ଜି-୨୦ ଶିଖର ସମ୍ମିଳନୀ ଆରମ୍ଭ: ଯୁଦ୍ଧ ସଙ୍କଟ ଉପରେ ଆଲୋକପାତ କଲେ ମୋଦି
ବାଲି,୧୫।୧୧: ଇଣ୍ଡୋନେସିଆର ବାଲିରେ ଆଜିଠାରୁ ଜି-୨୦ ଶିଖର ସମ୍ମିଳନୀ ଆରମ୍ଭ ହୋଇଛି। ଏହି ସମ୍ମିଳନୀରେ ଭାରତର ପ୍ରତିନିଧିତ୍ୱ କରୁଥିବା ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ତାଙ୍କ ଅଭିଭାଷଣରେ ରୁଷିଆ ଏବଂ ୟୁକ୍ରେନ ମଧ୍ୟରେ ଚାଲିଥିବା ଯୁଦ୍ଧ ସମ୍ପର୍କରେ ବିଶେଷ ମତ ଦେଇଛନ୍ତି। ସେ…
ରୁଷିଆ ବିରୋଧରେ ମତଦାନରୁ ବିରତ ରହିଲା ଭାରତ
ନ୍ୟୁୟର୍କ,୧୫।୧୧: ୟୁକ୍ରେନ ଉପରେ ଆକ୍ରମଣ ପାଇଁ ରୁଷିଆକୁ ଦାୟୀ କରିବାକୁ ମିଳିତ ଜାତିସଂଘ ସାଧାରଣ ସଭା (ୟୁଏନଜିଏ)ରେ ଆହ୍ବାନ ଦିଆଯାଇଛି। ଏହି ଆକ୍ରମଣ ଯୋଗୁ ୟୁକ୍ରେନରେ ହୋଇଥିବା ସମସ୍ତ କ୍ଷତି ପାଇଁ ରୁଷିଆ କ୍ଷତିପୂରଣ ଦେବା ଉଚିତ ବୋଲି ୟୁଏନଜିଏରେ ଏକ…
୨୦୨୧ରେ ଅଧିକ ଉତ୍ତପ୍ତ ଥିଲା ଏସିଆ
ଶର୍ମ ଏଲ୍-ଶେଖ,୧୫।୧୧:ବିଶ୍ୱର ହାରାହାରି ଉତ୍ତାପଠାରୁ ଏସୀୟ ଅଞ୍ଚଳ ୨୦୨୧ରେ ଦ୍ରୁତ ଉତ୍ତପ୍ତ ହୋଇଥିଲା। ଏହାର ପରିଣାମ ସ୍ବରୂପ ବନ୍ୟା, ଅନାବୃଷ୍ଟି ଆଦି ଭୀଷଣ ପାଗ ଯୋଗୁ ସେହିବର୍ଷ ଏସୀୟ ଅଞ୍ଚଳ ୩୫ ବିଲିୟନ ଡଲାରରୁ ଊର୍ଦ୍ଧ୍ୱ ଆର୍ଥିକ କ୍ଷତି ସହିଥିବାବେଳେ ଭାରତରେ…
ଜଳବାୟୁ ପରିବର୍ତ୍ତନ ପ୍ରଦର୍ଶନ ସୂଚକାଙ୍କ: ଅଷ୍ଟମରେ ଭାରତ
ଶର୍ମ ଏଲ୍-ଶେଖ୍,୧୫ା୧୧: ଇଜିପ୍ଟର ଶର୍ମ ଏଲ୍-ଶେଖ୍ରେ ଜାତିସଂଘ ପକ୍ଷରୁ ଚାଲିଥିବା ଜଳବାୟୁ ପରିବର୍ତ୍ତନ ସଂକ୍ରାନ୍ତ ୨୭ତମ ସମ୍ମିଳନୀରେ ବିଶ୍ୱନେତାମାନେ ବିଭିନ୍ନ ପ୍ରସଙ୍ଗ ଉପରେ ଆଲୋଚନା କରୁଛନ୍ତି। କୋପ୍-୨୭ ପରିପ୍ରେକ୍ଷୀରେ ସୋମବାର ନ୍ୟୁ କ୍ଲାଇମେଟ୍ ଇନ୍ଷ୍ଟିଚ୍ୟୁଟ୍ ଏବଂ ଜର୍ମାନ ଓ୍ବାଚ୍ ପକ୍ଷରୁ ମିଳିତ…
ଲକ୍ଷ୍ମଣରେଖା ଡିଅଁ ନାହିଁ
ନୁସା ଡୁଆ(ଇଣ୍ଡୋନେସିଆ),୧୫।୧୧:ଇଣ୍ଡୋନେସିଆର ନୁସା ଡୁଆରେ ସୋମବାର ଆରମ୍ଭ ହୋଇଥିବା ଜି୨୦ ସମିଟ୍ ଅବସରରେ ଆମେରିକା ରାଷ୍ଟ୍ରପତି ଜୋ ବାଇଡେନ୍ ତାଙ୍କ ଚାଇନା ପ୍ରତିପକ୍ଷ ଶି ଜିନ୍ପିଙ୍ଗଙ୍କୁ ଭେଟି ତାଇଓ୍ବାନ ସମେତ ବିଭିନ୍ନ ପ୍ରସଙ୍ଗରେ ଆଲୋଚନା କରିଛନ୍ତି। ତାଇଓ୍ବାନ ପ୍ରତି ବେଜିଂର ବଳପୂର୍ବକ…
ଆଜି ବିଶ୍ୱର ଜନସଂଖ୍ୟା ହେବ ୮ ଅରବ: ରିପୋର୍ଟ
ଲଣ୍ଡନ,୧୫ ।୧୧: ବିଶ୍ୱର ଜନସଂଖ୍ୟା ଆଜି ଅର୍ଥାତ୍ ୧୫ ନଭେମ୍ବରରେ ୮ ଅରବ ହୋଇଯିବ । ମିଳିତ ଜାତିସଂଘର ରିପୋର୍ଟରେ ଦାବି କରାଯାଇଛି କି ପୃଥିବୀରେ ଲୋକ ସଂଖ୍ୟା ୨୦୩୦ ବେଳକୁ ୮୫୦ କୋଟି, ୨୦୫୦ ବେଳକୁ ୯୭୦ କୋଟି ଓ…
ଫେରୁଛି ତାଲିବାନ୍ ବର୍ବରତା
କାବୁଲ,୧୫ା୧୧:୧୯୯୬ରୁ ୨୦୦୧ ପର୍ଯ୍ୟନ୍ତ ତାଲିବାନ୍ର ପ୍ରଥମ ପାଳି ଶାସନ ବେଳେ ଆଫାଗାନିସ୍ତାନବାସୀ ଅଣନିଃଶ୍ୱାସୀ ହୋଇଯାଇଥିଲେ। ୨୦୨୧ ଅଗଷ୍ଟ ୧୫ରେ କାବୁଲ ଦଖଲ ପରେ ଅନ୍ତର୍ଜାତୀୟ ସ୍ବୀକୃତି ଆଶାରେ ତାଲିବାନ୍ ଶାସକ ପୂର୍ବାପେକ୍ଷା ନରମ ଆଭିମୁଖ୍ୟ ଦେଖାଇଥିଲେ। ବର୍ତ୍ତମାନ ସୁଦ୍ଧା ବିଶ୍ୱର କୌଣସି…
ଭର୍ଜିନିଆ ବିଶ୍ୱବିଦ୍ୟାଳୟ ପରିସରରେ ଗୁଳିକାଣ୍ଡ, ୩ ମୃତ ଅଭିଯୁକ୍ତ ଗିରଫ
ନ୍ୟୁୟର୍କ,୧୫ ।୧୧: ଆମେରିକାର ଭର୍ଜିନିଆ ବିଶ୍ୱବିଦ୍ୟାଳୟ ପରିସରରେ ରବିବାର ରାତିରେ ଗୁଳିକାଣ୍ଡ ହୋଇଛି । ଏହି ସମୟରେ ଭର୍ଜିନିଆ ବିଶ୍ୱ ବଦ୍ୟାଳୟ ଫୁଟବଲ ଟିମର ୩ ଜଣ ସଦସ୍ୟଙ୍କର ମୃତ୍ୟୁ ହୋଇଛି । ଏହାସହ ଅନ୍ୟ ୨ ଜଣ ଆହତ ହୋଇଛନ୍ତି…
ଜି-୨୦ ଶିଖର ସମ୍ମିଳନୀରେ ଭାଗ ନେବାକୁ ବାଲିରେ ପହଞ୍ଚିଲେ ମୋଦି
ବାଲି,୧୪।୧୧: ୧୭ତମ ଜି-୨୦ ଶିଖର ସମ୍ମିଳନୀରେ ଭାଗ ନେବାକୁ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ସୋମବାର ଇଣ୍ଡୋନେସିଆର ବାଲିରେ ପହଞ୍ଚିଛନ୍ତି। ସେଠାରେ ଭାରତୀୟ ସମୁଦାୟ ଲୋକମାନେ ମୋଦିଙ୍କୁ ହର୍ଷଉଲ୍ଲାସରେ ଭବ୍ୟ ସ୍ବାଗତ କରିଥିଲେ। ଏହି ଶିଖର ସମ୍ମିଳନୀରେ ମୋଦି ବିଶ୍ୱ ଅର୍ଥନୈତିକ ଅଭିବୃଦ୍ଧି…
ଇମ୍ରାନଙ୍କ ୟୁ-ଟର୍ନ:ପୁଣି ପ୍ରଧାନମନ୍ତ୍ରୀ ହେଲେ ଆମେରିକା ସହ ସମ୍ପର୍କ ସୁଧାରିବି
ଇସଲାମାବାଦ,୧୪।୧୧: ପାକିସ୍ତାନର ପୂର୍ବତନ ପ୍ରଧାନମନ୍ତ୍ରୀ ଇମ୍ରାନ ଖାନ ଆମେରିକା ସହ ସମ୍ପର୍କ ସୁଧାରିବା ଉପରେ ଜୋର ଦେଇଛନ୍ତି। ସେ କହିଛନ୍ତି, ଯଦି ପୁଣି ସେ ପ୍ରଧାନମନ୍ତ୍ରୀ ହୁଅନ୍ତି ତେବେ ସେ ଆମେରିକା ସହ ସମ୍ପର୍କକୁ ସୁଦୃଢ କରିବାକୁ ଚାହିଁବେ। ପାକିସ୍ତାନର ପ୍ରଧାନମନ୍ତ୍ରୀ…
ଜାପାନରେ ଭୂକମ୍ପ ଝଟ୍କା
ଟୋକିଓ,୧୪।୧୧: ଜାପାନର ତୋବାରେ ଭୂକମ୍ପ ଝଟ୍କା ଲାଗିଛି। ଏହାର ତୀବ୍ରତା ରିକଟର ସ୍କେଲରେ ୬.୧ ରହିଛି। ଭୂକମ୍ପର କେନ୍ଦ୍ରସ୍ଥଳ ତୋବାର ଦକ୍ଷିଣ ପୂର୍ବ ୮୪ କିମି ଦୂରରେ ବୋଲି ଜଣାପଡିଛି। ସୋମବାର ଦିନ ୧.୩୮ ସମୟରେ ଏହି ଭୂକମ୍ପ ଅନୁଭୂତ ହୋଇଥିଲା।…
ତାଇଓ୍ବାନ-ଦକ୍ଷିଣ ଚାଇନା ସାଗର ଉପରେ ଜିନପିଙ୍ଗଙ୍କ ନଜର…
ବେଜିଂ,୧୪।୧୧ : ଲଦାଖରେ ସୀମା ବିବାଦକୁ ନେଇ ଭାରତ ଏବଂ ଚାଇନା ମଧ୍ୟରେ ବିବାଦ ଜାରି ରହିଛି। ବହିର୍ବ୍ୟାପାର ମନ୍ତ୍ରୀ ଏସ ଜୟଶଙ୍କର ସ୍ପଷ୍ଟ ଭାବେ କହିଛନ୍ତି ଯେ ବେଜିଂକୁ ସୀମା ସମ୍ବନ୍ଧୀୟ ଚୁକ୍ତିନାମା ଗ୍ରହଣ କରିବାକୁ ପଡ଼ିବ। ଏଥିସହ ଉଭୟ…
Archives


