ଅନ୍ତର୍ଜାତୀୟ

ପାକିସ୍ତାନ ଔଷଧ କମ୍ପାନୀର ଉତ୍ପାଦନ ବନ୍ଦ କରିବାକୁ ଧମକ

ଇସଲାମାବାଦ,୨୬।୨: ଆର୍ଥିକ ସଂକଟ ଦେଇ ଗତି କରୁଥିବା ପାକିସ୍ତାନ ଏବେ ଔଷଧ ପାଇଁ ସଂଘର୍ଷ କରୁଛି। ଗଣମାଧ୍ୟମ ରିପୋର୍ଟ ମୁତାବକ, ପାକିସ୍ତାନରେ ଅସ୍ତ୍ରୋପ୍ରଚାର ପାଇଁ ଆବଶ୍ୟକ ହେଉଥିବା ଔଷଧ ବିଶେଷ ମହଜୁଦ ନ ଥିବା ବେଳେ ଆଉ ମାତ୍ର ୨ ସପ୍ତାହ…

ଟୁଇଟର୍‌ରେ ପୁଣି କର୍ମଚାରୀ ଛଟେଇ

କାଲିଫର୍ନିଆ,୨୬।୨: ଟୁଇଟର୍‌ରେ ପୁଣି କର୍ମଚାରୀ ଛଟେଇ ହୋଇଛି। ଏଲନ ମସ୍କଙ୍କ ମାଲିକାନା ଟୁଇଟର୍‌ ଦଶଜଣ କର୍ମଚାରୀଙ୍କୁ ବରଖାସ୍ତ କରିଛି। ଅକ୍ଟୋବର ଶେଷରେ ମସ୍କ ସୋସିଆଲ ନେଟୱାର୍କ ହାସଲ କରିବା ପରଠାରୁ ଏହା ଅନ୍ତତଃ ପକ୍ଷେ ଅଷ୍ଟମ ରାଉଣ୍ଡ ଛଟେଇ ବୋଲି କୁହାଯାଉଛି।…

ସମୁଦ୍ର କୂଳରେ ଭାସୁଛି ୩୦ ମୃତଦେହ

ରୋମ,୨୬ା୨: ଇଟାଲୀର କାଲାବ୍ରିୟାର ଦକ୍ଷିଣ ଉପକୂଳରେ ଏକ ବଡ଼ଧରଣର ଅଘଟଣ ଘଟିଛି। ରବିବାର ଦକ୍ଷିଣ ଇଟାଲୀର ସମୁଦ୍ର କୂଳରେ ୩୦ ଜଣଙ୍କ ମୃତଦେହ ଭାସୁଥିବା ଦେଖିବାକୁ ମିଳିଛି। ସମସ୍ତେ ବୁଡ଼ିଯାଇ ପ୍ରାଣ ହରାଇଥିବା ଆଶଙ୍କା କରାଯାଉଛି। ଅଧିକାରୀମାନେ ମୃତଦେହ କୂଳ ନିକଟରେ…

ଆଇଏମଏଫ ଋଣ ପାଇଁ ୧୯ ପ୍ରତିଶତ ସୁଧହାର ବୃଦ୍ଧି ଲାଗି ପ୍ରସ୍ତୁତ ପାକିସ୍ତାନ…

ଇସଲାମାବାଦ,୨୬।୨ : ଅନ୍ତର୍ଜାତୀୟ ମୁଦ୍ରା ପାଣ୍ଠି (ଆଇଏମଏଫ) ଦ୍ୱାରା ସ୍ଥିର ହୋଇଥିବା ଅନ୍ୟ ଏକ ସର୍ତ୍ତ ପୂରଣ ପାଇଁ ପାକିସ୍ତାନ ସରକାର ଧାର୍ଯ୍ୟ ସୁଧ ହାରକୁ ଦୁଇ ପ୍ରତିଶତ ବୃଦ୍ଧି କରିବାକୁ ରାଜି ହୋଇଛନ୍ତି। ସ୍ଥାନୀୟ ଗଣମାଧ୍ୟମର ରିପୋର୍ଟରେ ଏହି ସୂଚନା…

ପାକିସ୍ତାନରେ ଔଷଧ ସଙ୍କଟ, ୪-୫ ସପ୍ତାହରେ ଉତ୍କଟ ହେବ ସ୍ଥିତି…

ଇସଲାମାବାଦ,୨୬।୨ : ପାକିସ୍ତାନରେ ଚାଲିଥିବା ଆର୍ଥିକ ସଙ୍କଟ ସ୍ବାସ୍ଥ୍ୟସେବା ଉପରେ ଖରାପ ପ୍ରଭାବ ପକାଇଛି। ଏଠାରେ ଲୋକେ ଅତ୍ୟାବଶ୍ୟକ ଔଷଧ ପାଇଁ ସଂଘର୍ଷ କରୁଛନ୍ତି। ଦେଶରେ ବୈଦେଶିକ ମୁଦ୍ରା ଭଣ୍ଡାରର ଅଭାବ ପାକିସ୍ତାନର ଘରୋଇ ଉତ୍ପାଦନରେ ବ୍ୟବହୃତ ଅତ୍ୟାବଶ୍ୟକ ଔଷଧ କିମ୍ବା…

ରୁଷିଆ ବିରୋଧରେ ୟୁରୋପୀୟ ସଂଘର ନୂଆ କଟକଣା…

ମସ୍କୋ,୨୬।୨ : ରୁଷିଆ ଏବଂ ୟୁକ୍ରେନ ମଧ୍ୟରେ ଯୁଦ୍ଧ ହେବାର ବର୍ଷେ ବିତିଛି। କିନ୍ତୁ ଉଭୟ ପକ୍ଷ ପଛକୁ ହଟିବାକୁ ପ୍ରସ୍ତୁତ ନୁହନ୍ତି। ୟୁରୋପୀୟ ୟୁନିଅନ ମଧ୍ୟ ଏହାର ପ୍ରତିବନ୍ଧକ ହଟାଇବାକୁ ପ୍ରସ୍ତୁତ ନୁହେଁ। ୟୁରୋପୀୟ ୟୁନିଅନରୁ ପ୍ରତିବନ୍ଧକ ପ୍ରକ୍ରିୟା ଜାରି…

ରୁଷିଆ ବିରୋଧରେ ଦକ୍ଷିଣ କୋରିଆ: ଖୁସି ବ୍ୟକ୍ତ କଲେ ଜେଲେନସ୍କି

କିଭ୍‌,୨୬ା୨: ୟୁକ୍ରେନ ଉପରେ ରୁଷିଆ ଆକ୍ରମଣ କରିବା ବର୍ଷେ ପୂରଣ ହେବା ପରେ ଦକ୍ଷିଣ କୋରିଆ ରୁଷିଆ ବିରୋଧରେ ଠିଆ ହୋଇଛି। ଦକ୍ଷିଣ କୋରିଆ ଏନେଇ ୟୁକ୍ରେନକୁ ୧୩୦ ମିଲିୟନ ଡଲାର ମାନବିକ ସହାୟତା ପ୍ରଦାନ କରିବାକୁ ଯୋଜନା କରିଛି। ଫଳରେ…

ଟ୍ରମ୍ପଙ୍କୁ ହତ୍ୟା କରିବାକୁ ଚାହୁଁଛନ୍ତି ଇରାନର କମାଣ୍ଡର…

ଓ୍ବାଶିଂଟନ,୨୬।୨ : ଇରାନର ରିଭୋଲ୍ୟୁସାରୀ ଗାର୍ଡ ଏରୋସ୍ପେସ ଫୋର୍ସର ମୁଖ୍ୟ କମାଣ୍ଡର ଅମିରାଲି ହାଜିଜାଦେହ କହିଛନ୍ତି ସେ ଆମେରିକାର ପୂର୍ବତନ ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପଙ୍କୁ ହତ୍ୟା କରିବେ। ଇରାନ ନିଜର ନୂତନ କ୍ରୁଜ କ୍ଷେପଣାସ୍ତ୍ର ବିକଶିତ କରିଛି ଯାହାର ଲକ୍ଷ୍ୟ ଭେଦ…

ଦକ୍ଷିଣ କୋରିଆର ସୈନ୍ୟ ସହାୟତା ୟୁକ୍ରେନ୍‌ ପାଇଁ ଗୁରୁତ୍ୱପୂର୍ଣ୍ଣ ସାବ୍ୟସ୍ତ ହେବ: ଜେଲେନସ୍କି…

କିଭ୍‌,୨୬।୨ : ରୁଷିଆ ଆକ୍ରମଣର ବର୍ଷେ ବିତିବା ପରେ ଦକ୍ଷିଣ କୋରିଆ ୟୁକ୍ରେନକୁ ୧୩୦ ମିଲିୟନ ଡଲାର ମାନବିକ ସହାୟତା ପ୍ରଦାନ କରିବାକୁ ଯୋଜନା କରିଛି। ଏହାକୁ ଦୃଷ୍ଟିରେ ରଖି ୟୁକ୍ରେନ ରାଷ୍ଟ୍ରପତି ଭୋଲୋଡିମିର ଜେଲେନସ୍କି ଆଶା ପ୍ରକଟ କରିଛନ୍ତି ଯେ…

ପାଇପରୁ ଝରୁଥିଲା ପାଣି, ବିଲ ଆସିଲା ୧୫ ଲକ୍ଷ…

କାର୍ଡିଫ୍‌,୨୬।୨ : ୱେଲ୍ସର ଜଣେ ମହିଳା ତାଙ୍କ ପାଣି ବିଲ ଦେଖି ଆଶ୍ଚର୍ଯ୍ୟ ହୋଇଯାଇଛନ୍ତି। ଯଦିଓ ସେ ଭାବିଥିଲେ ଯେ ଏହି ବିଲ ନିଶ୍ଚିତ ଭାବରେ ଭୁଲ ଭାବରେ ଆସିଛି କିନ୍ତୁ ବିଲ ସଠିକ ଥିଲା। ପ୍ରକୃତରେ ଅଜଣା ଭାବେ ପାଇପରୁ…

ପୌଡେଲ ହେବେ ନେପାଳ ରାଷ୍ଟ୍ରପତି

କାଠମାଣ୍ଡୁ,୨୬।୨(ପି.ଟି.): ନେପାଳୀ କଂଗ୍ରେସର ବରିଷ୍ଠ ନେତା ରାମଚନ୍ଦ୍ର ପୌଡେଲ୍‌ ନେପାଳର ପରବର୍ତ୍ତୀ ରାଷ୍ଟ୍ରପତି ହେବାକୁ ଯାଉଛନ୍ତି। ପ୍ରଧାନମନ୍ତ୍ରୀ ପୁଷ୍ପ କମଲ ଦହଲ ‘ପ୍ରଚଣ୍ଡ’ଙ୍କ ସିପିଏନ୍‌-ମାଓଇଷ୍ଟ ସେଣ୍ଟର ସମେତ ୮ଟି ଦଳ ତାଙ୍କ ପ୍ରାର୍ଥତ୍ତ୍ୱକୁ ସମର୍ଥନ କରିଛନ୍ତି। ମାର୍ଚ୍ଚ ୯ରେ ହେବାକୁ ଥିବା…

ବାଇଡେନ ପାକିସ୍ତାନକୁ ସାମରିକ ସହାୟତା ଜାରି ରଖିଛନ୍ତି, ମୁଁ ରାଷ୍ଟ୍ରପତି ହେଲେ ଶତ୍ରୁଙ୍କୁ ସହାୟତା ହେବ ବନ୍ଦ: ନିକ୍କି ହାଲେ…

ଓ୍ବାଶିଂଟନ,୨୬।୨ : ଆମେରିକାର ରାଷ୍ଟ୍ରପତି ପଦ ପାଇଁ ନିଜକୁ ପ୍ରାର୍ଥୀ ଭାବେ ଘୋଷଣା କରିଥିବା ରିପବ୍ଲିକାନ ପାର୍ଟି ନେତା ନିକ୍କି ହାଲେତାଙ୍କ ନିର୍ବାଚନ ପ୍ରଚାର ପାଇଁ ପ୍ରସ୍ତୁତି ଆରମ୍ଭ କରିଛନ୍ତି। ସମ୍ପ୍ରତି, ଏକ ଅନୁସନ୍ଧାନରୁ ଏହା ଜଣାପଡିଛି ଯେ ଆମେରିକାରେ ତାଙ୍କୁ…

Advertisement
Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri