ୍ରିଟେନର ରାଜା ଥିଲେ। ଏଡଓ୍ବାଡଙ୍କ ସାନ ଭାଇଙ୍କ ଝିଅ…

ସୁରକ୍ଷା ପରିଷଦ ସ୍ଥାୟୀ ସଦସ୍ୟ ପାଇଁ ଭାରତ ଯୋଗ୍ୟ…

ରିୟାଦ, ୧୨।୯ : ସୌଦି ଆରବ ଗସ୍ତରେ ଯାଇଥିବା ବହିର୍ବ୍ୟାପାର ମନ୍ତ୍ରୀ ଏସ ଜୟଶଙ୍କର କହିଛନ୍ତି ଯେ ମିଳିତ ଜାତିସଂଘ ସୁରକ୍ଷା ପରିଷଦର ସ୍ଥାୟୀ ସଦସ୍ୟ ହେବା ପାଇଁ ଭାରତ ଯୋଗ୍ୟ। ଏହା ପଛରେ ସେ ଅନେକ କାରଣ ମଧ୍ୟ ସେ…

ୟୁଏସ୍‌ କ୍ୟାପିଟୋଲରେ ପାଳନ କରାଯିବ ସ୍ବାଧୀନତାର ଅମୃତ ମହୋତ୍ସବ…

ଓ୍ବାଶିଂଟନ, ୧୨।୯ : ଭାରତର ସ୍ବାଧୀନତାର ୭୫ ତମ ବାର୍ଷିକୀ ୟୁଏସ୍‌ କ୍ୟାପିଟୋଲ (ଆମେରିକା ସଂସଦ ଭବନ) ରେ ପାଳନ କରାଯିବ। ସ୍ବାଧୀନତାର ଅମୃତ ମହୋତ୍ସବ ୧୪ ସେପ୍ଟେମ୍ବର ଆମେରିକା ସଂସଦ ଭବନରେ ଭାରତୀୟ-ଆମେରିକୀୟ ସଂଗଠନ ପାଳନ କରାଯିବ। ଏହି କାର୍ଯ୍ୟକ୍ରମରେ…

ଭାରତ-ମାଲେସିଆ ସମ୍ପର୍କକୁ ୬୫ ପୂରଣ…

ନୂଆଦିଲ୍ଲୀ/ମାଲେ, ୧୨।୯ : ଭାରତ ଏବଂ ମାଲେସିଆ ମଧ୍ୟରେ କୂଟନୈତିକ ସମ୍ପର୍କକୁ ୬୫ ବର୍ଷ ପୂରଣ ହୋଇଛି। ଏହି ଅବସରରେ କୁଆଲାଲମ୍ପୁରରେ ଏକ ସମ୍ମିଳନୀରେ ଭାରତ-ମାଲେସିଆ @ 65 କାର୍ଯ୍ୟକ୍ରମ ଆୟୋଜିତ ହୋଇଥିଲା। ଏନେଇ ମାଲେସିଆର ବୈଦେଶିକ ମନ୍ତ୍ରୀ ଦତ୍ତୁକ ସେରି…

Advertisement
Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri