ଏଲନ ମସ୍କଙ୍କ ଜୀବନ ପ୍ରତି ବିପଦ! ଆଶଙ୍କା ପ୍ରକଟ କଲେ ମାଆ ମୟେ ମସ୍କ
ୱାଶିଂଟନ,୧୯ ।୧୨: ଟୁଇଟର ସିଇଓ ଏଲନ ମସ୍କଙ୍କ ଜୀବନ ପ୍ରତି ବିପଦ ରହିଛି କି । ଯଦି ତାଙ୍କ ମାଆ ମେୟ ମସ୍କଙ୍କୁ ବିଶ୍ୱାସ କରାଯାଏ ତେବେ ଏହା ସତ । ମେୟ ମସ୍କ ବିଶ୍ୱର ଦ୍ୱୀତିୟ ଧନି ବ୍ୟକ୍ତି ଏଲନ…
ଥରିଲା ନେପାଳ
କାଠମାଣ୍ଡୁ,୧୯।୧୨: ନେପାଳର କାଠମାଣ୍ଡୁରେ ତୀବ୍ର ଭୂକମ୍ପ ଅନୁଭୂତ ହୋଇଛି। ରବିବାର ବିଳମ୍ବିତ ରାତିରେ ଏଠାରେ ୪.୫ ତୀବ୍ରତାର ଭୂକମ୍ପ ହୋଇଥିଲା। ଏହି ଭୂକମ୍ପର କେନ୍ଦ୍ରସ୍ଥଳ କାଠମାଣ୍ଡୁଠାରୁ ୫୦ କିଲୋମିଟର ଦୂରରେ ଥିବା ଧାଡିଙ୍ଗ ଜିଲାରେ ଥିଲା। ଲୋକମାନେ ଗଭୀର ନିଦ୍ରାରେ ଶୋଇଥିବାବେଳେ…
ରୁଷିଆ ମୁତୟନ କଲା ବିପଜ୍ଜନକ କ୍ଷେପଣାସ୍ତ୍ର ଏଭନଗାର୍ଡ…
ମସ୍କୋ,୧୯।୧୨ : ରୁଷିଆ ଏକ କ୍ଷେପଣାସ୍ତ୍ର ଦ୍ୱାରା ୟୁକ୍ରେନ ଉପରେ ଆକ୍ରମଣ କରି ଏହାକୁ ସମ୍ପୂର୍ଣ୍ଣ ରୂପେ ନଷ୍ଟ କରିବାରେ ଲାଗିଛି। ରୁଷିଆର ପ୍ରତିରକ୍ଷା ମନ୍ତ୍ରଣାଳୟ କହିଛି ଯେ ଓରେନବର୍ଗ ଅଞ୍ଚଳରେ ଆନ୍ତଃମହାଦେଶୀୟ ହାଇପରସୋନିକ ଏଭନଗାର୍ଡ କ୍ଷେପଣାସ୍ତ୍ର ପ୍ରଣାଳୀ ନିୟୋଜିତ କରିଛି।…
ଗୁପ୍ତଚର ଉପଗ୍ରହର ପରୀକ୍ଷା କଲେ କିମ୍…
ପ୍ୟୋଙ୍ଗୟାଙ୍ଗ,୧୯।୧୨ : ଉତ୍ତର କୋରିଆର ଏକଛତ୍ରବାଦୀ ଶାସକ କିମ ଜୋଙ୍ଗ ଉନ ପୁଣି ଥରେ ତାଙ୍କ ବିପଜ୍ଜନକ ଯୋଜନାରେ ସଫଳ ହୋଇଛନ୍ତି। ବାସ୍ତବରେ ଉତ୍ତର କୋରିଆ ଗୁପ୍ତଚର ଉପଗ୍ରହର ଶେଷ ପର୍ଯ୍ୟାୟ ପରୀକ୍ଷା କରିଛି। ଏହି ପରୀକ୍ଷା ଜାପାନ ଏବଂ ଦକ୍ଷିଣ…
ମୁଁ ଟୁଇଟର୍ ସିଇଓ ପଦ ଛାଡିଦେବା ଉଚିତ୍ କି, ୟୁଜର୍ସଙ୍କ ମତ ମାଗିଲେ ଏଲନ ମସ୍କ
ନ୍ୟୁୟର୍କ,୧୯।୧୨: ଟୁଇଟର୍ରେ ବାରମ୍ବାର ନୀତି ପରିବର୍ତ୍ତନ ହେତୁ କଡ଼ା ସମାଲୋଚନାର ଶିକାର ହେଉଛନ୍ତି ଟୁଇଟର୍ ମାଲିକ ଏଲନ ମସ୍କ। ଏବେ ସେ ଏହି ସୋସିଆଲ ମିଡିଆ ପ୍ଲାଟଫର୍ମରେ ଏକ ସର୍ଭେ ଆରମ୍ଭ କରିଛନ୍ତି। ଏଥିରେ ସେ ଏହି ମାଇକ୍ରୋ ବ୍ଲଗିଂ ସାଇଟର…
ଅଭିନେତ୍ରୀଙ୍କୁ ଗିରଫ କଲା ଇରାନ
କାଇରୋ,୧୯।୧୨: ଇରାନ ସରକାରଙ୍କ ବିରୋଧରେ ଦେଶବ୍ୟାପୀ ବିକ୍ଷୋଭ ଚାଲିଥିବାବେଳେ ମିଥ୍ୟାର ପ୍ରସାର କରୁଥିବା ଅଭିଯୋଗରେ ଦେଶର ଖ୍ୟାତନାମା ଅଭିନେତ୍ରୀ ତାରାନେହ ଆଲିଦୁସ୍ତିଙ୍କୁ ଗିରଫ କରାଯାଇଛି। ଓସ୍କାର ବିଜୟୀ ଚଳଚ୍ଚିତ୍ର ‘ ଦି ସେଲ୍ସମ୍ୟାନ୍’ରେ ଆଲିଦୁସ୍ତି ଅଭିନୟ କରିଛନ୍ତି। ବିକ୍ଷୋଭ ବେଳେ ଅପରାଧରେ…
ପ୍ରଧାନମନ୍ତ୍ରୀ ହେବାକୁ ପ୍ରଚଣ୍ଡ ଆଗ୍ରହୀ
କାଠମାଣ୍ଡୁ ,୧୯।୧୨: ସିପିଏନ୍-ମାଓବାଦୀ ସେଣ୍ଟରର ଅଧ୍ୟକ୍ଷ ପୁଷ୍ପ କୁମାର ଦହଲ ‘ପ୍ରଚଣ୍ଡ’ ରବିବାର ନେପାଳ ପ୍ରଧାନମନ୍ତ୍ରୀ ଶେର ବାହାଦୁର ଦେଉବାଙ୍କୁ ଭେଟିଛନ୍ତି। ସେ ନୂଆ ସରକାରରେ ପ୍ରଧାନମନ୍ତ୍ରୀ ହେବାକୁ ଆଗ୍ରହ ବ୍ୟକ୍ତ କରିଥିବା ଜଣାପଡ଼ିଛି। ଶାସକ ମେଣ୍ଟକୁ ନେଇ କିପରି ପରବର୍ତ୍ତୀ…
ଇସ୍ତଫାପତ୍ର ଲେଖିଛନ୍ତି ପୋପ୍
ରୋମ୍,୧୯।୧୨: ୨୦୧୩ରେ କ୍ୟାଥୋଲିକ୍ ଧର୍ମଗୁରୁ ପୋପ୍ ଫ୍ରାନ୍ସିସ୍ ଦାୟିତ୍ୱ ଗ୍ରହଣ କରିବା ପରେ ଏକ ଇସ୍ତଫା ପତ୍ର ଲେଖି ରଖିଥିବା ସଦ୍ୟ ସାକ୍ଷାତ୍କାରରେ କହିଛନ୍ତି। ଆଗାମୀ ଦିନରେ ଯେତେବେଳେ ସ୍ବାସ୍ଥ୍ୟଗତ ସମସ୍ୟା ପାଇଁ ସେ କାର୍ଯ୍ୟ କରିବାକୁ ଅକ୍ଷମ ବୋଧ କରିବେ,…
ଆସନ୍ତା ମାସରୁ ଭାରତ ଶ୍ରୀଲଙ୍କା ମଧ୍ୟରେ ଆରମ୍ଭ ହେବ ଫେରି ସେବା
କଲମ୍ବୋ,୧୯ ।୧୨: ଭାରତ ଓ ଶ୍ରୀଲଙ୍କା ଆସନ୍ତା ମାସରୁ ଶ୍ରୀଲଙ୍କାର ଜାଫନା ଜିଲାରେ କାଂକେସଂତୁରଇ ବନ୍ଦର ଓ ପୁଡୁଚେରୀ ମଧ୍ୟରେ ଯାତ୍ରୀ ଫେରି ସେବା ଆରମ୍ଭ କରିବେ । କଲମ୍ବୋ ପେଜର ଖବର ଅନୁଯାୟୀ, ବନ୍ଦର, ନୌବାହନ ଓ ନାଗରିକ ଉଡାଣ…
ସାତ ଦିନ ମଧ୍ୟରେ ସରକାର ଗଠନ କରନ୍ତୁ ରାଜନୈତିକ ଦଳ, ରାଷ୍ଟ୍ରପତି ଭଣ୍ଡାରି ଦେଲେ ଅଲଟିମେଟମ
କାଠମାଣ୍ଡୁ,୧୯ ।୧୨: ନେପାଳରେ ନିର୍ବାଚନ ସରିଥିଲେ ବି ଏବେ ପର୍ଯ୍ୟନ୍ତ ସେଠାରେ ସରକାର ଗଠନ ହୋଇପାରି ନାହିଁ । ରବିବାର ରାଷ୍ଟ୍ରପତି ବିଦ୍ୟା ଦେବୀ ଭଣ୍ଡାରୀ ନେପାଳର ସମସ୍ତ ରାଜନୈତିକ ଦଳଙ୍କୁ ୭ ଦିନ ମଧ୍ୟରେ ସରକାର ଗଠନ କରିବାକୁ ଆହ୍ୱାନ…
ଇନ୍ଧନ ଟ୍ୟାଙ୍କର ବିସ୍ଫୋରଣ: ୧୯ ମୃତ
କାବୁଲ ,୧୮।୧୨: ଆଫଗାନିସ୍ତାନ ରାଜଧାନୀ କାବୁଲର ଉତ୍ତରରେ ଥିବା ସଲଙ୍ଗ ଟନେଲ୍ରେ ଏକ ଇନ୍ଧନ ଟ୍ୟାଙ୍କର ଶନିବାର ରାତିରେ ବିସ୍ଫୋରଣ ହେବାରୁ ୧୯ ଜଣଙ୍କ ମୃତ୍ୟୁ ଘଟିବା ସହ ଅନ୍ୟ ୩୨ ଜଣ ଆହତ ହୋଇଛନ୍ତି। ମୃତକଙ୍କ ମଧ୍ୟରେ ମହିଳା ଓ…
ମୁଁ ନରେନ୍ଦ୍ର ମୋଦି, ଆରଏସଏସକୁ କରେ ନାହିଁ ଭୟ: ପାକିସ୍ତାନ ବୈଦେଶିକ ମନ୍ତ୍ରୀ
ଇସଲାମାବାଦ୍,୧୮।୧୨: ଜାତିସଂଘରେ ପାକିସ୍ତାନର ବୈଦେଶିକ ମନ୍ତ୍ରୀ ବିଲୱାଲ ଭୁଟ୍ଟୋ ଭାରତର ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ବିରୋଧରେ ଦେଇଥିବା ବିବାଦୀୟ ମନ୍ତବ୍ୟକୁ ନେଇ ଭାରତରେ ତୀବ୍ର ବିରୋଧ କରାଯାଉଛି। ଏସବୁ ମଧ୍ୟରେ ବିଲାୱାଲ ନିଜ ମନ୍ତବ୍ୟକୁ ନେଇ ଆଦୌ ପଶ୍ଚାତାପ କରୁନାହାନ୍ତି। ସେ…
Archives


