ପ୍ରତିରକ୍ଷା ବ୍ୟବସ୍ଥାକୁ ଶକ୍ତଶାଳୀ କଲା ତାଇଓ୍ବାନ, ଚାଇନାର ବଢ଼ିଲା ଚିନ୍ତା…
ବେଜିଂ/ତାଇପେ,୨।୨ : ତାଇୱାନ ଚାଇନାକୁ କଡ଼ା ଜବାବ ଦେବାକୁ ଏହାର ନୌସେନାକୁ ସତର୍କ କରାଇ କ୍ଷେପଣାସ୍ତ୍ର ପ୍ରଣାଳୀକୁ ସକ୍ରିୟ କରିଛି। ଚାଇନାର ୩୪ ସାମରିକ ବିମାନ ଏବଂ ନଅଟି ଯୁଦ୍ଧ ଜାହାଜ ତାଇଓ୍ବାନର ଆକାଶ ମାର୍ଗ ସୀମାରେ ପ୍ରବେଶ କରିବା ପରେ…
ଧଳା ହରିଣକୁ କରୋନା: ୮୦ ଭାରିଆଣ୍ଟ ଠାବ …
ଓ୍ବାଶିଂଟନ,୨।୨ : ଆମେରିକାରେ ଧଳା ହରିଣଠାରେ କରୋନା ମହମାରୀ ବ୍ୟାପିବା ନେଇ ଚିନ୍ତା ବଢ଼ିବାରେ ଲାଗିଛି। ହରିଣଙ୍କଠାରେ କରୋନା ଭୂତାଣୁ ମନୁଷ୍ୟ ତୁଳନାରେ ୮୦ ଥର ନିଜର ରୂପ ପରିବର୍ତ୍ତନ କରି ନୂଆ ନୂଆ ଭାରିଆଣ୍ଟ ସୃଷ୍ଟି କରିଛି। ବୈଜ୍ଞାନିକମାନେ ଉତ୍ତର…
ମୂଳ ଭାରତୀୟ ପ୍ରମିଳା ଜୟପାଳ ଆମେରିକାରେ ବଡ଼ ପଦବୀରେ…
ଓ୍ବାଶିଂଟନ,୨।୨ : ପୁଣିଥରେ ମୂଳ ଭାରତୀୟମାନେ ଆମେରିକାରେ ନିଜର ଆଧିପତ୍ୟ ଜାହିର କରିଛନ୍ତି। ଏଥର ଭାରତୀୟ ମୂଳ ପ୍ରମିଳା ଜୟପାଲଙ୍କୁ ଇମିଗ୍ରେଶନ ଉପରେ ଶକ୍ତିଶାଳୀ ହାଉସ ଜୁଡିସିଆରୀ କମିଟି ପ୍ୟାନେଲର ର଼୍ୟାଙ୍କିଙ୍ଗ ସଦସ୍ୟ ଭାବେ ନାମିତ କରାଯାଇଛି। ସେ ପ୍ରଥମ କମିଟିର…
ସୁଏଜ୍ କେନାଲରେ ଜାହାଜ ଅଚଳ
କାଇରୋ,୨।୨ : ତରଳୀକୃତ ପ୍ରାକୃତିକ ବାଷ୍ପ (ଏଲ୍ଏନ୍ଜି) ପରିବହନ କରୁଥିବା ଏକ ଜାହାଜ ବୁଧବାର ସୁଏଜ୍ କେନାଲରେ ଅଚଳ ହୋଇଯାଇଛି। ତେବେ ଏଥିପାଇଁ ବିଶ୍ୱର ଦ୍ୱାର ଭାବେ ପରିଚିତ ସୁଏଜ୍ କେନାଲରେ ଜାହାଜ ଚଳାଚଳ ବାଧାପ୍ର୍ରାପ୍ତ ହୋଇନାହିଁ। ବାହାମାସ୍ର ଏହି ଜାହାଜ…
ଟ୍ରାନ୍ସପରେନ୍ସି ଇଣ୍ଟରନ୍ୟାସନାଲ ଜାରି କଲା ରିପୋର୍ଟ, ଶାହବାଜ-ଇମ୍ରାନ ସରକାର ଆରମ୍ଭରୁ ଅଧିକ ଭ୍ରଷ୍ଟ
ଇସଲାମାବାଦ,୨ ।୨: ଜର୍ମାନୀର ଟ୍ରାନ୍ସପରେନ୍ସି ଇଣ୍ଟରନ୍ୟାଶନାଲ(ଟିଆଇ) ସଂସ୍ଥା ବାର୍ଷିକ ରିପୋର୍ଟ ଜାରି କରିଛି । ଯେଉଁଥିରେ ପାକିସ୍ତାନ ପ୍ରଧାନମନ୍ତ୍ରୀ ଶେହବାଜ ଶରିଫ ଓ ଇମ୍ରାନ ଖାଁଙ୍କ ଅନୁଗାମୀ ସରକାରଙ୍କ ଅନୁଯାୟୀ, ପାକିସ୍ତାନ ପୂର୍ବାପେକ୍ଷା ଅଧିକ ଭ୍ରଷ୍ଟ ବୋଲି କୁହାଯାଇଛି । ଟିଆଇ…
ରାଷ୍ଟ୍ରପତିଙ୍କ ଘରୁ ଖାଲି ହାତରେ ଫେରିଲା ଏଫବିଆଇ
ୱାଶିଂଟନ,୨ ।୨: ଆମେରିକା ରାଷ୍ଟ୍ରପତି ଜୋ ବାଇଡେନଙ୍କ ଘରେ ଗୋପନୀୟ କାଗଜପତ୍ରକୁ ନେଇ ବୁଧବାର ସଂଘୀୟ ଯାଞ୍ଚ ବ୍ୟୁରୋ(ଏଫବିଆଇ) ବୁଧବାର ପୁଣିଥରେ ଯାଞ୍ଚ କରିଥିଲେ । ହେଲେ ଏଥର ଏଫବିଆଇକୁ ବାଇଡେନଙ୍କ ଘରୁ ଖାଲି ହାତରେ ଫେରିବାକୁ ପଡିଥିଲା । ରାଷ୍ଟ୍ରପତିଙ୍କ…
ଆମେରିକାର ରାଷ୍ଟ୍ରପତିଙ୍କ ଘରେ ଏଫ୍ବିଆଇ ଟିମ୍
ଓ୍ବାଶିଂଟନ୍,୧।୨: ଆମେରିକାର ଗୁପ୍ତଚର ଏଜେନ୍ସି ଏଫ୍ବିଆଇ ରାଷ୍ଟ୍ରପତି ଜୋ ବାଇଡେନଙ୍କ ବାସଭବନରେ ଯାଞ୍ଚ୍ ପାଇଁ ପହଞ୍ଚିଛି। ବୁଧବାର ଡେଲାୱେରର ରେହବୋଥ ବିଚରେ ଥିବା ବାଇଡେନଙ୍କ ବାସଭବନରେ ଏଫ୍ବିଆଇ ଟିମ୍ ଖୋଜାଖୋଜି କରିଛି। ଯାଞ୍ଚ୍ବେଳେ ବାଇଡେନ ସେଠାରେ ନ ଥିଲେ। ତଦନ୍ତରେ ସହଯୋଗ…
ପାକିସ୍ତାନ ଆତଙ୍କବାଦୀ ଅବଦୁଲ ରେହମାନ ମକ୍କିଙ୍କୁ ଜାତିସଂଘ ତାଲିକାଭୁକ୍ତ ଆତଙ୍କବାଦୀ ଘୋଷଣା କଲା ଭାରତ
ନୂଆଦିଲ୍ଲୀ,୧।୨: ପାକିସ୍ତାନ ଆତଙ୍କବାଦୀ ଅବଦୁଲ ରେହମାନ ମକ୍କିଙ୍କୁ ଜାତିସଂଘ ତାଲିକାଭୁକ୍ତ ଆତଙ୍କବାଦୀ ଭାବରେ ଘୋଷଣା କରିଛି ଭାରତ। ଅବଦୁଲ ରେହମାନ ମକ୍କି ଆତଙ୍କବାଦୀ ସଂଗଠନ ଲସ୍କର-ଏ-ତୋଇବାର ଉପନେତା। ଅବଦୁଲ ରେହମାନ ମଧ୍ୟ ମକ୍କି ଆତଙ୍କବାଦୀ ହାଫିଜ ସଇଦଙ୍କ ଶଳା ଏବଂ ୨୬/୧୧…
ପାକିସ୍ତାନର ଅର୍ଥନୀତିର ଦୁର୍ବଳ ଚିତ୍ର ଉପସ୍ଥାପନ କଲା ଆଇଏମଏଫ୍
ଓ୍ବାଶିଂଟନ୍,୧।୨: ପଡୋଶୀ ଦେଶ ପାକିସ୍ତାନରେ ଅର୍ଥନୀତି ଦିନକୁ ଦିନ ଖରାପ ଆଡକୁ ଗତି କରୁଛି। ଏହାର ଅର୍ଥବ୍ୟବସ୍ଥାକୁ ନିୟନ୍ତ୍ରଣ କରିବା ପାଇଁ ତୁରନ୍ତ କୋଟି କୋଟି ଟଙ୍କା ଆବଶ୍ୟକ, କିନ୍ତୁ ଏତେ ବଡ଼ ଅର୍ଥନୈତିକ ପ୍ୟାକେଜ ପାଇବା କଷ୍ଟସାଧ୍ୟ। ପାକିସ୍ତାନ ସରକାର…
୧୪୦୦ରୁ ଅଧିକ ବିମାନ ଉଡ଼ାଣ ବାତିଲ
ଓ୍ବାଶିଂଟନ,୧ା୨: ଆମେରିକାରେ ପ୍ରବଳ ତୁଷାରପାତ ଯୋଗୁ ବୁଧବାର ୧୪୦୦ରୁ ଅଧିକ ବିମାନ ଉଡ଼ାଣ ବାତିଲ ହୋଇଛି। ଟେକ୍ସାସରୁ ଓ୍ବେଷ୍ଟ ଭର୍ଜିନିଆ ପର୍ଯ୍ୟନ୍ତ ବରଫର ଆସ୍ତରଣ ଜମିଛି। ଏଭଳି ପରିସ୍ଥିତିରେ ଝଡ଼ର ସମ୍ମୁଖୀନ ହେବା ପରେ ଆମେରିକା ୧୪୦୦ରୁ ଅଧିକ ବିମାନ ବାତିଲ…
ଥରିଲା ଫିଲିପାଇନ୍ସ
ମାନିଲା, ୧।୨: ଦକ୍ଷିଣ ଫିଲିପାଇନ୍ସରେ ବୁଧବାର ଭୂକମ୍ପ ଝଟ୍କା ଲାଗିଛି। ଭୂକମ୍ପର ତୀବ୍ରତା ରିକ୍ଟର ସ୍କେଲରେ ୬.୧ ରହିଛି। ଏଥିରେ କୌଣସି କ୍ଷୟକ୍ଷତିର ସୂଚନା ମିଳିନାହିଁ। ନ୍ୟୁ ବଟାନ ସହରର ଉତ୍ତର-ପୂର୍ବଠାରୁ ପ୍ରାୟ ୧୪ କିଲୋମିଟର ଦୂରରେ ଏହି ଭୂକମ୍ପ ହୋଇଛି।
ଆମେରିକାର ରାଷ୍ଟ୍ରପତି ନିର୍ବାଚନ ଲଢିପାରନ୍ତି ଭାରତୀୟ ବଂଶୋଦ୍ଭବ ନିକ୍କି ହାଲି
ଓ୍ବାଶିଂଟନ୍,୧।୨: ଭାରତୀୟ ବଂଶୋଦ୍ଭବ ନିକ୍କି ହେଲି ଆମେରିକାର ରାଷ୍ଟ୍ରପତି ନିର୍ବାଚନରେ ପ୍ରତିଦ୍ୱନ୍ଦ୍ୱିତା କରିବାର ସମ୍ଭାବନା ରହିଛି। ସେ ଫେବୃଆରୀରେ ରିପବ୍ଲିକାନ ପାର୍ଟିରୁ ରାଷ୍ଟ୍ରପତି ନିର୍ବାଚନରେ ପ୍ରତିଦ୍ୱନ୍ଦ୍ୱିତା କରିବାକୁ ଘୋଷଣା କରିପାରନ୍ତି। ୨୦୨୪ରେ ଆମେରିକାର ରାଷ୍ଟ୍ରପତି ପଦ ପାଇଁ ନିର୍ବାଚନ ଅନୁଷ୍ଠିତ ହେବ।…
Archives


