ଆମେରିକା ମାଲିକ, ପାକିସ୍ତାନ ଚାକର, କହିଲେ ଇମ୍ରାନ୍…
ଇସଲାମାବାଦ,୧୪।୧୧ : ପାକିସ୍ତାନର ପୂର୍ବତନ ପ୍ରଧାନମନ୍ତ୍ରୀ ଇମ୍ରାନ ଖାନ କହିଛନ୍ତି ଯେ ତାଙ୍କୁ କ୍ଷମତାକୁ ହଟାଇବା ପାଇଁ ସେ ଆଉ ଆମେରିକା ପ୍ରଶାସନକୁ ଦାୟୀ କରୁନାହାଁନ୍ତି। ସେ କହିଛନ୍ତି ଯେ ଆମେରିକା ସହିତ ଆମର ସମ୍ପର୍କ ମାଲିକ ଏବଂ ଚାକର ଭଳି।…
ପୁଣି ଟୁଇଟର୍ରୁ ୪୪୦୦ କର୍ମଚାରୀଙ୍କୁ ଛଟେଇ କଲେ ମସ୍କ
ନ୍ୟୁୟର୍କ,୧୪।୧୧: ଟୁଇଟରର ମାଳିକାନା ହାସଲ କରିବା ପରଠାରୁ ଏଲନ ମସ୍କ କ୍ରମାଗତ ପରିବର୍ତ୍ତନ କରିଆସୁଛନ୍ତି। ୫୦ ପ୍ରତିଶତ କର୍ମଚାରୀଙ୍କୁ ଛଟେଇ କରିବା ପରେ ପୁଣି ମସ୍କ କମ୍ପାନୀରୁ ୪୪୦୦-୫୫୦୦ ଚୁକ୍ତିରେ ରଖାଯାଇଥିବା କର୍ମଚାରୀଙ୍କୁ ବାହାର କରିଦେଇଛନ୍ତି। ବହୁ ସଂଖ୍ୟକ କର୍ମଚାରୀଙ୍କୁ ଛଟେଇ…
୧୫ ନଭେମ୍ବରରେ ପୃଥିବୀର ଜନସଂଖ୍ୟା ୮ ଶହ କୋଟି ଟପିବ,ଚାଇନାକୁ ପଛରେ ପକାଇବ ଭାରତ…
ଜେନେଭା,୧୪।୧୧ : ଜାତିସଂଘର ଆକଳନ ଅନୁଯାୟୀ, ବିଶ୍ୱର ଜନସଂଖ୍ୟା ୧୫ ନଭେମ୍ବରରେ ୮ ଶହ କୋଟି ଟପିବ। ବିଶ୍ୱ ଜନସଂଖ୍ୟା ସମ୍ଭାବନା ୨୦୨୨ ରିପୋର୍ଟ ଅନୁଯାୟୀ, ବିଶ୍ୱ ଜନସଂଖ୍ୟା ୨୦୮୦ ମସିହାରେ ଏହାର ଶିଖରରେ ପହଞ୍ଚିବ। ଏହି ସମୟ ମଧ୍ୟରେ ଜନସଂଖ୍ୟା…
କ୍ଷମା ମାଗିଲେ ଏଲନ ମସ୍କ
ନ୍ୟୁୟର୍କ,୧୪।୧୧: ଏଲନ ମସ୍କ ଟୁଇଟର୍ ନୂଆ ବସ ହେବା ପରେ ପ୍ରତିଦିନ କିଛି ନା କିଛି ନୂଆ ଘୋଷଣା କରୁଛନ୍ତି। ଏହାସହ ସେ ଟୁଇଟର୍କୁ ଅଧିକ ସମୟ ମଧ୍ୟ ଦେଉଛନ୍ତି। ଟୁଇଟରରେ ତାଙ୍କର ୧୧୫ ମିଲିୟନରୁ ଅଧିକ ଫଲୋଅର୍ସ ଅଛନ୍ତି ଏବଂ…
ଡୁରାଣ୍ଡ ଲାଇନରେ ପାକିସ୍ତାନ-ଆଫଗାନିସ୍ତାନ ମୁହାଁମୁହିଁ…
ଇସଲାମାବାଦ,କାବୁଲ,୧୪।୧୧ : ପାକିସ୍ତାନ ଏବଂ ଆଫଗାନିସ୍ତାନ ସୀମାରେ ଡୁରାଣ୍ଡ ଲାଇନରେ ଗୁଳି ବିନିମୟରେ ଜଣଙ୍କର ମୃତ୍ୟୁ ଘଟିଛିି। ଯାହା ପରେ ଦୁଇ ଦେଶ ମଧ୍ୟରେ ଏକ ପ୍ରମୁଖ ସୀମା କ୍ରସିଂକୁ ବନ୍ଦ କରିବାକୁ ପଡିଛି। ପାକିସ୍ତାନ ଏବଂ ଆଫଗାନିସ୍ତାନର ଅଧିକାରୀମାନେ କହିଛନ୍ତି…
ରୁଷିଆ-ୟୁକ୍ରେନ୍ ଯୁଦ୍ଧରେ ଲାଗିପାରେ ୬ ମାସ ବିରାମ…
ମସ୍କୋ/କ୍ୱିଭ୍,୧୪।୧୧ : ରୁଷିଆ ଏବଂ ୟୁକ୍ରେନ ମଧ୍ୟରେ ଚାଲିଥିବା ଯୁଦ୍ଧରେ କିଛି ମାସ ବିରାମ ଲଗାଯାଇପାରେ। ଆମେରିକାର ଦୈନିକ ଖବରକାଗଜ ଦି ନ୍ୟୁୟର୍କ ଟାଇମ୍ସ ଅନୁଯାୟୀ, ପ୍ରବଳ ଶୀତ ଯୋଗୁ ୟୁକ୍ରେନରେ ରୁଷିଆର ସାମରିକ କାର୍ଯ୍ୟ ୬ମାସ ପର୍ଯ୍ୟନ୍ତ ବନ୍ଦ ହୋଇପାରେ।…
ଯୁଦ୍ଧଭୂଇଁରେ ସ୍ବାମୀଙ୍କ ସନ୍ଧାନ
ମସ୍କୋ, ୧୪।୧୧: ୟୁକ୍ରେନ୍ ଆକ୍ରମଣ ରୁଷିଆ ରାଷ୍ଟ୍ରପତି ଭ୍ଲାଡିମିର ପୁଟିନ୍ଙ୍କୁ କେବଳ ପାଶ୍ଚାତ୍ୟରେ ନିନ୍ଦିତ କରିନାହିଁ, ଦେଶ ଭିତରେ ମଧ୍ୟ ତାଙ୍କୁ ଘୋର ବିରୋଧର ସାମ୍ନା କରିବାକୁ ପଡ଼ୁଛି। ସାଢେ ୮ମାସ ଧରି ଚାଲିଥିବା ଯୁଦ୍ଧ ରୁଷିଆକୁ ସାମରିକ ଦୃଷ୍ଟିରୁ ଦୁର୍ବଳ…
ଡେମୋକ୍ରାଟ୍ସଙ୍କ ସିନେଟ
ଓ୍ବାଶିଂଟନ,୧୪ା୧୧: ଆମେରିକା ରାଷ୍ଟ୍ରପତି ଜୋ ବାଇଡେନ୍ଙ୍କ ଡେମୋକ୍ରାଟିକ୍ ପାର୍ଟି ସିନେଟ୍ ଉପରେ ନିୟନ୍ତ୍ରଣ ବଳବତ୍ତର ରଖିଛି। ମିଡ୍ଟମର୍ସରେ ଶାସକ ଦଳର ନେଭାଡା ସିନେଟର କ୍ୟାଥେରିନ୍ କୋର୍ଟେଜ୍ ମାସ୍ତୋ ଶନିବାର ବିଳମ୍ବିତ ରାତିରେ ବିଜୟୀ ହୋଇଛନ୍ତି। ସେ ତାଙ୍କ ରିପବ୍ଲିକାନ୍ ଚ୍ୟାଲେଞ୍ଜର ଆଡାମ୍…
‘ସମସ୍ତଙ୍କ ପାଇଁ ହେବି ପ୍ରଧାନମନ୍ତ୍ରୀ’: ନେତନ୍ୟାହୁ
ଜେରୁଜେଲମ,୧୪ ।୧୧: ଇସ୍ରାଏଲର ରାଷ୍ଟ୍ରପତି ଆଇଜ୍ୟାକ ହର୍ଜୋଗ ରବିବାର ଅର୍ଥାତ୍ ନଭେମ୍ବର ୧୩ରେ ନୂଆ ସରକାର ଗଠନ ପାଇଁ ଅଫିସିଆଲି ବେନଜାମିନ ନେତନ୍ୟାହୁଙ୍କୁ ନିମନ୍ତ୍ରଣ କରିଛନ୍ତି । ଆଉ ଏହି ନିମନ୍ତ୍ରଣ ପାଇବା ପରେ ନେତନ୍ୟାହୁ କହିଛନ୍ତି, ‘ସବୁ ଲୋକଙ୍କ ପ୍ରଧାନମନ୍ତ୍ରୀ’…
ତୁର୍କୀରେ ବିସ୍ଫୋରଣ: ୪ ମୃତ, ୧୧ ଆହତ
ଇସ୍ତାନବୁଲ,୧୩।୧୧: ତୁର୍କୀର ରାଜଧାନୀ ଇସ୍ତାନବୁଲର ତାକ୍ସିମ ସ୍କୋୟାରରେ ଏକ ବୋମା ବିସ୍ଫୋରଣ ଘଟିଛି। ଏଥିରେ ୪ ଜଣଙ୍କର ମୃତ୍ୟୁ ଘଟିଥିବାବେଳେ ମୋଟ ୧୧ ଜଣ ଆହତ ହୋଇଛନ୍ତି। ରବିବାର ଇସ୍ତାନବୁଲର ବହୁ ଜନଗହଳିପୂର୍ଣ୍ଣ ଅଞ୍ଚଳରେ ଏହି ବିସ୍ଫୋରଣ ଘଟିଥିଲା। ବିସ୍ଫୋରଣବେଳେ ସେଠାରେ…
ବିବାହ ବନ୍ଧନରେ ବାନ୍ଧି ହେଲେ ଟ୍ରମ୍ପଙ୍କ ଝିଅ
ଓ୍ବାଶିଂଟନ,୧୩ା୧୧: ଆମେରିକାର ପୂର୍ବତନ ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ୍ଙ୍କ ଝିଅ ଟିଫାନୀ ରବିବାର ତାଙ୍କର ଦୀର୍ଘଦିନର ପ୍ରେମିକ ମାଇକେଲ ବୋଲୋସଙ୍କ ସହ ବିବାହ ବନ୍ଧନରେ ବାନ୍ଧି ହୋଇଛନ୍ତି। ଟ୍ରମ୍ପଙ୍କ ଫ୍ଲୋରିଡାସ୍ଥିତ ନିବାସ ମାର୍-ଏ-ଲାଗୋରେ ଏହି ବିବାହ ଅନୁଷ୍ଠିତ ହୋଇଥିଲା। ମାଇକେଲଙ୍କ ସହ ବିବାହ …
ଆମେରିକା ବିଦେଶମନ୍ତ୍ରୀଙ୍କୁ ଭେଟିଲେ ଜୟଶଙ୍କର…
ଫେନମପେହ୍ନ,୧୩।୧୧: କାମ୍ବୋଡିଆରେ ଭାରତୀୟ ବହିର୍ବ୍ୟାପାର ମନ୍ତ୍ରୀ ଏସ ଜୟଶଙ୍କର ରବିବାର ତାଙ୍କର ଆମେରିକୀୟ ପ୍ରତିପକ୍ଷ ଆଣ୍ଟୋନି ବ୍ଲିଙ୍କେନଙ୍କୁ ଭେଟିଛନ୍ତି। ଏହି ସମୟରେ ୟୁକ୍ରେନ ସଙ୍କଟ, ଭାରତ-ପ୍ରଶାନ୍ତ ମହାସାଗରୀୟ ଅଞ୍ଚଳ ପାଇଁ ରଣନୀତି ଏବଂ ଦ୍ୱିପାକ୍ଷିକ ସମ୍ପର୍କ ନେଇ ଦୁଇ ନେତାଙ୍କ ମଧ୍ୟରେ…
Archives


