ଟିଟିପି ଶିବିରରେ ଆକ୍ରମଣ ହେଲେ ତାଲିବାନ-ପାକିସ୍ତାନ ଯୁଦ୍ଧ ହେବା ଆଶଙ୍କା…
ଇସଲାମାବାଦ,୭।୧ : ଶେହବାଜ ସରିଫ ସରକାର ଆତଙ୍କବାଦୀ ସଂଗଠନ ତେହେରିକ-ଇ-ତାଲିବାନ ପାକିସ୍ତାନ (ଟିଟିପି) ଶିବିର ଉପରେ ଆକ୍ରମଣ କରିବାକୁ ଧମକ ଦେବା ପରେ ଆଫଗାନିସ୍ତାନରେ ପାକିସ୍ତାନ ବିରୋଧରେ କ୍ରୋଧ ବୃଦ୍ଧି ପାଇଛି। ପାକିସ୍ତାନର ଜାତୀୟ ସୁରକ୍ଷା କମିଟି ବୈଠକ ପରଠାରୁ ଇସଲାମାବାଦର…
ଚାଇନା ଯୁବବର୍ଗ ଜାଣିଶୁଣି ହେଉଛନ୍ତି କରୋନାରେ ସଂକ୍ରମିତ: ହର୍ଡ ଇମ୍ୟୁନିଟି ଆଶା…
ବେଜିଂ,୭।୧ : ଦେଶରେ କରୋନା ବିସ୍ଫୋରଣ ମଧ୍ୟରେ ଚାଇନା ଅନ୍ତର୍ଜାତୀୟ ଯାତ୍ରୀଙ୍କ ପାଇଁ ସୀମା ଖୋଲିଛି। ଏହି କାରଣରୁ ଦେଶରେ ଉତ୍ସାହର ବାତାବରଣ ସୃଷ୍ଟି ହୋଇଛି। ଯାତ୍ରା କରିବାକୁ ଭଲପାଉଥିବା ଯୁବକମାନଙ୍କ ମଧ୍ୟରେ କରୋନା ସଂକ୍ରମଣ ପ୍ରତି ଭୟ ନାହିଁ। କରୋନା…
ବୋମା ରଖାଯାଇଥିବା ଧମକ, ଜରୁରୀ ଅବତରଣ କଲା ବିମାନ…
ଟୋକିଓ,୭।୧ : ବିମାନରେ ବୋମା ରଖାଯାଇଥିବା ଏକ ଅନ୍ତର୍ଜାତୀୟ କଲ୍ ମିଳିବା ପରେ ଜାପାନର ବିମାନ ଜରୁରୀ ଅବତରଣ କରିଛି। ଏହି ଘଟଣା ସମ୍ପର୍କରେ ସୂଚନା ଦେଇ ଜାପାନ ବ୍ରଡକାଷ୍ଟିଂ କର୍ପୋରେଶନ ଏନଏଚକେ କହିଛି ଯେ ବିମାନଟି ଶନିବାର ଟୋକିଓର ନରିତା…
ଅନ୍ତର୍ଜାତୀୟସ୍ତରରେ ଚିନ୍ତା ବଢ଼ିଲା: ଯେକୌଣସି ହ୍ୟାକିଂ କରିବା କ୍ଷମତା ହାସଲ କଲା ଚାଇନା…
ବେଜିଂ,୭।୧ : ଚାଇନାର ଗବେଷକମାନେ ଏକ ଚମତ୍କାର ଦାବି କରିଛନ୍ତି। ସମଗ୍ର ବିଶ୍ୱରେ କମ୍ପ୍ୟୁଟର ସୁରକ୍ଷା ବିଶେଷଜ୍ଞମାନେ ସତ୍ୟ ଜାଣିବା ପାଇଁ ଚେଷ୍ଟା କରୁଛନ୍ତି। ଯଦି ଚାଇନାର ଅନୁସନ୍ଧାନକାରୀଙ୍କ ଦାବି ସତ, ତେବେ ଏହାର ଅର୍ଥ ହେଉଛି ଯେ ଚାଇନ ଦୁନିଆର…
ଯାଆଁଳା ଭଉଣୀ, ହେଲେ ଜନ୍ମ ବର୍ଷ-ତାରିଖ ଭିନ୍ନ ଭିନ୍ନ…
ଓ୍ବାଶିଂଟନ,୭।୧ : ଯାଆଁଳା ଭଉଣୀ କିନ୍ତୁ ବିଭିନ୍ନ ଦିନ ଏବଂ ବର୍ଷରେ ଜନ୍ମଦିନ, ଶୁଣିବା ଏକ ଆଶ୍ଚର୍ଯ୍ୟଜନକ ବିଷୟ ହୋଇପାରେ କିନ୍ତୁ ଏହା ସତ୍ୟ। ବାସ୍ତବରେ, ଆମେରିକାର ଟେକ୍ସାସରେ କାଳୀ ଜୋ ଫ୍ଲାଭଲେନ ନାମକ ଜଣେ ମହିଳା ୩୧ ଡିସେମ୍ବର ୨୦୨୨…
ଜାଣିଶୁଣି ନିଜକୁ କରୋନା ସଂକ୍ରମିତ କରୁଛନ୍ତି ଚାଇନାର ଯୁବକ
ବେଜିଂ,୭ ।୧: ଚାଇନାରେ କରୋନାର ହାହାକାର ଏବେ ସାରା ବିଶ୍ୱର ଚିନ୍ତା ବଢାଇ ଦେଇଛି । ଏହାରି ଭିତରେ ଏକ ବଡ ଖବର ସାମ୍ନାକୁ ଆସିଛି । ମିଡିଆ ରିପୋର୍ଟ ଅନୁଯାୟୀ, ଚାଇନାର ଯୁବବର୍ଗ ଏବେ ଜାଣିଶୁଣି ନିଜକୁ କରୋନା ସଂକ୍ରମିତ…
ବିମାନରେ ୫ ଘଣ୍ଟାର ସଂଘର୍ଷ ପରେ ହୃଦଘାତ ରୋଗୀଙ୍କ ଜୀବନ ବଞ୍ଚାଇଲେ ଭାରତୀୟ-ବ୍ରିଟିଶ ଡାକ୍ତର
ଲଣ୍ଡନ,୭ ।୧: ଜଣେ ଭାରତୀୟ ମୂଳ ବାସିନ୍ଦା ବ୍ରିଟିଶ ଡାକ୍ତର ପ୍ରାୟ ୫ ଘଣ୍ଟାର ସଂଘର୍ଷ ପରେ ସାଥି ଯାତ୍ରୀଙ୍କ ଜୀବନ ବଞ୍ଚାଇ ପାରିଛନ୍ତି । କୁହାଯାଉଛି କି ଲଣ୍ଡନରୁ ବେଙ୍ଗାଲୁରୁ ଯାଉଥିବା ଏକ ବିମାନରେ ଜଣେ ଯାତ୍ରୀଙ୍କୁ ହୃଦଘାତ ହୋଇଥିଲା…
ଆମେରିକାରେ ପୁଣି ଫୁଟିଲା ଗୁଳି, ଏଥର ୬ ବର୍ଷର ଶିଶୁଙ୍କ ଗୁଳିର ଶିକାର ହେଲେ ଶିକ୍ଷୟିତ୍ରୀ
ଭର୍ଜିନିଆ,୭ ।୧: ଆମେରିକାରେ ଥମୁ ନାହିଁ ଗୁଳିକାଣ୍ଡ ମାମଲା । ଶୁକ୍ରବାର ଆମେରିକାର ଭର୍ଜିନିଆରେ ଥିବା ଏକ ପ୍ରାଥମିକ ବିଦ୍ୟାଳୟର ଛାତ୍ରଙ୍କ ବନ୍ଧୁକରୁ ଗୁଳିଫୁଟି ଜଣେ ଶିକ୍ଷୟିତ୍ରୀ ଆହତ ହୋଇଥିବା ସୂଚନା ମିଳିଛି । ତୁରନ୍ତ ଶିକ୍ଷୟିତ୍ରୀଙ୍କୁ ହସ୍ପିଟାଲରେ ଭର୍ତ୍ତି କରାଯାଇଥିବା…
ଭାରତ ସହ ସ୍ୱର ମିଳାଇଲା ଆମେରିକା, କହିଲା ୟୁକ୍ରେନରେ ଶାନ୍ତି ଫେରାଇ ଆଣିବ ଜରୁରୀ
ୱାଶିଂଟନ,୭ ।୧: ଆମେରିକା ବୈଦେଶିକ ମନ୍ତ୍ରଣାଳୟର ପ୍ରବକ୍ତା ନେଡ ପ୍ରାଇସ କହିଛନ୍ତି, ଆମେ ଭାରତ ସହ ସହମତ ଯେ ୟୁକ୍ରେନରେ ଶାନ୍ତି ଫେରି ଆସିବା ଜରୁରୀ । ୟୁକ୍ରେନବାସୀଙ୍କ ପାଇଁ ଭାରତର ସମର୍ଥନକୁ ଆମେ ସ୍ୱାଗତ କରୁଛୁ । ସେ ଆହୁରି…
ବ୍ରିଟିଶମାନେ ଗଣିତରେ ଦୁର୍ବଳ
କଲ୍ଚେଷ୍ଟର(ବ୍ରିଟେନ), ୭।୧: ବ୍ରିଟିଶମାନଙ୍କଠାରେ ଗାଣିତିକ ଦକ୍ଷତାର ଅଭାବ ରହିଥିବା ବ୍ରିଟିଶ ପ୍ରଧାନମନ୍ତ୍ରୀ ଋଷି ସୁନକ ସ୍ବୀକାର କରିଛନ୍ତି। ବର୍ତ୍ତମାନର ଡେଟା ଯୁଗରେ ପ୍ରତି କାମ ପାଇଁ ପରିସଂଖ୍ୟାନର ଆବଶ୍ୟକତା ପଡ଼ୁଛି। ସେଥିପାଇଁ ଯୁବଗୋଷ୍ଠୀଙ୍କୁ ସହାୟତା ନିମନ୍ତେ ୧୮ ବର୍ଷ ପର୍ଯ୍ୟନ୍ତ ସବୁ…
ପୁଣି ଲାଭା ଓକାଳିଲା କିଲାଉଆ
ଓ୍ବାଶିଂଟନ,୭ା୧: ଆମେରିକାର ହାଓ୍ବାଇସ୍ଥିତ କିଲାଉଆ ଆଗ୍ନେୟଗିରିରୁ ପୁଣି ଲାଭା ଉଦ୍ଗିରଣ ହୋଇଛି। ମାସକ ମଧ୍ୟରେ ଏହା ହେଉଛି ଦ୍ୱିତୀୟ ଉଦ୍ଗିରଣ। ଏହି ଆଗ୍ନେୟଗିରିର ଶିଖରରେ ଥିବା ହାଲେମାଉମାଉ ମୁଖରୁ ଲାଭା ନିର୍ଗତ ବେଳର ଦୃଶ୍ୟକୁ ଓ୍ବେବ୍କ୍ୟାମ୍ କଏଦ୍ କରିଥିବା ହାଓ୍ବାଇର ଭୋଲ୍କାନୋ…
ସ୍ବଦେଶ ଫେରିଲେ ଗୋଟାବାୟା
କଲମ୍ବୋ,୬।୧: ଶ୍ରୀଲଙ୍କାର ପୂର୍ବତନ ରାଷ୍ଟ୍ରପତି ଗୋଟାବାୟା ରାଜପାକ୍ସେ ଦୁବାଇରୁ ସ୍ବଦେଶ ଫେରିଛନ୍ତି। ତାଙ୍କ ସରକାରର ପରିଚାଳନାଗତ ତ୍ରୁଟି କାରଣରୁ ଦେଶରେ ଗମ୍ଭୀର ଆର୍ଥତ୍କ ସଙ୍କଟ ଦେଖାଦେଇଥିଲା। ସରକାରଙ୍କ ବିରୋଧରେ ଦୀର୍ଘଦିନ ଧରି ଆନ୍ଦୋଳନ ଜାରି ରହିବା ପରେ ଗତବର୍ଷ ରାଜପାକ୍ସେ ରାଷ୍ଟ୍ରପତି…
Archives


