ବୁର୍କିନା ଫାସୋରେ ଜିହାଦି ଆକ୍ରମଣ, ୧୨ ଯବାନ ମୃତ
ବୁର୍କିନା ଫାସୋ,୯ ।୧୨: ପଶ୍ଚିମ ଆଫ୍ରିକା ଦେଶ ବୁର୍କିନା ଫାସୋରେ ଜିହାଦି ସମ୍ପ୍ରଦାୟର ଏକ ଆକ୍ରମଣ ଯୋଜନା ସଫଳ ହୋଇଛି । ଏହି ଆକ୍ରମଣରେ ଉତ୍ତର ବୁର୍କିନା ଫାସୋରେ ଅତି କମରେ ୧୨ ଜଣଙ୍କ ମୃତ୍ୟୁ ହୋଇଛି । ଏମାନଙ୍କ ମଧ୍ୟରେ…
ଖୋଲିଲା ଟ୍ରାନ୍ସଜେଣ୍ଡର ସ୍କୁଲ
ଇସ୍ଲାମାବାଦ୍,୮।୧୨: ପାକିସ୍ତାନ ସରକାର ପଞ୍ଜାବ ପ୍ରଦେଶରେ ପ୍ରଥମ ଟ୍ରାନ୍ସଜେଣ୍ଡର ସ୍କୁଲ ଖୋଲିଛନ୍ତି। ସମାଜରେ ଟ୍ରାନ୍ସଜେଣ୍ଡରମାନଙ୍କ ଏକ ସ୍ବତନ୍ତ୍ର ପରିଚୟ ସୃଷ୍ଟି କରିବା ଏହାର ମୂଳ ଉଦ୍ଦେଶ୍ୟ ରହିଛି। ପାକିସ୍ତାନ ସରକାର କିଛିଦିନ ତଳେ ମୁଲତାନ, ବାହାଓ୍ବାଲପୁର ଏବଂ ଡି.ଜି, ଖାନ୍ରେ ୩ଟି…
ଇରାନରେ ପ୍ରଥମ କ୍ରାନ୍ତିକାରୀଙ୍କୁ ଫାଶୀଦଣ୍ଡ
ତେହେରାନ୍,୮।୧୨: ସରକାର ବିରୋଧୀ ଅସ୍ଥିରତା ପାଇଁ ଦୋଷୀ ସାବ୍ୟସ୍ତ ହୋଇଥିବା କ୍ରାନ୍ତିକାରୀ ମୋହସେନ ଶେଖରୀଙ୍କ ଉପରେ ଇରାନ ପ୍ରଥମ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିଛି। ଈଶ୍ବରଙ୍କ ବିରୋଧରେ ଶତ୍ରୁତାକରି ଦୋଷୀ ସାବ୍ୟସ୍ତ ହେବା ପରେ ଗୁରୁବାର ସକାଳେ ଏକ ବିପ୍ଳବୀ କୋର୍ଟ ଦ୍ୱାରା…
ୱେଷ୍ଟ ବ୍ୟାଙ୍କ ଆକ୍ରମଣରେ ୩ ପାଲେଷ୍ଟାଇନ ନାଗରିକଙ୍କୁ ନିହତ କଲା ଇସ୍ରାଏଲ ସେନା
ରାମଲ୍ଲା,୮ ।୧୨: ୱେଷ୍ଟ ବ୍ୟାଙ୍କର ସହର ରାମଲ୍ଲାରେ ଗୁରୁବାର ଇସ୍ରାଏଲ ସେନା, ସେନା ଶିବିର ଉପରେ ଆକ୍ରମଣ କରିଥିବା ୩ ପାଲେଷ୍ଟାଇନ ନାଗରିକଙ୍କୁ ନିହତ କରିଥିବା ଜଣାପଡିଛି । ଏ ସମ୍ପର୍କରେ ସୂଚନା ଇସ୍ରାଏଲ ଓ ପାଲେଷ୍ଟାଇନର ଅଧିକାରୀମାନେ ଦେଇଛନ୍ତି ।…
ସର୍ବ ସମ୍ମୁଖରେ ଫାଶୀକୁ ନିନ୍ଦା କଲା ଆମେରିକା…
କାବୁଲ/ଓ୍ବାଶିଂଟନ,୮।୧୨ : ଆମେରିକା ଆଫଗାନିସ୍ତାନର ତାଲିବାନ ସରକାରଙ୍କୁ ସମାଲୋଚନା କରିଛି। ଆମେରିକାର ବୈଦେଶିକ ବିଭାଗ ମୁଖପାତ୍ର ନେଡ ପ୍ରାଇସ ଗଣମାଧ୍ୟମକୁ ସୂଚନା ଦେଇ କହିଛନ୍ତି ଯେ ଆଫଗାନିସ୍ତାନରେ ଘଟୁଥିବା ବିଭିନ୍ନ ଘଟଣାଗୁଡ଼ିକ ଦର୍ଶାଉଛି ଯେ ତାଲିବାନ ୧୯୯୦ ଦଶକର ପୁରୁଣା ଅଭ୍ୟାସକୁ…
ମୂଳ ଭାରତୀୟ ରମେଶ ବଲଓ୍ବାନୀଙ୍କୁ ୧୩ ବର୍ଷ ଜେଲଦଣ୍ଡ…
ଓ୍ବାଶିଂଟନ,୮।୧୨ : ଆମେରିକାରେ ବାସ କରୁଥିବା ମୂଳ ଭାରତୀୟ ରମେଶ ବଲୱାନୀଙ୍କୁ ୧୩ ବର୍ଷ ଜେଲଦଣ୍ଡରେ ଦଣ୍ଡିତ କରାଯାଇଛି। ସେ ତାଙ୍କର ପୂର୍ବତନ ଗର୍ଲଫ୍ରେଣ୍ଡ ତଥା ଆମେରିକୀୟ ତାରକା ଏଲିଜାବେଥ ହୋମସଙ୍କ ଦ୍ୱାରା ପ୍ରତିଷ୍ଠିତ ରକ୍ତ ପରୀକ୍ଷା ଷ୍ଟାର୍ଟଅପ କମ୍ପାନୀ ଥେରାନୋସ…
ଜର୍ମାନୀରେ ସଶସ୍ତ୍ର କ୍ଷମତା ଦଖଲ ଷଡ଼ଯନ୍ତ୍ରରେ ୨୫ ସନ୍ଦିଗ୍ଧ ଗିରଫ…
ବର୍ଲିନ,୮।୧୨ : ସଶସ୍ତ୍ର କ୍ଷମତା ଦଖଲ ଷଡ଼ଯନ୍ତ୍ର କରୁଥିବା ସନ୍ଦେହରେ ଦକ୍ଷିଣପନ୍ଥୀ ଉଗ୍ରବାଦୀଙ୍କ ବିରୋଧରେ ପୋଲିସ ପକ୍ଷରୁ ଜର୍ମାନୀର ଅନେକ ଅଞ୍ଚଳରେ ଚଢ଼ାଉ କରାଯାଇଥିଲା। ପୋଲିସ ଚଢ଼ାଉ ସମୟରେ ୨୫ ଜଣ ସନ୍ଦିଗ୍ଧଙ୍କୁ ଗିରଫ କରାଯାଇଛି। ଏହି ସନ୍ଦିଗ୍ଧ ଉଗ୍ରବାଦୀଙ୍କ ପାଇଁ…
ଇମ୍ରାନଙ୍କ ବିରୋଧରେ ଆପରାଧିକ କାର୍ଯ୍ୟାନୁଷ୍ଠାନ ପାଇଁ ନିର୍ବାଚନ କମିଶନଙ୍କୁ ଅନୁମତି ଦେଲେ ପାକ ସୁପ୍ରିମକୋର୍ଟ
ଇସଲାମାବାଦ,୮ ।୧୨: ପାକିସ୍ତାନ ସୁପ୍ରିମକୋର୍ଟ ମଙ୍ଗଳବାର ନିର୍ବାଚନ କମିଶନଙ୍କୁ ଦେଶର ପୂର୍ବତନ ପ୍ରଧାନମନ୍ତ୍ରୀ ଇମ୍ରାନ ଖାଁ ଓ ପାକିସ୍ତାନ ତହରିକ-ଏ-ଇନସାଫ(ପିଟିଆଇ)ର ଅନ୍ୟ ନେତାଙ୍କ ବିରୋଧରେ ଆପରାଧିକ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବାକୁ ଅନୁମତି ଦେଇଛନ୍ତି । ଦ ନ୍ୟୁଜ ଇଣ୍ଟନ୍ୟାଶନାଲ ଏହି ଖବର…
ଭାରତରେ ବଢ଼ିବ ଗ୍ରୀଷ୍ମପ୍ରବାହ
ଓ୍ବାଶିଂଟନ୍,୮।୧୨: ଗତ ୧୦ ବର୍ଷ ଧରି ଭାରତରେ ଗ୍ରୀଷ୍ମପ୍ରବାହ କ୍ରମାଗତ ବଢ଼ିବାରେ ଲାଗିଛି। ଅନ୍ୟପକ୍ଷେ ବର୍ଦ୍ଧିତ ତାପମାତ୍ରା ଯୋଗୁ ପ୍ରତିବର୍ଷ ହଜାରରୁ ଊର୍ଦ୍ଧ୍ୱ ଲୋକଙ୍କ ମୃତ୍ୟୁ ଘଟୁଛି। ଆସନ୍ତା ଦିନରେ ଭାରତରେ ଏହି ଗ୍ରୀଷ୍ମପ୍ରବାହ ଆହୁରି ବଢ଼ିବ ଏବଂ ଲୋକଙ୍କ ଜୀବନଯାପନ…
କ୍ଲାଉଡରେ ଥିବା ଡାଟାର ସୁରକ୍ଷା ବୃଦ୍ଧି କରିବାକୁ ଘୋଷଣା କଲା ଏପଲ
ୱାଶିଂଟନ,୮ ।୧୨: ଯେଉଁ ବ୍ୟବହାରକାରୀମାନେ କ୍ଲାଉଡରେ ଡାଟା ସଂରକ୍ଷଣ କରୁଛନ୍ତି ସେସବୁ ଡାଟାର ସୁରକ୍ଷା ବ୍ୟବସ୍ଥାକୁ ବୃଦ୍ଧି କରିବାକୁ ଏପଲ ବୁଧବାର ଘୋଷଣା କରିଛି । ଏହି ପଦକ୍ଷେପ ଦ୍ୱାରା ହ୍ୟାକରଙ୍କ ଯୋଜନାରେ ବାଧା ଉପୁଜିପାରେ । ଆଜିକାଲି ସାଇବର ଆକ୍ରମଣ…
ବିଶ୍ୱର ସବୁଠାରୁ ଧନୀ ବ୍ୟକ୍ତି ତାଲିକାରେ ତଳକୁ ଖସିପାରନ୍ତି ଏଲନ ମସ୍କ
ୱାଶିଂଟନ,୮ ।୧୨: ବିଶ୍ୱର ସବୁଠାରୁ ଧନୀ ବ୍ୟକ୍ତି ତାଲିକାର ଏକ ନମ୍ବରରେ ଥିବା ଏଲନ ମସ୍କ ଏବେ ଏହାକୁ ହରାଇ ପାରନ୍ତି ବୋଲି କୁହାଯାଉଛି । ଫୋର୍ବସ ଦ୍ୱାରା ଧନୀ ବ୍ୟକ୍ତିଙ୍କ ତାଲିକା ଅନୁସାରେ, ସୋସିଆଲ ମିଡିଆ ପ୍ଲାଟଫର୍ମ ଟୁଇଟରର ନୂଆ…
ବସ୍ତୁକୁ ନ ଛୁଇଁ ନିୟନ୍ତ୍ରଣ
ଓ୍ବାଶିଂଟନ୍,୮।୧୨ : ବସ୍ତୁକୁ ସ୍ପର୍ଶ ନ କରି ତାକୁ ନିଜ ନିୟନ୍ତ୍ରଣକୁ ଆଣିବା କେବଳ ଫିଲ୍ମ କିମ୍ବା ମ୍ୟାଜିକ୍ ଶୋ’ଗୁଡ଼ିକରେ ଦେଖିବାକୁ ମିଳେ। ଫିଲ୍ମରେ ପ୍ରଦର୍ଶିତ ସିନ୍ସବୁ କମ୍ପ୍ୟୁଟରାଇଜ୍ କରାଯାଇଥିବାବେଳେ ବିଭିନ୍ନ ପ୍ରକାର ଯାଦୁ ଦେଖାଇବା ପାଇଁ ମ୍ୟାଜିସିଆନ୍ଙ୍କୁ ସ୍ବତନ୍ତ୍ର ପ୍ରଶିକ୍ଷଣ…
Archives


