ବ୍ରିଟେନ୍ରେ ହିନ୍ଦୁ ବିରୋଧୀ ହିଂସା ନିନ୍ଦା କଲା ଭାରତ
ଲଣ୍ଡନ,୧୯।୯: ବ୍ରିଟେନର ଲିସେଷ୍ଟରରେ ହିନ୍ଦୁଙ୍କ ପ୍ରତି ହିଂସାତ୍ମକ ଅପରାଧ ଘଟଣାକୁ ଲଣ୍ଡନ ସ୍ଥିତ ଭାରତୀୟ ଉଚ୍ଚାୟୁକ୍ତ ସୋମବାର ଦୃଢ଼ ନିନ୍ଦା କରିଛି। ହିନ୍ଦୁ ଧର୍ମସ୍ଥଳୀରେ ହିଂସା ଓ ଭଙ୍ଗାରୁଜା ଘଟଣାର ଦୃଢ଼ ପ୍ରତିବାଦ କରାଯାଉଛି ବୋଲି ଉଚ୍ଚାୟୁକ୍ତଙ୍କ ପକ୍ଷରୁ କୁହାଯାଇଛି। ଏ…
କୋଭିଡ୍ ମହାମାରୀ ଶେଷ ହୋଇଛି
ଓ୍ବାଶିଂଟନ,୧୯।୯: ଆମେରିକାରେ କୋଭିଡ୍ ମହାମାରୀ ଶେଷ ହୋଇଥିବା ରାଷ୍ଟ୍ରପତି ଜୋ ବାଇଡେନ୍ ଘୋଷଣା କରିଛନ୍ତି। ଦେଶରେ ମୁଦ୍ରାସ୍ଫୀତି ନିୟନ୍ତ୍ରଣକୁ ଆସିଛି। ଆଗାମୀ ଦିନରେ ଆମେରିକା ଅର୍ଥନୀତିରେ ଉନ୍ନତି ଆସିବାକୁ ଯାଉଛି ବୋଲି ଗୁରୁତ୍ୱପୂର୍ଣ୍ଣ ମଧ୍ୟବର୍ତ୍ତୀ ନିର୍ବାଚନର ୨ମାସ ପୂର୍ବରୁ ବାଇଡେନ୍ ଏକ…
ମହାରାଣୀଙ୍କ ଅନ୍ତିମ ଯାତ୍ରା: ୨ ମିନିଟ୍ ନୀରବିଲା ବ୍ରିଟେନ
ଲଣ୍ଡନ,୧୯ା୯: ବ୍ରିଟେନ ମହାରାଣୀ ଏଲିଜାବେଥ୍ ୨ୟଙ୍କୁ ସୋମବାର ଅନ୍ତିମ ବିଦାୟ ଦିଆଯାଇଛି। ରାଜ ପରିବାର ରୀତିନୀତି ଅନୁସାରେ ମହାରାଣୀଙ୍କ ଶେଷକୃତ୍ୟ ସମ୍ପନ୍ନ ହୋଇଛି। ଓ୍ବିଣ୍ଡସର କାସ୍ଲେର ଐତିହାସିକ କିଙ୍ଗ୍ ଜର୍ଜ ୬ଷ୍ଠ ମେମୋରିଆଲ ଚାପେଲରେ ତାଙ୍କ କଫିନ୍କୁ ଦିବଂଗତ ସ୍ବାମୀ ପ୍ରିନ୍ସ…
ବାଂଲାଦେଶର ପ୍ରଧାନମନ୍ତ୍ରୀଙ୍କୁ ଭେଟିଲେ ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ
ଲଣ୍ଡନ/ନୂଆଦିଲ୍ଲୀ,୧୯ା୯: ଭାରତର ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ ସୋମବାର ଲଣ୍ଡନରେ ବାଂଲାଦେଶର ପ୍ରଧାନମନ୍ତ୍ରୀ ଶେଖ୍ ହସିନାଙ୍କୁ ଭେଟିଛନ୍ତି। ବ୍ରିଟେନର ରାଣୀ ଏଲିଜାବେଥ୍ ଦ୍ୱିତୀୟଙ୍କ ଅନ୍ତିମ ସଂସ୍କାର ଆରମ୍ଭ ପୂର୍ବରୁ ସେମାନେ ଭେଟିଥିଲେ। ରାଣୀ ଏଲିଜାବେଥ୍ଙ୍କ ଅନ୍ତିମ ସଂସ୍କାରରେ ଯୋଗଦେବା ପାଇଁ ରାଷ୍ଟ୍ରପତି ମୁର୍ମୁ…
ମହାରାଣୀଙ୍କୁ ଶେଷ ବିଦାୟ, ଶ୍ରଦ୍ଧାଞ୍ଜଳି ବାର୍ତ୍ତାରେ ବାଇଡେନ ଲେଖିଲେ ଆମେ ରାଣୀଙ୍କୁ କେବେ ଭୁଲିବୁ ନାହିଁ
ଲଣ୍ଡନ,୧୯ ।୯: ମହାରାଣୀ ଏଲିଜାବେଥ ଦ୍ୱିତୀୟଙ୍କୁ ଦିଆଯାଇଛି ଅନ୍ତିମ ବିଦାୟ । ତାଙ୍କର ଫ୍ୟୁନେରାଲ ସର୍ଭିସ ଆରମ୍ଭ ହୋଇଯାଇଛି । ୱେଷ୍ଟମିଂନଷ୍ଟରରେ ଡିନ ଡେଭିଡ ହୟାଲ ଅନ୍ତିମ ସଂସ୍କାରର ନେତୃତ୍ୱ ନେଇଛନ୍ତି । କ୍ୟାଣ୍ଟରବରୀର ଆର୍କବିଶପ, ଜଷ୍ଟିଶ ୱେଲବି ଧର୍ମୋପଦେଶ ଓ…
କେବଳ ଭାରତ କି ତାଇଓ୍ବାନ ନୁହେଁ ଏସବୁ ଦେଶ ସହ ବି ଚାଇନାର ରହିଛି ସୀମା ବିବାଦ
ବେଜିଂ,୧୯ା୯: ଆମେରିକା କଂଗ୍ରେସ ଅଧ୍ୟକ୍ଷ ନାନ୍ସି ପେଲୋସିଙ୍କ ତାଇଓ୍ବାନ ଗସ୍ତ ପରେ ଚାଇନା ରିପବ୍ଲିକର ଏକ ପ୍ରତିନିଧି ଦଳ ତାଇଓ୍ବାନ ଗସ୍ତ ଉପରେ ପୁଣି ଥରେ ଆକ୍ରମଣାତ୍ମକ ନିଷ୍ପତ୍ତି ନେଇଛି। ନାନ୍ସିଙ୍କ ପରି ଚାଇନା ମଧ୍ୟ ଏଥିରେ ତୀବ୍ର ପ୍ରତିକ୍ରିୟା ରଖିଛି।…
ତାଇଓ୍ବାନ ଭୂକମ୍ପରେ ୧୪୬ ଆହତ: ରାସ୍ତାରେ ଫସିଛନ୍ତି ଶତାଧିକ ଲୋକ
ତାଇପେଇ,୧୯ା୯: ତାଇଓ୍ବାନର ଦକ୍ଷିଣ-ପୂର୍ବ ଭାଗରେ ଶକ୍ତିଶାଳୀ ଭୂକମ୍ପ ଯୋଗୁ ୧୪୬ ଜଣ ଆହତ ହୋଇଥିବା ସୋମବାର ସୂଚନା ମିଳିଛି। ଏପରି କି ପୂର୍ବ ତାଇଓ୍ବାନର ଡୋଙ୍ଗଲି ଷ୍ଟେଶନରେ ୬ଟି ଟ୍ରେନ୍ ଲାଇନଚ୍ୟୁତ ହୋଇଥିବା ବେଳେ ଏଥିରେ କାହାରି କ୍ଷତି ହୋଇ ନ…
ରାଣୀ ଏଲିଜାବେଥ୍ ଦ୍ୱିତୀୟଙ୍କ ଅନ୍ତିମ ସଂସ୍କାରରେ ୯୬ ମିନିଟ୍ ପର୍ଯ୍ୟନ୍ତ ବାଜିବ ଘଣ୍ଟି
ଲଣ୍ଡନ,୧୯ା୯: ବ୍ରିଟେନର ରାଣୀ ଏଲିଜାବେଥ୍ ଦ୍ୱିତୀୟଙ୍କ ସୋମବାର ଓ୍ବେଷ୍ଟମିନ୍ଷ୍ଟର ଆବେରେ ପୂର୍ଣ୍ଣ ରାଜ୍ୟ ସମ୍ମାନରେ ଅନ୍ତିମ ସଂସ୍କାର ହେବ। ରାଣୀଙ୍କ ଅନ୍ତିମ ସଂସ୍କାର ଲଣ୍ଡନ ସମୟ ୧୧ଟା ଏବଂ ଭାରତୀୟ ସମୟ ଅପରାହ୍ନ ୪ଟାରେ ହେବ। ଏହି ସମୟରେ ରାଣୀଙ୍କ ଦୀର୍ଘ…
ଜାପାନରେ ତାଣ୍ଡବ ରଚିଲା ‘ନାନ୍ମାଡୋଲ’: ଜଣେ ମୃତ, ୬୦ରୁ ଅଧିକ ଆହତ;ହଜାର ହଜାର ଲୋକ ବାସ ହରାଇଲେ
ଟୋକିଓ,୧୯ା୯: ଶକ୍ତିଶାଳୀ ଝଡ଼ ‘ନାନ୍ମାଡୋଲ’ ଜାପାନରେ କରାଳ ରୂପ ଦେଖାଇଛି। ଏହି ଝଡ଼ ଯୋଗୁ ଜଣଙ୍କର ମୃତ୍ୟୁ ଘଟିଥିବା ବେଳେ ଜଣେ ନିଖୋଜ ଅଛନ୍ତି। ସୋମବାର ପ୍ରବଳ ବର୍ଷା ଏବଂ ପବନ ସହ ‘ନାନ୍ମାଡୋଲ’ ଦକ୍ଷିଣ-ପଶ୍ଚିମ ଜାପାନ ଛୁଇଁଛି। ଏହି ଶକ୍ତିଶାଳୀ…
ଭାରତ ଠାରୁ ଦୂରେଇ ପାକିସ୍ତାନର ନିକଟତର ହେଉଛି ରୁଷିଆ…
ମସ୍କୋ, ୧୯।୯ : ରୁଷିଆ ସର୍ବଦା ଭାରତର ଏକ ପୁରୁଣା ଏବଂ ବିଶ୍ୱସ୍ତ ବନ୍ଧୁ ହୋଇ ରହି ଆସିଛି । କିନ୍ତୁ ସମ୍ପ୍ରତି ରୁଷିଆର ମନୋଭାବରେ କିଛିଟା ବଦଳିଥିବା ଜଣାପଡିଛି। ଉଜବେକିସ୍ତାନର ସମରକନ୍ଦରେ ଆୟୋଜିତ ସାଂଘାଇ ସହଯୋଗ ସଂଗଠନ (ଏସସିଓ)ରେ ଏହା…
ଭାରତ-ପାକିସ୍ତାନ ଏସିଆ କପ୍ ମ୍ୟାଚ୍ ପରେ ବ୍ରିଟେନରେ ହିନ୍ଦୁ-ମୁସଲମାନଙ୍କ ମଧ୍ୟରେ ଉତ୍ତେଜନା, ୨୭ ଗିରଫ…
ଲଣ୍ଡନ, ୧୯।୯ : ବ୍ରିଟେନରେ ହିନ୍ଦୁ ଏବଂ ମୁସଲମାନଙ୍କ ମଧ୍ୟରେ ଉତ୍ତେଜନା ଦେଖାଦେଇଛି। ଅଗଷ୍ଟ ୨୮ ରେ ଭାରତ-ପାକିସ୍ତାନ ଏସିଆ କପ୍ ମ୍ୟାଚ୍ ପରେ ଇଂଲଣ୍ଡର ଲିସେଷ୍ଟର ସହରର ଦୁଇ ସମ୍ପ୍ରଦାୟ ମଧ୍ୟରେ ଉତ୍ତେଜନା ବଢ଼ିବାରେ ଲାଗିଛି। ଫଳରେ ହିଂସା ଘଟଣା…
ତାଲିବାନର ନିର୍ଦ୍ଦେଶ, ୧ ମାସ ମଧ୍ୟରେ ଟିକ୍ଟକ୍- ୩ ମାସ ସୁଦ୍ଧା ପବ୍ଜି ଉପରେ ପ୍ରତିବନ୍ଧକ ଲାଗିବ…
କାବୁଲ, ୧୯।୯ : ତାଲିବାନ ଆସନ୍ତା ତିନି ମାସ ମଧ୍ୟରେ ଟିକ୍ଟକ୍ ଏବଂ ପବ୍ଜି ଆପ୍ ଉପରେ ପ୍ରତିବନ୍ଧକ ଲଗାଇବାକୁ ଯାଉଛି। ଗଣମାଧ୍ୟମ ରିପୋର୍ଟ ଅନୁଯାୟୀ ତାଲିବାନ ନେତୃତ୍ୱାଧୀନ ଟେଲିକମ ବିଭାଗ ଏହା ଘୋଷଣା କରିଛି। ଆଫଗାନିସ୍ତାନ ନ୍ୟୁଜ ଏଜେନ୍ସିର ଏକ…
Archives


