କିଭ୍‌ରେ ଡ୍ରୋନ୍‌ ଆକ୍ରମଣ: ୬ ନିହତ

କିଭ୍‌, ୧୮ା୧୦: ମିଶାଇଲ ମାଡ଼ର କିଛି ଦିନ ପରେ ୟୁକ୍ରେନ୍‌ ରାଜଧାନୀ କିଭ୍‌ ଉପରେ ରୁଷିଆ ସୋମବାର ଘନଘନ ଡ୍ରୋନ ଆକ୍ରମଣ କରିଛି। ଏହାସହ ପୂର୍ବ ୟୁକ୍ରେନ୍‌ର ସୁମି ଅଞ୍ଚଳରେ ମଧ୍ୟ ବିସ୍ଫୋରଣ ହୋଇଛି। ଆକ୍ରମଣରେ ରୁଷିଆ ଇରାନ୍‌ର କାମିକାଜେ ଡ୍ରୋନ୍‌ ବ୍ୟବହାର କରିଥିବା ୟୁକ୍ରେନ୍‌ ପକ୍ଷରୁ କୁହାଯାଇଛି। ଏଥିରେ ଅନୂ୍ୟନ ୬ ଜଣଙ୍କ ମୃତ୍ୟୁ ଘଟିଥିବାବେଳେ ସେମାନଙ୍କ ମଧ୍ୟରେ ଜଣେ ଗର୍ଭବତୀ ଏବଂ ତାଙ୍କ ସ୍ବାମୀ ରହିଛନ୍ତି। ସକାଳେ ରୁଷିଆର ୩ଟି ରକେଟ୍‌ ସୁମିରେ ଥିବା କେତେକ ବିଲ୍ଡିଂରେ ମାଡ଼ ହୋଇଥିବା ସ୍ଥାନୀୟ ଗଭର୍ନର ଡିମିଟ୍ରୋ ଜିଭିତ୍‌ସ୍କି କହିଛନ୍ତି। ଆକ୍ରମଣରେ ସୁମି ଏବଂ ନିପ୍ରୋପେଟ୍ରୋଭ୍‌ସ୍କରେ ଥିବା ଶକ୍ତି ଭିତ୍ତିଭୂମି କ୍ଷତିଗ୍ରସ୍ତ ହୋଇଛି।


Enter your email to get our daily news in your inbox.

All Right Reserved By Dharitri.Com

କରୋନା ମୃତ୍ୟୁ ସଂଖ୍ୟା ୭୪ ହଜାର ଟପିଲା: ସଂକ୍ରମିତଙ୍କ ସଂଖ୍ୟା ୧୩ ଲକ୍ଷ ୪୮ ହଜାର

ନୂଆଦିଲ୍ଲୀ/ଓ୍ବାଶିଂଟନ,୭।୪: ଚାଇନାର ଉହାନରୁ ଆରମ୍ଭ ହୋଇଥିବା କରୋନା ସଂକ୍ରମଣ ଯୋଗୁ ସାରା ପୃଥିବୀରେ ଇତିମଧ୍ୟରେ ୭୪ ହଜାର ୭୯୫ ଲୋକଙ୍କ ମୃତ୍ୟୁ ଘଟିଛି। ସେହିପରି ଏଥିରେ...

କଶ୍ମୀର ପ୍ରସଙ୍ଗରେ ଯେଉଁ ଦେଶ ଭାରତକୁ ସମର୍ଥନ କରିବ, ତା’ ଉପରେ କ୍ଷେପଣାସ୍ତ୍ର ମାଡ ହେବ: ପାକିସ୍ତାନ ମନ୍ତ୍ରୀ

ଇସଲାମାବାଦ,୩୦।୧୦:ଜମ୍ମୁ-କଶ୍ମୀରରୁ ୩୭୦ ଅନୁଚ୍ଛେଦ ଉଠିବା ପରେ ଉତ୍ତେଜିତ ହୋଇପଡିଛି ପାକିସ୍ତାନ। ଦେଶର ଅନେକ ନେତା ଏବଂ ମନ୍ତ୍ରୀ ଭାରତ ବିରୋଧୀ ମନ୍ତବ୍ୟମାନ ଦେଉଛନ୍ତି। ଏବେ କଶ୍ମୀର...

ବିମାନ ଯାତ୍ରା କରିବା ପୂର୍ବରୁ ଓଜନ ହେବେ ଯାତ୍ରୀ

କେପଟାଉନ,୨୬।୮: ବିମାନ ଯାତ୍ରା କରି ବିଶ୍ୱର ଗୋଟିଏ ସ୍ଥାନରୁ ଅନ୍ୟ ସ୍ଥାନକୁ ଯାତ୍ରା କରିବା ସହଜ ହୋଇଛି। ବର୍ତ୍ତମାନ ପର୍ଯ୍ୟନ୍ତ ବିମାନ ଯାତ୍ରା ସମୟରେ ଯାତ୍ରୀଙ୍କ...

ଝଡ଼ ମୃତ୍ୟୁସଂଖ୍ୟା ବଢୁଛି, ୨୩ରେ ପହଞ୍ଚିଲାଣି ମୃତକଙ୍କ ସଂଖ୍ୟା

ଓ୍ବାଶିଂଟନ,୨୫ା୩: ଆମେରିକାର ଦକ୍ଷିଣ-ପୂର୍ବ ମିସିସିପିରେ ଏକ ଭୟଙ୍କର ଘୂର୍ଣ୍ଣିବଳୟ ଏବଂ ପ୍ରବଳ ବଜ୍ରପାତ ଘଟି ବର୍ତ୍ତମାନ ସୁଦ୍ଧା ୨୩ ଜଣଙ୍କର ମୃତ୍ୟୁ ହୋଇଥିବା ଶନିବାର ଏକ...

ପାକିସ୍ତାନକୁ ଫ୍ରାନ୍ସ ଦେଲା ବଡ ଝଟ୍‌କା

ପ୍ୟାରିସ,୨୧ ।୧୧: ଭାରତର ମିତ୍ର ଫ୍ରାନ୍ସ ପାକିସ୍ତାନ ସେନାକୁ ଏକ ବଡ ଝଟ୍‌କା ଦେଇଛି । ଫ୍ରାନ୍ସ ପାକିସ୍ତାନର ମିରାଜ ଫାଇଟର ଜେଟ୍‌, ଏୟାର ଡିଫେନ୍ସ...

ନ୍ୟୁଜିଲାଣ୍ଡ ହ୍ବାଇଟ୍‌ ଆଇଲାଣ୍ଡରେ ଜ୍ୱାଳାମୁଖୀ ବିସ୍ଫୋରଣ, ବହୁ ପର୍ଯ୍ୟଟକ ଆହତ

ଓ୍ବେଲିଂଟନ୍‌,୯।୧୨: ନ୍ୟୁଜିଲାଣ୍ଡର ସମ୍ବେଦନଶୀଳ ହ୍ବାଇଟ ଆଇଲାଣ୍ଡରେ ସୋମବାର ଜ୍ୱାଳାମୁଖୀ ବିସ୍ଫୋରଣ ହୋଇଛି। ଏହା ଆଖପାଖ ଅଞ୍ଚଳ ପାଇଁ କ୍ଷତିକାରକ ବୋଲି କୁହାଯାଉଛି। ବିସ୍ଫୋରଣ ସମୟରେ ଆଖ...

ପାକିସ୍ତାନର ରାଧେ ମା’: ବୋହୂ ବେଶରେ ସଜେଇ ହୋଇ ଦେଉଛନ୍ତି ଜ୍ଞାନ

ଇସଲମାବାଦ, ୨୪।୭: ଭାରତରେ ଥିବା ରାଧେ ମା’ଙ୍କ କଥା ଶୁଣିଥିବେ, କିନ୍ତୁ ପାକିସ୍ତାନରେ ମଧ୍ୟ ସେମିତି ଜଣେ ବ୍ୟକ୍ତି ନିଜକୁ ବୋହୂ ବେଶରେ ସଜାଇ ଜ୍ଞାନ...

ରିସ୍କ୍‌ ନେବାକୁ ଚାହୁଁ ନାହାନ୍ତି ଶାହାବାଜ: ୯୦୦ ଶହ କୋଟି ରାଜକୋଷ କ୍ଷତି ଯୋଗୁ ଆଇଏମଏଫ ସହାୟତାରେ ବାଧା…

ଇସଲାମାବାଦ,୬।୨ : ଦେଶର ଆର୍ଥିକ ନିଅଣ୍ଟ ୯୦୦ ଶହ କୋଟି ଟଙ୍କା ଯୋଗୁ ପାକିସ୍ତାନ ସଙ୍କଟରେ ରହିଛି। ସେ ଏହି ପ୍ରସଙ୍ଗରେ ଅନ୍ତର୍ଜାତୀୟ ମୁଦ୍ରା ପାଣ୍ଠି...

Advertisement
Archives

Model This Week