ଅନ୍ତର୍ଜାତୀୟ

ନେପାଳରେ ବି ୱାଣ୍ଟେଡ ଘୋଷିତ ହେଲେ ଅମୃତପାଲ ସିଂ

କାଠମାଣ୍ଡୁ,୨୮ ।୩: ନେପାଳ ସରକାର ପଳାତକ ଅମୃତପାଲ ସିଂଙ୍କୁ ତାଙ୍କ ସର୍ଭିଲାନ୍ସ ଲିଷ୍ଟରେ ସାମିଲ କରି ଦେଇଛନ୍ତି । ଏହାପରେ ଅମୃତପାଲ ସିଂଙ୍କୁ ନେଇ ନେପାଳରେ ହାଇ ଆଲର୍ଟ ଜାରି କରାଯାଇଛି । ସୂଚନାଯୋଗ୍ୟ, ଭାରତ ସରକାରଙ୍କ ଅପିଲ ପରେ ନେପାଳ…

ନ୍ୟୁୟର୍କରେ ଭାରତ ବିରୋଧୀ ସ୍ଲୋଗାନ

ନ୍ୟୁୟର୍କ,୨୮ା୩ : ଖଲିସ୍ତାନୀ ନେତା ଅମ୍ରିତ୍‌ପାଲ ସିଂଙ୍କ ସମର୍ଥନରେ ବହୁସଂଖ୍ୟାରେ ଖଲିସ୍ତାନୀ ସମର୍ଥକ ନ୍ୟୁୟର୍କର ଟାଇମ୍ସ ସ୍କୋୟାରରେ ବିକ୍ଷୋଭ ପ୍ରଦର୍ଶନ କରିଛନ୍ତି। କଡ଼ା ସୁରକ୍ଷା ମଧ୍ୟରେ ସେମାନେ ରିଚ୍‌ମଣ୍ଡ ହିଲ୍‌ରେ ଥିବା ବାବା ମାଖନ ଶାହା ଲୁବାନା ଶିଖ୍‌ ସେଣ୍ଟରରୁ କାର…

ଜର୍ମାନୀରେ ଶ୍ରମିକ ଧର୍ମଘଟ, ରେଲୱେ ବିମାନ ସେବା ଠପ

ବର୍ଲିନ,୨୮ ।୩: ଜର୍ମାନୀରେ ସୋମବାର କର୍ମଚାରୀମାନେ ସାମୁହିକ ଧର୍ମଘଟ କରିବାରୁ ଟ୍ରେନ, ବିମାନ ଓ ସାର୍ବଜନିକ ପରିବହନ ବ୍ୟବସ୍ଥା ଠପ ହୋଇଯାଇଛି । ସୂଚନାଯୋଗ୍ୟ, ମୁଦ୍ରାସ୍ଫିତିର ଦର ବଢିବାରୁ ଏହାର ପ୍ରଭାବ ବେତନ ଓ ମହଙ୍ଗା ମାଡ ଉପରେ ପଡୁଛି ।…

ମଙ୍ଗୋଲୀୟ ବାଳକଙ୍କୁ ତୃତୀୟ ଧର୍ମଗୁରୁ ମାନ୍ୟତା

ତିବ୍ବତ:୨୮।୩: ତିବ୍ବତୀୟ ଧର୍ମଗୁରୁ ଦଲାଇ ଲାମା(୮୭) ଜଣେ ୮ ବର୍ଷୀୟ ବାଳକଙ୍କୁ ଜଣେ ଆଧ୍ୟାତ୍ମିକ ନେତାଙ୍କ ଅବତାର ମାନ୍ୟତା ପ୍ରଦାନ କରିଛନ୍ତି। ଆମେରିକାରେ ଜନ୍ମିତ ମଙ୍ଗୋଲୀୟ ବାଳକଙ୍କୁ ତୃତୀୟ ଗୁରୁତ୍ୱପୂର୍ଣ୍ଣ ତିବ୍ବତୀୟ ନେତା (୧୦ମ ଖାଲଖା ଜେଟ୍‌ସନ୍‌ ଧମ୍ପ ରିନ୍‌ପୋଚେ) ଭାବେ…

ସୋଲୋମନ ଦ୍ୱିପରେ ୬.୦ ତୀବ୍ରତାର ଭୂକମ୍ପ

ମଲଂଗୋ,୨୮ ।୩: ସୋଲୋମନ ଦ୍ୱିପରେ ମଙ୍ଗଳବାର ଭୋର ସମୟରେ ଏକ ଭୂକମ୍ପ ଅନୁଭୁତ ହୋଇଛି । ରାଷ୍ଟ୍ରୀୟ ଭୂକମ୍ପ ବିଜ୍ଞାନ କେନ୍ଦ୍ର(ଏନସିଏସ) ଅନୁଯାୟୀ, ଭୂକମ୍ପର ତୀବ୍ରତା ରିକ୍ଟର ସ୍କେଲରେ ୬.୦ ମପାଯାଇଛି । ନୂଆଦିଲ୍ଲୀ ସ୍ଥିତ ଏନସିଏସ ତା’ର ଅଫିସିୟାଲ ଟୁଇଟର…

ଆମେରିକା ସ୍କୁଲରେ ପୁଣି ଫୁଟିଲା ଗୁଳି: ୭ ମୃତ

ୱାଶିଂଟନ,୨୮ ।୩: ଆମେରିକାରେ ପୁଣିଥରେ ଫୁଟିଛି ଗୁଳି । କୁହାଯାଉଛି କି ଆକ୍ରମଣକାରି ଏଥର ଏକ ସ୍କୁଲରେ ଆଖିବିଜା ଗୁଳି ଚଳାଇଛନ୍ତି । ଘଟଣା ନ୍ୟାଶଭିଲ ଖ୍ରୀଷ୍ଟିଆନ ସ୍କୁଲରେ ହୋଇଛି । ଏହି ଗୁଳିକାଣ୍ଡରେ ୭ ଜଣଙ୍କ ମୃତ୍ୟୁ ହୋଇଛି ।…

ପୋଲରେ ପିଟି ହେବାରୁ ଯାତ୍ରୀବାହି ବସରେ ଲାଗିଲା ନିଆଁ: ୨୦ ମୃତ

ରିୟାଦ,୨୮ ।୩: ସୌଦି ଆରବର ଦକ୍ଷିଣ-ପଶ୍ଚିମ ଅଞ୍ଚଳରେ ସୋମବାର ଏକ ଯାତ୍ରୀବାହି ବସ ଦୁର୍ଘଟଣା ଗ୍ରସ୍ତ ହେବାରୁ ଅତିକମରେ ୨୦ ଜଣଙ୍କ ମୃତ୍ୟ ହୋଇଥିବା ଜଣାପଡିଛି । ସୌଦି ଅରବର ସରକାରୀ ମିଡିଆ କହିଛି ଦୁର୍ଘଟଣାରେ ଆଉ ୨୯ ଜଣ ଆହତ…

ଆଫଗାନିସ୍ତାନ ରାଜଧାନୀରେ ଆତ୍ମଘାତୀ ବିସ୍ଫୋରଣ: ୬ମୃତ, ଅନେକ ଆହତ

କାବୁଲ,୨୭ା୩: ଆଫଗାନିସ୍ତାନ ରାଜଧାନୀ କାବୁଲ ସ୍ଥିତ ବହିର୍ବ୍ୟାପାର ମନ୍ତ୍ରଣାଳୟ ବାହାରେ ସୋମବାର ଆତ୍ମଘାତୀ ବିସ୍ଫୋରଣ ଘଟିଛି। ଏହି ଦୁର୍ଘଟଣାରେ ୬ଜଣଙ୍କ ମୃତ୍ୟୁ ଘଟିବା ସହ ଅନେକ ଆହତ ହୋଇଛନ୍ତି। ଆଫଗାନିସ୍ତାନର ମନ୍ତ୍ରଣାଳୟ ନିକଟରେ ଆକ୍ରମଣ ଚଳିତ ବର୍ଷର ଏହା ଦ୍ୱିତୀୟ ଘଟଣା।…

ଚାଇନା ସହ ସମ୍ପର୍କ ଯୋଡ଼ିଲା ହଣ୍ଡୁରାସ୍‌

ବେଜିଂ,୨୭।୩: ତାଇଓ୍ବାନ ସହ ସମ୍ପର୍କ ତୁଟିବା ପରେ ହଣ୍ଡୁରାସ୍‌ ରବିବାର ଚାଇନା ସହ କୂଟନୈତିକ ସମ୍ପର୍କ ସ୍ଥାପନ କରିଛି। ତାଇଓ୍ବାନ୍‌କୁ ନେଇ ଚାଇନା ଏବଂ ଆମେରିକା ମଧ୍ୟରେ ଉତ୍ତେଜନା ବୃଦ୍ଧି ପାଉଥିବା ବେଳେ ବେଜିଂ ହଣ୍ଡୁରାସ୍‌ ସହ ସମ୍ପର୍କ ଯୋଡ଼ିଛି। ରିପବ୍ଲିକ୍‌…

ନ୍ୟାୟପାଳିକାରେ ବିବାଦୀୟ ପରିବର୍ତ୍ତନକୁ ନେଇ ରାଷ୍ଟ୍ରପତି ବି ନେତନ୍ୟାହୁଙ୍କୁ କଲେ ବିରୋଧ

ଜେରୁଜେଲମ,୨୭ ।୩: ଇସ୍ରାଏଲରେ ନ୍ୟାୟପାଳିକାରେ ଆମୁଳ-ଚୁଳ ପରିବର୍ତ୍ତନକୁ ନେଇ ନେତନ୍ୟାହୁ ସରକାରଙ୍କ ଯୋଜନା ଉପରେ ବିବାଦ ବଢିବାରେ ଲାଗିଛି । ନିକଟରେ ଏହି ଯୋଜନା ବିରୋଧରେ ବୟାନ ଦେଇଥିବା ପ୍ରତିରକ୍ଷା ମନ୍ତ୍ରୀଙ୍କୁ ପ୍ରଧାନମନ୍ତ୍ରୀ ବେନଜାମିନ ନେତନ୍ୟାହୁ ବରଖାସ୍ତ କରିଛନ୍ତି । ଏବେ…

ଫେରିଲେ ଜ୍ୟାକ ମା…

ବେଜିଂ,୨୭।୩ : ଆଲିବାବା ପ୍ରତିଷ୍ଠାତା ଜ୍ୟାକ ମା ଚାଇନାକୁ ଫେରିଛନ୍ତି ଏବଂ ସେ ହାଙ୍ଗଜୋ ସହରରେ ପ୍ରତିଷ୍ଠା କରିଥିବା ଏକ ବିଦ୍ୟାଳୟ ପରିଦର୍ଶନ କରିଛନ୍ତି। ସୋମବାର ଏନେଇ ସୂଚନା ମିଳିଛି। ରିପୋର୍ଟ ଅନୁଯାୟୀ, ଆଣ୍ଟ ଗ୍ରୁପର ପ୍ରତିଷ୍ଠାତା ଜ୍ୟାକ ମା ବିଦ୍ୟାଳୟ…

କଦଳୀ ଡଜନ ୫୦୦, ଅଙ୍ଗୁର କିଲୋ ୧୬୦୦ ଟଙ୍କା

ଇସଲାମାବାଦ୍‌,୨୭।୩: ପାକିସ୍ତାନରେ ଅର୍ଥନୈତିକ ସଙ୍କଟର ପ୍ରଭାବ ରମଜାନ ମାସରେ ପଡିଛି। ଏଠାରେ ଏକ ଡଜନ କଦଳୀ ମୂଲ୍ୟ ୫୦୦ ଟଙ୍କାରେ ପହଞ୍ଚିଛି। କେବଳ ଏତିକି ନୁହେଁ, ବର୍ତ୍ତମାନ ପାକିସ୍ତାନରେ ଅଙ୍ଗୁର କିଲୋଗ୍ରାମ ୧୬୦୦ ଟଙ୍କାରେ ବିକ୍ରି ହେଉଛି। କେବଳ କଦଳୀ ଏବଂ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala


ଛୁଟିଦିନ
ପିଲାଙ୍କ ଧରିତ୍ରୀ
Trending
Let's Pledge For A 'Plastic Free' Odisha Join The Movement Of 'Plastic Free' Odisha

Akash Das Nayak, supports a Plastic Free Odisha. Do you?