ଅନ୍ତର୍ଜାତୀୟ

୧୦ ବର୍ଷ ମଧ୍ୟରେ ରୁଷିଆର ପତନ ହେବ: ସର୍ଭେ ରିପୋର୍ଟ…

ଓ୍ବାଶିଂଟନ,୧୨।୧ : ରୁଷିଆ ଏବଂ ୟୁକ୍ରେନ ମଧ୍ୟରେ ଚାଲିଥିବା ଯୁଦ୍ଧ ଉଭୟ ଦେଶ ବହୁ ଅସୁବିଧାର ସମ୍ମୁଖୀନ ହୋଇଛନ୍ତି। ୟୁକ୍ରେନ ଏଥିରେ ଅଧିକ ସମସ୍ୟାର ସମ୍ମୁଖୀନ ହୋଇଛି। କିନ୍ତୁ ବିଶେଷଜ୍ଞମାନେ ମପୋଷଣ କରିଛନ୍ତି ଯେ ଏହି ଯୁଦ୍ଧର ପ୍ରଭାବ ଦୀର୍ଘ ଦିନ…

ପଶ୍ଚିମ ଦେଶ ସହାୟତା କଲେ ଚଳିତ ବର୍ଷ ରୁଷିଆକୁ ହରାଇ ଯୁଦ୍ଧ ଜିତିବୁ: ୟୁକ୍ରେନ…

ମସ୍କୋ,୧୨।୧ : ରୁଷିଆ ଏବଂ ୟୁକ୍ରେନ ମଧ୍ୟରେ ଚାଲିଥିବା ଯୁଦ୍ଧକୁ ପ୍ରାୟ ୧୧ ମାସ ବିତିବାକୁ ଯାଉଛି, କିନ୍ତୁ ଏପର୍ଯ୍ୟନ୍ତ ରୁଷିଆ ୟୁକ୍ରେନ ଜିତିବାରେ ସକ୍ଷମ ହୋଇ ନାହିଁ। ଏଥି ସହିତ, ସମୟ ଗଡିବା ସହିତ, ୟୁକ୍ରେନ ଦୃ ଢ଼ ଭାବରେ…

ଗୁରୁବାରଠାରୁ ସ୍ବାଭାବିକ ହେବ ବିମାନ ଉଡ଼ାଣ, ଏଫଏଏରେ ହୋଇନାହିଁ ସାଇବର ଆକ୍ରମଣ: ସ୍ପଷ୍ଟୀକରଣ ଦେଲା ଆମେରିକା…

ଓ୍ବାଶିଂଟନ,୧୨।୧ : ଆମେରିକାରେ ବିମାନ ସେବା ଗୁରୁବାର ଠାରୁ ଆରମ୍ଭ ହୋଇପାରେ। ଫେଡେରାଲ ଆଭିଏଶନ ଆଡମିନିଷ୍ଟ୍ରେଶନ କମ୍ପ୍ୟୁଟରରେ ଯାନ୍ତ୍ରିକ ତ୍ରୁଟି ଯୋଗୁଁ ବୁଧବାର ଦିନ ସାରା ଦେଶରେ ବିମାନ ସେବା ବନ୍ଦ ହୋଇଯାଇଥିଲା। ଫ୍ଲାଇଟ ଆୱାରର ରିପୋର୍ଟ ଅନୁଯାୟୀ, ଏହି ସମୟ…

ପ୍ରତିଦିନ ୬ ହଜାରରୁ ୯ ହଜାର ଷ୍ଟେପ୍‌ ଚାଲିଲେ ରହିବନି ହାର୍ଟ ଆଟାକ ଆଶଙ୍କା: ରିପୋର୍ଟ…

ଓ୍ବାଶିଂଟନ,୧୨।୧ : ପ୍ରତିଦିନ ଛଅରୁ ନଅ ହଜାର ଷ୍ଟେପ୍‌ ଚାଲିବା ଦ୍ୱାରା ହାର୍ଟ ଆଟାକ ଏବଂ ଷ୍ଟ୍ରୋକ ହେବାର ଆଶଙ୍କା କମିଯାଇଥାଏ। ସର୍କୁଲେଶନ ପତ୍ରିକାରେ ପ୍ରକାଶିତ ଏକ ଗବେଷଣା ରିପୋର୍ଟ ଏହା ପ୍ରକାଶ ପାଇଛି। ଏହି ଅଧ୍ୟୟନ ଆମେରିକା ଏବଂ ୪୨…

ଓ୍ବେବନର ଗ୍ରୁପର ପ୍ରଭାବ ବୃଦ୍ଧି ନେଇ ମାନସିକ ଚାପରେ ପୁଟିନ…

ମସ୍କୋ,୧୨।୧ : ରୁଷିଆ ୟୁକ୍ରେନ ଯୁଦ୍ଧ ଆରମ୍ଭ କରିବାର ପ୍ରାୟ ଏକ ବର୍ଷ ବିତିଗଲାଣି, କିନ୍ତୁ ରୁଷିଆ ୟୁକ୍ରେନରେ ଆଶା କରାଯାଉଥିବା ସଫଳତା ହାସଲ କରିପାରି ନାହିଁ। ରୁଷିଆର ନେତୃତ୍ୱ ବିଷୟରେ ଏବେ ରାଷ୍ଟ୍ରପତି ଭ୍ଲାଡିମିର ପୁଟିନଙ୍କ ମନରେ ପ୍ରଶ୍ନ ଉଙ୍କି…

ମହିଳା ଖେଳାଳିଙ୍କୁ ଧମକ ଦେଉଛି ତାଲିବାନ…

କାବୁଲ,୧୨।୧ : ଆଫଗାନିସ୍ତାନର ମହିଳା ଆଥଲେଟମାନେ କହିଛନ୍ତି ଯେ ତାଲିବାନ ବାଳିକା ଏବଂ ମହିଳାଙ୍କୁ କୌଣସି କ୍ରୀଡାରେ ଭାଗ ନେବାକୁ ବାରଣ କରିଛି। ଏହା ସହିତ କ୍ରୀଡା କ୍ଷେତ୍ରରେ ସକ୍ରିୟ ଥିବା ମହିଳା ଓ ବାଳିକାମାନଙ୍କୁ ବାରମ୍ବାର ଧମକ ଓ ନିର୍ଯାତନା…

ପାକିସ୍ତାନରେ ଅଟା, ତେଲ, ପିଆଜ ସଙ୍କଟ ଭାରତ ପାଇଁ ହୋଇପାରେ ଚ୍ୟାଲେଞ୍ଜ

ନୂଆଦିଲ୍ଲୀ/ଇସଲାମାବାଦ,୧୨ ।୧: ପାକିସ୍ତାନରେ ଚିକେନ ଠାରୁ କ୍ଷୀର ପର୍ଯ୍ୟନ୍ତ ଓ ଅଟାରୁ ପିଆଜ ପର୍ଯ୍ୟନ୍ତ ସବୁର ଦାମ ଏବେ ଆକାଶ ଛୁଆଁ । ଦେଶର ଆର୍ଥିକ ସଙ୍କଟ ଯୋଗୁ ଲୋକେ ନାହିଁ ନ ଥିବା ଅସୁବିଧାର ସମ୍ମୁଖିନ ହେଉଛନ୍ତି । ବଢି…

ଚାଇନାଠାରୁ କରୋନା ତଥ୍ୟ ଲୋଡିଲେ ଡବ୍ଲୁଏଚଓ ମୁଖ୍ୟ…

ଜେନେଭା,୧୨।୧ : ବିଶ୍ୱ ସୱାସ୍ଥ୍ୟ ସଂଗଠନ (ଡବ୍ଲୁଏଚଓ) ମହାନିର୍ଦ୍ଦେଶକ ଟେଡ୍ରୋସ ଆଧାନୋମ ଘେବ୍ରେୟସସ ଚାଇନାଠାରୁ କରୋନା ଆକ୍ରାନ୍ତଙ୍କ ରିପୋର୍ଟ ମାଗିଛନ୍ତି। ଏହା ଦ୍ୱାରା ପରବର୍ତ୍ତୀ ସୁରକ୍ଷା ପଦକ୍ଷେପ ଗ୍ରହଣ କରାଯାଇ ପାରିବ ବୋଲି ସେ କହିଛନ୍ତି। ଡବ୍ଲୁଏଚଓର ୱେବସାଇଟରେ ପ୍ରକାଶିତ ଟିପ୍ପଣୀ…

ବିମାନ ବନ୍ଦରରୁ ୟୁରାନିୟମ ମିଳିବା ନେଇ ଆତଙ୍କ…

ଲଣ୍ଡନ,୧୨।୧ : ପରମାଣୁ ବୋମା ତିଆରିରେ ବ୍ୟବହୃତ ୟୁରାନିୟମ ବ୍ରିଟେନର ହିଥ୍ରୋ ବିମାନବନ୍ଦରରୁ ମିଳିଥିବା ନେଇ ଆତଙ୍କ ସୃଷ୍ଟି ହୋଇଛି। ଏହି ଘଟଣା ପରେ ଅନେକ ଦେଶର ଅନୁସନ୍ଧାନକାରୀ ସଂସ୍ଥାକୁ ସତର୍କ କରାଯାଇଛି। ଦାବି ହେଉଛି ଯେ ଏହି ୟୁରାନିୟମ ପ୍ୟାକେଟ…

ନ୍ୟୁୟର୍କ ଟାଇମ୍ସର ସମ୍ପାଦକ ବ୍ଲାକ ହାଉନଶେଲଙ୍କ ପରଲୋକ

ନ୍ୟୁୟର୍କ,୧୨ ।୧: ‘ ଦ ନ୍ୟୁୟର୍କ ଟାଇମ୍ସର ‘ଅନ ପଲିଟିକ୍ସ’ ସମାଚାର ପତ୍ରର ସମ୍ପାଦକ ତଥା ପୂର୍ବରେ ‘ପଲିଟିକୋ’ରେ କିଛି ଗୁରୁତ୍ୱପୂର୍ଣ୍ଣ ପଦ ସମ୍ଭଳିଥିବା ଜଣାଶୁଣା ଜର୍ନାଲିଷ୍ଟ ବ୍ଲାକ ହାଉନଶେଲଙ୍କର ୱାଶିଂଟନରେ ପରଲୋକ ହୋଇଛି । ମୃତ୍ୟୁ ବେଳକୁ ତାଙ୍କୁ ମାତ୍ର…

ଉଜବେକିସ୍ତାନରେ ୧୮ ଶିଶୁଙ୍କ ମୃତ୍ୟୁ ପରେ ଡବ୍ଲୁଏଚଓର ଆଲର୍ଟ, କାଶ ହେଲେ ବ୍ୟବହାର କରନା କଫ ସିରପ

ନୂଆଦିଲ୍ଲୀ,୧୨ ।୧: ଉଜବେକିସ୍ତାନରେ ଭାରତ ନିର୍ମିତ କଫ ସିରପ ବ୍ୟବହାର କରି ୧୮ ଶିଶୁଙ୍କ ମୃତ୍ୟୁ ଘଟଣା ଏବେବି ଅସ୍ପଷ୍ଟ ରହିଛି । ଏହାକୁ ନେଇ ବିଶ୍ୱ ସ୍ୱାସ୍ଥ୍ୟ ସଙ୍ଗଠନ(ଡବ୍ଲୁଏଚଓ) କହିଛି ଭାରତର ମ୍ୟାରିୟନ ବାୟୋଟେକ ଦ୍ୱାରା ପ୍ରସ୍ତୁତ ୨ଟି କଫ…

ମଦ ପିଇବାର ନିରାପଦ ସୀମା ନାହିଁ

ନୂଆଦିଲ୍ଲୀ,୧୨।୧(ପି.ଟି.): ମଦ ପିଇବାର କୌଣସି ନିରାପଦ ସୀମା ନାହିଁ। ଯେତେ ଅଳ୍ପ ପରିମାଣର ମଦ ପିଇଲେ ବି ଏହା ଜଣକ ସ୍ବାସ୍ଥ୍ୟ ଉପରେ ଗମ୍ଭୀର ପ୍ରଭାବ ପକାଇପାରେ। ବିଶ୍ୱ ସ୍ବାସ୍ଥ୍ୟ ସଂଗଠନ (ଡବ୍ଲ୍ୟୁଏଚ୍‌ଓ) ପକ୍ଷରୁ କରାଯାଇଥିବା ଏକ ଅଧ୍ୟୟନରୁ ଏହା ଜଣାପଡ଼ିଛି।…

Advertisement
Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri