ଅନ୍ତର୍ଜାତୀୟ

ଘରୋଇ ବିଦ୍ୟୁତ୍‌ ଦର କମାଇବେ ସରକାର

ଲଣ୍ଡନ,୮ା୯: ବ୍ରିଟେନର ନବନିର୍ବାଚିତ ପ୍ରଧାନମନ୍ତ୍ରୀ ଲିଜ ଟ୍ରସ୍‌ ଗୁରୁବାର କହିଛନ୍ତି, ଆଗାମୀ ଦିନରେ ପ୍ରବଳ ଥଣ୍ଡା ପାଗର ସମ୍ମୁଖୀନ ହେବାକୁ ପଡ଼ିବ। ତେଣୁ ତାଙ୍କ ସରକାର ଘରୋଇ ତଥା ବ୍ୟବସାୟିକ ଉଦ୍ଦେଶ୍ୟରେ ବ୍ୟବହୃତ ବିଦ୍ୟୁତ୍‌ ଶକ୍ତି ମୂଲ୍ୟ ହ୍ରାସ କରିବେ। ସଂସଦରେ…

ଜଳବାୟୁ ପରିବର୍ତ୍ତନ ନେଇ ଆଇନ ପ୍ରଣୟନ

ମେଲବୋର୍ନ,୮ା୯: ଅଷ୍ଟ୍ରେଲିଆରେ ପରିବେଶକୁ ସଫାସୁତରା ରଖିବା ଏବଂ ଜଳବାୟୁ ପରିବର୍ତ୍ତନକୁ ଦୃଷ୍ଟିରେ ରଖି ଏକ ବଡ଼ ପଦକ୍ଷେପ ନିଆଯାଇଛି। ଦେଶର ସଂସଦ ଗୁରୁବାର ଗ୍ରୀନ୍ସ ପାର୍ଟି ଏବଂ ସ୍ବାଧୀନତାବାଦୀଙ୍କ ସମର୍ଥନରେ ଏକ ଆଇନ ପ୍ରଣୟନ କରି ୨୦୩୦ ସୁଦ୍ଧା କାର୍ବନ ନିର୍ଗମନକୁ…

‘ଜାପାନ-ଭାରତ ସମ୍ପର୍କ ଆହୁରି ସୁଦୃଢ଼ ହେବ’

ଟୋକିଓ,୮ା୯: ଗୁରୁବାର ଭାରତ ଏବଂ ଜାପାନ ମଧ୍ୟରେ ଚାଲିଥିବା ଟୁ-ପ୍ଲସ-ଟୁ’ ମନ୍ତ୍ରୀସ୍ତରୀୟ ଆଲୋଚନାରେ ପ୍ରତିରକ୍ଷା ମନ୍ତ୍ରୀ ରାଜନାଥ ସିଂ ଏବଂ ଏଏମ୍‌ଏସ୍‌ ଜୟଶଙ୍କର ଯୋଗ ଦେଇଛନ୍ତି। ପ୍ରତିରକ୍ଷା ସହଯୋଗକୁ ଆହୁରି ଦୃଢ଼ କରିବ ବୋଲି ଗୁରୁବାର ଭାରତ ଏବଂ ଜାପାନ କହିଛନ୍ତି।…

ଏଫ୍‌-୧୬ ଜେଟ୍‌ର ରକ୍ଷଣା ବେକ୍ଷଣରେ ପାକିସ୍ତାନକୁ ସାହାଯ୍ୟ କରିବ ଆମେରିକା

ୱାଶିଂଟନ,୮ ।୯: ଏଫ୍‌-୧୬ ଯୁଦ୍ଧ ବିମାନର ରକ୍ଷଣା ବେକ୍ଷଣ ପାଇଁ ଆମେରିକା ପାକିସ୍ତାନକୁ ୪୫୦ ମିଲିୟନ ଆମେରିକୀୟ ଡଲାର(୩୬୦୦ କୋଟି ଟଙ୍କା) ସହାୟତା ଅନୁମୋଦନ କରିଛି । ଆମେରିକାର ବୈଦେଶିକ ବିଭାଗ ଏହି ସୂଚନା ଦେଇଛି । ବୈଦଶିକ ବିଭାଗ କହିଛି…

୪ ବିଦେଶୀ ଉପହାର ବିକ୍ରି କରିଛନ୍ତି ଇମ୍ରାନ

ଇସଲାମାବାଦ,୮ା୯: ପାକିସ୍ତାନ ତେହେରିକ-ଇ-ଇନ୍‌ସାଫ (ପିଟିଆଇ) ଅଧ୍ୟକ୍ଷ ଇମ୍ରାନ ଖାନ୍‌ ସ୍ବୀକାର କରିଛନ୍ତି ଯେ, ସେ ଦେଶର ପ୍ରଧାନମନ୍ତ୍ରୀ ଥିବା ସମୟରେ ପାଇଥିବା ୪ଟିି ବିଦେଶୀ ଉପହାର ବିକ୍ରି କରିଛନ୍ତି। ଏକ ରିପୋର୍ଟ ଅନୁଯାୟୀ, ଇମ୍ରାନ ବୁଧବାର ତୋଶାଖାନା ମାମଲାରେ ପାକିସ୍ତାନର ନିର୍ବାଚନ…

ସମସ୍ତ ଦେଶର ଗୁପ୍ତ ତଥ୍ୟ ଉପରେ ଚାଇନାର ନଜର, ଆମେରିକା କମ୍ପାନୀରୁ ଚୋରି କରୁଛି ଡାଟା…

ଓ୍ବାଶିଂଟନ/ବେଜିଂ, ୮।୯ : ଏକବିଂଶ ଶତାବ୍ଦୀରେ ଗୁପ୍ତ ତଥ୍ୟ କୁ ସବୁଠାରୁ ବଡ ସମ୍ପତ୍ତି ବୋଲି କୁହାଯାଉଛି। ଏପରିସ୍ଥଳେ ଡାଟା ଚୋରି ନେଇ ଚାଇନା ଏବଂ ଆମେରିକା ମଧ୍ୟରେ ସମ୍ପର୍କ ଆହୁରି ଖରାପ ହେବାରେ ଲାଗିଛି। ଆମେରିକାର ଅନେକ ବିଶ୍ୱବିଦ୍ୟାଳୟର ଜେନେଟିକ…

ବ୍ରିଟିଶ୍‌ ପ୍ରଧାନମନ୍ତ୍ରୀଙ୍କ ଦରମା କେତେ ଜାଣନ୍ତି

ଲଣ୍ଡନ,୮।୯: ବ୍ରିଟେନର ନୂଆ ପ୍ରଧାନମନ୍ତ୍ରୀ ଭାବେ ଶପଥ ନେଇଛନ୍ତି ଲିଜ ଟ୍ରସ। ରାଣୀ ଏଲିଜାବେଥ ଦ୍ୱିତୀୟ ଲିଜ ଟ୍ରସଙ୍କୁ ଶପଥ ପାଠ କରାଇଛନ୍ତି। ଭାରତୀୟ ବଂଶୋଦ୍ଭବ ଋଷି ସୁନକଙ୍କୁ ହରାଇ ୟୁକେର ବୈଦେଶିକ ମନ୍ତ୍ରୀ ଲିଜ ଟ୍ରସ ଦେଶର ନୂଆ ପ୍ରଧାନମନ୍ତ୍ରୀ…

ଫେସବୁକ ଲାଇଭରେ ଆଖିବୁଜା ଗୁଳିମାଡ଼…

ଓ୍ବାଶିଂଟନ, ୮।୯ : ଆମେରିକାର ଟେନେସି ପ୍ରଦେଶର ମେମ୍ଫିସ ସହରରେ ଜଣେ ୧୯ ବର୍ଷର ବାଳକ ଫେସବୁକ ଲାଇଭରେ ଆଖିବୁଜା ଗୁଳି ମାଡ଼ କରିଛନ୍ତି। ଏଥିରେ ଦୁଇ ଜଣଙ୍କର ମୃତ୍ୟୁ ଘଟିଛି। ଏହି ମାମଲାରେ ଜଣେ ସନ୍ଦିଗ୍ଧ ବ୍ୟକ୍ତିଙ୍କୁ ମେମ୍ଫିସ ପୋଲିସ…

ଜାତିସଂଘରେ ଆତଙ୍କବାଦ ପୀଡିତଙ୍କ ପାଇଁ ୨ ଦିନିଆ ଶ୍ରଦ୍ଧାଞ୍ଜଳି…

ଜେନେଭା, ୮।୯ : ପ୍ରଥମ ଜାତିସଂଘ ଗ୍ଲୋବାଲ କଂଗ୍ରେସ ସେପ୍ଟେମ୍ବର ୮ ଏବଂ ୯ ରେ ଅନୁଷ୍ଠିତ ହେବ। ଏହି ଅବସରରେ ୨୬/୧୧ ମୁମ୍ବାଇ ଆକ୍ରମଣ ସମେତ ସାରା ବିଶ୍ୱରେ ହୋଇଥିବା ଆତଙ୍କବାଦୀ ଆକ୍ରମଣର ପୀଡ଼ିତଙ୍କ ପାଇଁ ୨ ଦିନିଆ ଶ୍ରଦ୍ଧାଞ୍ଜଳି…

ଆମେରିକାର ଫାଇଟର ଜେଟ୍‌ ଏଫ୍‌-୩୫ରେ ଚାଇନା ପାର୍ଟସ୍‌ …

ଓ୍ବାଶିଂଟନ, ୮।୯ : ଆମେରିକାର ଆଧୁନିକ ଯୁଦ୍ଧ ବିମାନର ନିର୍ମାତା ଲକହିଡ ମାର୍ଟିନଙ୍କ ସମସ୍ୟା ବୃଦ୍ଧି ପାଇଛି। ବାସ୍ତବରେ, ଆମେରିକାର ପ୍ରତିରକ୍ଷା ମନ୍ତ୍ରଣାଳୟ-ପେଣ୍ଟାଗନ କମ୍ପାନୀକୁ ନୂତନ ଏଫ୍‌-୩୫ ଫାଇଟର ଜେଟ ଡେଲିଭରି କରିବାକୁ ବାରଣ କରିଛି। କୁହାଯାଇଛି ଯେ ଏହାର ଇଞ୍ଜିନରେ…

ତିବ୍ବତରେ ୫ ବର୍ଷରୁ କମ୍‌ ବୟସ୍କ ପିଲାଙ୍କ ଡିଏନ୍‌ଏ ନମୁନା ସଂଗ୍ରହ କରୁଛି ଚାଇନା…

ଲେହ,୮।୯ : ତିବ୍ଦତ ଅଞ୍ଚଳରେ ସାଧାରଣ ନାଗରିକଙ୍କ ଡିଏନ୍‌ଏ ସଂଗ୍ରହ ପାଇଁ ଚାଇନା ଉଦ୍ୟମ ଜାରି ରଖିଛି। ଏହି ଅନ୍ତର୍ଗତ ଚାଇନା ପକ୍ଷରୁ ପାଞ୍ଚ ବର୍ଷରୁ କମ ପିଲାମାନଙ୍କର ରକ୍ତ ନମୁନା ନିଆଯାଉଛି। ମାନବାଧିକାର ଗୋଷ୍ଠୀଙ୍କ ଦ୍ୱାରା ପ୍ରକାଶିତ ଏକ ରିପୋର୍ଟରେ…

ବିଶ୍ୱ ସହ ଯୋଡ଼ିହେବେ ଗାଜା ବିଦ୍ୟାର୍ଥୀ

ଜେନେଭା, ୮।୯: ଗାଜା ଷ୍ଟ୍ରିପ୍‌ରେ ଥିବା ପାଲେଷ୍ଟିନୀୟ ଶିଶୁମାନେ ଏଣିକି ସାରା ବିଶ୍ୱ ସହ ଯୋଡ଼ି ହୋଇପାରିବେ। କାରଣ ସେମାନଙ୍କୁ ସହଯୋଗ କରିବାକୁ ଜାତିସଂଘ ଆଗେଇ ଆସିଛି। ଜାତିସଂଘ ପକ୍ଷରୁ ସେମାନଙ୍କୁ ଟାବ୍‌ଲେଟ ବଣ୍ଟନ କରାଯାଇଛି। ଗାଜା ଜନସଂଖ୍ୟା ୨.୩ ନିୟୁତ…

Advertisement
Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri