ଅନ୍ତର୍ଜାତୀୟ

ଦୁର୍ବଳ ହୋଇଛି ଅଧା ଗଣତନ୍ତ୍ର

ଷ୍ଟକ୍‌ହୋମ୍‌,୧ା୧୨: ଥିଙ୍କଟ୍ୟାଙ୍କ ଇଣ୍ଟରନ୍ୟାଶନାଲ ଆଇଡିଆ ପକ୍ଷରୁ ମୋଟ ୧୭୩ଟି ଦେଶକୁ ନେଇ ସମୀକ୍ଷା କରାଯାଇଥିଲା। ୧୦୪ ଗଣତାନ୍ତ୍ରିକ ରାଷ୍ଟ୍ର ମଧ୍ୟରୁ ୫୨ ଦେଶ ଗଣତାନ୍ତ୍ରିକ ମୂଲ୍ୟବୋଧ ହରାଇ ବସିଛନ୍ତି। କେବଳ ଏସିଆରେ ୫୪% ଲୋକ ଗଣତାନ୍ତ୍ରିକ ରାଷ୍ଟ୍ରରେ ବସବାସ କରୁଛନ୍ତି। ଉକ୍ତ…

ବିଦ୍ୟାଳୟରେ ବିସ୍ଫୋରଣ: ୧୬ ମୃତ, ୨୪ ଆହତ

କାବୁଲ,୩୦ା୧୧: ପୁଣି ଥରେ ଆଫଗାନିସ୍ତାନରେ ଏକ ବଡ଼ ଧରଣର ବିସ୍ଫୋରଣ ଘଟିଛି। ଏହି ବିସ୍ଫୋରଣ ଆଇବାକ୍‌ ସହରର ଏକ ବିଦ୍ୟାଳୟରେ ଘଟିଛି। ଏହି ବିସ୍ଫୋରଣରେ ପ୍ରାୟ ୧୬ ଜଣଙ୍କର ମୃତ୍ୟୁ ଘଟିଥିବା ବେଳେ ଅତି କମ୍‌ରେ ୨୪ ଜଣ ଆହତ ହୋଇଛନ୍ତି।…

୩୨ ଦେଶରେ ସମଲିଙ୍ଗୀ ବିବାହକୁ ଆଇନଗତ ସ୍ବୀକୃତି, ଏହି ତାଲିକାରେ ରହିଛି…

ଓ୍ବାଶିଂଟନ,୩୦ା୧୧: ଦୁନିଆର ଅନେକ ଦେଶର ସରକାର ସମଲିଙ୍ଗୀ ବିବାହକୁ ଆଇନଗତ ସ୍ବୀକୃତି ଦେଇଛନ୍ତି। ସମଲିଙ୍ଗୀ ବିବାହକୁ ଆଇନଗତ ସ୍ବୀକୃତି ଦେଇଥିବା ଦେଶ ତାଲିକାରେ ବର୍ତ୍ତମାନ ଆମେରିକାର ନାମ ଯୋଡ଼ାଯାଇଛି। ଆଜି ଅର୍ଥାତ୍‌ ନଭେମ୍ବର ୩୦ରେ ସମଲିଙ୍ଗୀ ବିବାହକୁ ଆମେରିକାରେ ଆଇନଗତ ସ୍ବୀକୃତି…

ଚାଇନାର ପୂର୍ବତନ ରାଷ୍ଟ୍ରପତି ଜିଆଙ୍ଗ ଜେମିନଙ୍କ ପରଲୋକ…

ବେଜିଂ,୩୦।୧୧ : ଚାଇନାର ପୂର୍ବତନ ରାଷ୍ଟ୍ରପତି ଜିଆଙ୍ଗ ଜେମିନଙ୍କ ପରଲୋକ ଘଟିଛି। ମୃତ୍ୟୁ ବେଳକୁ ତାଙ୍କୁ ୯୬ ବର୍ଷ ହୋଇଥିଲା। ଚାଇନାର ରାଜ୍ୟ ଗଣମାଧ୍ୟମ ଅନୁଯାୟୀ ସେ ଲ୍ୟୁକେମିଆ ରୋଗରେ ପୀଡିତ ଥିଲେ। ଏହି କାରଣରୁ ତାଙ୍କ ଶରୀରର ଅନେକ ଅଙ୍ଗ…

ବିଟ୍ରେନରେ ଖ୍ରୀଷ୍ଟିଆନଙ୍କ ସଂଖ୍ୟା ହ୍ରାସ, ବଢ଼ିଲା ମୁସଲମାନଙ୍କ ସଂଖ୍ୟା…

ଲଣ୍ଡନ,୩୦।୧୧ : ପ୍ରଥମ ଥର ପାଇଁ ବିଟ୍ରେନରେ ଖ୍ରୀଷ୍ଟିଆନଙ୍କ ସଂଖ୍ୟା ହ୍ରାସ ପାଇଛି। ଅପରପକ୍ଷରେ ଦେଶରେ ମୁସଲମାନଙ୍କ ସଂଖ୍ୟା ବଢ଼ିବାରେ ଲାଗିଛି। ଜାରି ହୋଇଥିବା ଜନସଂଖ୍ୟା ରିପୋର୍ଟରୁ ଏହା ଜଣାପଡ଼ିଛି। ୨୦୨୧ରେ ୧୦ ବର୍ଷ ପରେ ହୋଇଥିବା ଜନଗଣନା ରିପୋର୍ଟରେ ଏହା…

ବଢ଼ିଲା ଉତ୍ତେଜନା: ଦକ୍ଷିଣ କୋରିଆ ବାୟୁ ସୀମାରେ ଚାଇନା-ରୁଷିଆ ଯୁଦ୍ଧ ବିମାନ…

ସିଓଲ,୩୦।୧୧ : ଦକ୍ଷିଣ କୋରିଆ, ଚାଇନା ଏବଂ ରୁଷିଆ ମଧ୍ୟରେ ତିକ୍ତତା ବୃଦ୍ଧି ପାଇବାର ଆଶଙ୍କା ସୃଷ୍ଟି ହୋଇଛି। ଖବର ମୁତାବକ ଚାଇନା ଏବଂ ରୁଷିଆର ଯୁଦ୍ଧ ବିମାନ ଦକ୍ଷିଣ କୋରିଆର ବାୟୁ ପ୍ରତିରକ୍ଷା ଜୋନରେ ପ୍ରବେଶ କରିଛି। ଦକ୍ଷିଣ କୋରିଆର…

କ୍ୱେଟାରେ ଆତଙ୍କବାଦୀ ଆକ୍ରମଣ: ୩ମୃତ, ୨୪ରୁ ଊର୍ଦ୍ଧ୍ୱ ଆହତ

କ୍ୱେଟା,୩୦।୧୧: ପାକିସ୍ତାନରେ ପୋଲିସ ଟ୍ରକ ଉପରେ ଆତଙ୍କବାଦୀ ଆକ୍ରମଣ ହୋଇଛି। ଏହି ଆକ୍ରମଣରେ ୩ପୋଲିସ କର୍ମଚାରୀଙ୍କ ମୃତ୍ୟୁ ଘଟିଛି। ଏଥିସହ ୨୦ଜଣ ପୋଲିସ କର୍ମଚାରୀଙ୍କ ସମେତ ୨୪ଜଣ ଆହତ ହୋଇଥିବା ସୂଚନା ରହିଛି। ସୂଚନାଯୋଗ୍ୟ, ବୁଧବାର ସକାଳେ କୁଚଲକ ବାଇପାସ ଦେଇ…

ଜ୍ୟାକ ମା’ ଚାଇନା ଛାଡ଼ିବେ, ୬ ମାସ ଧରି ରହୁଥିଲେ ଟୋକିଓରେ !…

ବେଜିଂ,୩୦।୧୧ : ଦୀର୍ଘ ସମୟ ପରେ ଚାଇନାର ବିଲିୟନେୟାର ତଥା ଇ-କମର୍ସ ଜ୍ୟାଣ୍ଟ ଆଲିବାବାଙ୍କ ପ୍ରତିଷ୍ଠାତା ଜ୍ୟାକ ମା’ଙ୍କ ବିଷୟରେ କୌଣସି ଖବର ଆସି ନଥିଲା। ଏକ ଗଣମାଧ୍ୟମର ରିପୋର୍ଟରେ କୁହାଯାଇଛି ଯେ ବିଲିୟନେୟାର ଜ୍ୟାକ ମା ଗତ ୬ମାସ ଧରି…

ମହାକାଶ ଷ୍ଟେଶନରେ ପହଞ୍ଚିଲେ ୩ ଚାଇନା ମହାକାଶ ଯାତ୍ରୀ…

ବେଜିଂ,୩୦।୧୧ : ଚାଇନା ମଙ୍ଗଳବାର ତିନି ମହାକାଶଚାରୀଙ୍କୁ ଏହାର ନିର୍ମାଣାଧୀନ ସ୍ପେସ ଷ୍ଟେଶନକୁ ମହାକାଶଯାନରେ ପଠାଇଥିଲା। ରିପୋର୍ଟ ଅନୁସାରେ ଏହି କ୍ରୁ ସ୍ପେସ ଷ୍ଟେଶନରେ ପୂର୍ବରୁ ଉପସ୍ଥିତ ଥିବା ଅନ୍ୟ ତିନି ଜଣ ମହାକାଶଚାରୀଙ୍କୁ ଭେଟିଛନ୍ତି। ବିଦ୍ୟମାନ ମହାକାଶଚାରୀମାନେ ନୂତନ ମହାକାଶଚାରୀମାନଙ୍କୁ…

ସମଲିଙ୍ଗି ବିବାହ ବିଲ ପାସ୍‌, ବାଇଡେନ କହିଲେ ‘ପ୍ରେମ- କେବଳ ପ୍ରେମ ହୋଇଥାଏ…’

ୱାଶିଂଟନ,୩୦ ।୧୧: ଶେଷର ଆମେରିକାରେ ସମଲିଙ୍ଗି ବିବାହ(ସେମ ସେକ୍ସ ମ୍ୟାରେଜ ବିଲ)କୁ ମଞ୍ଜୁରୀ ଦେବାକୁ ଥିବା ବିଧେୟକ ମଙ୍ଗଳବାର ପାରିତ ହୋଇଛି ବା ଏହି ବିଲ ପାସ୍ ହୋଇଛି । କିଛି ଦଶକ ହେବ ଆମେରିକାରେ ସମଲିଙ୍ଗି ବିବାହ ବିବାଦର ବିଷୟ…

ଆନ୍ଦୋଳନ ପରେ ଚାଇନାର ସହରରେ ପୋଲିସ ଛାଉଣୀ

ସାଂଘାଇ,୩୦।୧୧: ଚାଇନାରେ ଜିରୋ-କୋଭିଡ୍‌ ନୀତିକୁ ବିରୋଧ କରି ବିଭିନ୍ନ ସହରରେ ଆନ୍ଦୋଳନ ଜାରି ରହିଥିବାବେଳେ ରାଜନୈତିକ ସ୍ବାଧୀନତା ପ୍ରଦାନ ସହ ଲକ୍‌ଡାଉନ୍‌ କଟକଣା ହଟାଇବା ଦାବିରେ ଦେଶବ୍ୟାପୀ ର଼୍ୟାଲି ନିମନ୍ତେ ଆହ୍ବାନ ଦିଆଯାଇଛି। ଏହାକୁ ଦୃଷ୍ଟିରେ ରଖି ଶି ଜିନ୍‌ପିଙ୍ଗ୍‌ ସରକାର…

୧,୫୦୦ ଅଫିସରଙ୍କୁ ହରେଇଲାଣି ରୁଷିଆ

ମସ୍କୋ,୩୦।୧୧: ରୁଷିଆ-ୟୁକ୍ରେନ୍‌ ଯୁଦ୍ଧ ୯ ମାସରୁ ଊର୍ଦ୍ଧ୍ୱ ଦିନ ଧରି ଚାଲିଛି। ଉଭୟ ଦେଶ ଏହାଦ୍ୱାରା ପ୍ରଭାବିତ ହୋଇଥିବାବେଳେ ଏହାର ନକାରାତ୍ମକ ପ୍ରଭାବ ସମଗ୍ର ବିଶ୍ୱରେ ପଡ଼ିଛି। ତେବେ ସୋସିଆଲ ମିଡିଆ ଜାଏଣ୍ଟ ଟୁଇଟର ଏବଂ ଅନ୍ୟ ସାମାଜିକ ଗଣମାଧ୍ୟମରୁ ସଂଗୃହୀତ…

Advertisement
Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri