ଅନ୍ତର୍ଜାତୀୟ

ଗଣତନ୍ତ୍ର ସମ୍ମିଳନୀରୁ ବାହାରିଲା ପାକିସ୍ତାନ…

ଓ୍ବାଶିଂଟନ,୨୮।୩ : ଚାଇନାର ନିକଟତମ ସହଯୋଗୀ ପାକିସ୍ତାନ ଗଣତାନ୍ତ୍ରିକ ମୂଲ୍ୟବୋଧକୁ ଦୃଢ଼ କରିବା ପାଇଁ ଦ୍ୱିପାକ୍ଷିକ ଭାବେ ଆମେରିକା ସହ ଜଡିତ ହେବା ପରିବର୍ତ୍ତେ ମଙ୍ଗଳବାର ୱାଶିଂଟନରେ ଆରମ୍ଭ ହେବାକୁ ଥିବା ଗଣତନ୍ତ୍ର ସମ୍ମିଳନୀରୁ ବାହାରକୁ ଯିବାକୁ ନିଷ୍ପତ୍ତି ନେଇଛି। ଆମେରିକାର…

ଇରାନ-ସୌଦି ଶାନ୍ତି ପାଇଁ ପ୍ରସ୍ତୁତ: ଜିନପିଙ୍ଗ…

ବେଜିଂ,୨୮।୩ : ଚାଇନା ରାଷ୍ଟ୍ରପତି ଶି ଜିନପିଙ୍ଗ ମଙ୍ଗଳବାର କହିଛନ୍ତି ଯେ ଆମେ ଆଶା କରୁଛୁ ଯେ ଉଭୟ ଇରାନ ଏବଂ ସୌଦି ଆରବ ସେମାନଙ୍କ ସମ୍ପର୍କକୁ ସୁଦୃଢ଼ କରିବେ। ଯେଉଁଥିପାଇଁ ପଶ୍ଚିମ ଏସିଆର ଦେଶମାନଙ୍କୁ ଚ୍ୟାଲେଞ୍ଜର ସମ୍ମୁଖୀନ ହେବାକୁ ପଡ଼ିବ।…

ସୁରକ୍ଷା ପରିଷଦରେ ରୁଷିଆକୁ ଝଟକା: ନର୍ଡ ଷ୍ଟ୍ରିମ୍‌ ପାଇପ ଲାଇନ ଭଙ୍ଗାରୁଜା ନେଇ ପ୍ରସ୍ତାବ ଖାରଜ…

ଜେନେଭା,୨୮।୩ : ରୁଷିଆରୁ ୟୁରୋପ ଯାଇଥିବା ନର୍ଡ ଷ୍ଟ୍ରିମ- ୧ ଏବଂ ନର୍ଡ ଷ୍ଟ୍ରିମ-୨ ଗ୍ୟାସ ପାଇପ ଲାଇନଗୁଡିକରେ ଭଙ୍ଗାରୁଜା ସମ୍ପର୍କରେ ରୁଷିଆ ଏକ ଅନ୍ତର୍ଜାତୀୟ ତଦନ୍ତ ଦାବି କରିଥିଲା । ଏଥିପାଇଁ ମିଳିତ ଜାତିସଂଘ ସୁରକ୍ଷା ପରିଷଦ (ୟୁଏନଏସସି) ରେ…

ପ୍ରବାସୀ କେନ୍ଦ୍ରରେ ଅଗ୍ନିକାଣ୍ଡ: ୪୦ ମୃତ, ୩୦ ଆହତ…

ମେକ୍ସିକୋ ସିଟି,୨୮।୩ : ଆମେରିକା ସୀମା ନିକଟ ଉତ୍ତର ମେକ୍ସିକୋର ଏକ ପ୍ରବାସୀ କେନ୍ଦ୍ରରେ ଅଗ୍ନିକାଣ୍ଡ ଘଟିଛି। ସୋମବାର ବିଳମ୍ବିତ ରାତିରେ ଟେକ୍ସାସର ଏଲ ପାସୋ ଠାରୁ ସିଉଡାଡ ଜୁଆରେଜ ସ୍ଥିତ ଏକ ଇମିଗ୍ରେଶନ ସେଣ୍ଟରରେ ଏହି ଅଘଟଣ ଘଟିଥିବା ଜଣାଯାଇଛି।…

ଫ୍ରାନ୍ସରେ ପେନସନ ସଂଶୋଧନକୁ ବିରୋଧ, ବସ-ରେଳ ଚଳାଚଳ ଠପ୍‌…

ପ୍ୟାରିସ,୨୮।୩ : ଫ୍ରାନ୍ସରେ କର୍ମଚାରୀମାନେ ପେନସନ ସଂଶୋଧନକୁ ବିରୋଧ କରି ଧର୍ମଘଟ କରିଛନ୍ତି। ମଙ୍ଗଳବାର ଦିନ ପ୍ୟାରିସ ଷ୍ଟେଶନକୁ ଯାଉଥିବା ଟ୍ରେନ ଲାଇନ ଏବଂ ରାସ୍ତାକୁ ଅବରୋଧ କରିଥିଲେ। ଫଳରେ ବସ ଏବଂ ରେଳ ଚଳାଚଳ ଠପ୍‌ ହୋଇଯାଇଥିଲା। ପତାକା ଓ…

କାନାଡ଼ାରେ ମହାତ୍ମାଙ୍କ ପ୍ରତିମୂର୍ତ୍ତି ପୁଣି ଭଙ୍ଗାରୁଜା: ନିନ୍ଦା କଲା ଭାରତୀୟ ଦୂତାବାସ…

ଟରଣ୍ଟୋ,୨୮।୩ : ମହାତ୍ମା ଗାନ୍ଧୀଙ୍କ ଆଉ ଏକ ପ୍ରତିମୂର୍ତ୍ତି କାନାଡାର ବର୍ନାବିସ୍ଥିତ ଏକ ବିଶ୍ୱବିଦ୍ୟାଳୟ ପରିସରରେ ଭଙ୍ଗାରୁଜା କରାଯାଇଥିଲା। ଭାନକୋଭରରେ ଥିବା ଭାରତୀୟ ଦୂତାବାସ ମଙ୍ଗଳବାର ଏ ବିଷୟରେ ସୂଚନା ଦେଇଛନ୍ତି। ସୂଚନାନୁସାରେ, ଏହି ପ୍ରତିମୂର୍ତ୍ତିକୁ ସାଇମନ ଫ୍ରେଜର ବିଶ୍ୱବିଦ୍ୟାଳୟର ବର୍ନାବି…

ଜାପାନରେ ୬.୧ ତୀବ୍ରତାର ଭୂକମ୍ପ

ଟୋକିଓ, ୨୮।୩: ଉତ୍ତର-ପୂର୍ବ ଏସୀୟ ଦେଶ ଜାପାନର ହୋକ୍କାଇଡୋ ଦ୍ୱୀପରେ ମଙ୍ଗଳବାର ଅପରାହ୍ନ ୧୪.୪୮ ଏକ ଭୂକମ୍ପ ଅନୁଭୂତ ହୋଇଛି। ରିକ୍ଟର ସ୍କେଲ୍‌ରେ ଏହାର ତୀବ୍ରତା ୬.୧ ରେକର୍ଡ କରାଯାଇଛି। ଲୋକମାନେ ଭୟଭୀତ ହୋଇ ଘରୁ ବାହାରକୁ ଚାଲିଆସିଥିଲେ। ତେବେ ଏହି…

କୁଆଡେ ଗଲା ୬୫୩ ରାଉଣ୍ଡ ଗୁଳି ? ସହରରେ ଲକଡାଉନ ଲଗାଇଲେ କିମ୍‌, ୨ ଲକ୍ଷରୁ ଅଧିକ ଲୋକ ଗୃହବନ୍ଦୀ…

ପ୍ୟୋଙ୍ଗୟାଙ୍ଗ,୨୮।୩ : ଉତ୍ତର କୋରିଆରୁ ଏକ ଆଶ୍ଚର୍ଯ୍ୟଜନକ ଖବର ଆସିଛି। ଏଠାରେ ଏକଛତ୍ରବାଦୀ ଶାସକ କିମ ଜୋଙ୍ଗ ଉନ ଏକ ସହରରେ ଲକଡାଉନ ଘୋଷଣା କରିଛନ୍ତି। କାରଣ ଏହି ସହରର ଜଣେ ସୈନିକଙ୍କ ନିକଟରୁ ୬୫୩ ରାଉଣ୍ଡ ବନ୍ଧୁକ ଗୁଳି ହଜି…

ଦୀକ୍ଷାନ୍ତ ସମାରୋହରେ ଜେଲେନେସ୍କିଙ୍କ ଭଳି ପୋଷାକ ପିନ୍ଧି ପହଞ୍ଚିଲେ ଛାତ୍ର…

ଟୋକିଓ,୨୮।୩ : ଜାପାନର ଏକ ବିଶ୍ୱବିଦ୍ୟାଳୟର ଛାତ୍ର ୟୁକ୍ରେନର ରାଷ୍ଟ୍ରପତି ଭୋଲୋଡିମିର ଜେଲେନସ୍କିଙ୍କ ପାଇଁ ଷ୍ଟାଇଲରେ ସ୍ନାତକ ଦୀକ୍ଷାନ୍ତ ସମାରୋହରେ ପହଞ୍ଚିଛନ୍ତି। ପୋଷାକଠାରୁ ଆରମ୍ଭ କରି ଦାଢ଼ି ପର୍ଯ୍ୟନ୍ତ, ତାଙ୍କର ସମସ୍ତ ବେଶଭୁଷା ଜେଲେନସ୍କି ଭଳି ସମାନ ଥିଲା। ଖବର ଅନୁଯାୟୀ,…

ଆଣବିକ ଅସ୍ତ୍ରଶସ୍ତ୍ର ଉତ୍ପାଦନ ବଢ଼ାଇବେ କିମ୍‌…

ପ୍ୟୋଙ୍ଗୟାଙ୍ଗ,୨୮।୩ : ଉତ୍ତର କୋରିଆ ନେତା କିମ ଜୋଙ୍ଗ ଉନ ଆଣବିକ ଅସ୍ତ୍ରଶସ୍ତ୍ର ଉତ୍ପାଦନ ବୃଦ୍ଧି କରିବାକୁ ଚେତାବନୀ ଦେଇଛନ୍ତି। ଉତ୍ତର କୋରିଆର ଅସ୍ତ୍ରଶସ୍ତ୍ର ପରୀକ୍ଷା ଏବଂ ଆମେରିକା-ଦକ୍ଷିଣ କୋରିଆ ସାମରିକ ଅଭ୍ୟାସ ଯୋଗୁଁ ଉତ୍ତେଜନା ବୃଦ୍ଧି ପାଉଛି। ଅଧିକାରୀମାନେ ବିଶ୍ୱାସ…

ଚାକିରି ଛାଡ଼ିଥିବା ଏଚ-୧-ବି ଭିଜା କର୍ମଚାରୀଙ୍କୁ ଛାଡ଼ିବାକୁ ପଡ଼ିବନି ଆମେରିକା…

ଓ୍ବାଶିଂଟନ,୨୮।୩ : ଆମେରିକାର ନାଗରିକତ୍ୱ ଏବଂ ଇମିଗ୍ରେଶନ ସର୍ଭିସେସ( ୟୁଏସସିଆଇଏସ) କହିଛି ଯେ ଏଚ-୧-ବି ଭିଜା ଥିବା କର୍ମଚାରୀଙ୍କୁ ୬୦ ଦିନ ମଧ୍ୟରେ ଦେଶ ଛାଡିବାକୁ ପଡିବ ବୋଲି ବିଶ୍ୱାସ କରିବା ଭୁଲ ଅଟେ। ଏହି ମନ୍ତବ୍ୟ ଆମେରିକାର ବୈଷୟିକ କ୍ଷେତ୍ରରେ…

ରାହୁଲ ଗାନ୍ଧୀ ବିବାଦ ଉପରେ ନଜର ରଖିଛି ଆମେରିକା

ନ୍ୟୁୟର୍କ/ନୂଆଦିଲ୍ଲୀ,୨୮।୩: ଆମେରିକା କଂଗ୍ରେସ ନେତା ରାହୁଲ ଗାନ୍ଧୀଙ୍କ ମାମଲା ଉପରେ ନଜର ରଖିଛି ବୋଲି ଆମେରିକାରବୈଦେଶିକ ବିଭାଗର ଉପମୁଖପାତ୍ର ବେଦାନ୍ତ ପଟେଲ କହିଛନ୍ତି। ଆଇନର ଶାସନ ଏବଂ ନ୍ୟାୟିକ ସ୍ବାଧୀନତା ପ୍ରତି ସମ୍ମାନ ହେଉଛି ଯେକୌଣସି ଗଣତନ୍ତ୍ରର ମୂଳଦୁଆ। ଭାରତୀୟ ଅଦାଲତରେ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala


ଛୁଟିଦିନ
ପିଲାଙ୍କ ଧରିତ୍ରୀ
Trending
Let's Pledge For A 'Plastic Free' Odisha Join The Movement Of 'Plastic Free' Odisha

Akash Das Nayak, supports a Plastic Free Odisha. Do you?