ଷଡ଼ଯନ୍ତ୍ର ନା ବାଧ୍ୟବାଧ୍ୟକତା: ରୁଷିଆ ଅସ୍ତ୍ରଶସ୍ତ୍ରର ବିିକଳ୍ପ ପାଇଁ ଭାରତର ସହାୟତା ଲୋଡୁଛିି ଆମେରିକା…

ନୂଆଦିଲ୍ଲୀ/ଓ୍ବାଶିଂଟନ,୨୮।୧ : ୟୁକ୍ରେନ ଉପରେ ଲଗାତାର ରୁଷିଆ ଆକ୍ରମଣରେ ଅସୁବିଧା ଭୋଗୁଥିବା ଆମେରିକା ଏବେ ଆଶା ସହିତ ଭାରତ ଆଡକୁ ଚାହିଁଛି। ଯଦିଓ ଏହି ଆଶାରେ ରାଷ୍ଟ୍ରପତି ଜୋ ବାଇଡେନ ପ୍ରଶାସନର କିଛି ଷଡ଼ଯନ୍ତ୍ର ନା ବାଧ୍ୟବାଧ୍ୟକତ ଅଛି ତାହା ଜଣାପଡ଼ିନାହିଁ। କିନ୍ତୁ ବର୍ତ୍ତମାନ ଏନେଇ କିଛି କୁହାଯାଇପାରିବ ନାହିଁ।

ବାସ୍ତବରେ, ଆମେରିକାର ରାଜନୈତିକ ବ୍ୟାପାର ସଚିବ ଭାରତ ଗସ୍ତ ପୂର୍ବରୁ ଭିକ୍ଟୋରିଆ ନୁଲୈଣ୍ଡ ସମସ୍ତ ସାଂସଦଙ୍କୁ କହିଛନ୍ତି ଯେ ରୁଷିଆର ସାମରିକ ଉପକରଣର ବିକଳ୍ପ ଖୋଜିବାରେ ଆମକୁ ଭାରତର ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ସରକାରଙ୍କର ସାହାଯ୍ୟ ଆବଶ୍ୟକ ହେବ। ଭାରତ ହେଉଛି ଏକ ଦେଶ ଯିଏ ଏହି କାର୍ଯ୍ୟରେ ଆମକୁ ସାହାଯ୍ୟ କରିପାରିବ। ତେବେ ଆମେରିକାର ବିବୃତ୍ତିକୁ ଭାରତ କେତେ ପସନ୍ଦ କରିଛି ତାହା ଜଣାପଡ଼ିନାହିଁ। କାରଣ ଭାରତ ଏବଂ ରୁଷିଆର ସମ୍ପର୍କ ନିବିଡ଼ ରହିଛି। ଏଭଳି ପରିସ୍ଥିତିରେ ଭାରତ ଆମେରିକାକୁ ସାହାଯ୍ୟ କରିବା ସମ୍ଭବ ନୁହେଁ।


Enter your email to get our daily news in your inbox.

All Right Reserved By Dharitri.Com

କରୋନା ମହାମାରୀ ପାଇଁ ବାଇଡେନ ଦାୟୀ !

ଓ୍ବାଶିଂଟନ,୨୯ା୧: ତିନି ଚତୁର୍ଥାଂଶ ଆମେରିକୀୟ କରୋନା ମହାମାରୀରେ ଥକି ଯାଇଛନ୍ତି। ୭୭ ପ୍ରତିଶତ ଲୋକ ବିଶ୍ୱାସ କରନ୍ତି ଯେ, ଅଧିକାଂଶ ଲୋକ ଏହି ମହାମାରୀର ଶିକାର...

ରୁଷିଆକୁ ୟୁକ୍ରେନର ବଡ ଝଟ୍‌କା, ମୋସ୍କୱା କ୍ରୁଜ ଉପରେ ମିଶାଇଲ ମାଡ

କ୍ୱିଭ,୧୪ ।୪: ରୁଷିଆ-ୟୁକ୍ରେନ୍ ଯୁଦ୍ଧକୁ ୫୦ ଦିନ ହୋଇଥିବା ବେଳେ ଏହା କମ୍ ପରିବର୍ତ୍ତେ ବେଳକୁ ବେଳ ତୀବ୍ର ହେବାରେ ଲାଗିଛି । ଏବେ ୟୁକ୍ରେନ୍...

ଭାରତ-ଚାଇନା ସୀମା ବିବାଦ: ମଧ୍ୟସ୍ଥତା କରିବାକୁ ପ୍ରସ୍ତାବ ଦେଲା ଆମେରିକା

ଓ୍ବାଶିଂଟନ୍‌,୨୭।୫: କିଛି ଦିନରୁ ଭାରତ ଓ ଚାଇନା ମଧ୍ୟରେ ସୀମା ବିବାଦ ଲାଗି ରହିଛି। ଏହି ବିବାଦକୁ ସମାଧାନ କରିବା ପାଇଁ ଏବେ ଆମେରିକା ଆଗକୁ...

୨୨ କୋଟିରେ ବିକ୍ରି ହେଲା ୪ ଭଙ୍ଗା ଚେୟାର: କାରଣ ଜାଣିଲେ ହେବେ ଆଶ୍ଚର୍ଯ୍ୟ

ସଉକ ଲୋକଙ୍କୁ ପାଗଳ କରିଦେଇଥାଏ। ନିଜର ଏହି ସଉକକୁ ପୂରଣ କରିବା ପାଇଁ ଲୋକେ କିଛି ବି କରିପାରନ୍ତି। ସେମିତି କିଛି ଏବେ ଫ୍ରାନ୍ସରେ ଦେଖିବାକୁ...

ସ୍ବାମୀଙ୍କ ପାଇଁ ସ୍ତ୍ରୀ ଆଣିଲେ ଗର୍ଲଫ୍ରେଣ୍ଡ

ୱାଶିଂଟନ: ସ୍ବାମୀ-ସ୍ତ୍ରୀଙ୍କ ସମ୍ପର୍କ ପ୍ରେମ ଓ ଭରସାରେ ବନ୍ଧା ହୋଇଥାଏ। ଯଦି ସେମାନଙ୍କ ମଧ୍ୟରେ କୌଣସି ପ୍ରକାର ମତଭେଦ ହୁଏ, ସେଥିରେ ସମ୍ପର୍କ ଭାଙ୍ଗିବାର ସମ୍ଭାବନା...

ଅନୁଚ୍ଛେଦ ୩୭୦ ଥିଲା ଆତଙ୍କବାଦର ମୁଖ୍ୟ କାରଣ: ୟୁଏଇରେ କହିଲେ ମୋଦି

ଆବୁଧାବି, ୨୪।୮: ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ୟୁଏଇ ଗସ୍ତ ସମୟରେ ଜମ୍ମୁ-କଶ୍ମୀରରୁ ଉଚ୍ଛେଦ ହୋଇଥିବ ଅନୁଚ୍ଛେଦ ୩୭୦ ଉପରେ ସୂଚନା ଦେଇଛନ୍ତି। ଏକ ସାକ୍ଷାତ୍‌କାରରେ ମୋଦି...

ଇମ୍ରାନ୍‌ଙ୍କୁ ଝଟ୍‌କା: ୬ ବର୍ଷ ପୁରୁଣା ମାନହାନି ମାମଲାର ଆବେଦନ ଖାରଜ …

ଇସଲାମାବାଦ,୧୦।୧୨ : ପାକିସ୍ତାନର ପୂର୍ବତନ ପ୍ରଧାନମନ୍ତ୍ରୀ ଇମ୍ରାନ ଖାନଙ୍କୁ ବଡ଼ ଝଟ୍‌କା ଲାଗିଛି। ୬ ବର୍ଷ ତଳର ମାନହାନି ମାମଲାରେ ଲାହୋର ହାଇକୋର୍ଟ ପାକିସ୍ତାନ ତେହେରିକ-ଇ-ଇନସାଫ...

ବନ୍ଦ ହେବ ନାହିଁ ‘ହାଇବ୍ରିଡ୍‌ ଯୁଦ୍ଧ’

କିଭ୍‌,୧୮ା୧: ରୁଷିଆର ବୈଦେଶିକ ମନ୍ତ୍ରୀ ସର୍ଗି ଲାଭ୍ରୋଭ୍‌ କହିଛନ୍ତି, ୟୁକ୍ରେନର ମସ୍କୋରେ ଚାଲିଥିବା ‘ହାଇବ୍ରିଡ୍‌ ଯୁଦ୍ଧ’ ବନ୍ଦ ହେବ ନାହିଁ। କିଛି ଆଇନଗତ ଚିନ୍ତାଧାରା ହାସଲ...

Advertisement
Archives

Model This Week