ଅନ୍ତର୍ଜାତୀୟ

କଶ୍ମୀରରେ ଜି -୨୦ ବୈଠକ ବାତିଲ ପାଇଁ ଚାଇନା-ତୁର୍କୀ-ସୌଦିର ସହାୟତା ଲୋଡିଲା ପାକିସ୍ତାନ…

ଇସଲାମାବାଦ,୨୭।୩ : ଜି -୨୦ ଉପରେ ଅଧ୍ୟକ୍ଷତା କରୁଥିବା ଭାରତ ଆସନ୍ତା ମାସରେ ଜମ୍ମୁ-କଶ୍ମୀରରେ ସଂସ୍କୃତି ଉପରେ ଜି-୨୦ ବୈଠକ ଆୟୋଜନ କରିବ। ତେବେ ଭାରତ ପାଇଁ ବୈଠକ ଆୟୋଜନ ଟିକେ କଷ୍ଟସାଧ୍ୟ ହୋଇପାରେ। କାରଣ ପାକିସ୍ତାନ ପୂର୍ବରୁ ଭାରତ ସରକାରଙ୍କ…

ପାଣିରେ ଭାସିଲା ୨୦୦ ବ୍ୟାରେଲ ତେଲ

ଲଣ୍ଡନ,୨୭ା୩: ଦକ୍ଷିଣ ଇଂଲଣ୍ଡର ହ୍ରଦ ହାର୍ବରରେ ୨୦୦ ବ୍ୟାରେଲ୍‌ ତେଲ ପାଣିରେ ଭାସୁଛି। ଆଙ୍ଗ୍ଲୋ-ଫ୍ରେଞ୍ଚ ତୈଳ କମ୍ପାନୀ ପେରେଙ୍କୋର ବ୍ରିଟେନର ୟୁନିଟ୍‌ କହିଛି, ଦକ୍ଷିଣ ଇଂଲଣ୍ଡର ଡୋରସେଟର ଓ୍ବିଚ୍‌ ଫାର୍ମରେ ଥିବା ଗୋଟିଏ କୂଅରୁ ତେଲ ବାହାରିଛି। ଏହା ଲିକ୍‌ ହୋଇଛି…

୨ ହଜାରରୁ ଅଧିକ ମେଣ୍ଢା ମମିର ସନ୍ଧାନ ମିଳିଲା…

କାଏରୋ,୨୭।୩ : ଇଜିପ୍ଟର ପ୍ରତ୍ନତତ୍ତ୍ୱବିତମାନେ ୨,୦୦୦ ରୁ ଅଧିକ ପ୍ରାଚୀନ ମେଣ୍ଢା ମୁଣ୍ଡର ମମି ଆବିଷ୍କାର କରିଛନ୍ତି। ପର୍ଯ୍ୟଟନ ଏବଂ ପୁରାତନ ମନ୍ତ୍ରଣାଳୟ ଫାରୋ ରାମସେସଙ୍କ ମନ୍ଦିରରେ ବଳି ଦିଆଯାଇଥିବା ଅନୁମାନ କରାଯାଉଛି। ପ୍ରତ୍ନତତ୍ତ୍ୱବିତମାନେ କୁକୁର, ଛେଳି, ଗାଈ, ନେଉଳ ଆଦିଙ୍କ…

ଛାତ୍ରୀଛାତ୍ରଙ୍କ ମାନସିକ ଭାରସାମ୍ୟ ନଷ୍ଟ କରୁଛି ଫେସବୁକ: ମାମଲା ରୁଜୁ …

ଓ୍ବାଶିଂଟନ,୨୭।୩ : ଆମେରିକାର ସାନ ମ୍ୟାଟେଓ କାଉଣ୍ଟି ଶିକ୍ଷା ବୋର୍ଡ ଛାତ୍ରୀଛାତ୍ରମାନେ ସୋସିଆଲ ମିଡିଆ ପ୍ଲାଟଫର୍ମରେ ଯୋଗ ଦେଇ ମାନସିକ ଭାରସାମ୍ୟ ହରାଇ ବସୁଥିବା ଅଭିଯୋଗ କରିଛି। ଏହି ଅଭିଯୋଗରେ ଫେସବୁକ ଏବଂ ଇନଷ୍ଟାଗ୍ରାମ ବ୍ୟତୀତ ଗୁଗୁଲ, ଟିକଟକ ଏବଂ ସ୍ନାପ…

ଆମେରିକା-ନେପାଳ ପ୍ରତିରକ୍ଷା ସହଯୋଗ ନେଇ ଆଲୋଚନା…

ଓ୍ବାଶିଂଟନ/କାଠମାଣ୍ଡୁ,୨୭।୩ : କାଠମାଣ୍ଡୁରେ ନେପାଳ ଏବଂ ଆମେରିକାର ସ୍ଥଳସେନାବାହିନୀ ମଧ୍ୟରେ ତିନି ଦିନିଆ ଦ୍ୱିପାକ୍ଷିକ ସେନା ଆଲୋଚନା ହେବ। ନେପାଳ ସେନା ମୁଖପାତ୍ର ବ୍ରିଗେଡିୟର୍‌ ଜେନେରାଲ କୃଷ୍ଣ ପ୍ରସାଦ ଭଣ୍ଡାରୀ କହିଛନ୍ତି ଯେ ମାର୍ଚ୍ଚ ୨୭ ରୁ ୨୯ ପର୍ଯ୍ୟନ୍ତ ହେବାକୁ…

ଗୁରୁଦ୍ୱାରାରେ ଗୁଳି ଚାଳନା, ୨ ଗୁରୁତର…

ଓ୍ବାଶିଂଟନ,୨୭।୩ : ଆମେରିକାର କାଲିଫର୍ନିଆର ସାକ୍ରାମେଣ୍ଟୋ କାଉଣ୍ଟିରେ ରବିବାର ବିଳମ୍ବିତ ରାତିରେ ଏକ ଗୁରୁଦ୍ୱାରାରେ ଗୁଳି ବିନିମୟ ହୋଇଥିବାର ଖବର ମିଳିଛି। ଖବର ଅନୁଯାୟୀ, ଏଠାରେ ଦୁଇ ଜଣଙ୍କ ମଧ୍ୟରେ ଗୁଳି ବିନିମୟ ହୋଇଥିଲା ଯେଉଁଥିରେ ଉଭୟ ଗୁରୁତର ଆହତ ହୋଇଥିଲେ।…

ଏଲନ ମସ୍କଙ୍କ ବଢ଼ିଲା ସମସ୍ୟା: ଟୁଇଟର ସୋର୍ସ କୋଡ ଅନଲାଇନରେ ଲିକ୍‌…

ଓ୍ବାଶିଂଟନ,୨୭।୩ : ଏଲନ ମସ୍କଙ୍କ ସମସ୍ୟା ବଢ଼ିବାରେ ଲାଗିଛି। ଏବେ ଟୁଇଟର ସୋର୍ସ କୋଡ ଅନଲାଇନରେ ଲିକ ହୋଇଛି। ସୋର୍ସ କୋଡ ହେଉଛି ମୌଳିକ କମ୍ପ୍ୟୁଟର କୋଡ ଯାହା ଉପରେ ସମଗ୍ର ଟୁଇଟର ସୋସିଆଲ ନେଟୱାର୍କ କାମ କରେ । ଏହାର…

‘ଇମ୍ରାନଙ୍କୁ ଏବେବି ପାକିସ୍ତାନର ଗେହ୍ଲାପୁଅ ବୋଲି କୁହାଯାଉଛି’, ସଜା ନ ମିଳିବାରୁ ଖପ୍ପା ମରିୟମ

ଇସଲାମାବାଦ,୨୭ ।୩: ପାକିସ୍ତାନରେ ଏବେବି ରାଜନୈତିକ ସଙ୍କଟ ଲାଗି ରହିଛି । ପାକିସ୍ତାନର ଶାସକ ସରକାର ଓ ପିଟିଆଇ ମୁଖ୍ୟ ଇମ୍ରାନ ଖାଁଙ୍କ ମଧ୍ୟରେ ଗତ କିଛି ମାସ ହେବ ତୁତୁମେମେ ଲାଗି ରହିଛି । ଇତି ମଧ୍ୟରେ ପାକିସ୍ତାନର ପୂର୍ବତନ…

ବାଲେଷ୍ଟିକ ମିଶାଇଲ ପରୀକ୍ଷା କଲା ଉତ୍ତର କୋରିଆ

ସିୟୋଲ.୨୭ ।୩: ଉତ୍ତର କୋରିଆର ଏକଛତ୍ରବାଦୀ ଶାସକ କିମ ଜୋନ ଉନ ତାଙ୍କର ପ୍ରକୃତିରେ କୌଣସି ପରିବର୍ତ୍ତନ କରିପାରୁ ନାହାନ୍ତି । ଦକ୍ଷିଣ କୋରିଆ ସେନାର ସୂଚନା ଅନୁଯାୟୀ, ଉତ୍ତର କୋରିଆ ସୋମବାର ପୂର୍ବ ସାଗରରେ ଏକ ବାଲେଷ୍ଟିକ ମିଶାଇଲ ପରୀକ୍ଷା…

ଟ୍ୟୁନିସିଆ ଉପକୂଳରେ ଓଲଟିଲା ଡଙ୍ଗା, ୨୮ରୁ ଅଧିକ ପ୍ରବାସୀଙ୍କ ମୃତ୍ୟୁ, ୬୦ରୁ ଅଧିକ ଆହତ

ଟ୍ୟୁନିସିଆ,୨୭ ।୩: ଟ୍ୟୁନିସିଆ ଉପକୂଳରେ ରବିବାର ଏକ ବଡ ଦୁର୍ଘଟଣା ଘଟିଛି । ଏଠାରେ ଅତି ବିପଜ୍ଜନକ ଭାବେ ଇଟାଲୀ ଯାଉଥିବା ପ୍ରବାସୀଙ୍କର ଏକ ଡଙ୍ଗା ଭୂମଧ୍ୟ ସାଗରେରେ ଓଲଟି ଯାଇଛି । ଏହି ଦୁର୍ଘଟଣାରେ ୨୮ରୁ ଅଧିକ ଲୋକଙ୍କ ମୃତ୍ୟୁ…

କଠୋର ଆଇନ ଲାଗୁ ହେବା ପରେ ପ୍ରଥମ ଥର ହେଲା ବିରୋଧ ପ୍ରଦର୍ଶନ

ହଙ୍ଗକଙ୍ଗ,୨୬ ।୩: ହଙ୍ଗକଙ୍ଗରେ ରବିବାର ତ୍ସୁଂଗ କ୍ୱାନ ଓର ଲୋକେ ସରକାରଙ୍କୁ ବିରୋଧ କରି ମାର୍ଚ୍ଚ ବାହାର କରିଥିଲେ । ଏହି ବିରୋଧ ପ୍ରଦର୍ଶନରେ ପ୍ରାୟ ୧୦୦ ଜଣ ସାମିଲ ହୋଇଥିଲେ । ଏହି ସମୟରେ ପ୍ରାୟ ୩୦ ପୋଲିସ ଅଧିକାରୀ…

ଭାରତୀୟ ବଂଶୋଦ୍ଭବ ବାଳିକାଙ୍କ ମୃତ୍ୟୁ ଘଟଣା: ଅଭିଯୁକ୍ତଙ୍କୁ ୧୦୦ ବର୍ଷ ଜେଲ୍‌

ନ୍ୟୁୟର୍କ,୨୬।୩: ଆମେରିକାର ଲୁସିଆନାରେ ଭାରତୀୟ ମୂଳର ଜଣେ ପାଞ୍ଚ ବର୍ଷର ବାଳିକାଙ୍କର ମୃତ୍ୟୁ ଅଭିଯୋଗରେ କୋର୍ଟ ଅଭିଯୁକ୍ତଙ୍କୁ ୧୦୦ ବର୍ଷ କାରାଦଣ୍ଡରେ ଦଣ୍ଡିତ କରିଛନ୍ତି। ଖବର ଅନୁଯାୟୀ, ୨୦୨୧ରେ ପାଞ୍ଚ ବର୍ଷର ବାଳିକା ମିଆ ପଟେଲ ମାଙ୍କହାଉସ ଡ୍ରାଇଭରେ ଥିବା ଏକ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala


ଛୁଟିଦିନ
ପିଲାଙ୍କ ଧରିତ୍ରୀ
Trending
Let's Pledge For A 'Plastic Free' Odisha Join The Movement Of 'Plastic Free' Odisha

Akash Das Nayak, supports a Plastic Free Odisha. Do you?