ପୁଟିନ୍‌ଙ୍କ ଅସ୍ତ୍ରୋପଚାର

ମସ୍କୋ, ୧୯ା୫: ରୁଷିଆ ରାଷ୍ଟ୍ରପତି ଭ୍ଲାଡିମିର ପୁଟିନ୍‌ ରକ୍ତ କର୍କଟରେ ପୀଡ଼ିତ ଥିବା ନେଇ ଚର୍ଚ୍ଚା ଲାଗି ରହିଥିବାବେଳେ ତାଙ୍କ ଶରୀରରେ ଅସ୍ତ୍ରୋପଚାର କରାଯାଇଥିବା ନେଇ ରିପୋର୍ଟ ପ୍ରକାଶ ପାଇଛି। ଗତ ୧୨ ତାରିଖ ରାତିରେ ପୁଟିନ୍‌ଙ୍କ ଅସ୍ତ୍ରୋପଚାର ହୋଇଥିବା ଏବଂ ତାହା କ୍ୟାନ୍‌ସର ସଂକ୍ରାନ୍ତୀୟ ନୁହେଁ ବୋଲି ଏଥିରେ କୁହାଯାଇଛି। ଏଥିଯୋଗୁ ପୁଟିନ୍‌ ତାଙ୍କ ଅଫିସରମାନଙ୍କ ସହ ସ୍ଥିର ହୋଇଥିବା ଏକ ବୈଠକରେ ଯୋଗ ନ ଦେଇ ପୂର୍ବରୁ ରେକର୍ଡ କରିଥିବା ଭିଡିଓ ମିଟିଂରେ ଚାଲିଥିଲା ବୋଲି ଜଣାପଡ଼ିଛି।

ନିକଟରେ ରୁଷିଆ ବିଜୟ ଦିବସ ଅବସରରେ ପୁଟିନ୍‌ଙ୍କୁ ସର୍ବସାଧାରଣରେ ଦେଖିବାକୁ ମିଳିଥିଲା। ଏହି ସମୟରେ ପୁଟିନ୍‌ ତାଙ୍କ ଗୋଡ଼କୁ ଏକ ମୋଟା କପଡ଼ାରେ କଭର କରିଥିବାର ଫଟୋ ଓ ଭିଡିଓ ସୋସିଆଲ ମିଡିଆରେ ଭାଇରାଲ ହୋଇଥିଲା।


Enter your email to get our daily news in your inbox.

All Right Reserved By Dharitri.Com

ଜନବସତିରେ ରହିବା ପାଇଁ କରିବାକୁ ପଡ଼େ ଆପେଣ୍ଡିକ୍ସ୍‌ ଅପରେଶନ୍‌

ଓ୍ବାଶିଂଟନ,୧।୩: ଭାରତରେ ରହିବା ପାଇଁ ଭାରତୀୟ ନାଗରିକତ୍ୱ ପ୍ରମାଣ ଜରୁରୀ। ସେହିପରି ପୃଥିବୀର ବିଭିନ୍ନ ସ୍ଥାନରେ ରହିବା ଲାଗି ଭିନ୍ନ ଭିନ୍ନ ପ୍ରାମାଣିକ ତଥ୍ୟର ଆବଶ୍ୟକତା...

କ୍ରୁର ଶାସକଙ୍କ ଚରମ ନିର୍ଦ୍ଦେଶ: ବଞ୍ଚି ରହିବାର ଅଛି ତ କମ ଖାଅ

ପ୍ୟାଙ୍ଗ୍‌ୟାଙ୍ଗ୍‌,୨୮।୧୦: ଉତ୍ତର କୋରିଆରେ ଖାଦ୍ୟ ସଙ୍କଟ ଗଙ୍ଗୀର ହେବାରେ ଲାଗିଛି। ଏହାକୁ ଦୃଷ୍ଟିରେ ରଖି ଉତ୍ତର କୋରିଆର ଏକଛତ୍ରବାଦୀ ଶାସକ କିମ ଜୋଙ୍ଗ ଉନ ଲୋକଙ୍କୁ...

ଇସ୍ରାଏଲରେ ରାଜନୈତିକ ସଙ୍କଟ

ଜେରୁଜେଲମ, ୨୩।୬: ଇସ୍ରାଏଲରେ ପ୍ରଧାନମନ୍ତ୍ରୀ ନାଫଟାଲି ବେନେଟଙ୍କ ସରକାର ସଂଖ୍ୟାଲଘୁ ହେବା ପରେ ସେଠାରେ ପୁଣି ରାଜନୈତିକ ସଙ୍କଟ ଦେଖାଦେଇଛି। ବେନେଟଙ୍କ ମେଣ୍ଟ ସରକାର ଭାଙ୍ଗିବା...

ବିଶେଷଜ୍ଞଙ୍କ ଚେତାବନୀ ଓମିକ୍ରନ୍ ଯୋଗୁ ବ୍ରିଟେନରେ ହୋଇପାରେ ୭୫୦୦୦ ଲୋକଙ୍କ ମୃତ୍ୟୁ

ଲଣ୍ଡନ,୧୪ ।୧୨: ବ୍ରିଟେନରେ କରୋନା ଭାଇରସର ନୂଆ ଭାରିଏଣ୍ଟ ଓମିକ୍ରନ୍ ଯୋଗୁଁ ସୋମବାର ଜଣେ ବ୍ୟକ୍ତିଙ୍କ ମୃତ୍ୟୁ ହୋଇଥିବା ସୂଚନା ମିଳିଛି । ନିଜେ ପ୍ରଧାନମନ୍ତ୍ରୀ...

ଚାଇନା ବିରୋଧରେ ମୁକାବିଲା ପାଇଁ ଜାପାନ-ଅଷ୍ଟ୍ରେଲିଆ ପ୍ରସ୍ତୁତ

କାନବେରା,୨୨ା୧୦: ଜାପାନ ଏବଂ ଅଷ୍ଟ୍ରେଲିଆ ଶନିବାର ଏକ ନୂତନ ଦ୍ୱିପାକ୍ଷିକ ସୁରକ୍ଷା ଚୁକ୍ତି ସ୍ବାକ୍ଷର କରିଛନ୍ତି। ମିଳିତ ଭାବେ ଚାଇନା ବିରୋଧରେ ମୁକାବିଲା ପାଇଁ ଉଭୟ...

ଉପନିର୍ବାଚନ ପୂର୍ବରୁ ରାଲି କରିବେ ଇମ୍ରାନ, ୧୬ରେ ଭୋଟ୍‌

ଇସଲାମାବାଦ,୯ା୧୦: ପାକିସ୍ତାନର ପୂର୍ବତନ ପ୍ରଧାନମନ୍ତ୍ରୀ ତଥା ପାକିସ୍ତାନ ତେହେରିକ-ଇ-ଇନ୍‌ସାଫ ପାର୍ଟି (ପିଟିଆଇ) ଅଧ୍ୟକ୍ଷ ଇମ୍ରାନ ଖାନ୍‌ ୮ ଜାତୀୟ ବିଧାନସଭା ଆସନକୁ ଉପ-ନିର୍ବାଚନ ପୂର୍ବରୁ ବିଭିନ୍ନ...

ସାମରିକ ଶାସକଙ୍କ କଟକଣା: ପ୍ରଭାବିତ ହେଉଛି ମ୍ୟାନ୍‌ମାର ଅର୍ଥନୀତି

ନାପିତ୍ୱ,୧୮।୨: ମ୍ୟାନ୍‌ମାରରେ ସାମରିକ ଶାସକଙ୍କ କଟକଣା ଯୋଗୁ ସ୍ଥିତି ଏବେ ସଙ୍କଟ ଜନକ ହେବାରେ ଲାଗିଛି। ଦେଶରେ ରାତ୍ର କାଳୀନ କର୍ଫ୍ୟୁ ଜାରି ହେବା ସହିତ...

ଏଠି ଡାକ୍ତରଙ୍କ ଅବସାଦ ଦୂର କରୁଛି କୁକୁର

ଓ୍ବାଶିଂଟନ,୩୧।୩: କରୋନା ଭାଇରସ ଏବେ ଇଟାଲୀ ଓ ଆମେରିକାରେ ତା’ର କାୟା ବିସ୍ତାର କରିବାରେ ଲାଗିିଛି। ଦିନକୁ ଏଠାରେ ଶହ ଶହ ଲୋକ କରୋନାରେ ସଂକ୍ରମିତ...

Advertisement
Archives

Model This Week