ଅବସରପ୍ରାପ୍ତ ବ୍ରିଟିଶ ପାଇଲଟଙ୍କ ଦ୍ୱାରା ନିଜ ସୈନ୍ୟଙ୍କୁ ତାଲିମ ଦେଉଛି ଚାଇନା, ପାଇଲଟଙ୍କୁ ଚେତାବନୀ ଦେଲା ବ୍ରିଟେନ…
ଲଣ୍ଡନ/ବେଜିଂ,୧୮।୧୦ : ଚାଇନା ଏବଂ ତାଇୱାନ ମଧ୍ୟରେ ଚାଲିଥିବା ତିକ୍ତତା ମଧ୍ୟରେ ଚାଇନା ସୈନ୍ୟଙ୍କ ସହ ଜଡିତ ଏକ ଖବର ବ୍ରିଟିଶ ସୈନ୍ୟବାହିନୀରେ ଆତଙ୍କ ସୃଷ୍ଟି କରିଛି। ଖବର ଅନୁଯାୟୀ ଚାଇନା ବ୍ରିଟିଶ ସେନାର ଅବସରପ୍ରାପ୍ତ ପାଇଲଟମାନଙ୍କୁ ଏହାର ସୈନିକମାନଙ୍କୁ ତାଲିମ…
ସପ୍ତାହରେ ୟୁକ୍ରେନର ୩୦ ପ୍ରତିଶତ ପାଓ୍ବାର ଷ୍ଟେଶନକୁ କ୍ଷତିଗ୍ରସ୍ତ କରିଛି ରୁଷିଆ
କିଭ୍,୧୮।୧୦: ଗତ କିଛି ଦିନରୁ ରୁଷିଆ ୟୁକ୍ରେନ ଉପରେ ଆକ୍ରମଣକୁ ଜୋରଦାର କରିଛି। ପ୍ରଥମେ ରୁଷିଆ ପକ୍ଷରୁ ପ୍ରାୟ ୮୪ଟି କ୍ଷେପଣାସ୍ତ୍ର ନିକ୍ଷେପ କରାଯାଇଥିବା ବେଳେ ନିକଟରେ ଡ୍ରୋନ ଦ୍ୱାରା ମଧ୍ୟ ୟୁକ୍ରେନ୍ରେ ଆକ୍ରମଣ କରାଯାଇଛି। ଇତିମଧ୍ୟରେ ଗତ ସପ୍ତାହରେ ରୁଷିଆ…
ପାକିସ୍ତାନ ବିରୋଧି ମନ୍ତବ୍ୟ ଦେଇ ଏହାକୁ ସଂଶୋଧନ କଲା ଆମେରିକା…
ଓ୍ବାଶିଂଟନ,୧୮।୧୦ : ପାକିସ୍ତାନରେ ଚାଲିଥିବା ରାଜନୈତିକ ଅସ୍ଥିରତା ମଧ୍ୟରେ ଆମେରିକାର ରାଷ୍ଟ୍ରପତି ଜୋ ବାଇଡେନଙ୍କ ବିବୃତ୍ତି ନେଇ ଉତ୍ତେଜନା ସୃଷ୍ଟି ହୋଇଛି। ପରମାଣୁ ଅସ୍ତ୍ରଶସ୍ତ୍ର ସହିତ ପାକିସ୍ତାନକୁ ସବୁଠାରୁ ବିପଜ୍ଜନକ ଦେଶ ବୋଲି ବାଇଡେନ କହିଥିଲେ। ଏହି ବିବୃତ୍ତି ପରେ ଅଭିନେତା…
ସୋମବାର ସପ୍ତାହର ଖରାପ ଦିନ, ଗିନିଜ୍ ବୁକ୍ ପକ୍ଷରୁ ଘୋଷଣା…
ନୂଆଦିଲ୍ଲୀ/ଲଣ୍ଡନ,୧୮।୧୦ : ସୋମବାର ସପ୍ତାହର ସବୁଠାରୁ ଖରାପ ଦିନ ବୋଲି ଗିନିଜ ୱାଲର୍ଡ ରେକର୍ଡ ଆନୁଷ୍ଠାନିକ ଭାବେ ଘୋଷଣା କରିଛି। ସୋମବାର ଦିନ ଗିନିଜ ବୁକ ଅଫ ୱାଲର୍ଡ ରେକର୍ଡ ଏକ ଟୁଇଟରେ ଲେଖିଛି ଯେ ଆମେ ସୋମବାର ଦିନ ସପ୍ତାହର…
ରୁଷିଆ ଯୁଦ୍ଧ ବିମାନ ଦୁର୍ଘଟଣାଗ୍ରସ୍ତ: ୧୩ ମୃତ
ମସ୍କୋ,୧୮।୧୦: ରୁଷିଆର ସୁପରସୋନିକ ଯୁଦ୍ଧ ବିମାନ ୟୁକ୍ରେନ ସୀମା ନିକଟ ଦକ୍ଷିଣ ରୁଷିଆର ୟେସ୍କ ସହରର ଏକ ଆବାସିକ କୋଠାରେ ଦୁର୍ଘଟଣାଗ୍ରସ୍ତ ହୋଇଛି। ଏହି ଦୁର୍ଘଟଣାରେ ତିନି ପିଲାଙ୍କ ସମେତ ଅତି କମରେ ୧୩ ଜଣଙ୍କର ମୃତ୍ୟୁ ହୋଇଛି। ଏହି ଦୁର୍ଘଟଣାରେ…
କ୍ଷମା ମାଗିଲେ ବ୍ରିଟେନ ପ୍ରଧାନମନ୍ତ୍ରୀ
ଲଣ୍ଡନ,୧୮।୧୦: ଆଜିକାଲି ବ୍ରିଟେନ ପ୍ରଧାନମନ୍ତ୍ରୀ ଲିଜ ଟ୍ରସ୍ ସଙ୍କଟ ଦେଇ ଗତି କରୁଛନ୍ତି। ଟିକସ ହ୍ରାସ ନିଷ୍ପତ୍ତି ତାଙ୍କ ପାଇଁ କାଳ ହୋଇଛି। ତାଙ୍କ ଦଳର ସଦସ୍ୟମାନେ ତାଙ୍କ ବିରୋଧରେ ଏକ ଅବିଶ୍ୱାସ ପ୍ରସ୍ତାବ ଆଣିବାକୁ ପ୍ରସ୍ତୁତ ହେଉଛନ୍ତି। ଏସବୁ ମଧ୍ୟରେ,…
ଇସ୍ରାଏଲକୁ ଝଟକା, ପଶ୍ଚିମ ଜେରୁଜେଲମକୁ ରାଜଧାନୀ ମାନିବାକୁ ରାଜି ନୁହେଁ ଅଷ୍ଟ୍ରେଲିୟା
କାନବେରା,୮ ।୧୦: ଅଷ୍ଟ୍ରେଲିୟା ସରକାର ମଙ୍ଗଳବାର ଏକ ବଡ ନିଷ୍ପତ୍ତି ନେଇଛନ୍ତି । ଅଷ୍ଟ୍ରେଲିୟା ପଶ୍ଚିମ ଜେରୁଜେଲମକୁ ଇସ୍ରାଏଲର ରାଜଧାନୀ ଭାବେ ମାନିବାକୁ ମନା କରି ଦେଇଛନ୍ତି ଓ ମାନ୍ୟତାକୁ ଫେରାଇ ନେଇଛନ୍ତି । ଇସ୍ରାଏଲ ଓ ପାଲେଷ୍ଟାଇନ ମଧ୍ୟରେ ଏହା…
୧୫ ଲକ୍ଷରୁ ଅଧିକ ବନ୍ଦୀ, ୧୦୦ ଫୁଟରେ ଗାର୍ଡ: ପୁଣିଥରେ ଦେଖିବାକୁ ମିଳିଲା ଜିନପିଙ୍ଗଙ୍କ ଦବଦବା
ବେଜିଂ,୧୮ ।୧୦: ଚାଇନା ରାଷ୍ଟ୍ରପତି ସି ଜିନପିଙ୍ଗ ଆଉ ଏକ କାର୍ଯ୍ୟକାଳ ପାଇବାକୁ ସଫଳ ହୋଇଛନ୍ତି । ମାଓତ୍ସୁ ତୁଙ୍ଗଙ୍କ ପରେ ନିଜକୁ ଚାଇନାର ସବୁଠାରୁ ଶକ୍ତିଶାଳୀ ନେତା ଭାବେ ପ୍ରତିଷ୍ଠିତ କରିବାକୁ ଜିନପିଙ୍ଗ ସମସ୍ତ ପ୍ରସ୍ତୁତ କରି ସାରିଲେଣି ।…
କିଭ୍ରେ ଡ୍ରୋନ୍ ଆକ୍ରମଣ: ୬ ନିହତ
କିଭ୍, ୧୮ା୧୦: ମିଶାଇଲ ମାଡ଼ର କିଛି ଦିନ ପରେ ୟୁକ୍ରେନ୍ ରାଜଧାନୀ କିଭ୍ ଉପରେ ରୁଷିଆ ସୋମବାର ଘନଘନ ଡ୍ରୋନ ଆକ୍ରମଣ କରିଛି। ଏହାସହ ପୂର୍ବ ୟୁକ୍ରେନ୍ର ସୁମି ଅଞ୍ଚଳରେ ମଧ୍ୟ ବିସ୍ଫୋରଣ ହୋଇଛି। ଆକ୍ରମଣରେ ରୁଷିଆ ଇରାନ୍ର କାମିକାଜେ ଡ୍ରୋନ୍…
ଅଣୁ ଅସ୍ତ୍ର: ନାଟୋ ବନାମ ରୁଷିଆ
ବ୍ରସେଲ୍ସ, ୧୮ା୧୦: ଫେଡେରେଶନ ଅଫ୍ ଆମେରିକାନ୍ ସାଇଣ୍ଟିଷ୍ଟ୍ ଅନୁସାରେ, ବିଶ୍ୱରେ ୯ ଦେଶ ନିକଟରେ ପ୍ରାୟ ୧୨,୭୦୦ ନ୍ୟୁକ୍ଲିୟର ଅସ୍ତ୍ର ରହିଛି। ସେଥିରୁ ୯୦% କେବଳ ଆମେରିକା ଏବଂ ରୁଷିଆ ନିକଟରେ ଅଛି। ରୁଷିଆ ପାଖରେ ଆଣବିକ ଅସ୍ତ୍ର ସଂଖ୍ୟା ୫,୯୭୭…
ନାଟୋର ସବୁଠୁ ବଡ଼ ଯୁଦ୍ଧାଭ୍ୟାସ
ବ୍ରସେଲ୍ସ, ୧୮ା୧୦: ୟୁକ୍ରେନ୍ ଯୁଦ୍ଧ ଭିତରେ ଆମେରିକା ନେତୃତ୍ୱାଧୀନ ସାମରିକ ମେଣ୍ଟ ନର୍ଥ ଆଟ୍ଲାଣ୍ଟିକ୍ ଟ୍ରିଟି ଅର୍ଗାନାଇଜେଶନ (ନାଟୋ) ସୋମବାର ସବୁଠାରୁ ବଡ଼ଧରଣର ଆଣବିକ ଡ୍ରିଲ୍ ‘ଷ୍ଟିଡ୍ଫାଷ୍ଟ ନୁନ୍’ ଆରମ୍ଭ କରିଛି। ୟୁରୋପ ଉପରେ ନ୍ୟୁକ୍ଲିୟର ଆକ୍ରମଣ ପାଇଁ ରୁଷିଆ ରାଷ୍ଟ୍ରପତି…
ପିତା ରୁଷିଆ ସେନା, ପୁଅ ୟୁକ୍ରେନ୍ ସିପାହୀ, ଫାୟରିଂ କମିଲେ ପରସ୍ପରକୁ ପଠାନ୍ତି ଏମିତି ମେସେଜ
ମସ୍କୋ/କ୍ୱିଭ,୧୭ ।୧୦: ରୁଷିଆ-ୟୁକ୍ରେନ୍ ଯୁଦ୍ଧକୁ ନେଇ ଏବେ ସାରା ବିଶ୍ୱ ଚିନ୍ତାରେ । ଏହି ଯୁଦ୍ଧ ଯେ କେବଳ ଦେଶର ଚିନ୍ତା ବଢାଇ ଥାଏ ତା’ନୁହେଁ ବେଳେ ବେଳେ ଏହି ଯୁଦ୍ଧର ନିଆଁରେ ରକ୍ତର ସମ୍ପର୍କ ବି ଜଳିଯାଇଥାଏ । ଏମିତି…
Archives


