କାନାଡ଼ାରେ ଅଘୋଷିତ ଚାଇନା ପୋଲିସ ଥାନା, ତଦନ୍ତ ଆରମ୍ଭ…
ଟରୋଣ୍ଟୋ,୨୩।୧୧ : କାନାଡାର ଟରୋଣ୍ଟୋରେ ଅଘୋଷିତ ଚାଇନା ପୋଲିସ ଷ୍ଟେଶନ ଚଳାଇବା ମାମଲା ସାମ୍ନାକୁ ଆସିଛି। କାନାଡାର ରୟାଲ ମାଉଣ୍ଟେଡ ପୋଲିସ (ଆରସିଏମପି) ଏହି ଘଟଣାର ତଦନ୍ତ ଆରମ୍ଭ କରିଛି। ଆରସିଏମପି ଏକ ବିବୃତ୍ତିରେ କହିଛି ଯେ ଗ୍ରେଟର ଟରୋଣ୍ଟୋ ଏରିଆ…
ବୁର୍କିନା ଫାସୋରେ ଜିହାଦି ଗୋଷ୍ଠୀଙ୍କ ଆକ୍ରମଣ, ୮ ଯବାନ ସମେତ ୧୪ ମୃତ…
ଔଗାଡୋଗୁ,୨୩।୧୧ : ପଶ୍ଚିମ ଆଫ୍ରିକୀୟ ଦେଶ ବୁର୍କିନା ଫାସୋରେ ଜିହାଦି ଗୋଷ୍ଠୀ ଦୁଇଟି ପୃଥକ ପୃଥକ ଆକ୍ରମଣ କରିଛନ୍ତି। ଏଥିରେ ୧୪ ଜଣଙ୍କର ମୃତ୍ୟୁ ଘଟିଛି। ମୃତକଙ୍କ ମଧ୍ୟରେ ଆଠ ଜଣ ସେନା କର୍ମଚାରୀ ମଧ୍ୟ ଅଛନ୍ତି। ୨୦୧୫ ମସିହାରୁ ଦୁନିଆର…
୩୦ ଦିନରେ ୮୫ ହଜାର ମେଟ୍ରିକ୍ ଟନ୍ ଗହମ ୟେମେନ ପଠାଇଛି ଭାରତ…
ଜେନେଭା,୨୩।୧୧ : ୟେମେନର ପରିସ୍ଥିତିକୁ ନେଇ ଭାରତ ସମେତ ମିଳିତ ଜାତିସଂଘ ଚିନ୍ତିତ। ଏଥି ସହିତ ଯୁଦ୍ଧ ପରେ ପରିସ୍ଥିତିକୁ ନେଇ ଜାତିସଂଘ ଏହାକୁ ବିଶ୍ୱର ସବୁଠାରୁ ଖରାପ ମାନବିକ ସଙ୍କଟ ବୋଲି କହିଛି। ଅନ୍ୟପକ୍ଷରେ ମିଳିତ ଜାତିସଂଘରେ ଭାରତର ସ୍ଥାୟୀ…
ଋଷି ସୁନକଙ୍କ ବିରୋଧରେ ବିଦ୍ରୋହ ଧମକ…
ଲଣ୍ଡନ,୨୩।୧୧ : ବ୍ରିଟେନର ନବ ନିର୍ବାଚିତ ପ୍ରଧାନମନ୍ତ୍ରୀ ଋଷି ସୁନକଙ୍କୁ ପ୍ରଥମ ଥର ପାଇଁ ନିଜ ଦଳର ସାଂସଦଙ୍କ ବିଦ୍ରୋହର ଆଶଙ୍କା ସାମ୍ନା କରିବାକୁ ପଡ଼ିଛି। ଗଣମାଧ୍ୟମର ରିପୋର୍ଟ ଅନୁଯାୟୀ, ଏହି କାରଣରୁ ତାଙ୍କୁ ବ୍ରିଟିଶ ସରକାରଙ୍କ ଘର ନିର୍ମାଣ ଯୋଜନା…
ସାର୍ବଭୌମତ୍ୱର ସମ୍ମାନ କରୁ ଚାଇନା : କମଲା ହାରିସଙ୍କ ପରାମର୍ଶ…
ଓ୍ବାଶିଂଟନ,୨୩।୧୧ : ଆମେରିକାର ଉପରାଷ୍ଟ୍ରପତି କମଲା ହାରିସ ବିବାଦୀୟ ଦକ୍ଷିଣ ଚାଇନା ସାଗର ନିକଟରେ ଥିବା ପଶ୍ଚିମ ଫିଲିପାଇନ୍ସ ଦ୍ୱୀପପୁଞ୍ଜ ପ୍ୟୁର୍ଟୋ ପ୍ରିନ୍ସେସା ପରିଦର୍ଶନ କରିଛନ୍ତି। ଆଞ୍ଚଳିକ ଅଖଣ୍ଡତା ଏବଂ ନାଭିଗେଶନ ସ୍ବାଧୀନତା ପାଇଁ ସେ ଏକତ୍ର ଠିଆ ହେବାକୁ ଆହ୍ାନ…
ଚାଇନା ପ୍ଲାଣ୍ଟରେ ନିଆଁ: ୩୮ ମୃତ
ବେଜିଂ,୨୩।୧୧(ପି.ଟି.): ଚାଇନାର ହେନାନ ପ୍ରଦେଶରେ ଥିବା ଏକ କପଡ଼ା କାରଖାନାରେ ସୋମବାର ଭୟାବହ ଅଗ୍ନିକାଣ୍ଡ ଘଟି ୩୮ ଜଣଙ୍କ ମୃତ୍ୟୁ ହୋଇଛି। ନିଆଁ ଲିଭାଇବା ଲାଗି ଅଗ୍ନିଶମ ବାହିନୀକୁ ୪ ଘଣ୍ଟାରୁ ଅଧିକ ସମୟ ଲାଗିଥିଲା। ଦୁଇଜଣ ଗୁରୁତର ଆହତଙ୍କୁ ହସ୍ପିଟାଲରେ…
ସୁମେରୁରେ ତରଳୁଛି ହିମବାହ
ସୋଚି(ରୁଷିଆ),୨୩।୧୧: ବିଶ୍ୱତାପନ ଓ ଜଳବାୟୁ ପରିବର୍ତ୍ତନ ଯୋଗୁ ସୁମେରୁରେ ବୃହତ୍ ହିମବାହ ତରଳିବାରେ ଲାଗିଛି। ଫଳରେ ନୂଆ ଶିପିଂ ରୁଟ୍ ଖୋଲିବ। ଭାରତ ମହାସାଗର ଉପରେ ମଧ୍ୟ ଏହାର ପ୍ରଭାବ ପଡ଼ିବ ବୋଲି ଗବେଷକମାନେ ମତ ଦେଇଛନ୍ତି। ସୋଚିରେ ରୁଷୀୟ କମ୍ପାନୀ…
ଇଣ୍ଡୋନେସିଆ ଭୂକମ୍ପ ମୃତ୍ୟୁସଂଖ୍ୟା ୨୬୮
ସିଆଞ୍ଜୁର ,୨୩।୧୧: ଇଣ୍ଡୋନେସିଆର ଜାଭା ଦ୍ୱୀପରେ ହୋଇଥିବା ଭୂକମ୍ପ ମୃତ୍ୟୁସଂଖ୍ୟା ମଙ୍ଗଳବାର ୨୬୮କୁ ବୃଦ୍ଧି ପାଇଛି। ଭଗ୍ନାବଶେଷ ତଳୁ ଉଦ୍ଧାର କାର୍ଯ୍ୟ ଜାରି ରହିଥିବାବେଳେ ସମ୍ପର୍କୀୟମାନେ ଶବସତ୍କାର କାର୍ଯ୍ୟ ଆରମ୍ଭ କରିଛନ୍ତି। ଜନବହୁଳ ପଶ୍ଚିମ ଜାଭାର ଉଚ୍ଚା କୋଠାଗୁଡ଼ିକରୁ ମୃତଦେହ ମିଳୁଛି।…
୫ ବ୍ୟାକ୍ଟେରିଆ ନେଇଛି ୬.୮ ଲକ୍ଷ ଭାରତୀୟଙ୍କ ଜୀବନ
ଓ୍ବାଶିଂଟନ୍, ୨୩।୧୧: ଜଟିଳ ଓ ପ୍ରାଣଘାତୀ ରୋଗଗୁଡ଼ିକରେ ବିଶ୍ୱର ବହୁ ଲୋକଙ୍କ ମୃତ୍ୟୁ ଘଟୁଛି। ପ୍ରାଣ ହରାଉଥିବା ଲୋକଙ୍କ ମଧ୍ୟରୁ ଅନେକଙ୍କ ପାଇଁ ବ୍ୟାକ୍ଟେରିଆ ସଂକ୍ରମଣ ବା ଇନ୍ଫେକ୍ସନ୍ କାଳ ସାଜୁଛି। ଭାରତରେ ମଧ୍ୟ ବହୁ ଲୋକ ସଂକ୍ରମଣଜନିତ ରୋଗରେ ଆକ୍ରାନ୍ତ…
ପ୍ରତି ୧୧ ମିନିଟ୍ରେ ଜଣେ ମହିଳାଙ୍କୁ ହତ୍ୟା କରୁଛନ୍ତି ସମ୍ପର୍କୀୟ: ଗୁଟେରସ୍
ଓ୍ବାଶିଂଟନ୍, ୨୩।୧୧: ବିଶ୍ୱରେ ପ୍ରତି ୧୧ ମିନିଟ୍ରେ ଜଣେ ମହିଳା ନିଜ ପରିଚିତ ବା ସମ୍ପର୍କୀୟଙ୍କ ଦ୍ୱାରା ହତ୍ୟାର ଶିକାର ହେଉଛନ୍ତି। ମହିଳାଙ୍କ ପ୍ରତି ବଢ଼ୁଥିବା ହିଂସାକୁ ଦୃଷ୍ଟିରେ ରଖି ଜାତିସଂଘ ମହା ସଚିବ ଆଣ୍ଟୋନିଓ ଗୁଟେରସ୍ ଏହା କହିଛନ୍ତି। ବିଶ୍ୱରେ…
ସିସିପିଆଇ ର଼୍ୟାକିଙ୍ଗ: ଜଳବାୟୁ ପରିବର୍ତ୍ତନ ପଦକ୍ଷେପ କ୍ଷେତ୍ରରେ ଶ୍ରେଷ୍ଠ-୫ ଦେଶ ମଧ୍ୟରେ ଭାରତ…
ବର୍ଲିନ,୨୨।୧୧ : ଗ୍ଲୋବାଲ ଜଳବାୟୁ ପରିବର୍ତ୍ତନ ପ୍ରଦର୍ଶନ ସୂଚକାଙ୍କ (ସିସିପିଆଇ) ରେ ଭାରତ ଶ୍ରେଷ୍ଠ ପାଞ୍ଚଟି ଦେଶ ମଧ୍ୟରେ ଏବଂ ଜି -୨୦ ଦେଶ ମଧ୍ୟରେ ପ୍ରଥମ ସ୍ଥାନ ଅଧିକାର କରିଛି । ଏହି ସୂଚକାଙ୍କ ଜର୍ମାନରେ ଅବସ୍ଥିତ ଜର୍ମାନ ୱାଚ,…
ସାଉଦି ଆରବରେ ୧୦ ଦିନରେ ୧୨ଜଣଙ୍କ ମୁଣ୍ଡକାଟ
ରିୟାଦ,୨୨।୧୧: ସାଉଦି ଆରବରେ ଗୁରୁତର ଅପରାଧ କରିଥିବା ଦୋଷୀଙ୍କୁ କଠୋର ଦଣ୍ଡ ଦିଆଯାଇଥାଏ। ଗତ ୧୦ ଦିନ ମଧ୍ୟରେ ଦେଶରେ ୧୩ ଜଣଙ୍କ ମୁଣ୍ଡକାଟ କରାଯାଇଛି। ସେମାନେ ବିଦେଶୀ ନାଗରିକ ଥିବା ବେଳେ ବେଆଇନ୍ ଡ୍ରଗ୍ସ ବ୍ୟବସାୟରେ ଜଡ଼ିତ ଥିଲେ। ବିଦେଶୀ…
Archives


