ଅନ୍ତର୍ଜାତୀୟ

ମୃତ ଦେହ ସଂସ୍କାର ପାଇଁ ଚାଇନାରେ ସଙ୍କଟ, ମିଳୁନି କଫିନ…

ବେଜିଂ,୨୫।୧ : ଚାଇନାରେ କରୋନା ତାଣ୍ଡବ ଜାରି ରହିଛି। ଏଠାରେ ପ୍ରାୟ ୮୦ ପ୍ରତିଶତ ଜନସଂଖ୍ୟା ସଂକ୍ରମଣର ଶିକାର ହୋଇଛନ୍ତି ଏବଂ ମୃତକଙ୍କ ସଂଖ୍ୟା କ୍ରମାଗତ ଭାବେ ବୃଦ୍ଧି ପାଉଛି। ଡିସେମ୍ବରରୁ ଚାଇନାରେ କରୋନା କାରଣରୁ ୬୦ ହଜାର ମୃତ୍ୟୁ ହୋଇଥିବା…

ସୁଷମା ସ୍ବରାଜ ଗୁରୁତ୍ୱପୂର୍ଣ୍ଣ ନ ଥିଲେ: ମାଇକ ପୋମ୍ପିଓ…

ଓ୍ବାଶିଂଟନ,୨୫।୧ : ଆମେରିକାର ପୂର୍ବତନ ବୈଦେଶିକ ମନ୍ତ୍ରୀ ମାଇକ ପୋମ୍ପିଓ କହିଛନ୍ତି ଯେ ସେ ତାଙ୍କର ତତ୍କାଳୀନ ଭାରତୀୟ ପ୍ରତିପକ୍ଷ ସୁଷମା ସ୍ବରାଜଙ୍କୁ ଜଣେ ଗୁରୁତ୍ୱପୂର୍ଣ୍ଣ ରାଜନୈତିକ ନେତା ଭାବରେ ସେ କେବେ ମଧ୍ୟ ଦେଖି ନାହାଁନ୍ତି । କିନ୍ତୁ ଅପରପକ୍ଷରେ…

ଗର୍ଭସ୍ଥ ଶିଶୁ-ଗର୍ଭାଶୟ ପାଇଁ କରୋନା ସଂକ୍ରମଣ ସାଂଘାତିକ ହୋଇପାରେ…

ଓ୍ବାଶିଂଟନ,୨୫।୧ : ଗର୍ଭବତୀ ମହିଳାଙ୍କ ଗର୍ଭସ୍ଥ ଶିଶୁ ଏବଂ ଗର୍ଭାଶୟ ପାଇଁ କରୋନା ସଂକ୍ରମଣ ସାଂଘାତିକ ହୋଇପାରେ। ଏନେଇ ‘ଦ ଲାନସେଟ ରିଜିଓନାଲ ହେଲଥ୍‌ ୟୁରୋପ’ ପତ୍ରିକାରେ ପ୍ରକାଶିତ ଏକ ଅଧ୍ୟୟନରେ ଏହା ଦାବି କରାଯାଇଛି। ଅଧ୍ୟୟନ ଅନୁଯାୟୀ ଏହି ସଂକ୍ରମଣ…

ପୁଲଓ୍ବାମା ଆକ୍ରମଣ ପରେ ଭାରତ-ପାକିସ୍ତାନରେ ଆଣବିକ ଯୁଦ୍ଧ ହେବାର ଆଶଙ୍କା ଥିଲା: ଆମେରିକା…

ଓ୍ବାଶିଂଟନ,୨୫।୧ : ଆମେରିକାରର ପୂର୍ବତନ ବୈଦେଶିକ ମନ୍ତ୍ରୀ ମାଇକ ପୋମ୍ପିଓ ଦାବି କରିଛନ୍ତି ଯେ ପୁଲଓ୍ବାମା ଆକ୍ରମଣ ପରେ ଭାରତ ଏବଂ ପାକିସ୍ତାନ ମଧ୍ୟରେ ଆଣବିକ ଯୁଦ୍ଧ ହେବାର ଆଶଙ୍କା ଥିଲା। ତତ୍କାଳୀନ ଭାରତୀୟ ବହିର୍ବ୍ୟାପାର ମନ୍ତ୍ରୀ ସୁଷମା ସ୍ବରାଜ ତାଙ୍କୁ…

କ୍ରିସ ହିପକିନ୍ସ ନ୍ୟୁଜିଲାଣ୍ଡର ନୂଆ ପ୍ରଧାନମନ୍ତ୍ରୀ…

ଓ୍ବିଲଙ୍ଗଟନ,୨୫।୧ : କ୍ରିସ ହିପକିନ୍ସ ନ୍ୟୁଜିଲାଣ୍ଡର ନୂତନ ପ୍ରଧାନମନ୍ତ୍ରୀ ହୋଇଛନ୍ତି। ବୁଧବାର ସେ ଦେଶର ୪୧ ତମ ପ୍ରଧାନମନ୍ତ୍ରୀ ଭାବରେ ଶପଥ ଗ୍ରହଣ କରିଛନ୍ତି। ନ୍ୟୁଜିଲାଣ୍ଡର ସରକାରୀ ଗଣମାଧ୍ୟମ ଆରଏନଜେଡ ଏହି ସୂଚନା ଦେଇଛି । ବୁଧବାର ସକାଳେ ପ୍ରଧାନମନ୍ତ୍ରୀ ଭାବରେ…

କଫ୍‌ ସିରପ୍‌ ପିଇ ୩୦୦ରୁ ଊର୍ଦ୍ଧ୍ୱ ଶିଶୁ ମୃତ: ଡବ୍ଲ୍ୟୁଏଚ୍‌ଓର ତନାଘନା

ଜେନେଭା,୨୫ା୧: ବିଷାକ୍ତ କଫ୍‌ ସିରପ୍‌ ପିଇ ଅଦ୍ୟାବଧି ୩ ଦେଶର ୩୦୦ ଶିଶୁଙ୍କ ମୃତ୍ୟୁ ଘଟିଥିବା ଅଭିଯୋଗ ହେଲାଣି। ଏହାକୁ ନେଇ ବିଶ୍ୱ ସ୍ବାସ୍ଥ୍ୟ ସଙ୍ଗଠନ (ଡବ୍ଲ୍ୟୁଏଚ୍‌ଓ) ପକ୍ଷରୁ ବିଧିବଦ୍ଧ ତଦନ୍ତ ଆରମ୍ଭ ହୋଇଛି। ଭାରତ ଓ ଇଣ୍ଡୋନେସିଆରେ ପ୍ରସ୍ତୁତ କଫ୍‌…

ପ୍ଲାଷ୍ଟିକ୍‌ ବର୍ଜ୍ୟରୁ ଇନ୍ଧନ

ଲଣ୍ଡନ, ୨୫।୧: ବିଶ୍ୱରେ ସବୁଜଗୃହ ବାଷ୍ପ ଏବଂ ପ୍ଲାଷ୍ଟିକ୍‌ ବର୍ଜ୍ୟର ପରିମାଣ କ୍ରମାଗତ ବୃଦ୍ଧି ପାଇବାରେ ଲାଗିଛି। ଏହାଦ୍ୱାରା ଉଭୟ ବାୟୁମଣ୍ଡଳ ଓ ପରିବେଶ ଦୂଷିତ ହେଉଛି। ବିଷାକ୍ତ ବାଷ୍ପ ଓ ପ୍ଲାଷ୍ଟିକ୍‌ ଯୋଗୁ ଲୋକଙ୍କୁ ବହୁ ଅଜଣା ରୋଗ ଗ୍ରାସ…

ରୁଷିଆ ବିମାନ-ଅସ୍ତ୍ରଶସ୍ତ୍ର ବ୍ୟବହାର କରୁଛନ୍ତି ମ୍ୟାନମାର ସାମରିକ ଶାସକ…

ନାପିଦ୍ୱ/ମସ୍କୋ,୨୪।୧ : ମ୍ୟାନମାରର ସାମରିକ ଶାସକ ବିରୋଧୀଙ୍କ ବିରୋଧରେ ଜାରି ରଖିଥିବା ଗୃହଯୁଦ୍ଧରେ ରୁଷିଆର ଯୁଦ୍ଧ ବିମାନ ଏବଂ ଅନ୍ୟାନ୍ୟ ଅସ୍ତ୍ରଶସ୍ତ୍ରର ବ୍ୟବହାର କରୁଛନ୍ତି। ଏଭଳି ଅସ୍ତ୍ରଶସ୍ତ୍ର ସଂଖ୍ୟା ମଧ୍ୟ ବଢ଼ିବାରେ ଲାଗିଛି। ଦେଶର ଅନେକ ସଂଖ୍ୟାଲଘୁ ସମ୍ପ୍ରଦାୟ ମଧ୍ୟ ସାମରିକ…

ଆଣ୍ଟାର୍କଟିକାରେ ସଙ୍କଟ: ଗ୍ରେଟର ଲଣ୍ଡନ ଆକାରର ବିଶାଳ ହିମଖଣ୍ଡ ଭାଙ୍ଗି ଅଲଗା ହେଲା…

ଲଣ୍ଡନ,୨୪।୧ : ବ୍ରିଟେନର ଏକ ଅନୁସନ୍ଧାନ କେନ୍ଦ୍ର ଦ୍ୱାରା ନିକଟରେ ହୋଇଥିବା ଥିବା ଅଧ୍ୟୟନରୁ ଜଣାପଡ଼ିଛି ଯେ, ଆଣ୍ଟାର୍କଟିକା ବରଫ ସେଲଫରୁ ଗ୍ରେଟର ଲଣ୍ଡନ ଆକାରର ଏକ ହିମଖଣ୍ଡ ଭାଙ୍ଗି ଅଲଗା ହୋଇଯାଇଛି। ଫଳରେ ଆଣ୍ଟାର୍କଟିକାରେ ସଙ୍କଟ ଘନେଇବାରେ ଲାଗିଛି। ନ୍ୟାଶନାଲ…

ଉତ୍ତରକୋରିଆ ମାନବାଧିକାର ଉପରେ ଆମେରିକାର ନୂଆ ପଦକ୍ଷେପ: ଜୁଲି ଟର୍ନର ସ୍ବତନ୍ତ୍ର ଦୂତ ନିଯୁକ୍ତ…

ଓ୍ବାଶିଂଟନ,୨୪।୧ : ଆମେରିକାର ରାଷ୍ଟ୍ରପତି ଜୋ ବାଇଡେନ ଜୁଲି ଟର୍ନରଙ୍କୁ ଉତ୍ତର କୋରିଆର ମାନବିକ ଅଧିକାର ପ୍ରସଙ୍ଗରେ ସ୍ବତନ୍ତ୍ର ଦୂତ ନିଯୁକ୍ତ କରିଛନ୍ତି। ହ୍ବାଇଟ ହାଉସ ପକ୍ଷରୁ ଏକ ବିବୃତ୍ତିରେ ଏହା ଘୋଷଣା କରାଯାଇଛି। ମିଡିଆ ରିପୋର୍ଟ ଅନୁଯାୟୀ, ୨୦୧୭ ବର୍ଷ…

ବଜାରରେ ମିଳିବ ପିଇ ହେଉଥିବା କରୋନା ଟିକା…

ଓ୍ବାଶିଂଟନ,୨୪।୧ : କରୋନା ମହାମାରୀ ପରଠାରୁ ଏହାକୁ ଦୂର କରିବା ପାଇଁ ଦେଶ ତଥା ବିଦେଶରେ ଅନୁସନ୍ଧାନ କାର୍ଯ୍ୟ ଚାଲିଛି। କରୋନାକୁ ନିୟନ୍ତ୍ରଣ କରିବା ପାଇଁ ବୈଜ୍ଞାନିକମାନେ ପ୍ରତ୍ୟେକ ସ୍ତରରେ ଉଦ୍ୟମ କରୁଛନ୍ତି। ଏହି ପର୍ଯ୍ୟାୟରେ ବୈଜ୍ଞାନିକମାନେ ଏପରି କରୋନା ଟିକା…

କଫ ସିରପ ମୃତ୍ୟୁ ନେଇ ବିଶ୍ୱସ୍ବାସ୍ଥ୍ୟ ସଂଗଠନ କଠୋର, ସବୁ ଦେଶଙ୍କ ପାଇଁ ସତର୍କ ସୂଚନା ଜାରି…

ଜେନେଭା,୨୪।୧ : ଅପମିଶ୍ରିତ ଔଷଧ ବିରୋଧରେ ତୁରନ୍ତ ଏବଂ କଠୋର କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବାକୁ ବିଶ୍ୱ ସ୍ବାସ୍ଥ୍ୟ ସଂଗଠନ ନିବେଦନ କରିଛି। ସାମ୍ପ୍ରତିକ ସମୟରେ କଫ ସିରପ ଯୋଗୁଁ ଅନେକ ପିଲାଙ୍କର ମୃତ୍ୟୁ ଘଟିଛି। ଏନେଇ ବିଶ୍ୱସ୍ବାସ୍ଥ୍ୟ ସଂଗଠନ ଏକ ବିବୃତ୍ତି…

Advertisement
Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri