ଅନ୍ତର୍ଜାତୀୟ

ଭାରତ ସରକାରଙ୍କୁ ପ୍ରଶଂସା କଲା ବିଶ୍ୱବ୍ୟାଙ୍କ

ଓ୍ବାଶିଂଟନ/ନୂଆଦିଲ୍ଲୀ,୫ା୧୦: ବିଶ୍ୱବ୍ୟାଙ୍କର ସଭାପତି ଡେଭିଡ ମାଲପାସ କହିଛନ୍ତି, ବିଶ୍ୱରେ ମହାମାରୀ କରୋନା ସଙ୍କଟରେ ଗରିବ ଏବଂ ଅସହାୟ ଲୋକଙ୍କୁ ଭାରତର ସହାୟତା ଅତୁଳନୀୟ। ଭାରତ ପରି ବ୍ୟାପକ ସବସିଡି ଦେବା ପରିବର୍ତ୍ତେ ଅନ୍ୟ ଦେଶଗୁଡିକ ମଧ୍ୟ ପ୍ରତ୍ୟକ୍ଷ କ୍ୟାଶ ସ୍ଥାନାନ୍ତର କରିବା…

କୋର୍ଟଙ୍କ ନୋଟିସକୁ ନେଇ ଇମ୍ରାନ ଖପ୍ପା

ଇସଲାମାବାଦ,୫ା୧୦: ପାକିସ୍ତାନର ପୂର୍ବତନ ପ୍ରଧାନମନ୍ତ୍ରୀ ଇମ୍ରାନ ଖାନ୍‌ କୋର୍ଟରେ ଏକ ପିଟିଶନ ଦାଖଲ କରିଥିବା ସ୍ଥାନୀୟ ଗଣମାଧ୍ୟମ ସୂଚନା ଦେଇଛି। ପାକିସ୍ତାନର ନିର୍ବାଚନ ଆୟୋଗ ଇମ୍ରାନ ଏବଂ ତାଙ୍କର ଘନିଷ୍ଠ ସହଯୋଗୀ ଫଓ୍ବାଦ ଚୌଧୁରୀଙ୍କ ବିରୋଧରେ ଅବମାନନା ନୋଟିସ ଜାରି କରିଛନ୍ତି।…

ଆମେରିକାର ପାକିସ୍ତାନ ପ୍ରେମ: ପିଓକେକୁ ନେଇ ଦେଲା ବଡ ବୟାନ

ନୂଆଦିଲ୍ଲୀ,୫।୧୦: ପାକିସ୍ତାନ ସହ ଘନିଷ୍ଠତା ବଢ଼ାଉଛି ଆମେରିକା। ଏହାର ସଦ୍ୟତମ ଉଦାହରଣ ହେଉଛି ଆମେରିକାର ରାଷ୍ଟ୍ରଦୂତ ଡୋନାଲ୍ଡ ବ୍ଲୋମଙ୍କ ପିଓକେ ଗସ୍ତ। ଏହାକୁ ନେଇ ପାକିସ୍ତାନରେ ଥିବା ଆମେରିକା ଦୂତାବାସର ଏକ ଟୁଇଟ୍‌ ଭାରତରେ ଆଲୋଡନ ସୃଷ୍ଟି କରିଛି। ଟୁଇଟ୍‌ରେ ପିଓକେ(ପାକିସ୍ତାନ…

ପୂରଣ ହେଲା ଦୀର୍ଘଦିନର ସ୍ବପ୍ନ: ଦୁବାଇରେ ହିନ୍ଦୁଙ୍କ ଲାଗି ସ୍ଥାପନ ହେଲା ଭବ୍ୟ ମନ୍ଦିର

ଦଶହରାର ଶୁଭ ଅବସରରେ ଦୁବାଇର ଜେବେଲ ଅଲିରେ ଅବସ୍ଥିତ ଏକ ନବନିର୍ମିତ ଭବ୍ୟ ହିନ୍ଦୁ ମନ୍ଦିରର ଉଦଘାଟନ ହୋଇଛି। ମଙ୍ଗଳବାର ଏହି ମନ୍ଦିର ଖୋଲା ଯାଇଥିଲେ ହେଁ ଆଜି ଏହା ସର୍ବସାଧାରଣଙ୍କ ପାଇଁ ଖୋଲାଯିବ। ଏହାସହିତ, ବର୍ତ୍ତମାନ ଭକ୍ତମାନେ ମଧ୍ୟ ଏହି…

ୟୁକ୍ରେନର ୪ ସହର ଦଖଲ କଲା ରୁଷିଆ, ସରକାରୀସ୍ତରରେ ଦସ୍ତଖତ କଲେ ପୁଟିନ

କ୍ୱିଭ୍‌,୫ା୧୦: ଶେଷରେ ରୁଷିଆ ୟୁକ୍ରେନର ୪ଟି ସହରକୁ କାବୁ କରିଛି। ରୁଷିଆ ରାଷ୍ଟ୍ରପତି ଭ୍ଲାଡିମିର ପୁଟିନ ବୁଧବାର ସରକାରୀ ଦସ୍ତାବିଜରେ ଦସ୍ତଖତ କରିଛନ୍ତି। ଏହି ଡକ୍ୟୁମେଣ୍ଟଗୁଡ଼ିକ ଅନ୍ତର୍ଜାତୀୟ ନିୟମକୁ ସୂଚିତ କରେ ଯାହା ରୁଷିଆର ୟୁକ୍ରେନ ଅଞ୍ଚଳକୁ ଦଖଲ କରିବ। ବୁଧବାର…

ଇମ୍ରାନ ଜଣେ ମିଛୁଆ, ଦେଶର ଲୋକଙ୍କ ମନରେ ଭରିଛନ୍ତି ଜହର: ଶାହବାଜ ସରିଫ…

ଇସଲାମାବାଦ,୫।୧୦ : ପାକିସ୍ତାନ ପ୍ରଧାନମନ୍ତ୍ରୀ ଶାହବାଜ ସରିଫ ପୂର୍ବତନ ପ୍ରଧାନମନ୍ତ୍ରୀ ଇମ୍ରାନ ଖାନଙ୍କୁ ଦେଶର ଅର୍ଥନୀତିକୁ ନଷ୍ଟ କରିଥିବା ଅଭିଯୋଗ କରି ତାଙ୍କୁ ପୃଥିବୀର ସବୁଠାରୁ ବଡ ମିଛୁଆ ବୋଲି କହିଛନ୍ତି। ସେ କହିଛନ୍ତି ଯେ ଭୋଟରଙ୍କୁ ଧ୍ରୁବୀକରଣ କରିବା ପାଇଁ…

ମ୍ୟାନମାରରେ ଫସିରହିଥିବା ୪୫ ଭାରତୀୟଙ୍କୁ ଉଦ୍ଧାର କଲା ବୈଦେଶିକ ମନ୍ତ୍ରଣାଳୟ

ନାପିଦ୍ୱ,୫।୧୦: ମ୍ୟାନମାରରେ ଫସିରହିଥିବା ଅନେକ ଭାରତୀୟଙ୍କୁ ବୈଦେଶିକ ମନ୍ତ୍ରଣାଳୟ ଉଦ୍ଧାର କରିଛି। ମ୍ୟାନମାରରେ ନକଲି ଚାକିରି ରାକେଟରେ ଫସିରହିଥିବା ୪୫ ଭାରତୀୟଙ୍କୁ ଏପର୍ଯ୍ୟନ୍ତ ଉଦ୍ଧାର କରାଯାଇସାରିଛି ବୋଲି ବୈଦେଶିକ ମନ୍ତ୍ରଣାଳୟର ମୁଖପାତ୍ର ଅରିନ୍ଦମ ବାଗଚି କହିଛନ୍ତି। ପୂର୍ବରୁ ପ୍ରାୟ ୩୨ଜଣ ଭାରତୀୟଙ୍କୁ…

ରସାୟନ ବିଜ୍ଞାନରେ ୩ ବୈଜ୍ଞାନିକଙ୍କୁ ନୋବେଲ

ଷ୍ଟୋକ୍‌ହୋମ୍‌,୫।୧୦: ବୁଧବାର ରୟାଲ ସ୍ବିଡିଶ ଏକାଡେମୀ ଅଫ୍‌ ସାଇନ୍ସ ପକ୍ଷରୁ ରସାୟନ ବିଜ୍ଞାନରେ ୨୦୨୨ ପାଇଁ ନୋବେଲ ପୁରସ୍କାର ଘୋଷଣା କରାଯାଇଛି। ରସାୟନ ବିଜ୍ଞାନରେ କାରୋଲାଇନ୍‌ ଆର. ବେର୍ଟୋଜି ମୋର୍ଟେନ ମେଲଡାଲ ଏବଂ କେ ବାରି ସାର୍ପଲେସ୍‌ଙ୍କୁ ନୋବେଲ ପୁରସ୍କାର ପ୍ରଦାନ…

ମୂଳ ଭାରତୀୟ ବିବେକଙ୍କୁ ବିଶ୍ୱସ୍ବାସ୍ଥ୍ୟ ସଂଗଠନ କାର୍ଯ୍ୟନିର୍ବାହୀ ବୋର୍ଡରେ ସାମିଲ କଲେ ବାଇଡେନ…

ଓ୍ବାଶିଂଟନ,୫।୧୦ : ଆମେରିକାର ରାଷ୍ଟ୍ରପତି ଜୋ ବାଇଡେନ ଡାକ୍ତର ବିବେକ ମୂର୍ତ୍ତିଙ୍କୁ ବିଶ୍ୱ ସ୍ବାସ୍ଥ୍ୟ ସଂଗଠନର କାର୍ଯ୍ୟନିର୍ବାହୀ ବୋର୍ଡରେ ଆମେରିକାର ପ୍ରତିନିଧୀ ଭାବରେ ସାମିଲ କରିବାକୁ ମନୋନୀତ କରିଛନ୍ତି। ହ୍ବାଇଟ ହାଉସ ପକ୍ଷରୁ ଏହି ସୂଚନା ଜାରି ହୋଇଛି। ହ୍ବାଇଟ ହାଉସ…

ଚାଇନା-ତାଇଓ୍ବାନ ଅବସ୍ଥା ବିଗୁଡୁଛି

ତାଇପେଇ,୫ା୧୦: ଚାଇନା ଏବଂ ତାଇଓ୍ବାନ ମଧ୍ୟରେ ଅବସ୍ଥା ବିଗଡ଼ିବାରେ ଲାଗିଛି। ଏହି ସମୟରେ ତାଇଓ୍ବାନର ପ୍ରତିରକ୍ଷା ମନ୍ତ୍ରୀ ଚିୟୁ କୁଓ-ଚେଙ୍ଗ ଚାଇନା ବିଷୟରେ ଏକ ବଡ଼ ବୟାନ ଦେଇଛନ୍ତି। ପ୍ରତିରକ୍ଷା ମନ୍ତ୍ରୀ ବୁଧବାର କହିଛନ୍ତି, ତାଇଓ୍ବାନ ଷ୍ଟ୍ରାଇଟ୍‌ରେ ଚାଇନା ଏକ ଅନୌପଚାରିକ…

ଆଉ ଏକ ବିବାଦରେ ଛନ୍ଦି ହେଲା ପାକିସ୍ତାନ

ବ୍ରୁସେଲ୍‌ସ,୫ା୧୦: ପାକିସ୍ତାନ ଆଉ ଏକ ବିବାଦରେ ଛନ୍ଦି ହୋଇପଡ଼ଛି। ରୁଷିଆ-ୟୁକ୍ରେନ ଯୁଦ୍ଧରେ ଇସଲାମାବାଦ ୟୁକ୍ରେନକୁ ଅସ୍ତ୍ରଶସ୍ତ୍ର ଯୋଗାଉଥିବା ଦେଖିବାକୁ ମିଳିଛି। ଏହା ପରେ ପାକିସ୍ତାନର ସମସ୍ୟା ପୁଣି ଥରେ ବୃଦ୍ଧି ପାଇଛି। ଖବର ଅନୁଯାୟୀ, ରୁଷିଆ-ୟୁକ୍ରେନ ବିବାଦରେ ପାକିସ୍ତାନ ନିରପେକ୍ଷ ନୁହେଁ…

ନୁର ଖାନ ଏୟାର ବେସ୍‌ରୁ କ୍ୱିଭ୍‌ ଯାଉଛି ଗୋଳା ବାରୁଦ…

ଇସଲାମାବାଦ,୫।୧୦ : ପାକିସ୍ତାନ ଏବେ ଏକ ନୂଆ ବିବାଦରେ ଛନ୍ଦି ହୋଇଛି। ଗଣମାଧ୍ୟମ ରିପୋର୍ଟ ଅନୁଯାୟୀ, ରୁଷିଆ-ୟୁକ୍ରେନ ବିବାଦରେ ପାକିସ୍ତାନ ନିରପେକ୍ଷ ନୁହେଁ। ଏହା ୟୁକ୍ରେନକୁ ଅସ୍ତ୍ରଶସ୍ତ୍ର ଏବଂ ଗୋଳା ବାରୁଦ ଯୋଗାଉଛି। ୟୁରୋପ ଭିତ୍ତିକ ପ୍ରକାଶନ ଜିଓ-ପଲିଟିକ ଦ୍ୱାରା ପ୍ରକାଶିତ…

Advertisement
Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri