ସାମ୍ବାଦିକା ଭାବେ ବିଶ୍ୱର ସବୁଠୁ ଅଧିକ ଦରମା ପାଉଥିଲେ ବାର୍‌ବରା

ଓ୍ବାଶିଂଟନ,୩୧ା୧୨: ଆମେରିକୀୟ ଟେଲିଭିଜନ ଉପସ୍ଥାପିକା ତଥା ବରିଷ୍ଠ ସାମ୍ବାଦିକା ବାର୍‌ବରା ଓ୍ବାଲ୍‌ଟର୍ସଙ୍କ ଦେହାନ୍ତ ହୋଇଛି। ବାର୍‌ବରାଙ୍କ ଜନ୍ମ ୧୯୨୯ ସେପ୍ଟେମ୍ବର ୨୫ରେ ବୋଷ୍ଟନରେ ହୋଇଥିଲା।  ପାଞ୍ଚ ଦଶନ୍ଧି ଧରି ବାର୍‌ବରା ଟିଭି କ୍ୟାରିୟରେ ସକ୍ରିୟ ଥିଲେ। ଆମେରିକା ଟେଲିଭିଜନର ସେ ଜଣେ ଦକ୍ଷ ସାକ୍ଷାତକାର ଆଙ୍କର ଭାବେ ସୁନାମ ଅର୍ଜନ କରିଥିଲେ। ଏପରିକି ଆମେରିକା ରାଷ୍ଟ୍ରପତିଙ୍କ ସହ ମଧ୍ୟ ସେ ସାକ୍ଷାତକାର ନେଇଥିଲେ।

ତାଙ୍କର ନିଷ୍ଠାପର କାର୍ଯ୍ୟ ପାଇଁ ସେ ଅନେକ ସ୍ଥାନରେ ସମ୍ମାନିତ ବି ହୋଇଥିଲେ। ବାର୍‌ବରା ବିଶ୍ୱର ସବୁଠାରୁ ଅଧିକ ଦରମା ପ୍ରାପ୍ତ ସାମ୍ବାଦିକା ଥିଲେ ବୋଲି କୁହାଯାଏ। ସେ ବର୍ଷକୁ ୧୨ ବିଲିୟନ ଡଲାର ଦରମା ଭାବେ ଏକ ନ୍ୟୁଜ୍‌ ଚ୍ୟାନେଲରୁ ପାଉଥିଲେ।


Enter your email to get our daily news in your inbox.

All Right Reserved By Dharitri.Com

ପାକିସ୍ତାନକୁ କ୍ରୀତଦାସ କରିଛି ଆମେରିକା, କହିଲେ ଇମ୍ରାନ୍‌…

ଇସଲାମାବାଦ୍‌, ୧୬।୫ : ପାକିସ୍ତାନର ପୂର୍ବତନ ପ୍ରଧାନମନ୍ତ୍ରୀ ଇମ୍ରାନ ଖାଁ ପୁଣି ଥରେ ବୈଦେଶିକ ମନ୍ତ୍ରୀ ବିଲାୱାଲ ଭୁଟ୍ଟୋ-ଜାରଦାରୀଙ୍କୁ ଟାର୍ଗେଟ କରିଛନ୍ତି। ଇମ୍ରାନ୍‌ କହିଛନ୍ତି ଯେ...

କ୍ୟାଟଓ୍ବାକ୍‌ରେ ଚାଲିବା ବେଳେ ମଡେଲଙ୍କ ମୃତ୍ୟୁ

ସାଓ ପାଉଲୋ,୨୮।୪: ସାଓ ପାଉଲୋ ଫ୍ୟାଶନ୍‌ ଓ୍ବିକ୍‌ରେ ଭାଗ ନେଇଥିବା ଜଣେ ବ୍ରାଜିଲିୟନ୍‌ ମଡେଲ କ୍ୟାଟ୍‌ଓ୍ବାକ୍‌ରେ ଚାଲିବା ସମୟରେ ହଠାତ୍‌ ପଡିଯାଇଥିଲେ। ତାଙ୍କୁ ତୁରନ୍ତ ମେଡିକାଲ୍‌...

ମିସାଇଲ ମାଡ଼ରେ ୟୁକ୍ରେନରେ ୭ ମୃତ, ୯ ଆହତ

କ୍ୱିଭ,୨୪।୨: ଗୁରୁବାର ସକାଳୁ ୟୁକ୍ରେନର ରାଜଧାନୀ କ୍ୱିଭ ସମେତ ବିଭିନ୍ନ ସହରରେ ରୁଷିଆ କ୍ଷେପଣାସ୍ତ୍ର ମାଡ଼ କରିଛି। ଏଥିରେ ଏପର୍ଯ୍ୟନ୍ତ ୭ ଜଣଙ୍କ ମୃତ୍ୟୁ ହୋଇଥିବା...

୨୦ ହଜାର କରୋନାଭାଇରସ ରୋଗୀଙ୍କୁ ମାରିବାକୁ ଅନୁମତି ମାଗିଛି କି ଚାଇନା!

ବେଜିଂ,୧୦।୨: ଚାଇନାରେ କାୟା ବିସ୍ତାର କରିଥିବା କରୋନାଭାଇରସ ଏବେ ସାରା ବିଶ୍ୱକୁ ବ୍ୟାପିବାରେ ଲାଗିଛି। ଭାରତ ଓ ଆମେରିକା ସମେତ ବିଶ୍ୱର ଆଉ କିଛି ଦେଶ...

ଲୋକତନ୍ତ୍ର ବିପଦରେ: ଓବାମା

ୱାଶିଂଟନ,୭ ।୧୧: ଆମେରିକାର ମଧ୍ୟବର୍ତ୍ତୀ ନିର୍ବାଚନ ପୂର୍ବରୁ ଡେମୋକ୍ରାଟିକ ପାର୍ଟିର ନେତା ତଥା ପୂର୍ବତନ ରାଷ୍ଟ୍ରପତି ବାରାକ ଓବାମା ଏକ ସମାବେଶରେ ଭୋଟରଙ୍କୁ ସମ୍ବୋଧିତ କରିଛନ୍ତି...

ସପ୍ତାହରେ ସଂକ୍ରମଣ ୪୦୩% ବୃଦ୍ଧି

ଜୋହାନ୍ସବର୍ଗ, ୨ା୧୨: ଦକ୍ଷିଣ ଆଫ୍ରିକାରେ କରୋନା ଭୂତାଣୁର ଓମିକ୍ରନ୍‌ ଭାରିଆଣ୍ଟ ପ୍ରଥମ ଚିହ୍ନଟ ହେବା ପରଠାରୁ ସଂକ୍ରମଣ ସ୍ଥିତି ଚିନ୍ତାଜନକ ରହିଛି। ସପ୍ତାହକ ମଧ୍ୟରେ ସେଠାରେ...

ସାଢ଼େ ୩ ହଜାର ଅଚଳ ଉପଗ୍ରହ ଯୋଗୁ ପ୍ରଦୂଷିତ ହେଉଛି ମହାକାଶ: ୨୦୨୫ଠାରୁ ପୃଥିବୀକୁ ଫେରାଇ ଅଣାଯିବ

ଲଣ୍ଡନ,୧୨।୧୨: ଗତ ୬୦ ବର୍ଷ ମଧ୍ୟରେ ମହାକାଶରେ ସାଢ଼େ ୩ ହଜାରରୁ ଅଧିକ ଅଚଳ ଉପଗ୍ରହ ଜମା ହୋଇ ରହିଛି। ଏଠାରେ ସାଢ଼େ ୭ ଲକ୍ଷରୁ...

ତାଲିବାନୀ ସରକାର ଗଠନ ପରେ ଭାରତର ପ୍ରଥମ ବିବୃତ୍ତି ଜାରି…

ଜେନେଭା/ନୂଆଦିଲ୍ଲୀ,୮।୯: ତାଲିବାନୀ ସରକାରଙ୍କ ଘୋଷଣା ପରେ ଭାରତ ପକ୍ଷରୁ ପ୍ରଥମ ବିବୃତ୍ତି ଅନ୍ତର୍ଜାତୀୟ ସ୍ତରରେ ଜାରି କରାଯାଇଛି। ମିଳିତ ଜାତିସଂଘ ମହାସଭାରେ ଶାନ୍ତି ଏବଂ ସଂସ୍କୃତି...

Advertisement
Archives

Model This Week