ଅନ୍ତର୍ଜାତୀୟ

ପ୍ୟାରିସ୍‌ ଜଳୁଛି, ଚାଇନାମୁହାଁ ମାକ୍‌ରଁ

ପ୍ୟାରିସ୍‌,୧।୪: ରୋମ୍‌ ଜଳୁଥିବାବେଳେ ସମ୍ରାଟ ନିରୋ ବଂଶୀ ବାଦନ କରୁଥିଲେ। ବିପତ୍ତି ମାଡ଼ିଆସିଲେ ମୁରବୀଙ୍କ ଦାୟିତ୍ୱହୀନତାକୁ ୬୪ ଖ୍ରୀଷ୍ଟାବ୍ଦର ‘ଗ୍ରେଟ୍‌ ଫାୟାର୍‌ ଅଫ୍‌ ରୋମ୍‌’ ସହ ଏଭଳି ଭାବେ ତୁଳନା କରାଯାଏ, ଯାହାକି ସମ୍ପ୍ରତି ଫ୍ରାନ୍ସ ରାଷ୍ଟ୍ରପତି ଇମାନ୍ବେଲ ମାକ୍‌ରଁଙ୍କ କ୍ଷେତ୍ରରେ…

ଗିରଫ ନା ଆମତ୍ସମର୍ପଣ

ଓ୍ବାଶିଂଟନ,୧।୪: ୨୦୦୬ ଜୁଲାଇ ମାସର କଥା। ଆମେରିକାର ତତ୍କାଳୀନ ବିଶିଷ୍ଟ ବ୍ୟବସାୟୀ ଡୋନାଲ୍ଡ ଟ୍ରମ୍ପ୍‌ଙ୍କୁ ୬୦ ବର୍ଷ ହେଉଥିଲା। ୨୭ ବର୍ଷୀୟା ପର୍ନ ଆକ୍ଟେସ୍‌ ଷ୍ଟର୍ମି ଡାନିଏଲ୍ସ (ମୂଳ ନାମ ଷ୍ଟେଫାନି କ୍ଲିଫ୍‌ଫୋର୍ଡ)ଙ୍କ ସହ ହୋଇଥିଲା ଟ୍ରମ୍ପ୍‌ଙ୍କ ପ୍ରଥମ ଦେଖା। ଏହି…

ଭାରତକୁ ପୁଣି ପ୍ରଶଂସା କଲା ଆମେରିକା

ଓ୍ବାଶିଂଟନ୍‌,୩୧।୩: ଭାରତ ସୀମାରେ ଚାଇନା ଉତ୍ତେଜନାମୂଳକ ପଦକ୍ଷେପ ନେଇଛି ବୋଲି ଶୁକ୍ରବାର ଆମେରିକା କହିଛି। ଭବିଷ୍ୟତରେ ଭାରତ ସହ ଘନିଷ୍ଠ ଭାବରେ କାର୍ଯ୍ୟ କରିବାକୁ ଆମେରିକା ମଧ୍ୟ ନିଜର ଇଚ୍ଛା ପ୍ରକାଶ କରିଛି। ହ୍ବାଇଟ ହାଉସରେ ଡେପୁଟି ଆସିଷ୍ଟାଣ୍ଟ କର୍ଟ କ୍ୟାମ୍ପବେଲ…

ଡବ୍ଲ୍ୟୁଏସ୍‌ଜେ ରିପୋର୍ଟରଙ୍କୁ ଗିରଫକଲା ରୁଷିଆ

ମସ୍କୋ, ୩୧ା୩:ଗୁପ୍ତଚର ବୃତ୍ତି ଅଭିଯୋଗରେ ଓ୍ବାଲ୍‌ ଷ୍ଟ୍ରିଟ୍‌ ଜର୍ନାଲ(ଡବ୍ଲ୍ୟୁଏସ୍‌ଜେ)ର ଜଣେ ରିପୋର୍ଟରଙ୍କୁ ରୁଷିଆର ଶୀର୍ଷ ସୁରକ୍ଷା ସଂସ୍ଥା ଫେଡେରାଲ ସିକ୍ୟୁରିଟି ସର୍ଭିସ୍‌ (ଏଫ୍‌ଏସ୍‌ବି) ଗିରଫ କରିଛି। କେତେକ ଗୁପ୍ତ ତଥ୍ୟ ସଂଗ୍ରହ ଲାଗି ଉଦ୍ୟମ ଚଳାଇଥିବା ରିପୋର୍ଟର ଏଭାନ ଗେର୍ସକୋଭିଚ୍‌ଙ୍କୁ ଉରାଲର…

ଭାରତୀୟ ମୂଳ ରିଚାର୍ଡ ବର୍ମାଙ୍କୁ ମିଳିଲା ଆମେରିକା ବୈଦେଶିକ ବିଭାଗର ମୁଖ୍ୟ ପଦ

ଓ୍ବାଶିଂଟନ,୩୧ା୩ ଆମେରିକା ସିନେଟ ଭାରତୀୟ ମୂଳ ଆମେରିକୀୟ ରିଚାର୍ଡ ବର୍ମାଙ୍କୁ ଡେପୁଟି ସେକ୍ରେଟେରୀ, ମ୍ୟାନେଜମେଣ୍ଟ ଏବଂ ରିସୋର୍ସ ସଚିବ ଭାବରେ ନିଯୁକ୍ତି କରିଛି। ସିନେଟ ୬୭-୨୬ ଭୋଟରେ ୫୪ ବର୍ଷୀୟ ରିଚାର୍ଡଙ୍କୁ ଚୟନ କରିଥିଲେ। ସେ ୧୬ ଜାନୁୟାରୀ ୨୦୧୫ରୁ ୨୦…

ଭାରତକୁ ୬୦ ବଳକା ଜଳହସ୍ତୀ ପଠାଉଛି କଲମ୍ବିଆ

କଲମ୍ବିଆ, ୩୧।୩:ନାମିବ୍ୟା ଏବଂ ଦକ୍ଷିଣ ଆଫ୍ରିକାରୁ ଚିତାବାଘ ଆସିବା ପରେ ଏବେ କଲମ୍ବିଆରୁ ଜଳହସ୍ତୀ ଭାରତ ଆସିବେ। କଲମ୍ବିଆ ଅଭୟାରଣ୍ୟରେ ଜଳହସ୍ତୀଙ୍କ ସଂଖ୍ୟା ଦ୍ରୁତ ବେଗରେ ବୃଦ୍ଧି ପାଇବା ଯୋଗୁ ସଂଖ୍ୟା ନିୟନ୍ତ୍ରଣ ପାଇଁ ସ୍ଥାନୀୟ ସରକାର ଏକ ଅଭିଯାନ ଆରମ୍ଭ…

ବ୍ରିଟେନରେ ଭାରତୀୟ ହାଇକମିଶନଙ୍କ ସୁରକ୍ଷା ସମିକ୍ଷା ବିଷୟରେ ଅବଗତ ବ୍ରିଟେନ ପ୍ରଧାନମନ୍ତ୍ରୀ ସୁନକ, ଡାଉନିଂ ଷ୍ଟ୍ରିଟ ଦେଲା ସୂଚନା

ଲଣ୍ଡନ,୩୧ ।୩: ବ୍ରିଟେନ ପ୍ରଧାନମନ୍ତ୍ରୀଙ୍କ କାର୍ଯ୍ୟାଳୟ ‘ଡାଉନିଂ ଷ୍ଟ୍ରିଟ’ ଗୁରୁବାର କହିଛି ପ୍ରଧାନମନ୍ତ୍ରୀ ଋଷି ସୁନକ ଲଣ୍ଡନ ସ୍ଥିତ ଭାରତୀୟ ମିଶନରେ ହିଂସା ଘଟଣା ପରେ ଭାରତୀୟ ସୁରକ୍ଷା ଚିନ୍ତାକୁ ନେଇ ଅବଗତ ଅଛନ୍ତି ଓ ସୁରକ୍ଷା ବ୍ୟବସ୍ଥାର ସମିକ୍ଷା କରାଯାଉଛି…

ଭୂକମ୍ପରେ ଥରିଲା ଚିଲି

ସାଣ୍ଟିଆଗୋ,୩୧।୩: ଚିଲି ରାଜଧାନୀ ସାଣ୍ଟିଆଗୋରେ ଗୁରୁବାର ବିଳମ୍ବିତ ରାତିରେ ଭୂକମ୍ପ ଅନୁଭୂତ ହୋଇଥିଲା। ରିକ୍ଟର ସ୍କେଲରେ ଭୂକମ୍ପର ତୀବ୍ରତା ୬.୨ ରେକର୍ଡ କରାଯାଇଥିଲା। ଜାତୀୟ ଭୂକମ୍ପ ବିଜ୍ଞାନ କେନ୍ଦ୍ର ଏହି ଭୂକମ୍ପକୁ ନିଶ୍ଚିତ କରିଛି। ଏହି ଭୂକମ୍ପ କେନ୍ଦ୍ର ସାଣ୍ଟିଆଗୋଠାରୁ ୩୨୮…

ପାକିସ୍ତାନରେ ଗୋଟିଏ ମାସରେ ଦ୍ୱିତୀୟ ହିନ୍ଦୁ ଡାକ୍ତରଙ୍କୁ ହତ୍ୟା

ଇସଲାମାବାଦ,୩୧ ।୩: ପାକିସ୍ତାନରେ ପୁଣିଥରେ ଜଣେ ହିନ୍ଦୁ ଡାକ୍ତରଙ୍କୁ ହତ୍ୟା କରାଯାଇଛି । କରାଚି ନଗର ନିଗମର ଅବସରପ୍ରାପ୍ତ ନିର୍ଦ୍ଦେଶକ ତଥା ଚକ୍ଷୁ ରୋଗ ବିଶେଷଜ୍ଞ ଡାକ୍ତର ବିରବଲ ଜେନାନି କିଲ୍‌ୟାରିଙ୍କୁ ଏକ୍ସପ୍ରେସ ୱେ ନିକଟରେ ଗୁଳି କରାଯାଇଛି । ଫଳରେ…

ଟ୍ରମ୍ପଙ୍କ ବିରୋଧରେ ଚାଲିବ ମାମଲା

ନ୍ୟୁୟର୍କ,୩୧।୩: ଆଡଲ୍ଟ ଫିଲ୍ମ ଷ୍ଟାର ଷ୍ଟର୍ମି ଡାନିଏଲ୍ସ ମାମଲାରେ ଟ୍ରମ୍ପଙ୍କ ଅଡୁଆ ଆହୁରି ବୃଦ୍ଧି ପାଇଛି। ଏହି ମାମଲାରେ ଏବେ ତାଙ୍କ ନାଁରେ ମୋକଦ୍ଦମା ଚାଲିବ। ଡୋନାଲ୍ଡ ଟ୍ରମ୍ପ ଆମେରିକାର ପ୍ରଥମ ପୂର୍ବତନ ରାଷ୍ଟ୍ରପତି, ଯିଏ ଅପରାଧିକ ମାମଲାର ସମ୍ମୁଖୀନ ହୋଇଛନ୍ତି।…

୩ ମାସ ପରେ ବ୍ରାଜିଲ ଫେରିଲେ ପୂର୍ବତନ ରାଷ୍ଟ୍ରପତି

ବ୍ରାସିଲିଆ, ୩୦।୩: ପୂର୍ବତନ ରାଷ୍ଟ୍ରପତି ଜୈର ବଲସୋନାରୋ ଗୁରୁବାର ବ୍ରାଜିଲ ଫେରିଛନ୍ତି। ୩ ମାସ ଫ୍ଲୋରିଡାରେ ରହି ଫେରିବା ପରେ ବର୍ତ୍ତମାନ ବ୍ରାଜିଲ୍‌ର ରାଜନୈତିକ ମହୋଲ ସରଗରମ ହେବାରେ ଲାଗିଛି। ରାଷ୍ଟ୍ରପତି ନିର୍ବାଚନ ହାରିବା ପରେ ବଲସୋନାରୋ ଆମେରିକା ଚାଲିଯାଇଥିଲେ। ଗତ…

୨ ସେନା ହେଲିକପ୍ଟର ଧକ୍କା: ଚାଲିଗଲା ୯ ଜୀବନ

ଫର୍ଟ କ୍ୟାମ୍ପବେଲ୍‌, ୩୦ା୩: ଆମେରିକା ସେନାର ଦୁଇ ବ୍ଲାକ୍‌ ହକ୍‌ ହେଲିକପ୍ଟର ପରସ୍ପର ମଧ୍ୟରେ ଧକ୍କା ହୋଇ ୯ ଜଣଙ୍କ ମୃତ୍ୟୁ ଘଟିଛି। ପ୍ରଶିକ୍ଷଣ ଉଡ଼ାଣ ବେଳେ କେଣ୍ଟୁକିଠାରେ ଏହି ଦୁର୍ଘଟଣା ଘଟିଥିବା ସାମରିକ ମୁଖପାତ୍ର ନୋଣ୍ଡିସ୍‌ ଥୁର୍‌ମାନ କହିଛନ୍ତି। ଦୁର୍ଘଟଣାର…

Advertisement
Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri