ଆମେରିକାରେ ଶୀତକାଳୀନ ଝଡ ନେଇ ସତର୍କ ସୂଚନା ଜାରି…

ଓ୍ବାଶିଂଟନ,୧୫।୧୨ : ଆମେରିକାର ଟେକ୍ସାସ, ଓକଲାହୋମା ଏବଂ ଲୁଇସିୟାନାର କିଛି ଅଂଶରେ ଘୂର୍ଣ୍ଣିବଳୟ ହେବାର କିଛି ଘଣ୍ଟା ପରେ ୟଏକ ଭୟଙ୍କର ଶୀତକାଳୀନ ଝଡ ସୃଷ୍ଟି ହୋଇଛି । ଏହା ଯୋଗୁ ବହୁ ବାସଗୃହ ଏବଂ ବ୍ୟବସାୟ ପ୍ରତିଷ୍ଠାନ କ୍ଷତିଗ୍ରସ୍ତ ହୋଇଛି। ସୁରକ୍ଷା ଦୃଷ୍ଟିରୁ ୧୦୦୦ ଅଧିକ ବିମାନ ବିଳମ୍ବରେ ଉଡ଼ାଣ କରିଥିବାବେଳେ ୧୦୦ରୁ ଅଧିକ ବିମାନ ବାତିଲ ହୋଇଛି। ଘୂର୍ଣ୍ଣିବଳୟରେ ଦୁଇ ଜଣ ନିଖୋଜ ହୋଇଯାଇଥିବା ବେଳେ ଅନେକ ଲୋକ ଆହତ ହୋଇଥିବା ସୂଚନା ମିଳିଛି।

ଉତ୍ତର ଟେକ୍ସାସରେ ଶକ୍ତିଶାଳୀ ଝଡ ଦେଖିବାକୁ ମିଳିଛି। ଏଠାରେ ଫୋର୍ଟ ୱର୍ଥରେ ଜାତୀୟ ପାଣିପାଗ ସେବା କହିଛି ଯେ ଅବସ୍ଥା ଅତ୍ୟନ୍ତ ଖରାପ ଏବଂ କ୍ଷୟକ୍ଷତିର ଆକଳନ ପାଇଁ ପାଗ ଅନୁକୂଳ ନୁହେଁ। ଓକଲାହୋମାର ନୋରମାନର ଝଡ ପୂର୍ବାନୁମାନ କେନ୍ଦ୍ର ରିପୋର୍ଟ କରିଛି ଯେ ଲୁଇସିୟାନା, ମିସିସିପି, ଆଲାବାମା ଏବଂ ଫ୍ଲୋରିଡା ପାନହାଣ୍ଡଲେରେ ଅତ୍ୟନ୍ତ ଖରାପ ପାଗ ସୃଷ୍ଟି ହୋଇଛି। ମୋଣ୍ଟାନା ଠାରୁ ପଶ୍ଚିମ ନେବରାସ୍କା ଏବଂ କଲୋରଡୋରେ ତୁଷାର ଝଡର ସତର୍କ ସୂଚନା ଜାରି କରାଯାଇଛି। ଜାତୀୟ ପାଣିପାଗ ସେବା କହିଛି ଯେ ପଶ୍ଚିମ ଦକ୍ଷିଣ ଡାକୋଟା ଏବଂ ଉତ୍ତର-ପଶ୍ଚିମ ନେବରାସ୍କାର କିଛି ଅଞ୍ଚଳ ୨ ଫୁଟ (୬୧ ସେମି) ତୁଷାରପାତ ହେବାର ସମ୍ଭାବନା ରହିଛି।


Enter your email to get our daily news in your inbox.

All Right Reserved By Dharitri.Com

ଗେଣ୍ଡା ପାଇଁ ଅଟକିଲା ୨୬ ଟ୍ରେନ୍‌: ହଇରାଣ ହେଲେ ୧୨ ହଜାର ଯାତ୍ରୀ

ଟୋକିଓ,୨୪।୬: ଜାପାନର ଟ୍ରେନ୍‌ ସେବା ଅତି ଉଚ୍ଚକୋଟୀର। ଏଠାରେ ହୁଏତ ବିମାନ ଉଡ଼ାଣରେ ବିଳମ୍ବ ହୋଇପାରେ ମାତ୍ର ସମସ୍ତ ଟ୍ରେନ୍‌ର ଆସିବା ଏବଂ ଛାଡିବା ସମୟ...

ଇସ୍ତଫା ଦେଲେଣି ୮ ସ୍ବାସ୍ଥ୍ୟମନ୍ତ୍ରୀ

ନୂଆଦିଲ୍ଲୀ, ୩।୬ : ବିଭିନ୍ନ ଦେଶରେ କୋଭିଡ୍‌ ପରିଚାଳନାଗତ ତ୍ରୁଟି ପାଇଁ ଗତ ୫ ମାସ ମଧ୍ୟରେ ୮ ସ୍ବାସ୍ଥ୍ୟମନ୍ତ୍ରୀ ଇସ୍ତଫା ଦେଇସାରିଲେଣି। ଇକୁଏଡର ସ୍ବାସ୍ଥ୍ୟମନ୍ତ୍ରୀ...

ତୁର୍କୀରେ ୩ ମାସ ଏମର୍ଜେନ୍ସି

ଆଙ୍କାରା,୮।୨: ପ୍ରଳୟଙ୍କରୀ ଭୂକମ୍ପରେ ଧ୍ୱସ୍ତବିଧ୍ୱସ୍ତ ତୁର୍କୀର ୧୦ ପ୍ରଦେଶରେ ୩ ମାସ ପାଇଁ ଜରୁରୀ ସ୍ଥିତି ଜାରି କରାଯାଇଛି। ଉଦ୍ଧାର ଓ ପୁନଃନିର୍ମାଣ କାର୍ଯ୍ୟକୁ ତ୍ୱରାନ୍ବିତ...

ଭୟଙ୍କର ଅଗ୍ନିକାଣ୍ଡ, ୧୬ ମହଲା ପୋଡ଼ି ପାଉଁଶ

ଇସଲାମାବାଦ,୧୨ା୩: କରାଚିରେ ଶନିବାର ରାତିରେ ୧୬ ମହଲା ବିଶିଷ୍ଟ ଅଟ୍ଟାଳିକାରେ ଅଗ୍ନିକାଣ୍ଡ ଘଟିଥିଲା। କରାଚିର ଶାହରାହ-ଏ-ଫୈସଲରେ ଥିବା ୧୬ ମହଲା ବିଶିଷ୍ଟ ପୋର୍ଟଓ୍ବେ ବାଣିଜ୍ୟ କେନ୍ଦ୍ର...

ଏଲନ ମସ୍କଙ୍କ ଆଉ ଏକ ତମାସା

ୱାଶିଂଟନ,୧୦ ।୧୧: ଟୁଇଟରର ନୂଆ ମାଲିକ ଏଲନ ମସ୍କ ଏହି ପ୍ଲାଟଫର୍ମକୁ ନେଇ ଅନେକ ପରୀକ୍ଷଣ କରିବାରେ ଲାଗି ପଡିଛନ୍ତି । ସେଥିପାଇଁ ଟୁଇଟର ଓ...

ସମଲିଙ୍ଗୀ ସମ୍ପର୍କ ବୈଧ

ଲୁଆଣ୍ଡା,୧୩ା୨: ଦକ୍ଷିଣ ଆଫ୍ରିକୀୟ ରାଷ୍ଟ୍ର ଆଙ୍ଗୋଲାରେ ସମଲିଙ୍ଗୀ ସମ୍ପର୍କକୁ ଅପରାଧ ମୁକ୍ତ କରାଯାଇଛି। ଏହାକୁ ବୈଧ କରିବା ଲାଗି ଦେଶରେ ପୂର୍ବ ପ୍ରଚଳିତ ଆଇନକୁ ଉଚ୍ଛେଦ...

ପାକିସ୍ତାନର ପୂର୍ବତନ ଗୃହମନ୍ତ୍ରୀ ଶେଖ ରଶିଦ ଗିରଫ: ସରକାରଙ୍କୁ ଇମ୍ରାନ ଦେଲେ ଧମକ…

ଇସଲାମାବାଦ,୨।୨ : ଇସଲାମାବାଦ ପୋଲିସ ଦ୍ୱାରା ପାକିସ୍ତାନର ପୂର୍ବତନ ଗୃହମନ୍ତ୍ରୀ ଶେଖ ରଶିଦଙ୍କୁ ଗିରଫ କରାଯାଇଛି। ଗୁରବାର ମୁରି ମୋଟରୱେରୁ ତାଙ୍କୁ ଗିରଫ କରାଯାଇଛି। ଶେଖ...

ବାଇଡେନଙ୍କ ସମସ୍ୟା ବଢ଼ିଲା, ଘରେ ୧୨ ଘଣ୍ଟା ଚଢ଼ାଉ, ୬ ଗୋପନୀୟ ଫାଇଲ ମିଳିଲା…

ଓ୍ବାଶିଂଟନ,୨୨।୧ : ଆମେରିକାର ରାଷ୍ଟ୍ରପତି ଜୋ ବାଇଡେନଙ୍କ ଅସୁବିଧା ଦିନକୁ ଦିନ ବଢ଼ିବାରେ ଲାଗିଛି। ଘରୁ ଗୋପନୀୟ ଡକ୍ୟୁମେଣ୍ଟ ପାଇବା ନେଇ ତାଙ୍କର ସମସ୍ୟା କମ...

Advertisement
Archives

Model This Week