ଅନ୍ତର୍ଜାତୀୟ

ମେକ୍ସିକୋ ପ୍ରବାସୀଙ୍କୁ ଆମେରିକାରେ ଶରଣ ମନା: ସୁପ୍ରିମ୍‌କୋର୍ଟ…

ଓ୍ବାଶିଂଟନ,୨୮।୧୨ : ଦୁଇ ବର୍ଷ ପୂର୍ବେ ସୁପ୍ରିମକୋର୍ଟ ମେକ୍ସିକୋ ସୀମାରୁ ପ୍ରବାସୀଙ୍କ ପ୍ରବେଶକୁ ବନ୍ଦ କରିବା ପାଇଁ ଆମେରିକା ସରକାରଙ୍କ ଆଦେଶକୁ ଅନୁମୋଦନ କରିଛନ୍ତି। ଉଲ୍ଲେଖନୀୟ କଥା ହେଉଛି, ଆମେରିକାରେ ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପଙ୍କ ସରକାର କରୋନା ଅବଧି ଦର୍ଶାଇ ମେକ୍ସିକୋ…

ଘଣ୍ଟାଏରେ ୨ ଥର ଥରିଲା ନେପାଳ…

କାଠମାଣ୍ଡୁ,୨୮।୧୨ : ବୁଧବାର ବିଳମ୍ବିତ ରାତିରେ ନେପାଳରେ ଏକ ଘଣ୍ଟା ମଧ୍ୟରେ ଦୁଇ ଥର ଭୂକମ୍ପ ଘଟିଛି। ନ୍ୟାଶନାଲ ଭୂକମ୍ପ ମନିଟରିଂ ଆଣ୍ଡ ରିସର୍ଚ୍ଚ ସେଣ୍ଟର ନେପାଳ ଅନୁଯାୟୀ, ବାଗଲୁଙ୍ଗ ଜିଲାରେ କମ୍ପନର ତୀବ୍ରତା ୪.୭ ଏବଂ ୫.୩ ଥିଲା। ଖବର…

ମହିଳାଙ୍କ ଉପରୁ କଟକଣା ହଟାଉ ତାଲିବାନ୍‌:ଜାତିସଂଘ

ଜେନେଭା, ୨୮ା୧୨: କଠୋରପନ୍ଥୀ ତାଲିବାନ୍‌ ଆଫଗାନ ମହିଳା ଓ ଛାତ୍ରୀଙ୍କ ଉପରେ ଲଗାଇଥିବା କଟକଣାକୁ ତୁରନ୍ତ ପ୍ରତ୍ୟାହାର କରୁ ବୋଲି ଜାତିସଂଘର ମାନବାଧିକାର ଉଚ୍ଚାୟୁକ୍ତ ଭୋଲକର ଟର୍କ ମଙ୍ଗଳବାର କହିଛନ୍ତି। ମହିଳାଙ୍କ ଉପରେ ଲାଗୁ କଟକଣା ଯୋଗୁ ଭବିଷ୍ୟତରେ ଆଫଗାନ୍‌କୁ ଏହାର…

ସଙ୍କଟ ବେଳେ ଆର୍ଥତ୍କ ଅସମାନତା: କେମିତି ବଢ଼ିଲା ଧନୀଙ୍କ ସମ୍ପତ୍ତି

ଓ୍ବାଶିଂଟନ,୨୮ା୧୨: ବ୍ଲୁମ୍‌ବର୍ଗ ବିଲିୟନେୟାର୍ସ ଇଣ୍ଡେକ୍ସ ଅନୁସାରେ ମହାମାରୀ ବେଳେ ୧୩୧ ବିଲିୟନେୟାର ସେମାନଙ୍କ ସମ୍ପତ୍ତିକୁ ଦୁଇଗୁଣରୁ ଅଧିକ ବୃଦ୍ଧି କରିଛନ୍ତି। ବିଶ୍ୱର ସବୁଠୁ ଧନୀ ବ୍ୟକ୍ତି ତଥା ଲୁଇସ୍‌ ଭୁଇଟ୍ଟୋନ୍‌ ମୁଖ୍ୟ ବେର୍ନାର୍ଡ ଆର୍ନଲ୍ଟଙ୍କ ସମ୍ପତ୍ତିର ମୂଲ୍ୟର ମଙ୍ଗଳବାର ୧୫୯ ବିଲିୟନ୍‌…

କୃଷକଙ୍କ ୧୦୨ ପିଲା, ୫୬୮ ନାତୁଣୀନାତି

କାମପାଲ, ୨୮।୧୨: ଛୋଟ ପରିବାର ସୁଖୀ ପରିବାର। ପରିବାର ଯେତେ ଛୋଟ ମୁରବିଙ୍କ ପାଇଁ ଘର ଚଳାଇବା ସେତେ ସହଜ। କ୍ଷୁଦ୍ର ପରିବାରରେ ଖାଦ୍ୟ, ବସ୍ତ୍ର ଏବଂ ବାସଗୃହ ଭଳି ମୌଳିକ ଆବଶ୍ୟକତାର କୌଣସି ଅଭାବ ହୋଇ ନ ଥାଏ। କିନ୍ତୁ…

ଆମେରିକାରେ ଗୃହଯୁଦ୍ଧ-ଏଲନ ମସ୍କ ହେବେ ରାଷ୍ଟ୍ରପତି: ଦିମିତ୍ରିଙ୍କ ଭବିଷ୍ୟବାଣୀ…

ମସ୍କୋ,୨୭।୧୨ : ରୁଷିଆ ଏବଂ ୟୁକ୍ରେନ ମଧ୍ୟରେ ଯୁଦ୍ଧ ଜାରି ରହିଛି। ୨୦୨୩ ଫେବୃୟାରୀରେ, ଏହି ଯୁଦ୍ଧକୁ ଏକ ବର୍ଷ ପୂରଣ ହେବ। ଏପରିସ୍ଥଳେ ରୁଷିଆର ପୂର୍ବତନ ରାଷ୍ଟ୍ରପତି ଦିମିତ୍ରି ମେଡଭେଡେଭ ୨୦୨୩ ପାଇଁ ଏକ ଅଦ୍ଭୁତ ଭବିଷ୍ୟବାଣୀ କରିଛନ୍ତି। ରାଷ୍ଟ୍ରପତି…

ଭାରତ ସହିତ ବନ୍ଧୁତ୍ୱପୂର୍ଣ୍ଣ ସମ୍ପର୍କ ରଖି ମିଳିମିଶି କାମ କରିବାକୁ ଚାହୁଁଛୁ: ପ୍ରଚଣ୍ଡ…

କାଠମାଣ୍ଡୁ,୨୭।୧୨ : ନେପାଳର ନୂତନ ପ୍ରଧାନମନ୍ତ୍ରୀ ପୁଷ୍ପ କମଲ ଦହଲ ପ୍ରଚଣ୍ଡ ତୃତୀୟ ଥର ପାଇଁ ପ୍ରଧାନମନ୍ତ୍ରୀ ଭାବେ କାର୍ଯ୍ୟଭାର ଗ୍ରହଣ କରିଛନ୍ତି। ଗଣମାଧ୍ୟମ ସହିତ ଏକ ବାର୍ତ୍ତାଳାପରେ ସେ କହିଛନ୍ତି ଯେ ଆମେ ଭାରତ ସହ ଭଲ ସମ୍ପର୍କ ଚାହୁଁ।…

ତାଇଓ୍ବାନରେ ବାଧ୍ୟତାମୂଳକ ସାମରିକ ସେବା ସମୟ ସୀମା ବଢ଼ି ୧ ବର୍ଷ ହେଲା, ଘୋଷଣା କଲେ ସରକାର…

ତାଇପେ,୨୭।୧୨ : ଚାଇନା ପକ୍ଷରୁ ବଢୁୁଥିବା ବିପଦକୁ ଦର୍ଶାଇ ତାଇୱାନ ସରକାର ମଙ୍ଗଳବାର ଦେଶରେ ବାଧ୍ୟତାମୂଳକ ସାମରିକ ସେବା ଚାରି ମାସରୁ ୧ ବର୍ଷକୁ ବୃଦ୍ଧି କରିବାକୁ ଘୋଷଣା କରିଛନ୍ତି। ରାଷ୍ଟ୍ରପତି ତ୍ସାଇ ଇଙ୍ଗ-ୱେନ ନାଗରିକଙ୍କ ପାଇଁ ୧ ବର୍ଷ ସାମରିକ…

ତାଲିବାନ କ୍ରୁରତାକୁ ଇସଲାମ ରାଷ୍ଟ୍ରଙ୍କ ପକ୍ଷରୁ ବିରୋଧ…

କାବୁଲ,୨୭।୧୨ : ଆଫଗାନିସ୍ତାନରେ କ୍ଷମତାରେ ଥିବା ତାଲିବାନ ଶାସକଙ୍କ କୃରତା ଯୋଗୁ ବର୍ତ୍ତମାନ ସରକାର ଇସଲାମ ଜଗତରୁ ମଧ୍ୟ ବିଚ୍ଛିନ୍ନ ହେବାରେ ଲାଗିଛନ୍ତି। ବିଶ୍ୱବିଦ୍ୟାଳୟରେ ମହିଳା ଶିକ୍ଷା ଉପରେ ପ୍ରତିବନ୍ଧକ ଲଗାଇବାକୁ ବିଶ୍ୱର ବିଭିନ୍ନ ରାଷ୍ଟ୍ର ତଥା ଇସଲାମ ଦେଶରେ ମଧ୍ୟ…

ରୁଷିଆର ସମ୍ଭ୍ରାନ୍ତଙ୍କ ମୃତ୍ୟୁ ପଛରେ ପୁଟିନଙ୍କ ହାତ ନେଇ ସନ୍ଦେହ…

ମସ୍କୋ,୨୭।୧୨ : ଓଡ଼ିଶାର ରାୟଗଡ଼ରେ ଏକ ସପ୍ତାହ ମଧ୍ୟରେ ଦୁଇ ରୁଷିଆ ନାଗରିକଙ୍କର ମୃତ୍ୟୁ ଘଟିଛି। ଏଥିମଧ୍ୟରେ ରୁଷିଆର ରାଷ୍ଟ୍ରପତି ଭ୍ଲାଦିମିର ପୁଟିନଙ୍କ ଦଳର ସମର୍ଥକ ତଥା ଭେଟେରାନ ବ୍ୟବସାୟୀ ପାଭେଲ ଆଣ୍ଟୋଭ ଅଛନ୍ତି। ପୋଲିସର ତଦନ୍ତରୁ ଜଣାପଡିଛି ଯେ ପାଭେଲ…

ମାନିଲେ ଶେହବାଜ ଶରିଫ: ଆର୍ଥିକ ସ୍ଥିତି ସଙ୍କଟ ଜନକ…

ଇସଲାମାବାଦ,୨୭।୧୨ : ପାକିସ୍ତାନର ପ୍ରଧାନମନ୍ତ୍ରୀ ଶେହବାଜ ସରିଫ ଖୋଲାଖୋଲି ଭାବେ ସ୍ବୀକାର କରିଛନ୍ତି ଯେ ତାଙ୍କ ଦେଶ ଡିଫଲ୍ଟ ସ୍ଥିତିରେ ପହଞ୍ଚିଛି। ତେବେ ବର୍ତ୍ତମାନ ପରିସ୍ଥିତି ଭଲ ଏବଂ ପାକିସ୍ତାନ ଡିଫଲ୍ଟର ହେବ ନାହିଁ ବୋଲି ସେ ଦାବି କରିଛନ୍ତି। ଏକ…

ସଂକ୍ରମଣରୁ ଦୂରେଇ ରହିବା ପାଇଁ ଚାଇନାରେ ପ୍ଲାଷ୍ଟିକ ଘେରରେ ବୁଲୁଛନ୍ତି ଲୋକେ, ଭିଡ଼ିଓ ଭାଇରାଲ…

ବେଜିଂ,୨୭।୧୨ : ଚାଇନାରେ କରୋନା ସଂକ୍ରମଣ ବୃଦ୍ଧି ହେତୁ ପରିସ୍ଥିତି ବିଗିଡି ଯାଉଛି। ଗଣମାଧ୍ୟମ ରିପୋର୍ଟ ଅନୁଯାୟୀ, ଏଠାରେ ସଂକ୍ରମିତ ଦୈନିକ ସଂଖ୍ୟା ପ୍ରାୟ ୧୦ ଲକ୍ଷ ବୋଲି କୁହାଯାଉଛି। ମୃତକଙ୍କ ସଂଖ୍ୟା ମଧ୍ୟ ବୃଦ୍ଧି ପାଉଛି। ଫଳରେ ମୃତଦେହ ବ୍ୟବଚ୍ଛେଦ…

Advertisement
Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri