ଚାଇନା ବିମାନ କମ୍ପାନୀ ବିରୋଧରେ କଟକଣା ଜାରି କରିବାକୁ ଆମେରିକାର ଯୋଜନା…

ଓ୍ବାଶିଂଟନ,୧୯।୩ : ଆମେରିକାର ପରିବହନ ବିଭାଗ ଚାଇନାର ବିମାନ ଚଳାଚଳ କମ୍ପାନୀଙ୍କ ଦ୍ୱାରା ରୁଷିଆର ବାୟୁସେନାର ବନ୍ଦର ବ୍ୟବହାର ଉପରେ ପ୍ରତିବନ୍ଧକ ଲଗାଇବାକୁ ପ୍ରସ୍ତୁତ ହେଉଛି। ରାଷ୍ଟ୍ରପତି ଜୋ ବାଇଡେନଙ୍କ ପ୍ରଶାସନର ତିନିଜଣ ଅଧିକାରୀ ନ୍ୟୁୟର୍କ ଟାଇମ୍ସକୁ ଏହି ସୂଚନା ଦେଇଛନ୍ତି।

ଜାତୀୟ ସୁରକ୍ଷା ଦଳ ଏବଂ ଅନ୍ୟମାନଙ୍କୁ ଏକ ନିର୍ଦ୍ଦେଶ ଦିଆଯାଇଥିବା ଜଣାଯାଇଛି। ଏହି ନିର୍ଦ୍ଦେଶରେ ଚାଇନାର କମ୍ପାନୀଗୁଡିକ ଆମେରିକାର ବିମାନ କମ୍ପାନୀଗୁଡିକ ସମ୍ମୁଖୀନ ହେଉଥିବା ସମାନ ପ୍ରତିବନ୍ଧକକୁ ପାଳନ କରିବା ଆବଶ୍ୟକ ବୋଲି ଏଥିରେ ଉଲ୍ଲେଖ କରାଯାଇଛି।

ଆମେରିକାର ଶିଳ୍ପ ବାଣିଜ୍ୟ ଗୋଷ୍ଠୀ ଅନୁଯାୟୀ, ଆମେରିକା ସରକାରଙ୍କ ଏହି ନିଷ୍ପତ୍ତି ଆମେରିକାର ଏୟାରଲାଇନ୍ସ ଦ୍ୱାରା ଲେବିଂ କରିବାର ଫଳାଫଳ। ବାଣିଜ୍ୟ ଗୋଷ୍ଠୀ ଅନୁଯାୟୀ ଆମେରିକାର ଏୟାରଲାଇନ୍ସ କମ୍ପାନୀଗୁଡିକ ବାର୍ଷିକ ୨ ବିଲିୟନ ଡଲାର ପର୍ଯ୍ୟନ୍ତ ବଜାର ଅଂଶଧନ ହରାଉଛନ୍ତି। ରୁଷିଆ ଦେଇ ଯାଉଥିବା ଅନ୍ତର୍ଜାତୀୟ ପରିବହନକାରୀମାନେ ଆମେରିକାର ବିମାନ ବନ୍ଦରରେ ଅବତରଣ ନ କରିବାକୁ ବାଇଡେନ ପ୍ରଶାସନ ପଦକ୍ଷେପ ନେବାକୁ ଅନୁରୋଧ କରିଛି।


Enter your email to get our daily news in your inbox.

All Right Reserved By Dharitri.Com

ବ୍ରିଟିଶ ତେଲ ଟ୍ୟାଙ୍କରକୁ ଅପହରଣ ଉଦ୍ୟମ କରି ଅଡୁଆରେ ଇରାନ

ଦୁବାଇ,୧୧।୭: ତେଲ ଟ୍ୟାଙ୍କରକୁ ନେଇ ବ୍ରିଟେନ ଓ ଇରାନ ମଧ୍ୟରେ ଲାଗି ରହିଥିବା ବିବାଦ ମଧ୍ୟରେ ଏବେ ଇରାନ ଅଡୁଆରେ ପଡିଯାଇଛି। ବୁଧବାର ପର୍ସିୟାନ ଗଲ୍ଫ...

ଚାକିରି ହରାଉଛନ୍ତି କ୍ୟାପିଟୋଲ ଦଙ୍ଗାକାରୀ

ଓ୍ବାଶିଂଟନ,୮।୧: ଆମେରିକାର କ୍ୟାପିଟୋଲ ‌ ଦଙ୍ଗାରେ ଭାଗ ନେଇଥିବା ଦଙ୍ଗାକାରୀଙ୍କୁ ଗୋଟି ଗୋଟି କରି ଚିହ୍ନଟ କରାଯାଉଛି। ଆଉ ଚାକିରିରୁ ବିଦା କରାଯାଉଥିବା ଦର୍ଶାଇଛି ସିଏନ୍‌ଏନ୍‌ର...

ଦେବାଳିଆ ପାକିସ୍ତାନ: ମିଟିଂରେ ଚା’, ବିସ୍କୁଟ ଉପରେ ରୋକ ଲଗାଇଲେ ଇମ୍ରାନ ସରକାର

ଇସଲାମାବାଦ,୨୬।୮: ପାକିସ୍ତାନର ଅର୍ଥନୈତିକ ସ୍ଥିତି ସମ୍ପୂର୍ଣ୍ଣ ଦେବାଳିଆ ହୋଇପଡିଛି। ଭାରତଠାରୁ ବ୍ୟବସାୟିକ ସମ୍ପର୍କ ଛିନ୍ନ କରିବା ପରେ ଏହାର ପ୍ରଭାବ ବଜାର ଦର ଉପରେ ପଡିଛି।...

୨୨୨ ଆମେରିକୀୟଙ୍କୁ ମୁକ୍ତ କଲା ନିକାରଗୁଆ, ବୈଦେଶିକ ମନ୍ତ୍ରଣାଳୟ କହିଲା ଦୁଇ ଦେଶ ମଧ୍ୟରେ କଥାବାର୍ତ୍ତାର ରାସ୍ତା ଖୋଲିଲା

ୱାଶିଂଟନ,୧୦ ।୨: ମଧ୍ୟ ଆମେରିକା ଦେଶ ନିକାରଗୁଆ ଆମେରିକାର ୨୨୨ ଲୋକଙ୍କୁ ବନ୍ଦୀ ମୁକ୍ତ କରିଛି । ଆମେରିକା ବୈଦେଶିକ ମନ୍ତ୍ରଣାଳୟର ପ୍ରବକ୍ତା ନେଡ ପ୍ରାଇସ...

ପୁଣିଥରେ ୭.୮ ତୀବ୍ରତାର ଭୂକମ୍ପରେ ଥରିଲା ତୁର୍କି

ଅଙ୍କାରା,୬ ।୨: ପଶ୍ଚିମ ଏସିଆର କିଛି ଦେଶ ବିନାଶକାରୀ ଭୂକମ୍ପରେ ସୋମବାର ସକାଳେ ଥରି ଉଠିଛି । ତୁର୍କି ସମେତ ଚାରି ଦେଶ ଲେବାନନ, ସିରିଆ...

ରୁଷିଆ-ୟୁକ୍ରେନ ଯୁଦ୍ଧ ମଧ୍ୟରେ ଜି-୭ ଡକାଇଲା ଜରୁରୀ ବୈଠକ

କିଭ୍‌,୧୦।୧୦: ରୁଷିଆ ପୁଣିଥରେ ୟୁକ୍ରେନ ଉପରେ ଆକ୍ରମଣକୁ ଜୋରଦାର କରିଛି। ସୋମବାର ୟୁକ୍ରେନର ରାଜଧାନୀ କିଭ୍‌ ସମେତ ଅନେକ ସହର ଉପରେ ରୁଷିଆ ସୈନ୍ୟ ମିଶାଇଲ...

ଲୋକତନ୍ତ୍ର ଉପରେ ଚର୍ଚ୍ଚା ନେଇ ୧୧୦ ଦେଶକୁ ଆମନ୍ତ୍ରଣ,ଚାଇନା-ତୁର୍କୀ ବାହାର…

ଓ୍ବାଶିଂଟନ,୨୪।୧୧: ଲୋକତନ୍ତ୍ର ଉପରେ ଆଲୋଚନା ପାଇଁ ଆମେରିକା ୯ ଏବଂ ୧୦ ଡିସେମ୍ବରରେ ଏକ ଭର୍ଚୁଆଲ ଶିଖର ସମ୍ମିଳନୀ ଆୟୋଜନ କରିଛି। ଏଥିରେ ଯୋଗଦେବା ପାଇଁ...

ପୁଣି ଆତଙ୍କ,ଡେଲ୍ଟାଠାରୁ ୭୦ ଗୁଣା ତୀବ୍ରବେଗରେ ବ୍ୟାପିବ ଓମିକ୍ରନ୍‌…

ହଂକଂ, ୧୬।୧୨: ପୃଥିବୀରେ କରୋନା ମହାମାରୀର ନୂଆ ଭାରିଆଣ୍ଟ୍‌ ଓମିକ୍ରନ୍‌ ଯୋଗୁ ଆତଙ୍କ ସୃଷ୍ଟି ହୋଇଛି। ଏବେ ପ୍ରକାଶିତ ଏକ ନୂଆ ଗବେଷଣା ରିପୋର୍ଟରେ ଉଲ୍ଲେଖ...

Advertisement
Archives

Model This Week