ଅନ୍ତର୍ଜାତୀୟ

ପ୍ରିନ୍ସ ହ୍ୟାରିଙ୍କ ପୁସ୍ତକ ‘ସ୍ପେୟାର’ର ରେକର୍ଡ ବିକ୍ରି

ଲଣ୍ଡନ,୧୩।୧: ପ୍ରିନ୍ସ ହ୍ୟାରିଙ୍କ ପୁସ୍ତକ ‘ସ୍ପେୟାର’ ବିକ୍ରୟରେ ନୂତନ ରେକର୍ଡ ସ୍ଥାପନ କରିବାରେ ଲାଗିଛି। ତାଙ୍କ ବିଷୟରେ ଜାଣିବାକୁ ଲୋକଙ୍କ ଆଗ୍ରହ କ୍ରମାଗତ ଭାବରେ ବଢୁଛି। ‘ପେଙ୍ଗୁଇନ ର଼୍ୟାଣ୍ଡମ ହାଉସ’ ଘୋଷଣା କରିଛି ଯେ, ହ୍ୟାରିଙ୍କ ପୁସ୍ତକ ପ୍ରଥମ ଦିନରେ ୧.୪…

କାବୁଲ ଆତଙ୍କବାଦୀ ଆକ୍ରମଣରେ ୫ ମୃତ, ଘଟଣା ପାଇଁ ନିଜକୁ ଦାୟୀ କଲା ଆଇଏସ

କାବୁଲ,୧୩ ।୧: ଆତଙ୍କବାଦୀ ସଙ୍ଗଠନ ଇସଲାମିକ ଷ୍ଟେଟ(ଆଇଏସ) ଆଫଗାନିସ୍ତାନର ରାଜଧାନୀ କାବୁଲରେ ବୈଦେଶିକ ମନ୍ତ୍ରଣାଳୟ ନିକଟରେ ହୋଇଥିବା ଭୟଙ୍କର ବୋମା ବିସ୍ଫୋରଣ ପାଇଁ ନିଜକୁ ଦାୟୀ କରିଛି । ଏହି ବିସ୍ଫୋରଣରେ ଅତିକମରେ ୫ ଜଣଙ୍କ ମୃତ୍ୟୁ ହୋଇଥିଲା । ୨୦୨୩ରେ…

ବାଇଡେନଙ୍କ ଘରୁ ତଥା କାର୍ଯ୍ୟାଳୟରୁ ମିଳିଥିବା ଗୁପ୍ତ ତଥ୍ୟର ଯାଞ୍ଚ ପାଇଁ ବିଶେଷ ଓକିଲ ନିଯୁକ୍ତ

ୱାଶିଂଟନ,୧୩ ।୧: ଆମେରିକାର ଆଟର୍ନି ଜେନରାଲ ମେରିକ ଗାରଲ୍ୟାଣ୍ଡ ଗୁରୁବାର ରାଷ୍ଟ୍ରପତି ଜୋ ବାଇଡେନଙ୍କ ଘରୋଇ କାର୍ଯ୍ୟାଳୟ ଓ ଘରୁ ମିଳିଥିବା ଗୋପନୀୟ ତଥ୍ୟର ଯାଞ୍ଚ ପାଇଁ ଜଣେ ବିଶେଷ ଓକିଲ ନିଯୁକ୍ତି ହୋଇଥିବା ଘୋଷଣା କରିଛନ୍ତି । ଗାରଲ୍ୟାଣ୍ଡ ଘୋଷଣା…

ଭାରତର ୨କଫ୍‌ ସିରପ୍‌କୁ ନେଇ ସତର୍କ କରାଇଲା ଡବ୍ଲ୍ୟୁଏଚ୍‌ଓ

ଜେନେଭା,୧୨।୧: କଫ୍‌ ସିରପ୍‌ରେ ଉପଯୁକ୍ତ ପରିମାଣର ଡାଇଇଥିଲନ୍‌ ଗ୍ଲାଇକୋଲ ନ ଥିବା ଯୋଗୁ ଭାରତ ନିର୍ମିତ ଦୁଇ କଫ୍‌ ସିରପ୍‌ ଛୋଟ ପିଲାଙ୍କୁ ନ ଦେବାକୁ ଓ୍ବାଲର୍‌ଡ ହେଲ୍‌ଥ ଅର୍ଗାନାଇଜେଶନ୍‌ (ଡବ୍ଲ୍ୟୁଏଚ୍‌ଓ) ସତର୍କ କରିଛି। ଉଜ୍‌ବେକିସ୍ତାନରେ କଫ୍‌ ସିରପ୍‌ ପିଇ ୧୯…

କେମିକାଲ ପ୍ଲାଣ୍ଟରେ ବିସ୍ଫୋରଣ

ଓ୍ବାଶିଂଟନ,୧୨ା୧: ଆମେରିକାର ଶିକାଗୋସ୍ଥିତ ଲାସଲେର ଏକ କେମିକାଲ ପ୍ଲାଣ୍ଟରେ ଗୁରୁବାର ସକାଳେ ବିସ୍ଫୋରଣ ଘଟିଛି। ଏଥିଯୋଗୁ ନିଅଁା ଲାଗି ଫ୍ୟାକ୍ଟ୍ରି ଜଳିଯାଇଛି। ଇଲିନୋଇସ୍‌ର ଉତ୍ତର ଭାଗରେ ଥିବା ଏହି ପ୍ଲାଣ୍ଟ ଛାଡ଼ି ସୁରକ୍ଷିତ ସ୍ଥାନରେ ଆଶ୍ରୟ ନେବାକୁ ସ୍ଥାନୀୟ ଲୋକଙ୍କୁ ପରାମର୍ଶ…

ନୂତନ ଆଦେଶ ଜାରି କଲା ତାଲିବାନ

କାବୁଲ,୧୨।୧: ଆଫଗାନିସ୍ତାନର କ୍ଷମତା ହାସଲ କରିବା ପରେ ତାଲିବାନ ଶାସକ ମହିଳାଙ୍କ ପାଇଁ ପ୍ରତିଦିନ ନୂଆ ନିୟମ ଜାରି କରୁଛନ୍ତି। ନିକଟରେ ତାଲିବାନ ସରକାର ଏକ ଆଦେଶ ଜାରି କରିଛନ୍ତି। ଉକ୍ତ ଆଦେଶରେ କୁହାଯାଇଛି ଯେ, ତାଲିବାନର ମହିଳାମାନେ ପୁରୁଷ ଡାକ୍ତରଙ୍କ…

ରେଳ ଷ୍ଟେଶନରେ ୬ ଜଣଙ୍କୁ ଛୁରାମାଡ଼: ପୋଲିସ ଗୁଳିରେ ଆକ୍ରମଣକାରୀ ଯୁବକ ଆହତ

ପ୍ୟାରିସ୍‌,୧୨।୧: ପ୍ୟାରିସ୍‌ର ଗାରେ ଡୁ ନୋର୍ଡ ବ୍ୟସ୍ତବହୁଳ ରେଳଷ୍ଟେଶନରେ ଜଣେ ଯୁବକ ଉନ୍ମତ୍ତକାଣ୍ଡ ଭିଆଇଛନ୍ତି। ଯୁବକ ଜଣକ ୬ଜଣଙ୍କୁ ଛୁରି ଭୁସି ଆହତ କରିଥିବା ଫ୍ରାନ୍ସର ଆଭ୍ୟନ୍ତରୀଣ ମନ୍ତ୍ରୀ ସୂଚନା ଦେଇଛନ୍ତି। ଅନ୍ୟପକ୍ଷେ ପୋଲିସ ଗୁଳିରେ ଆକ୍ରମଣକାରୀ ଯୁବକ ଗୁରୁତର ଆହତ…

ଚାଇନାରେ କରୋନା ଆତଙ୍କ: ଚିକିତ୍ସା ନ ପାଇ ବରିଷ୍ଠ ନାଗରିକଙ୍କ ଆତ୍ମହତ୍ୟା

ବେଜିଂ,୧୨।୧: ଚାଇନାରେ କରୋନା ଭୟଙ୍କ ରୂପ ନେବାରେ ଲାଗିଛି। ଖାସ୍‌ କରି ଗ୍ରାମୀଣ ଅଞ୍ଚଳରେ ସଂକ୍ରମଣ ଅଣାୟତ୍ତ ହେବାରେ ଲାଗିଛି। ଜୀବନକାଳ ମଧ୍ୟରେ ଏଭଳି ସ୍ଥିତି କେବେ ଦେଖି ନ ଥିବା କେତେଜଣ ଡାକ୍ତର ପ୍ରକାଶ କରିଛନ୍ତି। ଡାକ୍ତରଙ୍କ କହିବା ମୁତାବକ,…

ଅଷ୍ଟ୍ରେଲିଆରେ ହିନ୍ଦୁ ମନ୍ଦିର ଉପରେ ଆକ୍ରମଣ

ମେଲବୋର୍ନ,୧୨।୧: ଅଷ୍ଟ୍ରେଲିଆରେ ଏକ ହିନ୍ଦୁ ମନ୍ଦିର ଉପରେ ଆକ୍ରମଣ ହୋଇଛି। ଖଲିସ୍ତାନ ସମର୍ଥକମାନେ ମେଲବୋର୍ନରେ ଥିବା ଏହି ମନ୍ଦିର ଉପରେ ଆକ୍ରମଣ କରିଥିବା ଜଣାପଡିଛି। ଖଲିସ୍ତାନ ସମର୍ଥକମାନେ ମନ୍ଦିର କାନ୍ଥରେ ଭାରତ ବିରୋଧୀ ଚିତ୍ର ମଧ୍ୟ ଆଙ୍କିଛନ୍ତି। ଆକ୍ରମଣ ହୋଇଥିବା ମନ୍ଦିରର…

ବ୍ରାସିଲିଆରେ ସୁରକ୍ଷା ବ୍ୟବସ୍ଥା କଡ଼ାକଡ଼ି

ବ୍ରାସିଲିଆ,୧୨ା୧: ବ୍ରାଜିଲରେ ପୂର୍ବତନ ରାଷ୍ଟ୍ରପତି ଜାୟର ବୋଲ୍‌ସନାରୋଙ୍କ ସମର୍ଥକଙ୍କ ଦ୍ୱାରା ହୋଇଥିବା ହିଂସା ସମଗ୍ର ବିଶ୍ୱର ଦୃଷ୍ଟି ଆକର୍ଷଣ କରିଥିଲା। ରବିବାର ବିରୋଧ ପରେ ଗୁରୁବାର ଆଉ ଥରେ ପୂର୍ବତନ ରାଷ୍ଟ୍ରପତିଙ୍କ ସମର୍ଥକମାନେ ବ୍ରାଜିଲ ରାସ୍ତାରେ ନୂଆ ପ୍ରଦର୍ଶନ ଆରମ୍ଭ କରିଛନ୍ତି।…

ଆମେରିକା ସିନେଟରେ ବୃଦ୍ଧି ପାଇଲା ଭାରତୀୟଙ୍କ ପତିଆରା, ସାମୋସା କୋକସ ସଦସ୍ୟ ସଂଖ୍ୟା ବଢ଼ିଲା…

ଓ୍ବାଶିଂଟନ,୧୨।୧ : ଭାରତୀୟ ଆମେରିକୀୟ ସାଂସଦମାନଙ୍କର ଏକ ଅନୌପଚାରିକ ଗୋଷ୍ଠୀ ଅଛି ଯାହା ସାମୋସା କୋକସ ନାମରେ ପରିଚିତ। ଆମେରିକାରେ ଭାରତୀୟ ମୂଳ ଲୋକମାନଙ୍କର ବଢୁଥିବା ପ୍ରଭାବ ଯୋଗୁ ଏହି ସାମୋସା କୋକସ କ୍ରମାଗତ ଭାବରେ ବିସ୍ତାର ହେଉଛି। ସାମୋସା କୋକସ…

ଜାପାନ ଉପରେ ଚାଇନା ଆକ୍ରମଣ କଲେ ସୈନ୍ୟ ପଠାଇବ ବ୍ରିଟେନ: ଦୁଇଦେଶ ମଧ୍ୟରେ ପ୍ରତିରକ୍ଷା ଚୁକ୍ତି…

ଲଣ୍ଡନ/ଟୋକିଓ,୧୨।୧ : ବ୍ରିଟେନ ଏବଂ ଜାପାନର ନେତାମାନେ ଏକ ପ୍ରତିରକ୍ଷା ଚୁକ୍ତି ସ୍ବାକ୍ଷର କରିଛନ୍ତି। ଚୁକ୍ତି ଅନୁସାରେ ଉଭୟ ଦେଶ ପରସ୍ପରର ସୈନ୍ୟମାନଙ୍କୁ ନିଜ ଦେଶରେ ରଖିବାକୁ ଅନୁମତି ଦେବେ। ତାଇୱାନ ଉପରେ ଚାଇନାର ଆକ୍ରମଣାତ୍ମକ ଆଭିମୁଖ୍ୟକୁ ନେଇ ଚିନ୍ତା ମଧ୍ୟରେ…

Advertisement
Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri