୧ ମିନିଟ୍ ଶୋକ ପାଳିବ ବ୍ରିଟେନ
ଲଣ୍ଡନ, ୧୨ା୯: ବ୍ରିଟେନ ମହାରାଣୀ ଏଲିଜାବେଥ୍ ଦ୍ୱିତୀୟଙ୍କ ଶେଷକୃତ୍ୟ ପୂର୍ବରୁ ଆସନ୍ତା ରବିବାର ରାତି ୮ଟାରେ ସାରା ଦେଶ ଏକ ମିନିଟ୍ ନୀରବ ପ୍ରାର୍ଥନା କରିବ। ଏନେଇ ଡାଉନିଂ ଷ୍ଟ୍ରିଟ୍ ପକ୍ଷରୁ ସୋମବାର ଘୋଷଣା କରାଯାଇଛି। ଆସନ୍ତା ୧୯ତାରିଖରେ ଲଣ୍ଡନର ଓ୍ବେଷ୍ଟମିନଷ୍ଟର…
ଶ୍ରୀଲଙ୍କାରେ ୬୦ ଲକ୍ଷ ଲୋକଙ୍କୁ ମିଳୁନି ଖାଦ୍ୟ
କଲମ୍ବୋ,୧୨ା୯: ଶ୍ରୀଲଙ୍କାର ଆର୍ଥିକ ସ୍ଥିତି ଏତେ ଖରାପ ହୋଇଛି ଯେ, ଏଠାରେ ୬୦ ଲକ୍ଷରୁ ଅଧିକ ଲୋକ ଅନାହାରରେ ପହଞ୍ଚିଛନ୍ତି। ଖାଦ୍ୟ ସାମଗ୍ରୀର ଅଭାବ ଏବଂ ବର୍ଦ୍ଧିତ ମୂଲ୍ୟ ଏଠାକାର ଲୋକଙ୍କଠାରୁ ସେମାନଙ୍କ ଭୋକ ଛଡ଼ାଇନେଇଛି। ବିଶ୍ୱ ଖାଦ୍ୟ କାର୍ଯ୍ୟକ୍ରମ ଏବଂ…
ରାଣୀ ହେବାକୁ ଚାହୁଁ ନ ଥିଲେ ଏଲିଜାବେଥ୍ ଦ୍ୱିତୀୟ
ଲଣ୍ଡନ,୧୨ା୯: ରାଣୀ ଏଲିଜାବେଥ୍ ଦ୍ୱିତୀୟଙ୍କ ପରଲୋକରେ ସମଗ୍ର ବିଶ୍ୱ ମର୍ମାହତ। କିନ୍ତୁ ଆଶ୍ଚର୍ଯ୍ୟଜନକ କଥା ଏଲିଜାବେଥ୍ ରାଣୀ ହେବାକୁ କେବେ ଚିନ୍ତା କରି ନ ଥିଲେ। ତାଙ୍କ ଦାଦା ଏଡଓ୍ବାର୍ଡ ଅଷ୍ଟମ ବ୍ରିଟେନର ରାଜା ଥିଲେ। ଏଡଓ୍ବାଡଙ୍କ ସାନ ଭାଇଙ୍କ ଝିଅ…
ସୁରକ୍ଷା ପରିଷଦ ସ୍ଥାୟୀ ସଦସ୍ୟ ପାଇଁ ଭାରତ ଯୋଗ୍ୟ…
ରିୟାଦ, ୧୨।୯ : ସୌଦି ଆରବ ଗସ୍ତରେ ଯାଇଥିବା ବହିର୍ବ୍ୟାପାର ମନ୍ତ୍ରୀ ଏସ ଜୟଶଙ୍କର କହିଛନ୍ତି ଯେ ମିଳିତ ଜାତିସଂଘ ସୁରକ୍ଷା ପରିଷଦର ସ୍ଥାୟୀ ସଦସ୍ୟ ହେବା ପାଇଁ ଭାରତ ଯୋଗ୍ୟ। ଏହା ପଛରେ ସେ ଅନେକ କାରଣ ମଧ୍ୟ ସେ…
ୟୁଏସ୍ କ୍ୟାପିଟୋଲରେ ପାଳନ କରାଯିବ ସ୍ବାଧୀନତାର ଅମୃତ ମହୋତ୍ସବ…
ଓ୍ବାଶିଂଟନ, ୧୨।୯ : ଭାରତର ସ୍ବାଧୀନତାର ୭୫ ତମ ବାର୍ଷିକୀ ୟୁଏସ୍ କ୍ୟାପିଟୋଲ (ଆମେରିକା ସଂସଦ ଭବନ) ରେ ପାଳନ କରାଯିବ। ସ୍ବାଧୀନତାର ଅମୃତ ମହୋତ୍ସବ ୧୪ ସେପ୍ଟେମ୍ବର ଆମେରିକା ସଂସଦ ଭବନରେ ଭାରତୀୟ-ଆମେରିକୀୟ ସଂଗଠନ ପାଳନ କରାଯିବ। ଏହି କାର୍ଯ୍ୟକ୍ରମରେ…
ଭାରତ-ମାଲେସିଆ ସମ୍ପର୍କକୁ ୬୫ ପୂରଣ…
ନୂଆଦିଲ୍ଲୀ/ମାଲେ, ୧୨।୯ : ଭାରତ ଏବଂ ମାଲେସିଆ ମଧ୍ୟରେ କୂଟନୈତିକ ସମ୍ପର୍କକୁ ୬୫ ବର୍ଷ ପୂରଣ ହୋଇଛି। ଏହି ଅବସରରେ କୁଆଲାଲମ୍ପୁରରେ ଏକ ସମ୍ମିଳନୀରେ ଭାରତ-ମାଲେସିଆ @ 65 କାର୍ଯ୍ୟକ୍ରମ ଆୟୋଜିତ ହୋଇଥିଲା। ଏନେଇ ମାଲେସିଆର ବୈଦେଶିକ ମନ୍ତ୍ରୀ ଦତ୍ତୁକ ସେରି…
କାବୁଲରେ ଆମେରିକା ହେଲିକପ୍ଟର ଦୁର୍ଘଟଣାଗ୍ରସ୍ତ…
କାବୁଲ,୧୨।୯ : ଆମେରିକାର୍ରେି ନିର୍ମିତ ବ୍ଲାକ ହକ ହେଲିକପ୍ଟର କାବୁଲରେ ଦୁର୍ଘଟଣାଗ୍ରସ୍ତ ହୋଇଛି। ଶନିବାର ଘଟିଥିବା ଏହି ଦୁର୍ଘଟଣାରେ ତିନିଜଣ ଆଫଗାନିସ୍ତାନ କ୍ରୁ ସଦସ୍ୟଙ୍କ ମୃତ୍ୟୁ ଘଟିଛି। ତାଲିବାନର ପ୍ରତିରକ୍ଷା ମନ୍ତ୍ରଣାଳୟ ଏକ ବିବୃତ୍ତିରେ ଏହି ସୂଚନା ଦେଇଛି। ରାଜଧାନୀ କାବୁଲରେ…
ଦୁବାଇରେ ଚନ୍ଦ୍ର ରିସର୍ଟ
ଦୁବାଇ, ୧୨ା୯: ବିଳାସପୂର୍ଣ୍ଣ ଅଟ୍ଟାଳିକା, ଅତ୍ୟାଧୁନିକ ଭିତ୍ତିଭୂମି ନିର୍ମାଣର ଘର କୁହାଯାଉଥିବା ଦୁବାଇ ଏବେ ପର୍ଯ୍ୟଟକଙ୍କୁ ଆହୁରି ଆକର୍ଷିତ କରିବାକୁ ଚନ୍ଦ୍ର ଆକୃତିର ରିସର୍ଟ କରିବାକୁ ଯାଉଛି। ପର୍ଯ୍ୟଟକଙ୍କ ରହିବା ନିମନ୍ତେ ଏହି ଅଲ୍ଟ୍ରା-ଲକ୍ଜ୍ୟୁରିୟସ୍ ହୋଟେଲକୁ କାନାଡାର ଆର୍କିଟେକ୍ଚରାଲ କମ୍ପାନୀ ମୁନ୍…
ତୁମକୁ କ୍ଷମା କରୁଛି, ଭୁଲି ପାରିବିନି
ଓ୍ବାଶିଂଟନ,୧୨ା୯: କ୍ରାଇମ୍ ଡ୍ରାମା ‘ସିଏସ୍ଆଇ: ମାଇଆମି’ ଅଭିନେତ୍ରୀ ଏଭା ଲାରୁଙ୍କ ପଛରେ ୧୨ ବର୍ଷ ଧରି ପଡ଼ିଥିଲେ ଜଣେ ଅପରାଧୀ। ଏଭା ଓ ତାଙ୍କ ଝିଅ କାୟାଙ୍କୁ ବଳାତ୍କାର ପରେ ହତ୍ୟା କରିବାକୁ ସେ ବାରମ୍ବାର ଧମକ ଦେଉଥିଲେ। ମା’ ଝିଅ…
ରୁଷୀୟ ସୈନ୍ୟଙ୍କ ଛତ୍ରଭଙ୍ଗ
କିଭ୍/ମସ୍କୋ,୧୨ା୯: ଫେବୃୟାରୀ ୨୪ରେ ରୁଷିଆ ରାଷ୍ଟ୍ରପତି ଭ୍ଲାଡିମିର ପୁଟିନ ୟୁକ୍ରେନ୍ ଆକ୍ରମଣର ନିର୍ଦ୍ଦେଶ ଦେଇଥିଲେ ନିଜ ସୈନ୍ୟଙ୍କୁ। ସାମରିକ ଅପରେଶନ ବଳରେ ୨ ଦିନ ମଧ୍ୟରେ ୟୁକ୍ରେନ୍କୁ ସମ୍ପୂର୍ଣ୍ଣ ଦଖଲ କରିବେ ବୋଲି ସେତେବେଳେ ବାହୁସ୍ଫୋଟ ମାରିଥିଲେ। ହେଲେ ୟୁକ୍ରେନ୍ରେ ମସ୍କୋର…
୩୫ ଲକ୍ଷ ପିଲାଙ୍କ ଶିକ୍ଷା ପ୍ରଭାବିତ
ଇସଲାମାବାଦ,୧୧ା୯: ପାକିସ୍ତାନରେ ହୋଇଥିବା ପ୍ରଳୟଙ୍କରୀ ବନ୍ୟା ଯୋଗୁ ସବୁକିଛି ଉଜୁଡ଼ି ଯାଇଛି। ବନ୍ୟା ପ୍ରଭାବିତ ପାକିସ୍ତାନକୁ ବିଶ୍ୱର କିଛି ଦେଶ ସହାୟତାର ହାତ ବଢ଼ାଇଛନ୍ତି। ଏହି ସମୟରେ ମିଳିତ ଜାତିସଂଘର ସେକ୍ରେଟାରୀ ଜେନେରାଲ ଆଣ୍ଟୋନିଓ ଗୁଟେରସ୍ ପାକିସ୍ତାନରେ ପହଞ୍ଚିଛନ୍ତି। ଆଣ୍ଟୋନିଓ ରବିବାର…
ଏଡିନବର୍ଗ ଗଲା ରାଣୀ ଏଲିଜାବେଥ ଦ୍ୱିତୀୟଙ୍କ ପାର୍ଥିବ ଶରୀର: ୧୯ରେ ଶେଷକୃତ୍ୟ
ଲଣ୍ଡନ,୧୧।୯: ବ୍ରିଟେନର ରାଣୀ ଏଲିଜାବେଥ ଦ୍ୱିତୀୟଙ୍କ ଗତ ଗୁରୁବାର ପରଲୋକ ଘଟିଛି। ଦେହାନ୍ତ କରିଛନ୍ତି। ତାଙ୍କ ଦେହାନ୍ତ ପରଠାରୁ ସମଗ୍ର ବ୍ରିଟେନରେ ଶୋକର ବାତାବରଣ ସୃଷ୍ଟି ହୋଇଛି। ରାଣୀ ଏଲିଜାବେଥ ଦ୍ୱିତୀୟଙ୍କ ମରଶରୀରକୁ କଫିନ୍ ଯୋଗେ ବାଲମୋରାଲ ଦୁର୍ଗରୁ ସ୍କଟଲ୍ୟାଣ୍ଡର ରାଜଧାନୀ…
Archives


