ସ୍ପେନରେ ବଡ ଧରଣର ଦୁର୍ଘଟଣା, ନଦୀକୁ ଖସିଲା ବସ ୬ ମୃତ

ସ୍ପେନ,୨୬ ।୧୨: ସ୍ପେନର ଉତ୍ତର ପଶ୍ଚିମ ଗ୍ଲାସିୟର ଅଞ୍ଚଳରେ ଏକ ବଡ ଧରଣର ଦୁର୍ଘଟଣା ହୋଇଯାଇଛି । ଏଠାରେ ଏକ ବସ ପୋଲ ପାରି ହେଉଥିବା ସମୟରେ ନଦୀକୁ ଖସି ପଡିବାରୁ ଅତିକମରେ ୬ ଜଣଙ୍କ ମୃତ୍ୟୁ ହେବାସହ ୨ ଜଣ ଆହତ ହୋଇଛନ୍ତି ।
ଘଟଣାସ୍ଥଳରେ ଉଦ୍ଧାର କରୁଥିବା ଅଧିକାରୀମାନେ କହିଛନ୍ତି ପାଣିରେ ଥିବା ଲୋକଙ୍କୁ ଦଉଡି ସାହାଯ୍ୟରେ ବାହାରକୁ ବାହାର କରାଯାଇଥିଲା । ଆହତଙ୍କୁ ତୁରନ୍ତ ଚିକିତ୍ସା ଲାଗି ହସ୍ପିଟାଲରେ ଭର୍ତ୍ତି କରାଯାଇଛି । ପୋଲିସ ମଧ୍ୟ ଘଟଣାର ଯାଞ୍ଚ ଆରମ୍ଭ କରିଛି, ଡ୍ରାଇଭର ମଦ ପିଇ ଅଥବା କୌଣସ ନିଶା ଦ୍ରବ୍ୟ ଗ୍ରହଣ କରି ବସ ଚଳାଉ ନ ଥିଲେ ତ । ଏପଟେ ସମସ୍ତ ଉଦ୍ଧାର କାର୍ଯ୍ୟ ସରିଥିବା ବେଳେ ନଦୀ ମଧ୍ୟରୁ ବସଟିକୁ ବି ବାହାରକୁ ବାହାର କରି ଦିଆଯାଇଛି ।


Enter your email to get our daily news in your inbox.

All Right Reserved By Dharitri.Com

ମଙ୍ଗଳ ଗ୍ରହରୁ ଶୁଖିବାରେ ଲାଗିଛି ଜଳୀୟ ଅଂଶ

ଓ୍ବାଶିଂଟନ, ୧୧।୧: ମଙ୍ଗଳରେ ଜୀବନ ଥିବା ନେଇ ମହାକାଶ ବିଜ୍ଞାନୀମାନେ ଦାବି କରିଥିବାବେଳେ ଏବେ ଜଣାପଡ଼ିଛି ଯେ ଧୀରେଧୀରେ ଏଠାରେ ଥିବା ଜଳୀୟ ଅଂଶ ଶୁଖିବାରେ...

ମୁକୁଳିବେ ବିକିନି କିଲର୍‌

କାଠମାଣ୍ଡୁ,୨୨ା୧୨: ‘ଦି ସର୍ପେଣ୍ଟ’ ନାମରେ କୁଖ୍ୟାତ ଫ୍ରାନ୍ସର ସିରିଏଲ୍‌ କିଲର ଚାଲର୍‌ସ ଶୋଭରାଜ ଏବେ ପୁଣି ଚର୍ଚ୍ଚାରେ। ଏଥର କୌଣସି ଅପରାଧ ପାଇଁ ନୁହେଁ, ବରଂ...

ଚାଇନା କହିଲା ସ୍ଥିତି ନିୟନ୍ତ୍ରଣାଧୀନ

ବେଜିଂ,୨୮ା୫: ଭାରତ-ଚାଇନା ସୀମାରେ ସ୍ଥିତି ସ୍ଥିର ଓ ନିୟନ୍ତ୍ରଣାଧୀନ ରହିଛି। ଆଲୋଚନା ଓ ବିଚାରବିମର୍ଶ ଜରିଆରେ ସମସ୍ୟାର ସମାଧାନ ପାଇଁ ଉଭୟ ଦେଶ ଉପଯୁକ୍ତ ବ୍ୟବସ୍ଥା...

୮ ଦେଶର ନେତାଙ୍କ ସହ ବୈଠକ କରିବେ ପ୍ରଧାନମନ୍ତ୍ରୀ…

ବାଲି,୧୬।୧୧ : ଇଣ୍ଡୋନେସିଆର ବାଲିରେ ଅନୁଷ୍ଠିତ ଜି -୨୦ ଶିଖର ସମ୍ମିଳନୀର ବୁଧବାର ଦ୍ୱିତୀୟ ଦିନ। ଏଠାରେ ବିଭିନ୍ନ ଦେଶ ମଧ୍ୟରେ ଗୁରୁତ୍ୱପୂର୍ଣ୍ଣ ବୈଠକ ଚାଲିଛି।...

ନିଦ୍ରା ହେଲା ଶେଷନିଦ୍ରା: ଟ୍ରେନ୍‌ ଦୁର୍ଘଟଣାରେ ୧୫ ମୃତ; ୬୦ ଆହତ

ଢ଼ାକା,୧୨।୧୧: ବାଂଲାଦେଶରେ ମଙ୍ଗଳବାର ଭୋର୍‌ ୩ଟାରେ ଏକ ଟ୍ରେନ୍‌ ଦୁର୍ଘଟଣାରେ ୧୫ରୁ ଅଧିକଙ୍କ ମୃତ୍ୟୁ ଘଟିଛି। ଏଥିରେ ୬୦ରୁ ଅଧିକ ଯାତ୍ରୀ ଆହତ ହୋଇଛନ୍ତି। ଆହତଙ୍କୁ...

ଏସବୁ ପ୍ରଶ୍ନର ଉତ୍ତର ଦେଲେ ମିଳିବ ୧.୪୧ ଲକ୍ଷ ଟଙ୍କା: ଜାଣନ୍ତୁ କ’ଣ ରହିଛି ପ୍ରଶ୍ନ…

କିଛି କାମ ନ କରି ଖାଲି ଘରେ ବସି ରହିବା, ଆଉ ଏଟିଏମ୍‌ ଆକାଉଣ୍ଟକୁ ମାସ ଶେଷକୁ ଟଙ୍କା ଆସିଯିବ। ଏମିତି ଭାବନା ଅଧିକାଂଶ ଲୋକଙ୍କ...

ସମୟ ପୂର୍ବରୁ ବିଜୟ ଘୋଷଣା କରିବେ ନାହିଁ ଟ୍ରମ୍ପ !

ୱାଶିଂଟନ,୨ ।୧୧: ଆମେରିକା ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ ପୂର୍ବରୁ କହିଥିଲେ କି ସମୟ ପୂର୍ବରୁ ସେ ବିଜୟ ଘୋଷଣା କରିବେ । ହେଲେ ମଙ୍ଗଳବାର ସେ...

ଇଣ୍ଟରଭ୍ୟୁ ଦେବେ କୁକୁର: ମିଳିବ ୧୫ ଲକ୍ଷ ଟଙ୍କାର ଅଫିସର ଚାକିରୀ…

ଓ୍ବାଶିଂଟନ,୧୮।୪: କରୋନା ମହାମାରୀ ସଂକ୍ରମଣ ଯୋଗୁ ପୃଥିବୀରେ ଆତଙ୍କ ସୃଷ୍ଟି ହୋଇଛି। ଲକ୍‌ଡାଉନ୍‌ ଏବଂ ଶର୍ଟଡାଉନ୍‌ ଘୋଷଣା ଦ୍ୱାରା ସାରା ପୃଥିବୀର ଅର୍ଥବ୍ୟବସ୍ଥା ଭାଙ୍ଗି ପଡ଼ିଛି।...

Advertisement
Archives

Model This Week