ଅନ୍ତର୍ଜାତୀୟ

ଆଦାନୀ ଗ୍ରୁପ୍‌ ସହ ଜଡିତ କମ୍ପାନୀରୁ ଇସ୍ତଫା ଦେଲେ ବୋରିସ ଜନସନଙ୍କ ଭାଇ

ଲଣ୍ଡନ,୩।୨: ବ୍ରିଟେନର ପୂର୍ବତନ ପ୍ରଧାନମନ୍ତ୍ରୀ ବୋରିସ ଜନସନଙ୍କ ସାନଭାଇ ଲର୍ଡ ଜୋ ଜନସନ ଆଦାନୀ ଏଣ୍ଟରପ୍ରାଇଜେସ ସହ ଜଡିତ ଏକ କମ୍ପାନୀର ନିର୍ଦ୍ଦେଶକ ପଦରୁ ଇସ୍ତଫା ଦେଇଛନ୍ତି। ଆଦାନୀ ଗ୍ରୁପ୍‌ରୁ ଭରସା ହ୍ରାସ ପାଉଥିବାରୁ ଜନସନ ଅଣ କାର୍ଯ୍ୟନିର୍ବାହୀ ନିର୍ଦ୍ଦେଶକ ପଦ…

ଆମେରିକା-ଭାରତ ଏମ୍‌କ୍ୟୁ-୯ବି ଡ୍ରୋନ୍‌ ଚୁକ୍ତି ପାଇଁ ପ୍ରସ୍ତୁତ

ଓ୍ବାଶିଂଟନ/ନୂଆଦିଲ୍ଲୀ,୩ା୨: ଭାରତ ଏବଂ ଆମେରିକା ଖୁବ୍‌ଶୀଘ୍ର ୩ ବିଲିୟନ ଡଲାରରୁ ଅଧିକ ମୂଲ୍ୟର ୩୦ ଏମ୍‌କ୍ୟୁ-୯ବି ପ୍ରିଡେଟର ସଶସ୍ତ୍ର ଡ୍ରୋନ ପାଇଁ ଚୁକ୍ତି କରିବାକୁ ଯାଉଛନ୍ତି। ଏହାର ପ୍ରତିବଦ୍ଧତା ଉଭୟ ପକ୍ଷରୁ ପ୍ରକାଶ କରାଯାଇଛି। ଡ୍ରୋନ୍‌ ଅଧିଗ୍ରହଣ ସହିତ ଏଲ୍‌ଏସି ଏବଂ…

ପୁଣି ସନ୍ଦେହ ଘେରରେ ଚାଇନା: ଆମେରିକା ଆକାଶରେ ଚାଇନାର ଗୁଇନ୍ଦା ବେଲୁନ

ଓ୍ବାଶିଂଟନ୍‌,୩।୨: ଆମେରିକାର ଆକାଶରେ ଚାଇନାର ଗୁଇନ୍ଦା ବେଲୁନ ଦେଖାଦେଇଛି। ଆମେରିକାର ଗୁରୁତ୍ୱପୂର୍ଣ୍ଣ ତଥା ସମ୍ବେଦନଶୀଳ ଅଞ୍ଚଳର ତଥ୍ୟ ହାସଲ କରିବା ପାଇଁ ଚାଇନା ଏହି ଗୁଇନ୍ଦା ବେଲୁନ ପଠାଇଥିବା କୁହାଯାଉଛି। ପେଣ୍ଟାଗନ ମୁଖପାତ୍ର ବ୍ରିଗେଡିୟର୍‌ ଜେନେରାଲ ପ୍ୟାଟ ରାଇଡର୍‌ କହିଛନ୍ତି, ଆମେରିକା…

ଉଡାଣବେଳେ ବିମାନ ଇଞ୍ଜିନ୍‌ରେ ଲାଗିଲା ନିଆଁ

ଆବୁଧାବି/ଥିରୁଭାନନ୍ତପୁରମ୍‌,୩।୨: ଆବୁଧାବିରୁ କାଲିକଟ ଅଭିମୁଖେ ଏୟାର ଇଣ୍ଡିଆ ଏକ୍ସପ୍ରେସ ବିମାନ ମଧ୍ୟଭାଗରେ ଗୋଟିଏ ଇଞ୍ଜିନରେ ନିଆଁ ଲାଗିଯାଇଥିଲା। ଏହା ପରେ ବିମାନଟି ସୁରକ୍ଷିତ ଭାବେ ଆବୁଧାବିରେ ଅବତରଣ କରିଥିଲା। ବିମାନର ସମସ୍ତ ଯାତ୍ରୀ ସୁରକ୍ଷିତ ଅଛନ୍ତି। ଡିଜିସିଏ ଏହି ଘଟଣାକୁ ନିଶ୍ଚିତ…

ଅଶାନ୍ତ ଆମେରିକା: କାଉନସିଲରଙ୍କୁ ଘର ବାହାରେ ଗୁଳି କରି ହତ୍ୟା

ୱାଶିଂଟନ,୩ ।୨: ସାୟରେଭେଲେରେ ରହୁଥିବା ନ୍ୟୁ ଜର୍ସିର ଜଣେ କାଉନସିଲରଙ୍କୁ ବୁଧବାର ରାତିରେ ତାଙ୍କ କାର ଭିତରେ ଘର ବାହାରେ ଗୁଳି କରି ହତ୍ୟା କରାଯାଇଛି । ମୃତକଙ୍କ ବୟସ ୩୦ ବର୍ଷ ହେବ ବୋଲି କୁହାଯାଉଛି । ସେ ହେଉଛନ୍ତି…

ଚିଲି ଜଙ୍ଗଲରେ ଲାଗିଥିବା ନିଆଁ ଯୋଗୁ ବଢିଲା ତାପମାତ୍ରା, ୭୫୦ ହେକ୍ଟର ବନସମ୍ପଦ ପୋଡି ପାଉଁଶ

ଚିଲି,୩ ।୨: ଚିଲିରେ ଜଙ୍ଗଲରେ ଲାଗିଥିବା ନିଆଁ ଯୋଗୁ ପାଖାପାଖି ୭୫୦ ହେକ୍ଟରରୁ ଅଧିକ ଅଞ୍ଚଳରେ ଥିବା ବନ୍ୟ ସମ୍ପଦ ନଷ୍ଟ ହୋଇଯାଇଛି । ନିଆଁର ରୂପ ଏତେ ଭୟଙ୍କର ହୋଇଛି ଯେ ନିକଟରେ ଥିବା ଜନବସତି ଓ କ୍ଷେତକୁ ନଷ୍ଟ…

ପ୍ରତିରକ୍ଷା କ୍ଷେତ୍ରରେ ଭାରତ-ରୁଷିଆର ସହଯୋଗ ଅଦ୍ଭୁତପୂର୍ବ

ନୂଆଦିଲ୍ଲୀ,୩।୨: ଭାରତୀୟ ପରିଷଦ ଅଫ ୱାଲର୍‌ଡ ଆଫେୟାର୍ସ (ଆଇସିଡବ୍ଲୁଏ) ଏବଂ ରୁଷିଆ ପରିଷଦ ମଧ୍ୟରେ ଏକ ଆଲୋଚନା ହୋଇଛି। ଏହି ଆଲୋଚନାରେ ଭାରତରେ ରୁଷିଆର ରାଷ୍ଟ୍ରଦୂତ ଡେନିସ ଆଲିପୋଭ ମଧ୍ୟ ଉପସ୍ଥିତ ଥିଲେ। କଥାବାର୍ତ୍ତା ସମୟରେ ଆଲିପୋଭ କହିଛନ୍ତି, ରୁଷିଆ ଏବଂ…

ପର୍ନୋଗ୍ରାଫି ମାୟାରେ ବ୍ରିଟେନ୍‌ ଶିଶୁ

ଲଣ୍ଡନ,୩।୨:ପର୍ନୋଗ୍ରାଫିକୁ ନେଇ ବିଶ୍ୱର ବିଭିନ୍ନ ଦେଶରେ ବହୁ ନିୟମମାନ ଲାଗୁ କରାଯାଇଛି। ପ୍ରତ୍ୟେକ ବୟସ ବର୍ଗର ଲୋକଙ୍କ ଉପରେ ଏହାର ନକାରାତ୍ମକ ପ୍ରଭାବକୁ ଦେଖି ଏ ପ୍ରକାର କାର୍ଯ୍ୟାନୁଷ୍ଠାନ ନିଆଯାଇଛି। ତେବେ ନିକଟରେ ଲଣ୍ଡନରେ କରାଯାଇଥିବା ଏକ ସର୍ଭେ ମୁତାବକ, ଅଧିକାଂଶ…

ବ୍ରାଜିଲରେ ଜନ୍ମ ନେଲା ୭.୩ କିଲୋର ଶିଶୁ, ଡାକ୍ତର ଆଶ୍ଚର୍ଯ୍ୟ

ଲୌକେଷ୍ଟର,୩ ।୨: ବ୍ରାଜିଲରେ ନିକଟରେ ୨ ଫୁଟ ଲମ୍ବା ଓ ୧୬ ପାଉଣ୍ଡ ଅର୍ଥାତ୍ ୭.୩ କିଲୋଗ୍ରାମର ଏକ ଶିଶୁ ଜନ୍ମ ନେଇଛି । ଶରିର ବୃଦ୍ଧି ଯୋଗୁ ହସ୍ପିଟାଲରେ ଶିଶୁ ‘ଏଂଗରସନ ସାଂଟୋସ’ଙ୍କ ଜନ୍ମ ସିଜରିଆନ ସେକ୍ସନ ମାଧ୍ୟମରେ କରାଯାଇଛି…

ଭାରତୀୟ ବଜେଟ୍‌କୁ ସ୍ବାଗତ କଲା ତାଲିବାନ୍‌

କାବୁଲ,୩।୨: ବଜେଟ-୨୦୨୩କୁ ନେଇ ଭାରତରେ ପରିବେଶ ଏବେ ସରଗରମ ରହିଛି। ଫେବୃୟାରୀ ୨ରେ କେନ୍ଦ୍ର ଅର୍ଥମନ୍ତ୍ରୀ ନିର୍ମଳା ସୀତାରାମନ୍‌ କେନ୍ଦ୍ର ବଜେଟ ୨୦୨୩-୨୦୨୪ ଉପସ୍ଥାପନ କରିଛନ୍ତି। କିଛି ଲୋକ ଏହାକୁ ଏକ ଭଲ ବଜେଟ ଏବଂ କେହି କେହି ଏହାକୁ ନିରାଶାଜନକ…

ପେଶାୱର ବୋମା ବିସ୍ଫୋରଣ: ପୋଲିସ ପୋଷାକରେ ଆସିଥିଲେ ଆକ୍ରମଣକାରୀ

ଇସଲାମାବାଦ,୨ ।୨ : ପାକିସ୍ତାନର ପେଶାୱରରେ ହୋଇଥିବା ଆତ୍ମଘାତି ବିସ୍ଫୋରଣରେ ଆକ୍ରମଣକାରୀ ପୋଲିସ ପୋଷାକରେ ମସଦିଜ ଭିତରକୁ ଯାଇଥିଲେ । ନମାଜ ସମୟରେ ଆକ୍ରମଣକାରୀ ନିଜକୁ ବୋମାରେ ଉଡାଇଦେବା ସହ ଏଥିରେ ଏବେ ପର୍ଯ୍ୟନ୍ତ ୧୦୧ ଜଣଙ୍କ ମୃତ୍ୟୁ ହେଲାଣି ଓ…

ଏକୁଟିଆପଣ ଯୋଗୁ ବଢୁଛି ହାର୍ଟ ଆଟାକ୍‌ ସମସ୍ୟା, ପୁରୁଷ ଅଧିକ ପ୍ରଭାବିତ: ରିପୋର୍ଟ…

ବେଜିଂ,୨।୨ : କରୋନା ମହାମାରୀ ଆମ ସମସ୍ତଙ୍କୁ ବହୁତ କିଛି ଶିକ୍ଷା ଦେଇଛି। ଏହି କାରଣରୁ, ଲୋକମାନେ ଏକାକୀ ରହିବାକୁ ଅଭ୍ୟସ୍ତ ହୋଇ ଯାଇଛନ୍ତି। ଯେଉଁଥିପାଇଁ ଅନେକ ଲୋକଙ୍କ ମାନସିକ ଏବଂ ଶାରୀରିକ ଅବସ୍ଥା ପ୍ରଭାବିତ ହେବାରେ ଲାଗିଛି। ଏକୁଟିଆପଣ ଯୋଗୁ…

Advertisement
Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri