ଅନ୍ତର୍ଜାତୀୟ

ଭାରତ ସହିତ ପ୍ରତିରକ୍ଷା ସହଯୋଗ ବୃଦ୍ଧି କରିବ ଜାପାନ…

ଟୋକିଓ,୧୭।୧୨ : ଚାଇନାର ମୁକାବିଲା କରିବା ପାଇଁ ଜାପାନ ଭାରତ ସହିତ ପ୍ରତିରକ୍ଷା ସହଯୋଗ ବୃଦ୍ଧି କରିବ। ଶନିବାର ଜାପାନର ଜାତୀୟ ସୁରକ୍ଷା ରଣନୀତି ରେ କୁହାଯାଇଛି ଯେ ଭାରତ-ପ୍ରଶାନ୍ତ ମହାସାଗରୀୟ ଅଞ୍ଚଳରେ ଏକ ଦେଶ ଭାବରେ ଜାପାନ ମୁକ୍ତ ଉଦ୍ୟମକୁ…

ବେଜିଂରେ କରୋନା ସଂକ୍ରମଣରେ ୨ ଗଣମାଧ୍ୟମ ପ୍ରତିନିଧିଙ୍କ ମୃତ୍ୟୁ…

ବେଜିଂ,୧୭।୧୨ : ଦୁନିଆରେ କରୋନା ସଂକ୍ରମଣ ବର୍ତ୍ତମାନ ଧୀରେ ଧୀରେ ହ୍ରାସ ପାଉଛି। ତଥାପି, ବିପଦ ଏପର୍ଯ୍ୟନ୍ତ ସମ୍ପୂର୍ଣ୍ଣ ରୂପେ ଦୂର ହୋଇନାହିଁ। ନିକଟରେ କରୋନାରେ ଆକ୍ରାନ୍ତ ହୋଇ ଚାଇନାର ଦୁଇ ପୂର୍ବତନ ଗଣମାଧ୍ୟମ ପ୍ରତିନିଧିଙ୍କର ବେଜିଂରେ ମୃତ୍ୟୁ ଘଟିଛି। ଶୁକ୍ରବାର…

୨୦୨୩ରେ ଚାଇନାରେ କରୋନା ବିସ୍ଫୋରଣ ଆଶଙ୍କା, ୧୦ ଲକ୍ଷରୁ ଅଧିକ ଲୋକଙ୍କର ହୋଇପାରେ ମୃତ୍ୟୁ…

ସିକାଗୋ,୧୭।୧୨ : ଚାଇନାରେ କରୋନା ମାମଲାରେ କ୍ରମାଗତ ବୃଦ୍ଧି ଘଟିଛି। ଏଠାରେ ପରିସ୍ଥିତି ସଙ୍କଟ ଜନକ ହେବାରେ ଲାଗିଛି। ଆମେରିକାର ସିକାଗୋସ୍ଥିତ ଇନଷ୍ଟିଚ୍ୟୁଟ ଫର୍‌ ହେଲଥ ମେଟ୍ରିକ୍ସ ଆଣ୍ଡ ଏଭାଲ୍ୟୁମେଣ୍ଟର ନୂତନ ଆକଳନ ଅନୁଯାୟୀ ଚାଇନାରେ ହଠାତ କଡ଼ା କରୋନା କଟକଣାକୁ…

ପେରୁ ହିଂସା ମଧ୍ୟରେ ଶିକ୍ଷା-ସଂସ୍କୃତି ମନ୍ତ୍ରୀ ଦେଲେ ଇସ୍ତଫା

ପେରୁ,୧୭।୧୨: ଦକ୍ଷିଣ ଆମେରିକାର ପେରୁରେ ଜରୁରୀକାଳୀନ ପରିସ୍ଥିତି ଲାଗୁ କରାଯାଇଛି। ପୂର୍ବତନ ରାଷ୍ଟ୍ରପତି ଗିରଫ ହେବା ପରେ ଦେଶର କୋଣ ଅନୁକୋଣରୁ ହିଂସାତ୍ମକ ପରିସ୍ଥିତି ଦେଖାଦେଇଛି। ରାସ୍ତାକୁ ଓହ୍ଲାଇ ବିକ୍ଷୋଭକାରୀମାନେ ପୁନର୍ବାର ନିର୍ବାଚନ ଦାବିରେ ଜିଦ୍‌ରେ ଅଟଳ ରହିଛନ୍ତି। ଅନ୍ୟପଟେ ପୋଲିସ…

ଥରିଲା ଟେକ୍ସାସ

ଅଷ୍ଟିନ୍‌,୧୭।୧୨: ଆମେରିକାର ଟେକ୍ସାସରେ ଜୋରଦାର ଭୂକମ୍ପ ଝଟ୍‌କା ଅନୁଭୂତ ହୋଇଛି। ରିକ୍ଟର ସ୍କେଲରେ ଭୂକମ୍ପର ତୀବ୍ରତା ୫.୪ ରହିଛି। ଏଥିରେ କୌଣସି କ୍ଷୟକ୍ଷତି ହୋଇଥିବା ସୂଚନା ମିଳିନାହିଁ। ସୂଚନା ମୁତାବକ, ଶୁକ୍ରବାର ସ୍ଥାନୀୟ ସମୟ ଅନୁସାରେ ସନ୍ଧ୍ୟା ୫ଟା ୩୫ମିନିଟ୍‌ରେ ରାଜ୍ୟର…

୭୦ରୁ ଊର୍ଦ୍ଧ୍ୱ ମିଶାଇଲ ମାଡ଼ କଲା ରୁଷିଆ: ସହରକୁ ବ୍ଲାକ୍‌ଆଉଟ୍‌ ଘୋଷଣା କଲା କିଭ୍‌

କିଭ୍‌,୧୭।୧୨: ଗତ କିଛି ମାସରୁ ୟୁକ୍ରେନ ଉପରେ ରୁଷିଆ ଆକ୍ରମଣ ଜାରି ରଖିଥିବା ବେଳେ ଶୁକ୍ରବାର ରାଜଧାନୀ କିଭ୍‌ରେ ୭୦ରୁ ଊର୍ଦ୍ଧ୍ୱ ମିଶାଇଲ୍‌ ଆକ୍ରମଣ କରାଯାଇଛି। ଯୁଦ୍ଧ ଆରମ୍ଭ ହେବା ପରଠାରୁ ଏହା ସବୁଠାରୁ ବଡ଼ ଆକ୍ରମଣ ବୋଲି ଶନିବାର ୟୁକ୍ରେନ୍‌ର…

ଚାଇନା ସହ ତିକ୍ତତା ମଧ୍ୟରେ ଆମେରିକା ଆରମ୍ଭ କଲା ‘ଚାଇନା ହାଉସ’

ୱାଶିଂଟନ,୧୭ ।୧୨: ଆମେରିକା ଓ ଚାଇନା ମଧ୍ୟରେ ବଢି ଚାଲିଥିବା ତିକ୍ତତା ମଧ୍ୟରେ ବାଇଡେନ ପ୍ରଶାସନ ଏହାର ବୈଦେଶିକ ବିଭାଗକୁ ଚାଇନା ସମ୍ବନ୍ଧୀୟ ନୀତିନିୟମକୁ ମଜଭୁତ କରିବାକୁ ଦାୟିତ୍ୱ ଦେଇଛନ୍ତି । ଏ ସମ୍ପର୍କରେ ଆମେରିକା ବୈଦେଶିକ ବିଭାଗ ଶୁକ୍ରବାର କହିଛି…

କିଭ୍‌ରେ ମିଶାଇଲ ବର୍ଷା

କିଭ୍‌,୧୭।୧୨: ରୁଷିଆ ପକ୍ଷରୁ ଶୁକ୍ରବାର କିଭ୍‌ ସମେତ ୪ ୟୁକ୍ରେନୀୟ ସହରରେ ୬୦ରୁ ଉର୍ଦ୍ଧ୍ୱ ମିଶାଇଲ ମାଡ଼ କରାଯାଇଛି। ଏଥିରେ ୨ ଜଣଙ୍କ ମୃତ୍ୟୁ ଘଟିଥିବାବେଳେ ଅନେକେ ଆହତ ହୋଇଛନ୍ତି। ୟୁକ୍ରେନ୍‌ର ଦ୍ୱିତୀୟ ବଡ଼ ସହର ଖାରକିଭ୍‌ରେ ଅନେକ ହଜାର ଲୋକ…

‘ଗୁଜରାଟ କଂସେଇ ଏବେ ପ୍ରଧାନମନ୍ତ୍ରୀ’

ନ୍ୟୁୟର୍କ/ନୂଆଦିଲ୍ଲୀ,୧୭।୧୨: ଅଲ୍‌-କାଏଦା ମୁଖ୍ୟ ଓସାମା ବିନ୍‌ ଲାଡେନ ମୃତ। କିନ୍ତୁ ଗୁଜରାଟର କଂସେଇ ଏବେ ବି ଜୀବିତ ଏବଂ ସେ ଭାରତର ପ୍ରଧାନମନ୍ତ୍ରୀ ବୋଲି ପାକିସ୍ତାନ ବହିର୍ବ୍ୟାପାର ମନ୍ତ୍ରୀ ବିଲାଓ୍ବଲ ଭୁଟ୍ଟୋ ଜର୍ଦ୍ଦାରି ସମାଲୋଚନା କରିଛନ୍ତି। ଭାରତର ବହିର୍ବ୍ୟାପାର ମନ୍ତ୍ରୀ ଏସ୍‌.…

ବ୍ରିଟେନରେ କେରଳର ନର୍ସଙ୍କ ସହ ଦୁଇ ଶିଶୁଙ୍କୁ ନିର୍ମମ ହତ୍ୟା

ଲଣ୍ଡନ,୧୭ ।୧୨: ବ୍ରିଟେନର ପୂର୍ବ ଇଂଲଣ୍ଡରୁ ଗୁରୁବାର ଏକ ବଡ ଖବର ସାମ୍ନାକୁ ଆସିଛି । ଏଠାକାର ନର୍ଥମ୍ପ୍‌ଟ ଅଞ୍ଚଳରେ ଜଣେ ଭାରତୀୟ ମୂଳ ବାସିନ୍ଦା ମହିଳା ଓ ତାଙ୍କ ଦୁଇ ଶିଶୁଙ୍କୁ ସେମାନେ ରହୁଥିବା ଅପାର୍ଟମେଣ୍ଟରେ ହତ୍ୟା କରାଯାଇଛି ।…

ଜାତିସଂଘ ଶରଣାର୍ଥୀ ଏଜେନ୍ସିର ସ୍ୱତନ୍ତ୍ର ଦୂତ ପଦରୁ ଇସ୍ତଫା ଦେଲେ ଆଞ୍ଜେଲିନା ଜୋଲି, ସିଧାସଳଖ ଯୋଡି ହେବେ ସଙ୍ଗଠନ ସହ

ଜେନେଭା,୧୭ ।୧୨: ଅଭିନେତ୍ରୀ ଆଞ୍ଜେଲିନା ଜୋଲି ଜାତିସଂଘ ଶରଣାର୍ଥୀ ଏଜେନ୍ସିର ବିଶେଷ ଦୂତ ପଦବୀରୁ ଇସ୍ତଫା ଦେଇଛନ୍ତି । ଏବେ ସେ ସିଧାସଳଖ ଶରଣାର୍ଥୀ ଓ ସଙ୍ଗଠନ ସହ ଯୋଡି ହେବେ । ଏହି ଘୋଷଣା ଶୁକ୍ରବାର ଆଞ୍ଜେଲିନା ଜୋଲି ଓ…

ମୋଦିଙ୍କ ସହ ଫୋନ୍‌ରେ କଥା ହେଲେ ପୁଟିନ୍‌

ମସ୍କୋ/ନୂଆଦିଲ୍ଲୀ,୧୬।୧୨: ୟୁକ୍ରେନ୍‌ ଉପରେ ଜାରି ରଖିଥିବା ଆକ୍ରମଣ ମଧ୍ୟରେ ରୁଷିଆ ରାଷ୍ଟ୍ରପତି ଭ୍ଲାଡିମିର ପୁଟିନ୍‌ ଶୁକ୍ରବାର ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ସହ ଫୋନ୍‌ରେ କଥା ହୋଇଛନ୍ତି। ଏହି ସମୟରେ ପୁଟିନ୍‌ ମୋଦିଙ୍କ ସହ ୟୁକ୍ରେନରେ ଚାଲିଥିବା ବିବାଦ ବିଷୟରେ ଆଲୋଚନା କରିଥିବା…

Advertisement
Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri