ପୁଟିନଙ୍କୁ ସୁନକଙ୍କ ଧମକ, ଶୀଘ୍ର ୟୁକେନ୍ ଖାଲି କର…
ବାଲି/ଲଣ୍ଡନ,୧୬।୧୧ : ବ୍ରିଟେନର ପ୍ରଧାନମନ୍ତ୍ରୀ ଋଷି ସୁନକ ୟୁକ୍ରେନ ସଙ୍କଟକୁ ନେଇ ରୁଷିଆର ରାଷ୍ଟ୍ରପତି ଭ୍ଲାଦିମିର ପୁଟିନଙ୍କୁ କଡ଼ା ସମାଲୋଚନା କରି ଧମକ ଦେଇଛନ୍ତି। ସୁନକ କହିଛନ୍ତି ଯେ ଜି-୨୦ଶିଖର ସମ୍ମିଳନୀରେ ରୁଷିଆର ରାଷ୍ଟ୍ରପତି ଭ୍ଲାଦିମିର ପୁଟିନ ବିଶ୍ୱ ନେତାଙ୍କ ସହ…
ଚନ୍ଦ୍ର ମୁହାଁ ଆର୍ଟେମିସ-୧…
ଓ୍ବାଶିଂଟନ,୧୬।୧୧ : ପ୍ରାୟ ୫୦ ବର୍ଷ ପରେ ନାସା ଚନ୍ଦ୍ର ଉପରେ ନିଜର ମିଶନ ଆରମ୍ଭ କରିଛି। ବୁଧବାର ଆମେରିକାର ସ୍ପେସ ଏଜେନ୍ସି ଚନ୍ଦ୍ରକୁ ମାନବ ମିଶନ ଆରମ୍ଭ କରିଛି। ଏହାର ତୃତୀୟ ପ୍ରୟାସରେ ନାସା ଆର୍ଟେମିସ-୧ ମିଶନରେ ରକେଟ ଉତ୍କ୍ଷେପଣ…
ଭାରତକୁ ଜି-୨୦ର ଅଧ୍ୟକ୍ଷତା ପ୍ରଦାନ କଲା ଇଣ୍ଡୋନେସିଆ…
ବାଲି/ନୂଆଦିଲ୍ଲୀ,୧୬।୧୧ : ବାଲି ଶିଖର ସମ୍ମିଳନୀର ସମାରୋହରେ ଇଣ୍ଡୋନେସିଆର ରାଷ୍ଟ୍ରପତି ଜୋକୋ ୱିଡୋଡୋ ଜି -୨୦ର ଅଧ୍ୟକ୍ଷତା ଭାରତକୁ ହସ୍ତାନ୍ତର କରିଛନ୍ତି। ସେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କୁ ଏହା ପ୍ରଦାନ କରିଛନ୍ତି। ଡିସେମ୍ବର ୧ ରୁ ଭାରତ ଆନୁଷ୍ଠାନିକ ଭାବରେ ଜି…
ମୋଦି-ସୁନକ ଭେଟ ପରେ ଭାରତୀୟଙ୍କ ପାଇଁ ୩୦୦୦ ଭିଜାକୁ ସବୁଜ ସଙ୍କେତ…
ବାଲି/ନୂଆଦିଲ୍ଲୀ,୧୬।୧୧ : ବ୍ରିଟେନରେ କାମ କରିବାକୁ ଚାହୁଁଥିବା ଭାରତୀୟଙ୍କ ପାଇଁ ଖୁସି ଖବର ସାମ୍ନାକୁ ଆସିଛି। ବ୍ରିଟେନରେ କାର୍ଯ୍ୟ କରିବା ପାଇଁ ବ୍ରିଟିଶ ପ୍ରଧାନମନ୍ତ୍ରୀ ଋଷି ସୁନକ ଭାରତୀୟ ଯୁବବର୍ଗ ବୃତ୍ତିଗତମାନଙ୍କୁ ପ୍ରତିବର୍ଷ ୩୦୦୦ ଭିଜା ପ୍ରଦାନ ପ୍ରସ୍ତାବକୁ ଅନୁମୋଦନ କରିଛନ୍ତି।…
ତୃତୀୟ ବିଶ୍ୱଯୁଦ୍ଧର ପଦଧ୍ୱନୀ, ପୋଲାଣ୍ଡରେ ପଡ଼ିଲା ରୁଷିଆ କ୍ଷେପଣାସ୍ତ୍ର, ନାଟୋ ଏକଜୁଟ…
ମସ୍କୋ/କ୍ୱିଭ୍,୧୬।୧୧ : ପ୍ରଥମ ଏବଂ ଦ୍ୱିତୀୟ ବିଶ୍ୱଯୁଦ୍ଧର ଆରମ୍ଭ ଛୋଟ ଘଟଣାରୁ ହୋଇଛି। ପ୍ରଥମ ବିଶ୍ୱଯୁଦ୍ଧ ହେଉ କିମ୍ବା ଦ୍ୱିତୀୟ ବିଶ୍ୱଯୁଦ୍ଧରେ ପୋଲାଣ୍ଡ ଉପରେ ଜର୍ମାନ ଆକ୍ରମଣ ହେଉ, ଉଭୟ ମାମଲାରେ ସମାନ ଘଟଣା ଘଟିଥିଲା। ବର୍ତ୍ତମାନ ୟୁକ୍ରେନ ସହିତ ଯୁଦ୍ଧରେ…
ପ୍ରିନ୍ସେସ୍ ଏନି, ପ୍ରିନ୍ସ ଏଡ୍ଓ୍ବାର୍ଡଙ୍କୁ ଡେପୁଟି ଭୂମିକା
ଲଣ୍ଡନ,୧୬ା୧୧: ବ୍ରିଟେନ କିଙ୍ଗ୍ ଚାଲର୍ସ ୩ୟ ତାଙ୍କ ଭଉଣୀ ପ୍ରିନ୍ସେସ୍ ଏନି (ରୟାଲ ପ୍ରିନ୍ସେସ୍) ଏବଂ ଭାଇ ପ୍ରିନ୍ସ ଏଡ୍ଓ୍ବାର୍ଡ (ଓ୍ବେସେକ୍ସ)ଙ୍କୁ ଡେପୁଟି ଭୂମିକା ଦେଇଛନ୍ତି। ଉଭୟେ ତାଙ୍କ ପକ୍ଷରୁ ରାଜକୀୟ ଦାୟିତ୍ୱ ନିର୍ବାହ କରିପାରିବେ। ଏନେଇ ବ୍ରିଟେନ ପାର୍ଲାମେଣ୍ଟରେ ଥିବା…
ଷ୍ଟିଭ୍ ଜବ୍ସଙ୍କ ସାଣ୍ଡାଲ ୧.୭୭ କୋଟି
ଓ୍ବାଶିଂଟନ୍,୧୬ା୧୧: ହଳେ ଜୋତାର ଦାମ୍ ସର୍ବାଧିକ କେତେ ହୋଇପାରେ? ୧,୦୦୦, ୫,୦୦୦ କି ୧୦,୦୦୦ ଟଙ୍କା। କିନ୍ତୁ ଗୋଟିଏ ପେୟାର୍ ଜୋତା ୧.୭୭ କୋଟି ଟଙ୍କାରେ ବିକ୍ରି ହୋଇଥିବା ଶୁଣିଲେ ଯେକେହି ବିସ୍ମିତ ହେବେ। ତାହା ପୁଣି ପୁରୁଣା ସାଣ୍ଡାଲ। ବିଶ୍ୱାସ…
ଯୁଦ୍ଧବନ୍ଦୀଙ୍କୁ ଅତ୍ୟାଚାର କରୁଛନ୍ତି ରୁଷିଆ, ୟୁକ୍ରେନ୍ : ଜାତିସଂଘ
ଜେନେଭା, ୧୬ା୧୧: ୟୁକ୍ରେନ୍ ଉପରେ ରୁଷିଆର ଆକ୍ରମଣକୁ ୯ମାସରୁ ଅଧିକ ଦିନ ବିତିଯାଇଛି। ଦେଶର ନାଗରିକ ବହୁ ଅସୁବିଧାରେ ସମ୍ମୁଖୀନ ହେଉଥିବାବେଳେ ଯୁଦ୍ଧକାଳୀନ ବନ୍ଦୀମାନଙ୍କ ଉପରେ ଉଭୟ ଦେଶର ସୈନ୍ୟ ଅକଥନୀୟ ଅତ୍ୟାଚାର କରୁଥିବା ଜାତିସଂଘ ମାନବାଧିକାର ଅଫିସର (ଓଏଚ୍ସିଏଚ୍ଆର୍) କହିଛନ୍ତି।…
ଆଜି ଚନ୍ଦ୍ରକୁ ଆର୍ଟେମିସ୍-୧ ପଠାଇବ ନାସା
ଓ୍ବାଶିଂଟନ୍, ୧୬ା୧୧: ଆମେରିକା ମହାକାଶ ଗବେଷଣା ସଂସ୍ଥା ନାସା ବୁଧବାର ଚନ୍ଦ୍ରକୁ ଆର୍ଟେମିସ୍ -୧ ସ୍ପେସ୍ ଫ୍ଲାଇଟ୍ ପଠାଇବ। ଆଡଭାନ୍ସ ଟେକ୍ନୋଲୋଜିରେ ତିଆରି ହୋଇଥିବା ଆର୍ଟେମିସ୍-୧ ମହାକାଶରେ ଥିବା ଅନ୍ତରୀକ୍ଷ ଯାନ ପାଇଁ ଲାଇଫ୍ ସପୋର୍ଟ ଭଳି କାର୍ଯ୍ୟ କରିବ। ଚନ୍ଦ୍ରଠାରୁ…
ଅଚଳ ହୋଇଯିବ ଇନ୍ସାଇଟ୍ ଲ୍ୟାଣ୍ଡର
ଓ୍ବାଶିଂଟନ୍,୧୬ା୧୧: ମଙ୍ଗଳ ଗ୍ରହ ଉପରେ ଗବେଷଣା କରିବା ଲାଗି ଆମେରିକା ମହାକାଶ ଗବେଷଣା ସଂସ୍ଥାକୁ ନାସା ପଠାଉଥିବା ଇନ୍ସାଇଟ୍ ଲ୍ୟାଣ୍ଡର କାମ କରିବା ବନ୍ଦ କରିଦେବ । ଏହାର ସୋଲାର ପ୍ୟାନେଲରେ ମହାକାଶ ଧୂଳି ଜମା ହୋଇଯିବା କାରଣରୁ ଏହାର ବ୍ୟାଟେରି…
ୟୁକ୍ରେନ୍ ଆକ୍ରମଣକୁ ନିନ୍ଦା
ନୁସା ଡୁଆ,୧୬ା୧୧: ଇଣ୍ଡୋନେସିଆର ବାଲିସ୍ଥିତ ନୁସା ଡୁଆରେ ଚାଲିଥିବା ଜି୨୦ ସମ୍ମିଳନୀରେ ରୁଷିଆର ୟୁକ୍ରେନ୍ ଆକ୍ରମଣକୁ ମଙ୍ଗଳବାର ଅଧିକାଂଶ ବିଶ୍ୱନେତା ନିନ୍ଦା କରିଛନ୍ତି। ଏହି ସମ୍ମିଳନୀରେ କ୍ଷୁଧା ଓ ଆଣବିକ ଅସ୍ତ୍ର ପ୍ରୟୋଗଜନିତ ବିପଦ ନେଇ ମଧ୍ୟ ଚିନ୍ତା ବ୍ୟକ୍ତ କରାଯାଇଛି।…
୨୦୨୪ରେ ନିର୍ବାଚନ ଲଢ଼ିବେ ଟ୍ରମ୍ପ୍…
ଓ୍ବାଶିଂଟନ,୧୬।୧୧ : ଆମେରିକାର ପୂର୍ବତନ ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ ହ୍ବାଇଟ ହାଉସର ପ୍ରାର୍ଥୀତା ପାଇଁ କାଗଜପତ୍ର ଦାଖଲ କରିଛନ୍ତି। ଟ୍ରମ୍ପଙ୍କ ଏହି ନିଷ୍ପତ୍ତି ସହିତ ବର୍ତ୍ତମାନ ଏହା ସ୍ପଷ୍ଟ ହୋଇଛି ଯେ ସେ ୨୦୨୪ରେ ରାଷ୍ଟ୍ରପତି ନିର୍ବାଚନରେ ପ୍ରତିଦ୍ୱନ୍ଦ୍ୱିତା କରିବାକୁ ଯାଉଛନ୍ତି।…
Archives


