ପୃଥିବୀ ପାଇଁ ଲାଭଦାୟକ ହେବ ପ୍ଲାଷ୍ଟିକ ବର୍ଜ୍ୟ, ବାୟୋଚାରରେ ହେବ ପରିଣତ…
ଓ୍ବାଶିଂଟନ,୧୮।୧ : ବୈଜ୍ଞାନିକମାନେ ଏପରି ଏକ ଟେକ୍ନୋଲୋଜି ବିକଶିତ କରିଛନ୍ତି ଯାହା ପ୍ଲାଷ୍ଟିକ ବର୍ଜ୍ୟବସ୍ତୁକୁ ବାୟୋଚାରରେ ପରିଣତ କରିପାରିବ। ଏହା ମାଟିର ଉର୍ବରତା ବୃଦ୍ଧି କରିବାରେ ସହାୟକ ହେବ। ଫଳରେ ପ୍ଲାଷ୍ଟିକ ବର୍ଜ୍ୟବସ୍ତୁ ଯୋଗୁ ଆଗାମୀ ସମୟରେ ପ୍ରକୃତି ପାଇଁ ବିପଦ…
୫୦ ବର୍ଷ ମଧ୍ୟରେ ଦ୍ୱିତୀୟ ଥର ପାଇଁ ଚାଇନା ଅର୍ଥନୀତି ଟଳମଳ…
ବେଜିଂ,୧୮।୧ : ଶୂନ କୋଭିଡ ନୀତି ଏବଂ ରିଅଲ ଇଷ୍ଟେଟ ବଜାରରେ ବ୍ୟାପକ ହ୍ରାସ ଯୋଗୁ ୨୦୨୨ ମସିହାରେ ଚାଇନା ଅର୍ଥନୀତିର ଗତି ମାତ୍ର ତିନି ପ୍ରତିଶତକୁ ଖସି ଆସିଛି। ୧୯୪୭ ପରେ ଗତ ୫୦ ବର୍ଷ ମଧ୍ୟରେ ଏହା ହେଉଛି…
ପାକିସ୍ତାନକୁ ବିପଦ ମଣୁଛି ତାଲିବାନ…
କାବୁଲ,୧୮।୧ : ଆଫଗାନିସ୍ତାନରେ ଶାସନ କରୁଥିବା ତାଲିବାନ ପ୍ରଥମ ଥର ପାଇଁ ପାକିସ୍ତାନକୁ ବିପଦ ଭାବେ ମଣୁଛି। ତାଲିବାନ ୨୦୦୨ରୁ ୨୦୨୧ ପର୍ଯ୍ୟନ୍ତ ପାକିସ୍ତାନକୁ ଏକ ସୁରକ୍ଷିତ ସ୍ଥାନ ଭାବରେ ବିବେଚନା କରିଥିଲା। ସ୍ବତନ୍ତ୍ର ଗଣାମାଧ୍ୟମ ପ୍ରତିନିଧି ବିଲାଲ ସୌରଭି ଏକ…
ଗ୍ରେଟା ଥନବର୍ଗ ଗିରଫ…
ବର୍ଲିନ,୧୮।୧ : ଜର୍ମାନୀର ଲୁଟେଜରାଥରେ ଏକ କୋଇଲା ଖଣି ସମ୍ପ୍ରସାରଣକୁ ବିରୋଧ କରି ଜଳବାୟୁ କାର୍ଯ୍ୟକର୍ତ୍ତା ଗ୍ରେଟା ଥନବର୍ଗଙ୍କୁ ମଙ୍ଗଳବାର ପୋଲିସ ଗିରଫ କରିଛି। ଗ୍ରେଟାଙ୍କ ସହ ପୋଲିସ ଅନ୍ୟ ଜଳବାୟୁ କାର୍ଯ୍ୟକର୍ତ୍ତାଙ୍କୁ ମଧ୍ୟ ଅଟକ ରଖିଥିଲା। ତେବେ କିଛି ସମୟ…
ଗ୍ରୀନକାର୍ଡ ଆବେଦନକାରୀଙ୍କୁ ପ୍ରିମିୟମ ସୁବିଧା: ଘୋଷଣା କଲେ ବାଇଡେନ ସରକାର…
ଓ୍ବାଶିଂଟନ,୧୮।୧ : ଯେଉଁମାନେ ଆମେରିକାରେ ସ୍ଥାୟୀ ଭାବରେ ସ୍ଥିର ହେବାର ସ୍ବପ୍ନ ଦେଖୁଛନ୍ତି ସେମାନଙ୍କ ପାଇଁ ଏକ ଖୁସି ଖବର ଆସିଛି। ରାଷ୍ଟ୍ରପତି ଜୋ ବାଇଡେନଙ୍କ ପ୍ରଶାସନ ପ୍ରିମିୟମ ସୁବିଧାକୁ କେତେକ ଗୁରୁତ୍ୱପୂର୍ଣ୍ଣ ବର୍ଗ ଗ୍ରୀନ କାର୍ଡ ଆବେଦନକାରୀ ଏବଂ ନିର୍ଦ୍ଦିଷ୍ଟ…
ରାଷ୍ଟ୍ରପତି ଭବନ ହିଂସାକାଣ୍ଡ: ୪୦ ସୁରକ୍ଷାକର୍ମୀଙ୍କୁ ନିଲମ୍ବିତ କଲେ ଲୁଲା…
ବ୍ରାସିଲିଆ,୧୮।୧ : ଜାନୁଆରୀ ୮ ରେ ସରକାରୀ ଅଟ୍ଟାଳିକାକୁ ନଷ୍ଟ କରିବା ଏବଂ ହିଂସା ଘଟଣାରେ ବ୍ରାଜିଲ ରାଷ୍ଟ୍ରପତି ଲୁଇଜ ଇନାସିଓ ଲୁଲା ଡା ସିଲଭା କଡ଼ା କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିଛନ୍ତି। ବିକ୍ଷୋଭକାରୀଙ୍କ ବିରୋଧରେ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବାରେ ବିଫଳ ହୋଇ…
ଆଫଗାନିସ୍ତାନ ପରେ ଏବେ ପାକିସ୍ତାନ ପାଳି: ଅଣ-ନାଟୋ ସହଯୋଗୀ ମାନ୍ୟତା ହଟାଇ ପାରେ ଆମେରିକା…
ଓ୍ବାଶିଂଟନ,୧୮।୧ : ଆଫଗାନିସ୍ତାନ ପରେ ଆମେରିକା ବର୍ତ୍ତମାନ ପାକିସ୍ତାନରୁ ଅଣ-ନାଟୋ ସହଯୋଗୀ ମାନ୍ୟତା ପ୍ରତ୍ୟାହାର କରିବାକୁ ଚିନ୍ତା କରୁଛି। ଜଣେ ଆମେରିକୀୟ ସାଂସଦ ପ୍ରତିସଭାରେ ଏ ସମ୍ପର୍କରେ ଏକ ବିଲ ଆଗତ କରିଛନ୍ତି। ଆମେରିକାର ସାଂସଦ ଆଣ୍ଡି ବିଗବସ ଏହି ବିଲ…
ଆଫଗାନିସ୍ତାନରରେ ଶରିୟତ ଆଇନ: ଦୋଷୀଙ୍କ ହାତ କଟା ଗଲା-ବର୍ଷିଲା କୋରଡା ମାଡ଼…
କାବୁଲ,୧୮।୧ : ତାଲିବାନ ଆଫଗାନିସ୍ତାନରେ କ୍ଷମତା ଦଖଲ କରିବାର ପ୍ରାୟ ଦେଢ଼ ବର୍ଷ ବିତିଗଲାଣି। କ୍ଷମତା ଦଖଲ କରିବା ପରେ ତାଲିବାନ ବିଶ୍ୱକୁ ପ୍ରତିଶ୍ରୁତି ଦେଇଥିଲା ଯେ ବର୍ତ୍ତମାନ ପରିବର୍ତ୍ତିତ ତାଲିବାନକୁ ବିଶ୍ୱ ଦେଖିବାକୁ ମିଳିବ, କିନ୍ତୁ ତାଲିବାନ କ୍ଷମତା ହାସଲ…
ପୃଥିବୀର ବୟସ୍କା ମହିଳାଙ୍କ ପରଲୋକ, ମୃତ୍ୟୁ ବେଳକୁ ୧୧୮ ବର୍ଷରେ…
ପ୍ୟାରିସ,୧୮।୧ : ଦୁନିଆର ସର୍ବ ପୁରାତନ ମହିଳା ଫ୍ରେଞ୍ଚ ନନ ଲୁସିଲ ରାଣ୍ଡନଙ୍କର ମଙ୍ଗଳବାର ଦେହାନ୍ତ ହୋଇଛି। ସେ ୧୧୮ବର୍ଷ ବୟସରେ ଫ୍ରାନ୍ସର ଟୁଲନ ସହରରେ ଶେଷ ନିଶ୍ୱାସ ତ୍ୟାଗ କରିଛନ୍ତି। ରାଣ୍ଡନଙ୍କ ମୁଖପାତ୍ର ଡେଭିଡ ଟାଭେଲା କହିଛନ୍ତି ଯେ ମଙ୍ଗଳବାର…
ମୃତ୍ୟୁ ପ୍ରମାଣପତ୍ରରେ କରୋନା ନ ଲେଖିବାକୁ ଡାକ୍ତରଙ୍କୁ ନିର୍ଦ୍ଦେଶ…
ବେଜିଂ,୧୮।୧ : ଚାଇନାରେ କରୋନା ମହାମାରୀ ଯୋଗୁଁ ଅବସ୍ଥା ଅସମ୍ଭାଳ ହେବାରେ ଲାଗିଛି। ଏଭଳି ପରିସ୍ଥିତିରେ ଚାଇନା ସରକାର ପରିସ୍ଥିତିକୁ ଲୁଚାଇବା ପାଇଁ ପ୍ରତ୍ୟେକ କୌଶଳ ଅବଲମ୍ବନ କରୁଛନ୍ତି। ସର୍ବଶେଷ କ୍ରମରେ ଚାଇନା ସରକାର ସମସ୍ତ ଡାକ୍ତରଙ୍କୁ ପରାମର୍ଶ ଦେଇଛନ୍ତି ଯେ…
ନାବାଳିକାଙ୍କ ଜବରଦସ୍ତ ବିବାହ ବନ୍ଦ କର
ଇସ୍ଲାମାବାଦ,୧୮।୧(ଆଇଏଏନ୍ଏସ୍): ଧର୍ମୀୟ ସଂଖ୍ୟାଲଘୁଙ୍କୁ ନ୍ୟାୟ ପ୍ରଦାନରେ ପାକିସ୍ତାନ କ୍ରମାଗତ ଭାବେ ବିଫଳ ହୋଇଆସିଛି। ସେଠାରେ ସଂଖ୍ୟାଲଘୁ ସମ୍ପ୍ରଦାୟର ନାବାଳିକାମାନଙ୍କୁ ବଳପୂର୍ବକ ଧର୍ମ ପରିବର୍ତ୍ତନ କରାଯିବା ସହ ସେମାନଙ୍କୁ ଦୁଇଗୁଣ ବୟସର ପୁରୁଷଙ୍କ ସହ ବିବାହ କରିଦିଆଯାଉଛି। ପାକିସ୍ତାନରେ ନାବାଳିକା ଅପହରଣ ଓ…
ଚାଇନା ଜନସଂଖ୍ୟାରେ ହ୍ରାସ
ହଂକଂ,୧୮।୧: ୧୯୬୧ ମସିହା ପରଠାରୁ ପ୍ରଥମ ଥର ପାଇଁ ବିଶ୍ୱର ସବୁଠୁ ଜନବହୁଳ ରାଷ୍ଟ୍ର ଚାଇନାର ଲୋକସଂଖ୍ୟା କମିଛି। ଚାଇନାର ଜନସଂଖ୍ୟା ୧.୪୧୨୬୦ ବିଲିୟନ୍ରୁ ଗତବର୍ଷ ୧.୪୧୧୭୫ ବିଲିୟନକୁ ଖସିଥିବା ଜାତୀୟ ପରିସଂଖ୍ୟାନ ବ୍ୟୁରୋ ପକ୍ଷରୁ ମଙ୍ଗଳବାର କୁହାଯାଇଛି। ରିପୋର୍ଟ ଅନୁସାରେ,…
Archives


