ଅନ୍ତର୍ଜାତୀୟ

ହିଜାବ ଖୋଲି ଇନ୍‌ଷ୍ଟାରେ ଭିଡିଓ ଅପଲୋଡ କରି ଗିରଫ ହେଲେ ଅଭିନେତ୍ରୀ

ତେହରାନ,୨୪।୧୧: ଜଣାଶୁଣା ଅଭିନେତ୍ରୀ ହେଙ୍ଗାମହ ଗାଜିଆନିଙ୍କୁ ଇରାନ ପୋଲିସ ଗିରଫ କରିଛି। ୫୨ ବର୍ଷୀୟା ଅଭିନେତ୍ରୀ ହେଙ୍ଗାମହ ହିଜାବ ହଟାଇ ନିଜର ଭିଡିଓ ଇନଷ୍ଟାଗ୍ରାମରେ ପୋଷ୍ଟ କରିଥିବା ଅଭିଯୋଗ ହୋଇଛି। ଏହାସହ ଦେଶରେ ଚାଲିଥିବା ହିଜାବ ବିରୋଧକୁ ସମର୍ଥନ କରି ସେ…

ପାକିସ୍ତାନର ନୂଆ ସେନାଧ୍ୟକ୍ଷ ହେଲେ ଜେନେରାଲ ଆସିମ ମୁନିର…

ନୂଆଦିଲ୍ଲୀ,୨୪।୧୧ : ପାକିସ୍ତାନର ନୂଆ ସେନାଧ୍ୟକ୍ଷଙ୍କ ନାମ ଘୋଷଣା କରାଯାଇଛି। ଜେନେରାଲ ଆସିମ ମୁନିର ଏହି ପଦରେ ନିଯୁକ୍ତ ହେବେ। ପ୍ରଧାନମନ୍ତ୍ରୀ ଶେହବାଜ ଶରିଫ ମୁନିରଙ୍କ ନାମ ଘୋଷଣା କରିଛନ୍ତି। ସେନାଧ୍ୟକ୍ଷ ଦୌଡ଼ରେ ବହୁ ସାମରିକ ଅଧିକାରୀଙ୍କ ନାମ ଥିଲା। ତେବେ…

ଅସୀମ ମୁନିର ପାକିସ୍ତାନର ପରବର୍ତ୍ତୀ ସେନା ମୁଖ୍ୟ

ଇସଲାମାବାଦ,୨୪।୧୧: ପାକିସ୍ତାନ ନୂତନ ସେନା ମୁଖ୍ୟଙ୍କ ନାଁ ଘୋଷଣା କରାଯାଇଛି। ଜେନେରାଲ ଅସୀମ ମୁନିର୍‌ ପାକିସ୍ତାନର ନୂତନ ସେନା ମୁଖ୍ୟ ହେବେ। ପ୍ରଧାନମନ୍ତ୍ରୀ ଶେହଓ୍ବାଜ୍‌ ଶରିଫ୍‌ ଶରିଫ ତାଙ୍କ ନାମ ଘୋଷଣା କରିଛନ୍ତି। ଫଳରେ ମୁନିର ଜେନେରାଲ ବାଜୱାଙ୍କ ସ୍ଥାନ ନେବେ।…

ପାକିସ୍ତାନରେ ମସଜିଦ ଭାଙ୍ଗି ମାର୍କେଟ କମ୍ପ୍ଲେକ୍ସ ନିର୍ମାଣ ଯୋଜନାକୁ ନେଇ ପ୍ରଶାସନ ରାଜନେତା ମୁହାଁମୁହିଁ …

ପେଶଓ୍ବାର,୨୪।୧୧ : ପାକିସ୍ତାନର ପେଶୱାରରେ ମସଜିଦ ଭାଙ୍ଗିବାକୁ ନେଇ ପ୍ରଶାସନ ଏବଂ ରାଜନେତା ମୁହାଁମୁହିଁ ହୋଇଛନ୍ତି। ନଗରପାଳ ଏବଂ ଅନେକ ତହସିଲର ମୁଖ୍ୟମାନେ ଜିଲା ପ୍ରଶାସନର ଯୋଜନାକୁ ବିରୋଧ କରୁଛନ୍ତି। ଜିଲା ପ୍ରଶାସନ ମସଜିଦ ଜମିରେ ଏକ ମାର୍କେଟ କମ୍ପ୍ଲେକ୍ସ ନିର୍ମାଣ…

ଚାଇନା ନେପାଳର ୩୬ ହେକ୍ଟର ଜମି କରିଛି ଦଖଲ…

ବେଜିଂ/କାଠମାଣ୍ଡୂ,୨୪।୧୧ : ନେପାଳର ଉତ୍ତର ସୀମାରେ ଚାଇନା ୧୦ଟି ସ୍ଥାନରେ ୩୬ ହେକ୍ଟର ଜମି ଦଖଲ କରିଛି। ନେପାଳର କୃଷି ମନ୍ତ୍ରଣାଳୟ ସ୍ବାରା ଜାରି କରାଯାଇଥିବା ସର୍ଭେ ଡକ୍ୟୁମେଣ୍ଟରେ ଏହା ପ୍ରକାଶ ପାଇଛି। ସେହିଭଳି ଗୃହ ମନ୍ତ୍ରଣାଳୟର ଏକ ଅଧ୍ୟୟନରେ ନିଷ୍ପତ୍ତି…

ଇଣ୍ଡୋନେସିଆ ଭୂକମ୍ପ: ମାଟି ତଳୁ ୬ ବର୍ଷର ଶିଶୁ ଜୀବନ୍ତ ଉଦ୍ଧାର…

ଜାକର୍ତ୍ତା,୨୪।୧୧ : ଇଣ୍ଡୋନେସିଆର ପଶ୍ଚିମ ଜାଭା ପ୍ରଦେଶର ସିଆନଜୁରରେ ସୋମବାର ୫.୬ ତୀବ୍ରତାଯୁକ୍ତ ହୋଇଥିବା ଭୂକମ୍ପରେ ମୃତ୍ୟୁସଂଖ୍ୟା ବୃଦ୍ଧି ପାଇବାରେ ଲାଗିଛି। ସରକାରୀ ରେକର୍ଡ ଅନୁଯାୟୀ, ଏପର୍ଯ୍ୟନ୍ତ ଏହି ବିପର୍ଯ୍ୟୟରେ ୨୭୧ ଜଣଙ୍କର ମୃତ୍ୟୁ ହୋଇଛି। ଜାତୀୟ ବିପର୍ଯ୍ୟୟ ଏଜେନ୍ସି କହିଛି…

ୟୁକ୍ରେନ୍‌ ପାଇଁ ସହାୟତା ଘୋଷଣା କଲେ ଆମେରିକା-ବ୍ରିଟେନ…

ଓ୍ବାଶିଂଟନ/ଲଣ୍ଡନ/କ୍ୱିଭ୍‌,୨୪।୧୧ : ଆମେରିକା ୟୁକ୍ରେନକୁ ୪୦ କୋଟି ଡଲାରର ଏକ ସହାୟତା ପ୍ୟାକେଜ ପଠାଉଛି। ହ୍ବାଇଟ ହାଉସ ପକ୍ଷରୁ ଏହି ସୂଚନା ଜାରି ହୋଇଛି। ଏହି ନୂତନ ସହାୟତା ପ୍ୟାକେଜ ସମେତ ଫେବୃଆରୀ ୨୪ ରେ ରୁଷିଆ ଆକ୍ରମଣ ପରେ ଆମେରିକା…

ପୁଣି ଚାଇନାକୁ ଫେରିଲା କରୋନା ମହାମାରୀ…

ବେଜିଂ,୨୪।୧୧ : ପୁଣି ଚାଇନାକୁ କରୋନା ମହାମାରୀ ଫେରିଛି। ଦେଶରେ ଦିନକୁ ଦିନ ବଢୁଥିବା କରୋନା ମାମଲା ଯୋଗୁଁ ପରିସ୍ଥିତି ପୁଣି ସଙ୍କଟ ଜନକ ହୋଇଛି। ରାଜଧାନୀ ବେଜିଂରେ କରୋନା ଲକଡାଉନ ଅଧୀନରେ କଡା ପ୍ରତିବନ୍ଧକ ଲଗାଯାଇଛି। କରୋନା ଆକ୍ରାନ୍ତଙ୍କ ଦୈନିକ…

ଫିଲିପ୍ସର ଚିକିତ୍ସା ଉପକରଣରେ ତ୍ରୁଟି ଯୋଗୁ ଆମେରିକାରେ ୨୬୦ ଜଣଙ୍କ ମୃତ୍ୟୁ

ଆମଷ୍ଟର୍ଡମ,୨୪ ।୧୧: ଆମେରିକାରେ ଫିଲିପ୍ସର ସ୍ଲିପ ଆପନିଆ ଓ ଭେଣ୍ଟିଲେଟର ଚିକିତ୍ସା ଉପକରଣରେ ଯାନ୍ତ୍ରୀକ ତ୍ରୁଟି ଯୋଗୁ ଏପ୍ରିଲ ୨୦୨୧ରୁ ଏବେ ପର୍ଯ୍ୟନ୍ତ ୨୬୦ ଜଣଙ୍କ ମୃତ୍ୟୁ ହୋଇଥିବା ଜଣାପଡିଛି । ସେଠାକାର ଖାଦ୍ୟ ଓ ଔଷଧ ପ୍ରଶାସନ କହିଛି ତ୍ରୁଟିର…

କିଏ ହେବେ ବାଜଓ୍ବାଙ୍କ ଉତ୍ତରାଧିକାରୀ

ଇସ୍‌ଲାମାବାଦ,୨୪ା୧୧: ଆଣବିକ ଅସ୍ତ୍ରସମ୍ପନ୍ନ ପାକିସ୍ତାନୀ ସେନା ଖୁବ୍‌ଶୀଘ୍ର ନୂଆ କମାଣ୍ଡର ପାଇବ। ସ୍ଥଳସେନା ମୁଖ୍ୟ ଜେନେରାଲ ଜାଭେଦ ବାଜ୍‌ଓ୍ବାଙ୍କ ୬ ବର୍ଷର କାର୍ଯ୍ୟକାଳ ଆସନ୍ତା ୨୯ରେ ଶେଷ ହେବ। ସେ ଅବସର ନେବା ପୂର୍ବରୁ ପ୍ରଧାନମନ୍ତ୍ରୀ ଶେହବାଜ ଶରିଫ୍‌ ନୂଆ ସେନା…

ୟୁକ୍ରେନୀୟଙ୍କ ଦୁର୍ଦ୍ଦଶା ଷ୍ଟାଲିନ୍‌ଙ୍କ ଗଣହତ୍ୟା ସଦୃଶ: ପୋପ୍‌

ଭାଟିକାନ୍‌ ସିଟି,୨୪ା୧୧: କ୍ୟାଥୋଲିକ୍‌ ଧର୍ମଗୁରୁ ପୋପ୍‌ ଫ୍ରାନ୍ସିସ୍‌ ବୁଧବାର ୟୁକ୍ରେନବାସୀଙ୍କ ଦୁର୍ଦ୍ଦଶାକୁ ଷ୍ଟାଲିନ୍‌ଙ୍କ ୯୦ ବର୍ଷ ତଳର ବର୍ବରତା ସହ ତୁଳନା କରିଛନ୍ତି। ସୋଭିଏତ୍‌ ସଂଘର ପୂର୍ବତନ ପ୍ରଧାନମନ୍ତ୍ରୀ ଜୋଶେଫ୍‌ ଷ୍ଟାଲିନ୍‌ ୧୯୩୦ ଦଶକରେ ଏକ କୃତ୍ରିମ ମରୁଡ଼ି ସୃଷ୍ଟି କରିଥିଲେ।…

ଚଳିତ ବର୍ଷ ପ୍ରତିଦିନ ୨୫୦୦ କୋଟି କ୍ଷତି ସହୁଛନ୍ତି ଏଲନ ମସ୍କ, ଟୁଇଟରରେ ପୂର୍ଣ୍ଣ ନିୟନ୍ତ୍ରଣର ସଂଘର୍ଷ ବଢାଉଛି ସମସ୍ୟା

ୱାଶିଂଟନ,୨୪ ।୧୧: ଟେଲସାର ସିଇଓ ଏଲନ ମସ୍କ ଯେବେଠାରୁ ଟୁଇଟର କିଣିଲେଣି ସେବେଠାରୁ କୌଣଓି ନା କୌଣସି କାରଣରୁ ସେ ଆସୁଛନ୍ତି ଚର୍ଚ୍ଚାକୁ । ଏବେ ସୂଚନା ମିଳିଛି କି ଟେଲସାର ଶେୟାର ସର୍ବନିମ୍ନ ସ୍ତରକୁ ଖସିଯିବା ପରେ କମ୍ପାନି ଚଳିତ…

Advertisement
Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri