ଘର ଶିଡ଼ିରୁ ଖସି ପଡ଼ିଲେ ପୁଟିନ୍…
ମସ୍କୋ,୪।୧୨ : ରୁଷିଆର ରାଷ୍ଟ୍ରପତି ୭୦ ବର୍ଷ ବୟସ୍କ ଭ୍ଲାଦିମିର ପୁଟିନଙ୍କ ସ୍ବାସ୍ଥ୍ୟକୁ ନେଇ ଅନେକ କଳ୍ପନାଜଳ୍ପନା ଚାଲିଛି। କେତେକ ରିପୋର୍ଟରେ ତାଙ୍କୁ କର୍କଟ ରୋଗରେ ପୀଡିତ ଥିବା କୁହାଯାଇଛି, ଯାହା କ୍ରେମଲିନ ଦ୍ୱାରା ପ୍ରମାଣିତ ହୋଇନାହିଁ କିମ୍ବା ଅସ୍ବୀକାର କରାଯାଇ…
୧୦ ବର୍ଷ ପୂର୍ବରୁ ହାର୍ଟ ଆଟାକର ସତର୍କ ସୂଚନା ଦେବ ଏଆଇ ଜ୍ଞାନକୌଶଳ : ଗବେଷଣା ରିପୋର୍ଟ…
ଜେନେଭା,୪।୧୨ : ବିଶ୍ୱ ସୱାସ୍ଥ୍ୟ ସଂଗଠନ ଅନୁଯାୟୀ ହାର୍ଟ ଆଟାକ ସାରା ବିଶ୍ୱରେ ମୃତ୍ୟୁର ମୁଖ୍ୟ କାରଣ ପାଲଟିଛି। ଆକଳନ କରାଯାଏ ଯେ ହାର୍ଟ ଆଟାକ ଯୋଗୁ ପ୍ରତିବର୍ଷ ପ୍ରାୟ ୧ କୋଟି ୭୮ ଲକ୍ଷ ଲୋକଙ୍କର ମୃତ୍ୟୁ ଘଟିଥାଏ। ଏହି…
ୟୁକ୍ରେନ ହାରିଲେ ୟୁରୋପ ସମେତ ଆମେରିକା ହେବ ପ୍ରଭାବିତ…
ମସ୍କୋ/କ୍ୱିଭ୍,୪।୧୨ : ୟୁରୋପୀୟ ଆୟୋଗର ସଭାପତି ଉର୍ସୁଲା ଭନ ଡେର୍ ଲେଏନଙ୍କ ରୁଷିଆ ସହିତ ଯୁଦ୍ଧରେ ଏକ ଲକ୍ଷ ୟୁକ୍ରେନ ସୈନିକ ଏବଂ ୨୦ ହଜାର ସାଧାରଣ ନାଗରିକ ପ୍ରାଣ ହରାଇଛନ୍ତି ବୋଲି ପାଶ୍ଚାତ୍ୟ ଦେଶର ଲୋକମାନେ ଏପର୍ଯ୍ୟନ୍ତ ଉଦ୍ଧାର ହୋଇପାରି…
ଆମେରିକା ସ୍କୁଲରେ ମୋବାଇଲ ମନା…
ମାସାଚୁସେଟ୍ସ,୪।୧୨ : ଆମେରିକାର ମାସାଚୁସେଟ୍ସର ବକ୍ସଟନ ହାଇସ୍କୁଲରେ ମୋବାଇଲ ଫୋନ ବ୍ୟବହାର ସମ୍ପୂର୍ଣ୍ଣ ନିଷେଧ କରାଯାଇଛି। ବିଦ୍ୟାଳୟ ପରିଚାଳନା ଦ୍ୱାରା ଜାରି କରାଯାଇଥିବା ଆଦେଶରେ ଛାତ୍ର, ଶିକ୍ଷକ ଏବଂ ଅନ୍ୟ କର୍ମଚାରୀମାନେ ୧୪ ଏକର କ୍ୟାମ୍ପସରେ ମୋବାଇଲ ଫୋନ ବ୍ୟବହାର କରିବାକୁ…
ଜି-୨୦ ମାଧ୍ୟମରେ ବିଶ୍ୱଶାନ୍ତି ପାଇଁ ସମସ୍ତ ଦେଶକୁ ଏକଜୁଟ କରିବେ ମୋଦି : ଫ୍ରାନ୍ସ ରାଷ୍ଟ୍ରପତିଙ୍କ ଟୁଇଟ…
ନୂଆଦିଲ୍ଲୀ/ପ୍ୟାରିସ,୪।୧୨ : ଭାରତ ଜି -୨୦ର ଅଧ୍ୟକ୍ଷ ହେବା ପରେ ଫ୍ରାନ୍ସର ରାଷ୍ଟ୍ରପତି ଇମାନୁଏଲ ମାକ୍ରୋନ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ସହ ନିଜର ଏକ ଫଟୋ ଟୁଇଟରରେ ଶେୟାର କରିଛନ୍ତି। ସେ ନିଜ ଟୁଇଟରେ ପ୍ରଧାନମନ୍ତ୍ରୀ ମୋଦିଙ୍କୁ ପ୍ରଶଂସା କରିଛନ୍ତି। ଭାରତ…
୩୦୦ ଲୋକଙ୍କ ମୃତ୍ୟୁ ପରେ ମୁଣ୍ଡ ନୋଇଲେ ଇରାନ ସରକାର, ୪୦ ବର୍ଷ ପୁରୁଣା ହିଜାବ ଆଇନ ବଦଳାଇବାକୁ ପ୍ରସ୍ତୁତି ଆରମ୍ଭ…
ତେହେରାନ,୪।୧୨ : ଦୁଇ ମାସରୁ ଇରାନରେ ହିଜାବ ବିରୋଧୀ ଆନ୍ଦୋଳନରେ ଏପର୍ଯ୍ୟନ୍ତ ଶହ ଶହ ଲୋକ ପ୍ରାଣ ହରାଇଛନ୍ତି। ବର୍ତ୍ତମାନ ଇରାନର ଇସଲାମ ସରକାର ଲୋକଙ୍କ ଦାବି ଆଗରେ ମୁଣ୍ଡ ନୋଇବାକୁ ପ୍ରସ୍ତୁତ ହେବାକୁ ଯାଉଛନ୍ତି। ଖବର ଅନୁଯାୟୀ ସରକାର ନତମସ୍ତକ…
ଉନ୍ନତ ଟିକା ବ୍ୟବହାର କରିବାକୁ ଚାହୁଁନାହାନ୍ତି ଜିନ୍ପିଙ୍ଗ୍: ଆମେରିକା
ଓ୍ବାଶିଂଟନ,୪ା୧୨: ଆମେରିକାର ନ୍ୟାଶନାଲ ଇଣ୍ଟେଲିଜେନ୍ସର ନିର୍ଦ୍ଦେଶକ ଏଭ୍ରିଲ୍ ହେନ୍ସ କହିଛନ୍ତି, ଯଦିଓ ନିକଟରେ ହୋଇଥିବା ବିରୋଧ କମ୍ୟୁନିଷ୍ଟ ଦଳର ଶାସନକୁ ବିପଦରେ ପକାଉ ନାହିଁ, ତଥାପି ଶି’ ଜିନ୍ପିଙ୍ଗଙ୍କ ବ୍ୟକ୍ତିଗତ ସ୍ଥିତିକୁ ପ୍ରଭାବିତ କରିପାରନ୍ତି। ଶି’ଙ୍କ ଜିରୋ-କୋଭିଡ୍ ନୀତି ତୀବ୍ର ଅର୍ଥନୈତିକ…
ହଣ୍ଟର ବାଇଡେନ୍ଙ୍କ ଲାପ୍ଟପ୍ ଷ୍ଟୋରି, ଚର୍ଚ୍ଚାରେ ୨ ଭାରତୀୟ ବଂଶୋଦ୍ଭବ
ସାନ୍ ଫ୍ରାନ୍ସସିସ୍କୋ,୪।୧୨(ପି.ଟି./ଆଇଏଏନ୍ଏସ୍): ବିଶ୍ୱର ସବୁଠୁ ଧନୀ ତଥା ଟୁଇଟର ସିଇଓ ଏଲନ୍ ମସ୍କ ଭାରତୀୟ ବଂଶୋଦ୍ଭବ ଡେମୋକ୍ରାଟ୍ ରୋ ଖାନ୍ନାଙ୍କୁ ପ୍ରଶଂସା କରି ସୋସିଆଲ ମିଡିଆ ସାଇଟ୍ର କେତେକ ଭିତିରି ଫାଇଲକୁ ଜାରି କରିଛନ୍ତି। ୨୦୨୦ ଆମେରିକା ରାଷ୍ଟ୍ରପତି ନିର୍ବାଚନ ଅବ୍ୟବହିତ…
ଜିରୋ-କୋଭିଡ୍ ନୀତି ହଟିଲେ ୨୦ ଲକ୍ଷଙ୍କ ଘଟିପାରେ ମୃତ୍ୟୁ
ବେଜିଂ,୪।୧୨: ଚାଇନା ରାଷ୍ଟ୍ରପତି ଶି ଜିନ୍ପିଙ୍ଗ୍ଙ୍କ ଜିରୋ-କୋଭିଡ୍ ନୀତିକୁ ବିରୋଧକରି ସପ୍ତାହେ ହେଲା ଦେଶରେ ବିକ୍ଷୋଭ ଜାରି ରହିଛି। ୧୯୮୯ ଟିଆନାନ୍ମେନ୍ ସ୍କୋୟାର ବିକ୍ଷୋଭ ପରେ ଗତ ୩୩ ବର୍ଷ ମଧ୍ୟରେ ଚାଇନାରେ ଏଭଳି ବିକ୍ଷୋଭ କେବେ ଦେଖାଯାଇ ନ ଥିଲା।…
ଭାରତ ବିରୋଧରେ ବିଷ ଓଗାଳିଲେ ପାକ ସେନା ମୁଖ୍ୟ ଅସିମ ମୁନିର
ଇସଲାମାବାଦ,୪ ।୧୨: ପାକିସ୍ତାନର ନବ ନିଯୁକ୍ତ ସେନା ମୁଖ୍ୟ (ସିଓଏଏସ) ଜେନରାଲ ଅସିମ ମୁନିର ଭାରତ ବିରୋଧରେ ବିଷ ଓଗାଳିଛନ୍ତି । ଜେନରାଲ ଅସିମ ମୁନିର ଶନିବାର (୩ ଡିସେମ୍ବର) ଏକ ଉସକାଇବା ଭଳି ବୟାନ ଦେଇଛନ୍ତି । ସେ କହିଛନ୍ତି…
ଗୁଗଲର ଆର୍ଥିକ ସହାୟତା, ଶିକ୍ଷାର୍ଥୀଙ୍କୁ ୭୫ ହଜାର ଟଙ୍କାର ଛାତ୍ରବୃତ୍ତି…
ଓ୍ବାଶିଂଟନ,୩।୧୨ : ଗ୍ରାଜୁଏଶନରେ ଅଧ୍ୟୟନ କରୁଥିବା ଶିକ୍ଷାର୍ଥୀଙ୍କ ପାଇଁ ଖୁସି ଖବର ଆସିଛି। ଗୁଗଲ ସେମାନଙ୍କୁ ଆର୍ଥିକ ସାହାଯ୍ୟ କରିବାକୁ ଯାଉଛି। ଗୁଗୁଲ ନିର୍ଦ୍ଦିଷ୍ଟ ସର୍ତ୍ତରେ ଶିକ୍ଷାର୍ଥୀମାନଙ୍କୁ ପ୍ରାୟ ୭୫ ହଜାର ଟଙ୍କାର ଛାତ୍ରବୃତ୍ତି ପ୍ରଦାନ କରିବ। ଛାତ୍ରବୃତ୍ତି ପାଇଁ ଆବେଦନ…
ଓପନ ଓ୍ବାର୍କ ପରିମିଟ ଘୋଷଣା କଲେ କାନାଡା ସରକାର : ଭାରତୀୟଙ୍କ ପାଇଁ ସୁଯୋଗ…
ଓଟଓ୍ବା/ନୂଆଦିଲ୍ଲୀ,୩।୧୨ : କାନାଡାର ଓପନ ୱାର୍କ ପରିମିଟ (ଓଡବ୍ଲୁପି) ଧାରକମାନଙ୍କ ପାଇଁ ଏକ ଖୁସି ଖବର ଆସିଛି। ବାସ୍ତବରେ ସରକାର ଖୋଲା କାର୍ଯ୍ୟ ଅନୁମତି ବିସ୍ତାର କରିବାକୁ ଯାଉଛନ୍ତି। ଓଡବ୍ଲୁପି ଧାରକଙ୍କ ପରିବାରକୁ ଏକାଠି ରଖିବା ପାଇଁ ସମସ୍ତ ଅସ୍ଥାୟୀ ବିଦେଶୀ…
Archives


