ଭାରତୀୟ ବଜେଟ୍କୁ ସ୍ବାଗତ କଲା ତାଲିବାନ୍
କାବୁଲ,୩।୨: ବଜେଟ-୨୦୨୩କୁ ନେଇ ଭାରତରେ ପରିବେଶ ଏବେ ସରଗରମ ରହିଛି। ଫେବୃୟାରୀ ୨ରେ କେନ୍ଦ୍ର ଅର୍ଥମନ୍ତ୍ରୀ ନିର୍ମଳା ସୀତାରାମନ୍ କେନ୍ଦ୍ର ବଜେଟ ୨୦୨୩-୨୦୨୪ ଉପସ୍ଥାପନ କରିଛନ୍ତି। କିଛି ଲୋକ ଏହାକୁ ଏକ ଭଲ ବଜେଟ ଏବଂ କେହି କେହି ଏହାକୁ ନିରାଶାଜନକ…
ପେଶାୱର ବୋମା ବିସ୍ଫୋରଣ: ପୋଲିସ ପୋଷାକରେ ଆସିଥିଲେ ଆକ୍ରମଣକାରୀ
ଇସଲାମାବାଦ,୨ ।୨ : ପାକିସ୍ତାନର ପେଶାୱରରେ ହୋଇଥିବା ଆତ୍ମଘାତି ବିସ୍ଫୋରଣରେ ଆକ୍ରମଣକାରୀ ପୋଲିସ ପୋଷାକରେ ମସଦିଜ ଭିତରକୁ ଯାଇଥିଲେ । ନମାଜ ସମୟରେ ଆକ୍ରମଣକାରୀ ନିଜକୁ ବୋମାରେ ଉଡାଇଦେବା ସହ ଏଥିରେ ଏବେ ପର୍ଯ୍ୟନ୍ତ ୧୦୧ ଜଣଙ୍କ ମୃତ୍ୟୁ ହେଲାଣି ଓ…
ଏକୁଟିଆପଣ ଯୋଗୁ ବଢୁଛି ହାର୍ଟ ଆଟାକ୍ ସମସ୍ୟା, ପୁରୁଷ ଅଧିକ ପ୍ରଭାବିତ: ରିପୋର୍ଟ…
ବେଜିଂ,୨।୨ : କରୋନା ମହାମାରୀ ଆମ ସମସ୍ତଙ୍କୁ ବହୁତ କିଛି ଶିକ୍ଷା ଦେଇଛି। ଏହି କାରଣରୁ, ଲୋକମାନେ ଏକାକୀ ରହିବାକୁ ଅଭ୍ୟସ୍ତ ହୋଇ ଯାଇଛନ୍ତି। ଯେଉଁଥିପାଇଁ ଅନେକ ଲୋକଙ୍କ ମାନସିକ ଏବଂ ଶାରୀରିକ ଅବସ୍ଥା ପ୍ରଭାବିତ ହେବାରେ ଲାଗିଛି। ଏକୁଟିଆପଣ ଯୋଗୁ…
‘ଟାର୍ଗେଟ୍ରେ ହିନ୍ଦୁ’
ଅଟାଓ୍ବା,୨ା୨: ଅତୀତରେ କାନାଡାର ବ୍ରମ୍ପଟନରେ ଏକ ପ୍ରମୁଖ ହିନ୍ଦୁ ମନ୍ଦିର ଗୌରୀଶଙ୍କର ମନ୍ଦିର ଉପରେ ଆକ୍ରମଣ କରାଯାଇଥିଲା। ମନ୍ଦିରରେ ଭଙ୍ଗାରୁଜା ପରେ ଖଲିସ୍ତାନ ସମର୍ଥକ ସ୍ଲୋଗାନ ମଧ୍ୟ ଲେଖାଯାଇଥିଲା। ଏହି ସମୟରେ ଗୁରୁବାର କାନାଡା ସଂସଦରେ ଭାରତୀୟ ମୂଳ ଏମ୍ପି ଚନ୍ଦ୍ର…
ନୋବେଲ ଶାନ୍ତି ପୁରସ୍କାର ଦୌଡରେ ଜେଲେନସ୍କି ଆଗରେ…
ଓସଲୋ,୨।୨ : ନୋବେଲ ଶାନ୍ତି ପୁରସ୍କାର ପାଇଁ ନାଟୋ ସେକ୍ରେଟେରୀ ଜେନେରାଲ ଏବଂ ୟୁକ୍ରେନ ରାଷ୍ଟ୍ରପତି ଭୋଲୋଡିମିର ଜେଲେନସ୍କିଙ୍କ ନାମ ଆଗରେ ରହିଛି। ନୋବେଲ ନିୟମ ଅନୁଯାୟୀ କମିଟିରେ ଉପସ୍ଥାପିତ ନାମଗୁଡିକର ତାଲିକା ଅତି କମରେ ୫୦ବର୍ଷ ପର୍ଯ୍ୟନ୍ତ ଗୁପ୍ତ ଭାବରେ…
ତାଲିବାନକୁ ବିରୋଧ ନ କରିବାକୁ ଅଶରଫ ଘାନି ନେଇଥିଲେ ୧୧୦ ନିୟୁତରୁ ଅଧିକ ଡଲାର,କତାର ଦେଇଥିଲା ଲାଞ୍ଚ…
କାବୁଲ,୨।୨ : ତାଲିବାନକୁ ବିରୋଧ ନ କରିବା ପାଇଁ କତାର ଆଫଗାନିସ୍ତାନର ପୂର୍ବତନ ରାଷ୍ଟ୍ରପତି ଆଶରଫ ଘାନିଙ୍କୁ ୧୧୦ ମିଲିୟନ ଡଲାରରୁ ଅଧିକ ଲାଞ୍ଚ ଦେଇଥିଲା। ଇଟାଲୀର ସ୍ଥାନୀୟ ଗଣମାଧ୍ୟମ ଟିଜି-୧ ରାଏ ଏହାର ଅନୁସନ୍ଧାନ ରିପୋର୍ଟରେ ଏହି ସମ୍ବେଦନଶୀଳ ଦାବି…
ଡୋଭାଲ-ବ୍ଲିଙ୍କନ ଭେଟ…
ଓ୍ବାଶିଂଟନ,୨।୨ : ଭାରତର ଜାତୀୟ ସୁରକ୍ଷା ପରାମର୍ଶଦାତା ଅଜିତ ଡୋଭାଲ ଆମେରିକାର ବୈଦେଶିକ ମନ୍ତ୍ରୀ ଆଣ୍ଟୋନି ବ୍ଲିଙ୍କନଙ୍କୁ ଭେଟିଛନ୍ତି। ଉଭୟଙ୍କ ମଧ୍ୟରେ ବିଶ୍ୱସ୍ତରୀୟ ଏବଂ ଆଞ୍ଚଳିକ ପ୍ରସଙ୍ଗଗୁଡ଼ିକ ଉପରେ ବିସ୍ତୃତ ଆଲୋଚନା ହୋଇଥିଲା। ଏହି ସମୟରେ ଦ୍ୱିପାକ୍ଷିକ ରଣନୀତିକ ଭାଗିଦାରୀକୁ ସୁଦୃଢ଼…
୫ ଡଲାର କରେନି୍ସ ନୋଟରୁ ହଟିବେ ମହାରାଣୀ: ଅଷ୍ଟ୍ରେଲିଆ ରିଜର୍ଭବ୍ୟାଙ୍କ ନିଷ୍ପତ୍ତି…
ମେଲବୋର୍ନ,୨।୨ : ବ୍ରିଟେନର ମହାରାଣୀ ଏଲିଜାବେଥ ଦ୍ୱିତୀୟଙ୍କ ମୃତ୍ୟୁ ପରେ ଅଷ୍ଟ୍ରେଲିଆ ସରକାର ଏକ ବଡ଼ ନିଷ୍ପତ୍ତି ନେଇଛନ୍ତି। ମହାରାଣୀ ଏଲିଜାବେଥ ଆଉ ଅଷ୍ଟ୍ରେଲିଆର ପାଞ୍ଚ ଡଲାର କରେନ୍ସି ନୋଟରେ ଦେଖାଯିବେ ନାହିଁ। ଏହା ବଦଳରେ ଅଷ୍ଟ୍ରେଲିଆ ଏହାର ଆଦିବାସୀ ସଂସ୍କୃତିର…
ଶାହାବାଜ-ଇମ୍ରାନଙ୍କ ସରକାର ଅଧିକ ଦୁର୍ନୀତିଗ୍ରସ୍ତ…
ବର୍ଲିନ,୨।୨ : ଜର୍ମାନୀର ଟ୍ରାନ୍ସପରେନ୍ସି ଇଣ୍ଟରନ୍ୟାଶନାଲ (ଟିଆଇ) ସଂଗଠନ ବାର୍ଷିକ ରିପୋର୍ଟ ପ୍ରକାଶ କରିଛି। ଯେଉଁଥିରେ ଶାହାବାଜ ସରିଫ ଏବଂ ଇମ୍ରାନ ଖାନଙ୍କ ନେତୃତ୍ୱରେ ସରକାରଙ୍କ ଅଧୀନରେ ପାକିସ୍ତାନ ଅଧିକ ଦୁର୍ନୀତିଗ୍ରସ୍ତ ବୋଲି ଜଣାପଡିଛି। ଟିଆଇ ପାକିସ୍ତାନର ଅଧ୍ୟକ୍ଷ ଏକ ପ୍ରେସ…
ପାକିସ୍ତାନର ପୂର୍ବତନ ଗୃହମନ୍ତ୍ରୀ ଶେଖ ରଶିଦ ଗିରଫ: ସରକାରଙ୍କୁ ଇମ୍ରାନ ଦେଲେ ଧମକ…
ଇସଲାମାବାଦ,୨।୨ : ଇସଲାମାବାଦ ପୋଲିସ ଦ୍ୱାରା ପାକିସ୍ତାନର ପୂର୍ବତନ ଗୃହମନ୍ତ୍ରୀ ଶେଖ ରଶିଦଙ୍କୁ ଗିରଫ କରାଯାଇଛି। ଗୁରବାର ମୁରି ମୋଟରୱେରୁ ତାଙ୍କୁ ଗିରଫ କରାଯାଇଛି। ଶେଖ ରଶିଦଙ୍କ ସହ ତାଙ୍କ ପୁତୁରା ଶେଖ ରଶିଦ ରଫିକଙ୍କୁ ମଧ୍ୟ ଗିରଫ କରାଯାଇଛି। ରାୱଲପିଣ୍ଡିସ୍ଥିତ…
୨୪ ଫେବୃୟାରୀ ସୁଦ୍ଧା ରୁଷିଆ ବଡ଼ ଧରଣର ଆକ୍ରମଣ ପାଇଁ ପ୍ରସ୍ତୁତି କରୁଛି: ୟୁକ୍ରେନ୍…
କିଭ୍/ମସ୍କୋ,୨।୨ : ୟୁକ୍ରେନର ପ୍ରତିରକ୍ଷା ମନ୍ତ୍ରୀ ଓଲକେସି ରେଜନିକୋଭ ଦାବି କରିଛନ୍ତି ଯେ ରୁଷିଆ ୟୁକ୍ରେନ ଉପରେ ଏକ ବଡ଼ ଧରଣର ଆକ୍ରମଣ ପାଇଁ ଯୋଜନା କରୁଛି। ରେଜନିକୋଭ କହିଛନ୍ତି ଯେ ଏହି ଆକ୍ରମଣ ଫେବୃଆରୀ ୨୪ କିମ୍ବା ଏହାର ପାଖାପାଖି…
‘ନିଜ ଅଳିଆ ଅନ୍ୟ ଘରେ ନ ପକାଉ ପାକିସ୍ତାନ’, ପେଶାୱର ଆକ୍ରମଣ ପରେ ପ୍ରତିକ୍ରିୟା ରଖିଲା ତାଲିବାନ
କାବୁଲ,୨ ।୨: ପେଶାୱରର ପୋଲିସ ଲାଇନରେ ଥିବା ମସଜିଦ ଉପରେ ହୋଇଥିବା ଆତ୍ମଘାତି ଆକ୍ରମଣ ସମ୍ପୂର୍ଣ୍ଣ ପାକିସ୍ତାନକୁ ଦୋହଲାଇ ଦେଇଛି । ଏହି ଆକ୍ରମଣରେ ଏବେ ପର୍ଯ୍ୟନ୍ତ ୧୦୧ ଜଣଙ୍କ ମୃତ୍ୟୁ ହେଲାଣି । ଏବେବି ୨୦୦ରୁ ଅଧିକ ଆହତଙ୍କର ହସ୍ପିଟାଲରେ…
Archives


