ତାଇଓ୍ବାନ ମୁହାଁ ଚାଇନା ଯୁଦ୍ଧପୋତ-ବିମାନ…
ବେଜିଂ,୬।୪ : ତାଇୱାନର ପ୍ରତିରକ୍ଷା ମନ୍ତ୍ରଣାଳୟ ଗୁରୁବାର ଦିନ କହିଛି ଯେ ଲସ ଏଞ୍ଜେଲସରେ ରାଷ୍ଟ୍ରପତି ତାଇ ଇଙ୍ଗ-ୱେନ ଆମେରିକାର ହାଉସ ବାଚସ୍ପତି କେଭିନ ମ୍ୟାକକାରିଙ୍କ ସହ ସାକ୍ଷାତ କରି ସ୍ବୟଂଶାସିତ ଦ୍ୱୀପ ନିକଟରେ ଏକ ଚୀନ ବିମାନ ଏବଂ ୩…
୫ ଭାରତୀୟ ବଂଶୋଦ୍ଭବ ସ୍ଥାନିତ
ଓ୍ବାଶିଂଟନ୍, ୬।୪: ପାଞ୍ଚଜଣ ଭାରତୀୟ ବଂଶୋଦ୍ଭବ ମହିଳା ଏକ୍ଜିକ୍ୟୁଟିଭ୍ଙ୍କ ନାମ ‘୧୦୦ ମୋଷ୍ଟ ଇନ୍ଫ୍ଲୁଏନ୍ସିଆଲ୍ ଓମେନ ଇନ୍ ୟୁଏସ୍ ଫାଇନାନ୍ସ’ ସୂଚୀରେ ସ୍ଥାନ ପାଇଛି। ଓ୍ବାଲ୍ ଷ୍ଟ୍ରିଟ୍ ଜର୍ନାଲ୍ର ସିଷ୍ଟର ମାଗାଜିନ୍ ବାରୋନ୍ସ ଦ୍ୱାରା ଡନ୍ ଜନ୍ସ ଆଣ୍ଡ କମ୍ପାନୀ ପକ୍ଷରୁ…
ଷ୍ଟର୍ମି ହାରିଲେ ମାନହାନି ମାମଲା
ନ୍ୟୁୟର୍କ,୬ା୪: ଆମେରିକାର ପୂର୍ବତନ ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ୍ଙ୍କ ସହ ଯୌନ ସମ୍ପର୍କ ଓ ମୁହଁ ବନ୍ଦ ପାଇଁ ହଶ୍ ମନି ପାଇଥିବା ସମ୍ପର୍କରେ ମୁହଁ ଖୋଲି ଚର୍ଚ୍ଚାକୁ ଆସିଥିବା ପର୍ନ ଷ୍ଟାର ଷ୍ଟର୍ମି ଡାନିଏଲ୍ସ ଏବେ ଚର୍ଚ୍ଚାରେ। ଟ୍ରମ୍ପ୍ଙ୍କ ବିରୋଧରେ କରିଥିବା…
ହାତକଡ଼ି ଲଗାଇ ୭ ମାଇଲ ପହଁରି ରେକର୍ଡ
କାଇରୋ, ୬ା୪: ବିନା ହାତ ଚାଳନାରେ ପାଣିରେ ପହଁରିବା ପ୍ରାୟତଃ ଅସମ୍ଭବ। କିନ୍ତୁ ଏହାକୁ ସମ୍ଭବ କରିବା ସହ ଗିନିଜ୍ ଓ୍ବାଲର୍ଡ ରେକର୍ଡସ୍ରେ ନିଜକୁ ସାମିଲ କରିଛନ୍ତି ଇଜିପ୍ଟର ଶେହାବ ଆଲମ। ସେ ହାତରେ ହାତକଡ଼ି ଲଗାଇ ଗୋଟିଏ କିମ୍ବା ଦୁଇ…
ରାଜା ଚାଲର୍ସ ତୃତୀୟଙ୍କ ସ୍ତ୍ରୀ କାମିଲାଙ୍କୁ ‘ମହାରାଣୀ’ ମାନ୍ୟତା
ଲଣ୍ଡନ,୫ା୪:ବ୍ରିଟେନର ରାଜା ଚାଲର୍ସ ତୃତୀୟଙ୍କ ସ୍ତ୍ରୀ କାମିଲାଙ୍କୁ ସରକାରୀ ଭାବେ ‘ମହାରାଣୀ କାମିଲା’ ମାନ୍ୟତା ଦିଆଯାଇଛି। ବକିଂହାମ ପ୍ୟାଲେସ୍ କାମିଲାଙ୍କ ନାମ ଆଗରେ ‘ମହାରାଣୀ’ ଶବ୍ଦ ବ୍ୟବହାର କରିଛନ୍ତି। ଏହା ସହିତ ସେ ‘‘ମହାରାଣୀ କାମିଲା’ ଭାବରେ ପରିଚିତ ହେବେ। କିଙ୍ଗ…
ସମ୍ପତ୍ତି ସାର୍ବଜନୀନ କରିବାକୁ ମନା କଲେ ପ୍ରଚଣ୍ଡ
କାଠମାଣ୍ଡୁ,୫ା୪: ନେପାଳର ପ୍ରଧାନମନ୍ତ୍ରୀ ପୁଷ୍ପ କମଲ ଦହଲ ପ୍ରଚଣ୍ଡ ତାଙ୍କ ସମ୍ପତ୍ତିକୁ ସାର୍ବଜନୀନ କରିବାକୁ ମନା କରି ଦେଇଛନ୍ତି। ୧୯୯୦ରେ ଗଣତନ୍ତ୍ରର ପୁନରୁଦ୍ଧାର ପରେ ନେପାଳର ପ୍ରଥମ ନିର୍ବାଚିତ ସରକାର ପ୍ରଧାନମନ୍ତ୍ରୀ ଏବଂ ମନ୍ତ୍ରୀଙ୍କ ସମ୍ପତ୍ତିର ସବିଶେଷ ତଥ୍ୟ ସାର୍ବଜନୀନ କରିବାର…
ବିଶ୍ୱ ପାଇଁ ବିପଦ ସୃଷ୍ଟି କରୁଛି ଚାଇନା
ବ୍ରୁଶେଲ୍ସ,୫ା୪: ୟୁରୋପରେ ଲିଥୁଆନିଆ ଏକ ଛୋଟ ଦେଶ। ଯାହାର ଜନସଂଖ୍ୟା ୨୦୨୧ ବର୍ଷର ଆକଳନ ଅନୁଯାୟୀ ବର୍ତ୍ତମାନ ୨୮ ଲକ୍ଷ। ଅର୍ଥାତ୍ ଚାଇନା ତୁଳନାରେ ବହୁତ କମ୍ ଅଟେ। ଏପରିକି ଅଞ୍ଚଳରେ ମଧ୍ୟ ଏହି ଦେଶ ଚାଇନା ଠାରୁ ଛୋଟ, କିନ୍ତୁ…
ଚାଇନା ଇଞ୍ଜିନିୟରଙ୍କ କ୍ୟାମ୍ପ୍ରେ ଲାଗିଲା ନିଆଁ
ଇସଲାମାବାଦ,୫ା୪: ଉତ୍ତର ପଶ୍ଚିମ ପାକିସ୍ତାନରେ ଜଳ ବିଦ୍ୟୁତ୍ ଡ୍ୟାମ୍ ପରିଚାଳନା କରୁଥିବା ଏକ ଚାଇନା କମ୍ପାନୀର ଆବାସିକ ଶିବିରରେ ବଡ଼ ଧରଣର ଅଗ୍ନିକାଣ୍ଡ ହୋଇଥିବା ବୁଧବାର ସୂଚନା ମିଳିଛି। କୋହିସ୍ତାନର ବାର୍ସିନ ଅଞ୍ଚଳରେ ଚାଇନାର ଇଞ୍ଜିନିୟର ତଥା ଜଳ ବିଦ୍ୟୁତ୍ ପ୍ରକଳ୍ପର…
‘ଆମ ଦେଶ ନର୍କ ଆଡ଼କୁ ଗତି କରୁଛି’
ଓ୍ବାଶିଂଟନ,୫ା୪: ଆମେରିକାର ପୂର୍ବତନ ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ୍ ମ୍ୟାନହଟନ କୋର୍ଟରେ ପହଞ୍ଚି ପର୍ନଷ୍ଟାର ଷ୍ଟର୍ମି ଡାନିଏଲ୍ସଙ୍କୁ ଚୁପ୍ ରହିବା ପାଇଁ ଗୁପ୍ତ ଭାବରେ ଅର୍ଥ ପ୍ରଦାନ କରାଯାଇଥିବା ଅଭିଯୋଗ ସହ ଜଡ଼ିତ ମାମଲାର ଶୁଣାଣି କରାଯାଇଥିଲା। ଶୁଣାଣି ପୂର୍ବରୁ ଟ୍ରମ୍ପଙ୍କୁ ଗିରଫ…
ଟ୍ରମ୍ପଙ୍କୁ ଲକ୍ଷେ ୨୦ ହଜାର ଡଲାର ଦେବେ ପର୍ନ ଷ୍ଟାର…
ଓ୍ବାଶିଂଟନ,୫।୪ : ଆମେରିକାର ପୂର୍ବତନ ରାଷ୍ଟ୍ରପତି ଟ୍ରମ୍ପଙ୍କ ଓକିଲମାନଙ୍କୁ ଆଇନଗତ ଫି ବାବଦରେ ଲକ୍ଷେ ୨୦ ହଜାର ଡଲାରରୁ ଅଧିକ (ପ୍ରାୟ ୧ କୋଟି ଟଙ୍କା) ଦେବାକୁ କାଲିଫର୍ନିଆର ଏକ ଫେଡେରାଲ ଅପିଲ କୋର୍ଟଙ୍କ ଦ୍ୱାରା ବୟସ୍କ ଚଳଚ୍ଚିତ୍ର ତାରକା ଷ୍ଟର୍ମୀ…
ମାମଲା ରଫାଦଫା କରିବାକୁ ଜନସନ ଆଣ୍ଡ ଜନସନ ପକ୍ଷରୁ ୮୯୦ କୋଟି ଡଲାରର ଅଫର…
ଓ୍ବାଶିଂଟନ,୫।୪ : ଆମେରିକାର ଅନ୍ୟତମ ବୃହତ୍ତମ ଫାର୍ମାସ୍ୟୁଟିକାଲ କମ୍ପାନୀ ଜନସନ ଆଣ୍ଡ ଜନସନ ନିଜ ବିରୋଧରେ ଥିବା ୯ ବର୍ଷ ପୁରୁଣା ମାମଲା ରଫାଦଫା କରିବା ଲାଗି ୮୯୦ କୋଟି ଆମେରିକୀୟ ଡଲାର (ପ୍ରାୟ ୭୩,୦୮୬ କୋଟି ଟଙ୍କା) ଅଫର ଦେଇଛି।…
ବିପଦ ଆସୁଛି ମାଡ଼ି: ଦୁର୍ବଳ ହେବାରେ ଲାଗିଛି ହିମାଳୟର ଗ୍ଲେସିୟର…
ଲଣ୍ଡନ,୫।୪ : ଭାରତ ଉପମହାଦେଶ ଊପରେ ବିପଦ ମାଡ଼ି ଆସୁଛି। ହିମାଳୟର ଗ୍ଲେସିୟର ଭିତରେ ଭିତରେ ତରଳୁଛି। ଫଳରେ ହ୍ରଦ ସୃଷ୍ଟି ହେବାରେ ଲାଗିଛି। ଗ୍ଲେସିୟରର ଏଭଳି କ୍ଷତି ଦୁଇ ଦଶନ୍ଧି ଧରି ଜାରି ରହିଛି। ଭିତରର ବରଫ ତରଳିବା ଯୋଗୁ…

