ଅନ୍ତର୍ଜାତୀୟ

ଶେହବାଜଙ୍କ ଘରେ ପଶିଗଲେ ସନ୍ଦିଗ୍ଧ ବ୍ୟକ୍ତି

ଇସଲାମାବାଦ,୯ା୪: ଆଫଗାନିସ୍ତାନର ଜଣେ ସନ୍ଦିଗ୍ଧ ବ୍ୟକ୍ତିଙ୍କୁ ପାକିସ୍ତାନରେ ଗିରଫ କରାଯାଇଛି। ପ୍ରକୃତରେ ଏହି ସନ୍ଦିଗ୍ଧ ବ୍ୟକ୍ତି ଶନିବାର ପାକିସ୍ତାନ ପ୍ରଧାନମନ୍ତ୍ରୀ ଶେହବାଜ ସରିଫଙ୍କ ଘରେ ପ୍ରବେଶ କରିଥିଲେ। ତେବେ ତାଙ୍କୁ ଠିକ୍‌ ସମୟରେ ଗିରଫ କରାଯାଇ କାଉଣ୍ଟର ଆତଙ୍କବାଦ ବିଭାଗକୁ ହସ୍ତାନ୍ତର…

ତାଇଓ୍ବାନ୍‌କୁ ଚାରିପଟୁ ଘେରିଲା ଚାଇନା

ବେଜିଂ, ୯।୪: ଚାଇନାର ପିପୁଲ୍ସ ଲିବରେଶନ ଆର୍ମି (ପିଏଲ୍‌ଏ) ଶନିବାର ତାଇଓ୍ବାନ୍‌ ଚାରିପଟେ ବିପୁଳ ସଂଖ୍ୟାରେ ଯୁଦ୍ଧଜାହାଜ ମୁତୟନ କରିବା ସହ ଫାଇଟର ଜେଟ୍‌ ଉଡ଼ାଇଛି। ତାଇଓ୍ବାନ୍‌ ରାଷ୍ଟ୍ରପତି ସାଇ ଇଙ୍ଗ୍‌-ଓ୍ବେନ୍‌ଙ୍କ ଆମେରିକା ଗସ୍ତ ଏବଂ ହାଉସ୍‌ ସ୍ପିକର କେଭିନ୍‌ ମାକାର୍ଥତ୍ଙ୍କୁ…

ତରଳିଲାଣି ୫୭୦ ନିୟୁତ ହାତୀ ଓଜନର ହିମବାହ

ଲଣ୍ଡନ, ୯।୪: ତାପମାତା ବୃଦ୍ଧି ଓ ଜଳବାୟୁ ପରିବର୍ତ୍ତନ ଯୋଗୁ ପ୍ରକୃତି ବ୍ୟାପକ ପ୍ରଭାବିତ ହେବାରେ ଲାଗିଛି। ଏଥିଯୋଗୁ ସମଗ୍ର ପ୍ରାଣୀଜଗତ ପ୍ରାକୃତିକ ବିପର୍ଯ୍ୟୟର ସମ୍ମୁଖୀନ ହେଉଛି। କ୍ରମବର୍ଦ୍ଧିଷ୍ଣୁ ତାପମାତ୍ରା ହେତୁ ହିମବାହ ତରଳିବାରେ ଲାଗିଛି। କେନ୍ଦ୍ରୀୟ ହିମାଳୟର ହିମବାହ ଦ୍ରୁତ…

ମର୍ମନ୍ତୁଦ ସଡ଼କ ଦୁର୍ଘଟଣା: ୧୦ ମୃତ, ୧୦ ଆହତ

ଡୋଡୋମା,୮ା୪: ଶନିବାର ପଶ୍ଚିମ କେନିଆର ତାଞ୍ଜାନିଆ ସୀମା ନିକଟରେ ଏକ ମର୍ମନ୍ତୁଦ ସଡ଼କ ଦୁର୍ଘଟଣାରେ ଅତି କମ୍‌ରେ ୧୦ ଜଣଙ୍କର ମୃତ୍ୟୁ ହୋଇଛି। ମିଗୋରୀ ସହରର ରାଜପଥରେ ଏକ ଟ୍ରକ୍‌ ଭାରସାମ୍ୟ ହରାଇ ପଥଚାରୀ, ମୋଟରସାଇକେଲ ଏବଂ ଟ୍ୟାକ୍ସି ଉପରେ ମାଡ଼ିଗଲା।…

ଶେହବାଜଙ୍କୁ ଝଟକା: ସିଜେପିଙ୍କ ଅଧିକାର ହ୍ରାସ ପ୍ରସ୍ତାବ ପୁନର୍ବିଚାର ପାଇଁ ଫେରାଇଲେ ରାଷ୍ଟ୍ରପତି…

ଇସଲାମାବାଦ,୮।୪ : ଦେଶର ପ୍ରଧାନ ବିଚାରପତି (ସିଜେପି)ଙ୍କ କ୍ଷମତାକୁ ହ୍ରାସ କରିବା ଲାଗି ଉଦ୍ଦିଷ୍ଟ ଏକ ପ୍ରସ୍ତାବକୁ ପାକିସ୍ତାନର ରାଷ୍ଟ୍ରପତି ଆରିଫ ଅଲଭି ସଂସଦକୁ ପୁନର୍ବିଚାର ପାଇଁ ଫେରସ୍ତ କରିଛନ୍ତି। ଅଲଭି କହିଛନ୍ତି ଯେ ପ୍ରସ୍ତାବିତ ଆଇନ ଦ୍ୱାରା ଅଧିକାର ପରିସର…

ଆମେରିକୀୟ ୨ ସଂସ୍ଥା ଉପରେ କଟକଣା ଲଗାଇଲା ଚାଇନା

ବେଜିଂ,୮ା୪: ଆମେରିକା ହାଉସ୍‌ ଅଫ୍‌ ରିପ୍ରେଜେଣ୍ଟେଟିଭ୍ସ ସ୍ପିକର କେଭିନ୍‌ ମ୍ୟାକ୍‌କାର୍ଥି ଏବଂ ତାଇଓ୍ବାନ୍‌ ରାଷ୍ଟ୍ରପତି ସାଇ ଇଙ୍ଗ୍‌-ଓ୍ବେନ୍‌ କାଲିଫର୍ନିଆରେ ପରସ୍ପରକୁ ଭେଟିଥିଲେ। ଲସ୍‌ଏଞ୍ଜେଲସ୍‌ର ରୋନାଲ୍ଡ ରିଗାନ୍‌ ପ୍ରେସିଡେନ୍ସିଆଲ ଲାଇବ୍ରେରିରେ ଉଭୟଙ୍କ ମଧ୍ୟରେ ଆଲୋଚନା ହୋଇଥିଲା। ଆମେରିକା ମାଟିରେ ହାଉସ୍‌ ସ୍ପିକରଙ୍କୁ ତାଇଓ୍ବାନ୍‌ର…

ଇରାନ ସହିତ ବିବାଦ: ଆମେରିକା ମୁତୟନ କଲା କ୍ଷେପଣାସ୍ତ୍ର ନିୟନ୍ତ୍ରିତ ଯୁଦ୍ଧପୋତ…

ଓ୍ବାଶିଂଟନ,୮।୪ : ଇରାନ ସହିତ ବିବାଦ ମଧ୍ୟରେ ଆମେରିକାର ନୌସେନା ପଶ୍ଚିମ ଏସିଆରେ ୧୫୪ ଟୋମାହାକ କ୍ଷେପଣାସ୍ତ୍ର ପରିବହନ କରିବାରେ ସକ୍ଷମ ଏକ ଗାଇଡେଡ ମିସାଇଲ ବୁଡ଼ାଜାହାଜ ନିୟୋଜିତ କରିଛି। ବାହାରେନର ଗଲ୍ଫ ରାଷ୍ଟ୍ରରେ ଅବସ୍ଥିତ ୫ତମ ଫ୍ଲାଇଟର ମୁଖପାତ୍ର ଟିମୋଥି…

୪ ଦିନିଆ ଭାରତ ଗସ୍ତରେ ଆସିବେ ୟୁକ୍ରେନ୍‌ ଉପବୈଦେଶିକ ମନ୍ତ୍ରୀ

ନୂଆଦିଲ୍ଲୀ,୮ା୪: ଗତ ବର୍ଷ ଫେବୃୟାରୀରେ ରୁଷିଆ-ୟୁକ୍ରେନ ଯୁଦ୍ଧ ପରଠାରୁ ପ୍ରଥମ ଥର ପାଇଁ ସୋମବାର ୪ ଦିନିଆ ଭାରତ ଗସ୍ତରେ ଆସିବେ ୟୁକ୍ରେନ୍‌ ଉପବୈଦେଶିକ ମନ୍ତ୍ରୀ ଏମିନ୍‌ ଡିଜାରୋଭା। ଏହି ଅବସରରେ ସେ ଭାରତ-ୟୁକ୍ରେନ୍‌ ମଧ୍ୟରେ ଦ୍ୱିପାକ୍ଷିକ ସମ୍ପର୍କ ଉପରେ ଆଲୋଚନା…

ହଣ୍ଡୁରାସରେ ବୁଡିଗଲା ୨୦ ଲୋକଙ୍କୁ ନେଇ ଯାଉଥିବା ଜାହାଜ

ତେଗୁସିଗାଲପା,୮।୪: ହଣ୍ଡୁରାସରେ ଏକ ଜାହାଜ ବୁଡି ଯାଇଛି। ସେହି ଜାହାଜରେ ୨୦ ଜଣ ପର୍ଯ୍ୟଟକ ଥିବା କୁହାଯାଉଛି। ଶନିବାର ହଣ୍ଡୁରନର ଅଗ୍ନିଶମ ବିଭାଗ କହିଛି କି ହଣ୍ଡୁରାସର ଲୋରେଂଜୋ ଅଞ୍ଚଳରେ ପ୍ଳାୟା ଲା କବାନାରେ ଜାହଜଟି ବୁଡି ଯାଇଛି। ଏବେ ପର୍ଯ୍ୟନ୍ତ…

କିଙ୍ଗ ଚାର୍ଲସଙ୍କ ରାଜ୍ୟାଭିଷେକ ନିମନ୍ତ୍ରଣ ତାଲିକାରେ ମୂଳ ଭାରତୀୟ ଶେଫଙ୍କ ନାମ

ଲଣ୍ଡନ,୮।୪: ଆସନ୍ତା ମାସରେ ଲଣ୍ଡନରେ ହେବାକୁ ଯାଉଥିବା କିଙ୍ଗ ଚାର୍ଲସ ତୃତୀୟ ଓ କ୍ୱିନ କ୍ୟାମିଲାଙ୍କ ରାଜ୍ୟାଭିଷକେ ସମାରୋହରେ ରାଜକୀୟ ନିମନ୍ତ୍ରଣ ସୂଚିରେ ଜଣେ ମୂଳ ଭାରତୀୟ ଶେଫଙ୍କ ନାମ ସାମିଲ ହୋଇଥିବା ଜଣାପଡିଛି। ବ୍ରିଟେନରେ ଏକ ବରିଷ୍ଠ ନାଗରିକ ଚ୍ୟାରିଟି…

କ୍ୟାନସର-ହାର୍ଟ ଆଟାକ୍‌ ପାଇଁ ବିକଶିତ ହେବ ଗୋଟିଏ ଟିକା…

ଲଣ୍ଡନ,୮।୪ : କ୍ୟାନସର ଏବଂ ହାର୍ଟ ଆଟାକ୍‌ ଭୋଗୁଥିବର ଲୋକଙ୍କ ପାଇଁ ଏକ ଭଲ ଖବର ଆସିଛି। ବିଶେଷଜ୍ଞମାନେ କହିଛନ୍ନି ଚଳିତ ଦଶନ୍ଧି ଶେଷ ସୁଦ୍ଧା ଏସବୁ ସମସ୍ୟାରୁ ମୁକ୍ତି ପାଇବା ପାଇଁ ଗୋଟିଏ ଟିକା ଉଦ୍ଭାବନ କରାଯାଇପାରିବ। ସେ କହିଛନ୍ତି…

ତାଇଓ୍ବାନ ସୀମାରେ ଚାଇନା ସୈନ୍ୟ: ଚେତାବନୀ ଦେଲା ଆମେରିକା…

ତାଇପେ/ବେଜିଂ,୮।୪ : ତାଇୱାନ ରାଷ୍ଟ୍ରପତିଙ୍କ ଆମେରିକା ଗସ୍ତରେ କ୍ରୋଧିତ ହୋଇ ଚାଇନା ପୁଣିଥରେ ସାମରିକ ଅଭ୍ୟାସ କରିବାକୁ ଘୋଷଣା କରିଛି। ଏଥି ସହିତ, ବର୍ତ୍ତମାନ ଆମେରିକାର ତାଇୱାନର ସୈନ୍ୟବାହିନୀଙ୍କୁ ତାଲିମ ଦେବା ଏବଂ ଅସ୍ତ୍ରଶସ୍ତ୍ର ବିତରଣକୁ ତ୍ୱରାନ୍ବିତ କରିବାକୁ ପ୍ରତିଶ୍ରୁତି ଦେଇଛି।…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala


ଛୁଟିଦିନ
ପିଲାଙ୍କ ଧରିତ୍ରୀ
Trending
Let's Pledge For A 'Plastic Free' Odisha Join The Movement Of 'Plastic Free' Odisha

Akash Das Nayak, supports a Plastic Free Odisha. Do you?