ଟୁଇଟର୍ରେ ଅଭିବ୍ୟକ୍ତିର ସ୍ବାଧୀନତା ବଜାୟ ରହିବା ଜରୁରୀ: ଜାତିସଂଘ ମହାସଚିବ
ନ୍ୟୁୟର୍କ,୨୦।୧୨: ବିଶ୍ୱ ଖବର ପାଇଁ ଗୁରୁତ୍ୱପୂର୍ଣ୍ଣ ପ୍ଲାଟଫର୍ମରେ ପରିଣତ ହୋଇଥିବା ମାଇକ୍ରୋ-ବ୍ଲଗିଂ ସାଇଟ ଟୁଇଟର୍ ଏବେ ଚର୍ଚ୍ଚାରେ ରହିଛି। ଟୁଇଟର୍ର ନୂତନ ମାଲିକ ଏଲନ ମସ୍କଙ୍କ ଦ୍ୱାରା ଆରମ୍ଭ ହୋଇଥିବା ନୀତିଗତ ପରିବର୍ତ୍ତନ ଯୋଗୁ ଏବେ ଟୁଇଟର୍କୁ ନେଇ ପ୍ରଶ୍ନବାଚୀ ସୃଷ୍ଟି…
ଚାଇନାରେ ବଢି ଚାଲିଛି କରୋନା ସଂକ୍ରମଣ ସହ ମୃତ୍ୟୁ ସଂଖ୍ୟା, ଅନ୍ତେଷ୍ଟିକ୍ରିୟା ପାଇଁ କରିବାକୁ ପଡୁଛି ଅପେକ୍ଷା
ବେଜିଂ,୨୦ ।୧୨: ଚାଇନାରେ ଜିରୋ କୋଭିଡ ପଲିସି କୋହଳ କରିବା ପରେ ଏବେ ସେଠାରେ ଲକ୍ଷ ଲକ୍ଷ ଲୋକ ଏହି ମହାମାରୀ ଦ୍ୱାରା ସଂକ୍ରମିତ ହେବା ସହ ଲକ୍ଷ ଲକ୍ଷ ଲୋକଙ୍କ ମୃତ୍ୟୁ ଆଶଙ୍କା କରାଯାଇଛି । ମିଡିଆ ରିପୋର୍ଟ ଅନୁଯାୟୀ,…
ମୋ ବିରୋଧରେ ଚାଲିଛି ଷଡଯନ୍ତ୍ର: ଡୋନାଲ୍ଡ ଟ୍ରମ୍ପ
ଓ୍ବାଶିଂଟନ୍,୨୦।୧୨: ଗତ ବର୍ଷ ଆମେରିକାର କ୍ୟାପିଟାଲ ହିଲ ହିଂସା ପାଇଁ ପୂର୍ବତନ ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ ଦାୟୀ କରାଯାଇଛି। ଏହି ଘଟଣାର ଅନୁସନ୍ଧାନ କରୁଥିବା କମିଟି ଟ୍ରମ୍ପଙ୍କୁ କୋର୍ଟ ଚାଲାଣ କରିବାକୁ ପରାମର୍ଶ ଦେଇଛନ୍ତି। ଏହି ସମଗ୍ର ବିଷୟକୁ ଫେକ୍ ବା…
ବିକାଶଶୀଳ ଦେଶଗୁଡିକୁ ପ୍ରତିବର୍ଷ ମିଳିବ ୩୦ ବିଲିୟନ ଡଲର, ୩୦ ପ୍ରତିଶତ ଭୂମି
ମୋଟ୍ରିୟଲ,୨୦ ।୧୨: ମିଳିତ ଜାତିସଂଘ କପ ୧୫ ସମ୍ମିଳନୀରେ ଐତିହାସିକ ଚୁକ୍ତିନାମ ଅନୁଯାୟୀ ଗରିବ ତଥା ବିକାଶଶୀଳ ଦେଶଗୁଡିକ ଜୈବ ବିବିଧତା ରକ୍ଷା କରିବାକୁ ପ୍ରତିବର୍ଷ ୩୦ ବିଲିୟନ ଡଲାର ଆର୍ଥିକ ସହାୟତା ପାଇବେ । ଏଥି ସହି ୨୦୩୦ ବର୍ଷ…
ଆମେରିକା କ୍ୟାପିଟୋଲ ହିଂସା: ଟ୍ରମ୍ଫକୁ ଦାୟୀ କଲା ଯାଞ୍ଚ ପ୍ୟାନେଲ, ଦୋଷୀ ହେବେ କି ନା ନିଷ୍ପତ୍ତି ନେବ ଆଇନ ବିଭାଗ
ୱାଶିଂଟନ,୨୦ ।୧୨: ୱାଶିଂଟନରେ ଥିବା ଆମେରିକାର କ୍ୟାପିଟାଲ ବିଲଡିଂ(ଆମେରିକାର ସଂସଦ ଗୃହ) ପରିସର ବାହାରେ ୬ ଜାନୁୟାରୀ ୨୦୨୧ରେ ହୋଇଥିବା ଆକ୍ରମଣର ଅନୁସନ୍ଧାନ କରୁଥିବା ଏକ ସ୍ୱତନ୍ତ୍ର ଯାଞ୍ଚ ସମିତି ସୋମବାର ଏହାର ଚୁଡାନ୍ତ ଶୁଣାଣି କରିଛି । ଅନୁସନ୍ଧାନ କରୁଥିବା…
ଆମେରିକା ନିର୍ମିତ ୪ କ୍ଷେପଣାସ୍ତ୍ର ଖସାଇଥିବା ଦାବି କଲା ରୁଷିଆ
ମସ୍କୋ,୨୦।୧୨ : ୟୁକ୍ରେନ୍ ଉପରେ ରୁଷିଆ ୧୦ ମାସ ହେଲା ଆକ୍ରମଣ ଚଳାଇଥିବାବେଳେ ଆମେରିକା ନିର୍ମିତ ୪ଟି କ୍ଷେପଣାସ୍ତ୍ରକୁ ଖସାଇଥିବା ପ୍ରଥମ ଥର ପାଇଁ ମସ୍କୋ ଦାବି କରିଛି। ୟୁକ୍ରେନ୍ ସୀମାକୁ ଲାଗି ରହିଥିବା ରୁଷିଆର ବେଲ୍ଗୋରୋଡ ଅଞ୍ଚଳ ଉପରେ ଆମେରିକାର…
ଟୁଇଟର ସିଇଓ ପଦରୁ ଓହରନ୍ତୁ ମସ୍କ
ଓ୍ବାଶିଂଟନ୍, ୨୦।୧୨: ସୋସିଆଲ ମିଡିଆ ଜାଏଣ୍ଟ ଟୁଇଟର ୟୁଜର୍ସ ଏଲନ ମସ୍କଙ୍କ ଉପରେ ଖୁସି ନାହାନ୍ତି। ଟୁଇଟରର ମାଲିକାନା ଏଲନ ମସ୍କଙ୍କ ହାତକୁ ଯିବା ପରେ କମ୍ପାନୀର କର୍ମଚାରୀଙ୍କଠୁ ଆରମ୍ଭ କରି ୟୁଜର୍ସ ଅସୁଖୀ ଥିବା ଜଣାପଡ଼ିଛି। ରବିବାର ସନ୍ଧ୍ୟାରେ ମସ୍କ…
ସରକାରୀ ଟୁଇଟର ଆକାଉଣ୍ଟରେ ଦେଖାଗଲାଣି ଗ୍ରେ ଟିକ, ମୋଦିଙ୍କ ସମେତ ବିଶ୍ୱର ବଡ ବଡ ନେତାଙ୍କ ବଦଳିଲା ମାର୍କ
ଲସ ଆଞ୍ଜେଲସ,୨୦ ।୧୨: ଟୁଇଟରର ନୂଆ ଭେରିଫିକେଶନ ପ୍ରଣାଳୀର ରଙ୍ଗ ଏବେ ସାଇଟରେ ନଜର ଆସିଲାଣି । ସରକାରୀ ଅଧିକାରୀ ଓ ସଙ୍ଗଠନ ଏବେ ମାଇକ୍ରୋବ୍ଲଗିଂ ସାଇଟରେ ସେମାନଙ୍କ ନାଁ ସହ ଗ୍ରେ କଲର ଟିକ୍ ସହିତ ଦୃଶ୍ୟ ହେଉଛନ୍ତି ।…
ଶେଷରେ ମାନିଲା ରୁଷିଆ
ମସ୍କୋ,୧୯।୧୨: ୟୁକ୍ରେନ୍ ଉପରେ ରୁଷିଆ ୧୦ ମାସ ହେଲା ଆକ୍ରମଣ ଚଳାଇଥିବା ବେଳେ ଆମେରିକା ନିର୍ମିତ ୪ଟି କ୍ଷେପଣାସ୍ତ୍ରକୁ ଖସାଇଥିବା ପ୍ରଥମ ଥର ପାଇଁ ମସ୍କୋ ଦାବି କରିଛି। ୟୁକ୍ରେନ୍ ସୀମାକୁ ଲାଗି ରହିଥିବା ରୁଷିଆର ବେଲ୍ଗୋରୋଡ ଅଞ୍ଚଳ ଉପରେ ଆମେରିକାର…
୧୭ ଘଣ୍ଟା ଧରି ମିଲିଟାରୀ ସେଣ୍ଟରରେ ତାଲିବାନର କବ୍ଜା: ଅଧିକାରୀଙ୍କୁ କଲା ବନ୍ଧକ
ଇସ୍ଲାମାବାଦ୍,୧୯।୧୨: ପାକିସ୍ତାନରେ ତାଲିବାନ ଆତଙ୍କବାଦୀମାନେ ଆତଙ୍କ ସୃଷ୍ଟି କରିଛନ୍ତି। ୧୭ ଘଣ୍ଟାରୁ ଊର୍ଦ୍ଧ୍ୱ ସମୟ ଧରି ଆତଙ୍କବାଦ ବିରୋଧୀ କେନ୍ଦ୍ରକୁ ପାକିସ୍ତାନ ତେହେରିକ୍-ଇ-ତାଲିବାନ (ଟିଟିପି) ଗଡ଼ରୁ ମୁକ୍ତ କରିବାରେ ସକ୍ଷମ ହୋଇପାରିନାହିଁ। ଏଥିସହ ପାକିସ୍ତାନୀ ମିଲିଟାରୀର ଅନେକ ବରିଷ୍ଠ ଅଧିକାରୀ ଟିଟିପି…
ରାଷ୍ଟ୍ରପତି ରାକାଫୋସା ଏଏନ୍ସି ନେତା ନିର୍ବାଚିତ
ଜୋହାନ୍ସବର୍ଗ ,୧୯।୧୨: ଦକ୍ଷିଣ ଆଫ୍ରିକା ରାଷ୍ଟ୍ରପତି ସିରିଲ୍ ରାମାଫୋସା ସୋମବାର ଶାସକ ଦଳ ଆଫ୍ରିକାନ୍ ନ୍ୟାଶନାଲ କଂଗ୍ରେସ (ଏଏନ୍ସି) ଅଧ୍ୟକ୍ଷ ଭାବେ ପୁନଃ ନିର୍ବାଚିତ ହୋଇଛନ୍ତି। ୭୦ ବର୍ଷୀୟ ରାମାଫୋସା ତାଙ୍କ ପ୍ରତିଦ୍ୱନ୍ଦ୍ୱୀ ପୂର୍ବତନ ସ୍ବାସ୍ଥ୍ୟ ମନ୍ତ୍ରୀ ଜ୍ୱେଲି ମଖିଜେଙ୍କୁ ପରାସ୍ତ…
ଦିନକୁ ଦିନ ବଢିବାରେ ଲାଗିଛି ପାକିସ୍ତାନ ଆଫଗାନିସ୍ତାନ ବିବାଦ
ଇସଲାମାବାଦ,୧୯ ।୧୨: ଚଳିତ ମାସରେ ପାକିସ୍ତାନ ଓ ଆଫଗାନିସ୍ତାନ ମଧ୍ୟରେ ସମ୍ପର୍କ ବେଳକୁ ବେଳ ତିକ୍ତ ହେବାରେ ଲାଗିଛି । ପାକିସ୍ତାନ ସୀମାରେ ବାରମ୍ବାର ଆତଙ୍କବାଦୀ ଆକ୍ରମଣ ହେତୁ ଆଫଗାନିସ୍ତାନରେ ଶାସକ ତାଲିବାନ ଓ ପାକିସ୍ତାନ ସରକାରଙ୍କ ମଧ୍ୟରେ ମୁହାଁମୁହିଁ ପରିସ୍ଥିତି…
Archives


