ଅନ୍ତର୍ଜାତୀୟ

୫ ମାସରେ ୨୦ ହଜାର ରୁଷିଆ ସୈନିକ ମୃତ, ୮୦ ହଜାରରୁ ଅଧିକ ଆହତ: ଆମେରିକା…

ଓ୍ବାଶିଂଟନ,୨।୫ : ପୂର୍ବ ୟୁକ୍ରେନରେ ବିଶେଷ କରି ବାଖମୁଟରେ ପାଞ୍ଚ ମାସ ଧରି ଚାଲିଥିବା ଯୁଦ୍ଧରେ ୨୦ ହଜାରରୁ ଅଧିକ ରୁଷିଆ ସୈନିକଙ୍କର ମୃତ୍ୟୁ ଘଟିଛି ଏବଂ ୮୦ ହଜାରରୁ ଅଧିକ ଆହତ ହୋଇଛନ୍ତି। ହ୍ବାଇଟ ହାଉସର ଜଣେ ଅଧିକାରୀ ଏହି…

ବିମାନ ଦୁର୍ଘଟଣାଗ୍ରସ୍ତ: ୩ ମୃତ…

କାଲିଫର୍ନିଆ,୨।୫ : କାଲିଫର୍ନିଆ ମାଉଣ୍ଟେନ ବିମାନବନ୍ଦର ନିକଟରେ ଏକ ବିମାନ ଦୁର୍ଘଟଣାଗ୍ରସ୍ତ ହୋଇ ବିମାନରେ ଥିବା ତିନି ଜଣଙ୍କର ମୃତ୍ୟୁ ଘଟିଛି। ଜଣେ ଅଧିକାରୀ ଏହି ସୂଚନା ଦେଇଛନ୍ତି। ଫେଡେରାଲ ଆଭିଏଶନ ଆଡମିନିଷ୍ଟ୍ରେଶନ ଅନୁଯାୟୀ, ସୋମବାର ଅପାହ୍ନେପ୍ରାୟ ୨ ଟା ସମୟରେ…

ବିଲାଓ୍ବଲ ଭୁଟ୍ଟୋଙ୍କ ଭଉଣୀ ନିକାହ ପରେ କରାଚି ହିନ୍ଦୁ ମନ୍ଦିରରେ କଲେ ଦର୍ଶନ, ସୋସିଆଲ ମିଡିଆରେ ହଇଚଇ

କରାଚି,୨।୫: ଲେଖକ, ସମାଜିକ କର୍ମୀ ଓ ପାକିସ୍ତାନର ପୂର୍ବତନ ପ୍ରଧାନମନ୍ତ୍ରୀ ସ୍ବର୍ଗତ ଜୁଲଫିକାର ଅଲି ଭୁଟ୍ଟୋଙ୍କ ନାତୁଣୀ ଫାତିମା ଭୁଟ୍ଟୋ ନିକାହ ପରେ ହିନ୍ଦୁ ମନ୍ଦିର ଦର୍ଶନ କରି ଏକ ଉଦାହରଣ ସୃଷ୍ଟି କରିଛନ୍ତି। ଫାତିମାଙ୍କ ଏଭଳି ପଦକ୍ଷେପକୁ ନେଇ ସୋସିଆଲ…

କାନାଡାରେ ମିଶନ ମିଲେଟ ଏବଂ ସ୍ବରାଜ ଏକ ଗାଥା ଆୟୋଜନ, ଭାରତୀୟ ରାଜ୍ୟର ପାରମ୍ପରିକ ବ୍ୟଞ୍ଜନ ସାମିଲ

ଟୋରୋଣ୍ଟୋ,୨।୫: କାନାଡାର ସହର ଟୋରୋଣ୍ଟୋରେ ‘ରେଡିଓ ଡିସୁମ’ ଓ ‘କନସଲେଟ ଜେନରାଲ ଅଫ ଇଣ୍ଡିଆ, ଟୋରୋଣ୍ଟୋ’ର ସହଯୋଗରେ ପ୍ରଥମ କରି ‘ ମିଲେଟ ମେଳା’ ଓ ‘ସ୍ବରାଜ-ସ୍ବତନ୍ତ୍ରତା କି ଗାଥା’ର ଆୟୋଜନ ରବିବାର ଅର୍ଥାତ୍‌ ୩୦ ଏପ୍ରିଲରେ ବଡ ଧୁମଧାମରେ କରାଯାଇଛି।…

ମା’ କାଳୀଙ୍କ ଆପତ୍ତିଜନକ ଫଟୋ ଟୁଇଟ କରିବା ପରେ କ୍ଷମା ମାଗିଲା ୟୁକ୍ରେନ

କ୍ୱିଭ,୨।୫: ରୁଷିଆ ସହ ୟୁକ୍ରେନର ଏକ ବର୍ଷରୁ ଊର୍ଦ୍ଧ୍ୱ ସମୟ ଧରି ଲାଗି ରହିଥିବା ଯୁଦ୍ଧ ମଧ୍ୟରେ ଏବେ ୟୁକ୍ରେନ ଏମିତି ଏକ କାମ କରିଛି ଯାହା ଭାରତୀୟଙ୍କ ଧାର୍ମିକ ଭାବନାକୁ ଆଘାତ ପହଞ୍ଚାଇଛି। ଏବେ କିନ୍ତୁ ସେ ଏହି କାର୍ଯ୍ୟ…

ଧୂଳି ଝଡ଼ରେ ୬ ମୃତ, ୩୦ରୁ ଉର୍ଦ୍ଧ୍ୱ ଆହତ

ଓ୍ବାଶିଂଟନ,୨।୫: ଆମେରିକାରେ ଧୂଳି ଝଡ଼ ଯୋଗୁଁ ଆନ୍ତ ରାଜ୍ୟ ରାଜପଥରେ ଅନେକ ଗାଡି ମୁହାଁମୁହିଁ ଧକ୍କା ହୋଇଛି। ଫଳରେ ୬ ଜଣଙ୍କର ମୃତ୍ୟୁ ଘଟିଥିବା ବେଳେ ୩୦ ରୁ ଅଧିକ ଆହତ ହୋଇଥିବା ସୂଚନା ମିଳିଛି। ସମସ୍ତ ଆହତମାନଙ୍କୁ ହସ୍ପିଟାଲରେ ଭର୍ତ୍ତି…

ଦିଲ୍ଲୀ ଏମ୍ସରେ ଚିକିତ୍ସା ହେଲେ ନେପାଳ ରାଷ୍ଟ୍ରପତି

କାଠମାଣ୍ଡୁ,୧।୫: ପଡୋଶୀ ଦେଶ ନେପାଳର ରାଷ୍ଟ୍ରପତି ରାମଚନ୍ଦ୍ର ପୌଡେଲ ଦିଲ୍ଲୀ ଏମ୍ସରେ ଚିକିତ୍ସା ହୋଇ ବିମାନ ଯୋଗେ ନିଜ ଦେଶକୁ ଫେରିଛନ୍ତି। ତାଙ୍କର ଛାତି ସମ୍ବନ୍ଧୀୟ ରୋଗ ଥିଲା। ଅନେକ ଥର ତାଙ୍କୁ ଶ୍ୱାସ ନେବାରେ ଅସୁବିଧା ହୋଉଥିଲା। ତେବେ ତାଙ୍କୁ…

ଜିକା ଭାଇରସ ପାଇଁ ଏହି ଦେଶରେ ଆରମ୍ଭ ହେଲା ପ୍ରଥମ ମାନବ ପରୀକ୍ଷଣ

ଲଣ୍ଡନ,୧।୫: କରୋନା ଭାଇରସ ପୂର୍ବରୁ ଦେଶରେ ଭୟାବହ ସୃଷ୍ଟି କରିଥିବା ଜିକା ଭାଇରସ ପାଇଁ କୌଣସି ପ୍ରଭାବଶାଳୀ ଟିକା ପ୍ରସ୍ତୁତ କରାଯାଇ ନାହିଁ। ତେବେ ବର୍ତ୍ତମାନ ଏହାର ଟିକାକରଣର ପ୍ରଥମ ମାନବ ପରୀକ୍ଷଣ ଗ୍ରେଟ ବ୍ରିଟେନ (ଯୁକ୍ତରାଜ୍ୟ)ର ଏକ ବିଶ୍ୱବିଦ୍ୟାଳୟରେ ଆରମ୍ଭ…

ବିଦ୍ୟୁତ ସରବରାହ ବନ୍ଦ: ୪୦ ବିମାନର ଉଡାଣ ବାତିଲ…

ମାନିଲା,୧।୫ : ସୋମବାର ମାନିଲା ବିମାନବନ୍ଦରର ଟର୍ମିନାଲ ୩ ରେ ହଠାତ ବିଦ୍ୟୁତ ସରବରାହ ବନ୍ଦ ହେବା ଯୋଗୁ ୪୦ଟି ବିମାନ ଉଡ଼ାଣ ବାତିଲ କରାଯାଇଥିଲା। ବିମାନବନ୍ଦରରେ ଉପସ୍ଥିତ ଅଧିକାରୀମାନେ ଏହି ସୂଚନା ଦେଇଛନ୍ତି। ବିଦ୍ୟୁତ ସରବରାହ ବନ୍ଦ ହେବାର କାରଣ…

ପାଠ ପଢ଼ାଇବେ ଜ୍ୟାକ୍‌ ମା

ଟୋକିଓ,୧ା୫: ‘ଆଲିବାବା ଗ୍ରୁପ୍‌ ହୋଲ୍ଡିଂ ଲିମିଟେଡ’ର ସହ-ପ୍ରତିଷ୍ଠାତା ତଥା ଚାଇନା ବିଲିୟନେୟାର୍‌ ଜ୍ୟାକ୍‌ ମା’ ‘ୟୁନିଭର୍ସିଟି ଅଫ୍‌ ଟୋକିଓ’ର ‘ଟୋକିଓ କଲେଜ’ରେ ଗବେଷଣା କରିବା ସହିତ ପିଲାଙ୍କୁ ଶିକ୍ଷାଦାନ କରିବେ ବୋଲି ବିଶ୍ବବିଦ୍ୟାଳୟ ଓ୍ବେବ୍‌ସାଇଟ୍‌ରୁ ଜଣାପଡ଼ିଛି। ଜ୍ୟାକ୍‌ ମା ଗବେଷଣା କ୍ଷେତ୍ରରେ…

ମେ’ ୬ରେ ଚାଲର୍‌ସ ତୃତୀୟଙ୍କ ରାଜ୍ୟାଭିଷେକ, ଲୋକେ ନେବେ ରାଜପରିବାର ପ୍ରତି ନିଷ୍ଠାର ଶପଥ…

ଲଣ୍ଡନ,୧।୫ : କିଙ୍ଗ ଚାଲର୍‌ସ ତୃତୀୟଙ୍କର ଲଣ୍ଡନର ୱେଷ୍ଟମିନିଷ୍ଟର ଆବେରେ ମେ ୬ ରେ ରାଜ୍ୟାଭିଷେକ ହେବାକୁ ଯାଉଛି। ଏହା ପରେ ଚାଲର୍‌ସ ଆନୁଷ୍ଠାନିକ ଭାବରେ ବ୍ରିଟେନର ରାଜା ହେବେ।ରାଜ୍ୟାଭିଷେକକୁ ଦେଖୁଥିବା ଲୋକଙ୍କୁ ରାଜା ଏବଂ ତାଙ୍କ ଉତ୍ତରାଧିକାରୀମାନଙ୍କ ନିକଟରେ ଶପଥ…

ଏସ୍‌ସିଏସ୍‌ରେ ଔଦ୍ଧତ୍ୟ ଦେଖାଅନି

ଓ୍ବାଶିଂଟନ୍‌,୧ା୫: ଦକ୍ଷିଣ ଚାଇନା ସାଗର (ଏସ୍‌ସିଏସ୍‌)ର ବିବାଦୀୟ ଜଳରାଶିରେ ଔଦ୍ଧତ୍ୟ ନ ଦେଖାଇବାକୁ ଆମେରିକା ପକ୍ଷରୁ ଚାଇନାକୁ ତାଗିଦ୍‌ କରାଯାଇଛି। ଆମେରିକା ରାଷ୍ଟ୍ରପତି ଜୋ ବାଇଡେନ୍‌ ସୋମବାର ହ୍ବାଇଟ୍‌ ହାଉସ୍‌ରେ ଫିଲିପାଇନ୍ସ ରାଷ୍ଟ୍ରପତି ଫର୍ଡିନାଣ୍ଡ ମାର୍କୋସ୍‌ ଜୁନିୟରଙ୍କୁ ଆଲୋଚନା ପାଇଁ ନିମନ୍ତ୍ରଣ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala


ଛୁଟିଦିନ
ପିଲାଙ୍କ ଧରିତ୍ରୀ
Trending
Let's Pledge For A 'Plastic Free' Odisha Join The Movement Of 'Plastic Free' Odisha

Akash Das Nayak, supports a Plastic Free Odisha. Do you?