ଅଫିସରେ ଅଧିକ ସମୟ କାମ କରିପାରିବେ ବିଦେଶୀ ଛାତ୍ରୀଛାତ୍ର !…

ଲଣ୍ଡନ,୨୮।୧ : ଭାରତୀୟଙ୍କ ସମେତ ଅନ୍ୟ ବିଦେଶୀ ଛାତ୍ରୀଛାତ୍ରମାନଙ୍କୁ ବ୍ରିଟେନରେ ଅଧିକ ସମୟ କାମ କରିବାକୁ ଅନୁମତି ଦିଆଯାଇପାରେ ବୋଲି ଚର୍ଚ୍ଚା ହେଉଛି। ଏକ ରିପୋର୍ଟ ଅନୁଯାୟୀ, ଦେଶର ବିଭିନ୍ନ କ୍ଷେତ୍ରରେ କାର୍ଯ୍ୟ କରୁଥିବା ଲୋକଙ୍କ ଅଭାବକୁ ପୂରଣ କରିବା ପାଇଁ ଅଧିକ ପାର୍ଟ ଟାଇମ ଚାକିରି ଅନୁମୋଦନ ହୋଇପାରେ। ଖବର ଅନୁଯାୟୀ, ବର୍ତ୍ତମାନ ବ୍ରିଟେନରେ ପ୍ରାୟ ୬୮୦,୦୦୦ ବିଦେଶୀ ଛାତ୍ରୀଛାତ୍ର ଅଛନ୍ତି। ସେମାନଙ୍କୁ ସପ୍ତାହରେ ସର୍ବାଧିକ ୨୦ ଘଣ୍ଟା କାମ କରିବାକୁ ଅନୁମତି ପାଇଛନ୍ତି। ତେବେ ଦେଶୀ ଅର୍ଥନୀତିକୁ ବୃଦ୍ଧି କରିବାକୁ ସରକାର କାର୍ଯ୍ୟ ସମୟକୁ ୨୦ ଘଣ୍ଟାରୁ ୩୦ ଘଣ୍ଟାକୁ ବୃଦ୍ଧି କରିବାକୁ ଚିନ୍ତା କରୁଛନ୍ତି।

ଗତ ବର୍ଷ ବ୍ରିଟେନରେ ପହଞ୍ଚିଥିବା୧.୧ ମିଲିୟନ ପ୍ରବାସୀଙ୍କ ମଧ୍ୟରୁ ୪.୭୬ ନିୟୁତ ବିଦେଶୀ ଛାତ୍ରୀଛାତ୍ର ଥିଲେ। ସେମାନଙ୍କ ମଧ୍ୟରେ ୧ ଲକ୍ଷ ୬୧ ହଜାର ଭାରତୀୟ ଛାତ୍ରୀଛାତ୍ର ଥିଲେ। ତେଣୁ ବ୍ରିଟେନକୁ ଆସୁଥିବା ବିଦେଶୀ ଛାତ୍ରମାନଙ୍କ ପାଇଁ ଭାରତ ସବୁଠାରୁ ବଡ ଉତ୍ସ ହୋଇପାରିଛି। ପ୍ରଧାନମନ୍ତ୍ରୀ ଋଷି ସୁନକଙ୍କ କହିବାନୁସାରେ, ଦେଶରେ ପ୍ରାୟ ୧.୩ ମିଲିୟନ ପଦବୀ ଖାଲି ପଡ଼ିଛି, ଯାହା ମହାମାରୀର ପୂର୍ବ ଅପେକ୍ଷା ପ୍ରାୟ ୫ ଲକ୍ଷ ଅଧିକ। ସୂତ୍ରରୁ ପ୍ରକାଶ ଯେ ବ୍ୟବସାୟ କ୍ଷେତ୍ରରେ ଶ୍ରମିକମାନଙ୍କର ଅଭାବ ରହିଛି। ଏହାର ମୁକାବିଲା ପାଇଁ, ବିଦେଶୀ ଛାତ୍ରୀଛାତ୍ରମାନଙ୍କ କାର୍ଯ୍ୟ ସମୟ ଉପରେ ଥିବା ପ୍ରତିବନ୍ଧକକୁ ହଟାଇବାକୁ ବିଚାର କରାଯାଉଛି। ତଥାପି, ଏବେ ଏହି ପ୍ରକ୍ରିୟା ପ୍ରାରମ୍ଭିକ ପର୍ଯ୍ୟାୟରେ ଅଛି।


Enter your email to get our daily news in your inbox.

All Right Reserved By Dharitri.Com

ଆମେରିକାର ନେବାଦାରେ ମେଡିକାଲ ଫ୍ଲାଇଟ କ୍ରାସ, ରୋଗୀ ସମେତ ୫ ମୃତ

ରେନୋ,୨୬ ।୨: ଆମେରିକାର ନେବାଦାରେ ଥିବା ଏକ ପାହାଡିଆ ଅଞ୍ଚଳରେ ଏକ ବିମାନ ଦୁର୍ଘଟଣାରେ ରୋଗୀ ସମେତ ଏକ ମେଡିକାଲ ଟ୍ରାନ୍ସପୋର୍ଟ ଫ୍ଲାଇଟରେ ଥିବା ସମସ୍ତ...

‘ଲକ୍‌ଡାଉନ ଯଥେଷ୍ଟ ନୁହେଁ’

ନୂଆଦିଲ୍ଲୀ/ଲଣ୍ଡନ,୨୩ା୩: କରୋନା ମୁକାବିଲା ଲାଗି ଲକ୍‌ଡାଉନକୁ ବିଶ୍ୱ ସ୍ବାସ୍ଥ୍ୟ ସଂଗଠନ (ଡବ୍ଲ୍ୟୁଏଚ୍‌ଓ) ବିରୋଧ କରିଛି। ଏକସଙ୍ଗେ ଯଥେଷ୍ଟ ଜନସ୍ବାସ୍ଥ୍ୟଜନିତ ପଦକ୍ଷେପ ନିଆ ନ ଗଲେ ଏହି...

ଲିବିୟା ହସ୍ପିଟାଲ ଉପରେ ବିମାନ ଆକ୍ରମଣ: ୫ ଡାକ୍ତର ମୃତ

ତ୍ରିପୋଲି,୨୯।୭: ଲିବିୟାର ରାଜଧାନୀ ତ୍ରିପୋଲିରେ ଥିବା ଏକ ହସ୍ପିଟାଲକୁ ଟାର୍ଗେଟ କରିଥିଲେ ଖଲିଫା ହଫତାରର ଲିବିୟାନ ନ୍ୟାଶନାଲ ଆର୍ମି(ଏଲ୍‌ଏନ୍‌ଏ)। ରବିବାର ଏଲ୍‌ଏନ୍‌ଏ ଦ୍ୱାରା ଏକ ହସ୍ପିଟାଲରେ...

ଅସୁବିଧାରେ ପକାଉଛି ଟୁଇଟର

ଟୁଇଟରରେ ଦେଉଥିବା ମନ୍ତବ୍ୟ ତାଙ୍କୁ ଅନେକ ସମୟରେ ଅସୁବିଧାରେ ପକାଉଛି ବୋଲି କହିଛନ୍ତି ସ୍ପେସ୍‌ ଏକ୍ସ ଓ ଟେସ୍‌ଲା ସିଇଓ ଏଲନ୍‌ ମସ୍କ। ଆମେରିକାର ଏକ...

କ୍ୟାନସରକୁ ଡରୁଥିଲେ ମହିଳା, ପୁଅକୁ ବାଥ୍‌ଟବରେ ବୁଡ଼ାଇ ମାରି ଶେଷରେ ନିଜେ କଲେ ଆତ୍ମହତ୍ୟା

ସେଣ୍ଟ ପିଟରସବର୍ଗ,୧୭ା୧୨: ଏହି ମାତ୍ର କିଛି ସମୟ ପୂର୍ବରୁ ଗୁରୁବାର ଲଣ୍ଡନରେ ଜଣେ ମହିଳା ରଶି ଲଗାଇ ଆତ୍ମହତ୍ୟା କରିଛନ୍ତି। କାରଣ ମହିଳା ଜଣକ କ୍ୟାନସରରେ...

ମ୍ୟୁଜିକ୍‌ ଶୋ’ ପୃଥିବୀ ପାଇଁ କ୍ଷତିକାରକ

ଲାଇଭ୍‌ ମ୍ୟୁଜିକ୍‌ ଶୋ’ ପୃଥିବୀ ପାଇଁ କ୍ଷତିକାରକ ବୋଲି ନିକଟରେ କରାଯାଇଥିବା ଏକ ଗବେଷଣାରୁ ଜଣାପଡିଛି। କାରଣ ଏହି ଲାଇଭ୍‌ ମ୍ୟୁଜିକ ଶୋ’ରୁ କେବଳ ବ୍ରିଟେନରେ...

ମହୁମାଛିଙ୍କ ଆୟୁଷ କମୁଛି

ଓ୍ବାଶିଂଟନ୍‌,୧୬ା୧୧: ଆମ ପାଇଁ ଫୁଲରୁ ମହୁ ସଂଗ୍ରହ କରି ଫେଣାରେ ସଂରକ୍ଷିତ ରଖୁଥିବା ମହୁମାଛିର ଆୟୁଷ ଅଧା କମିଯାଇଛି। ପୂର୍ବରୁ ମହୁମାଛି ୩୪ ଦିନ ବଞ୍ଚୁଥିବାବେଳେ...

ପୁରୁଷଙ୍କ ଗୁପ୍ତାଙ୍ଗରେ ସମସ୍ୟା ସୃଷ୍ଟି କରୁଛି କରୋନା…

ଓ୍ବାଶିଂଟନ,୧୩।୫: କରୋନା ମହାମାରୀ ସଂକ୍ରମଣ ଯୋଗୁ ପୃଥିବୀବ୍ୟାପୀ ସ୍ଥିତି ସଙ୍କଟ ଜନକ ହୋଇଛି। କରୋନା ଆକ୍ରାନ୍ତ ସୁସ୍ଥ ହେଲା ପରେ ମଧ୍ୟ ଶରୀରରେ ବହୁ ସମସ୍ୟା...

Advertisement
Archives

Model This Week