ପୁଟିନ ଅସୁସ୍ଥ ନେଇ ପୁଣି ଚର୍ଚ୍ଚା…
ମସ୍କୋ,୨୦।୨ : ରୁଷିଆର ରାଷ୍ଟ୍ରପତି ଭ୍ଲାଦିମିର ପୁଟିନଙ୍କ ସ୍ବାସ୍ଥ୍ୟ ବିଷୟରେ ଗଣମାଧ୍ୟମରେ ଅନେକ ସମୟରେ କଳ୍ପନାଜଳ୍ପନା ଚାଲିଛି। ପୁଟିନ କିଛି ଗୁରୁତର ସ୍ବାସ୍ଥ୍ୟ ସମସ୍ୟାରେ ପୀଡିତ ଥିବା ଅନେକ ଥର ରିପୋର୍ଟରେ ଦର୍ଶାଯାଇଛି। ଏବେ ପୁଣି ଥରେ ଗଣମାଧ୍ୟମରେ ରୁଷିଆ ରାଷ୍ଟ୍ରପତିଙ୍କ…
ଜୟଶଙ୍କରଙ୍କ ୟୁରୋପୀୟ ମାନସିକତାକୁ ଜର୍ମାନ ଚାନ୍ସଲରଙ୍କ ସମର୍ଥନ…
ମ୍ୟୁନିକ,୨୦।୨ : ମ୍ୟୁନିକ ସୁରକ୍ଷା ସମ୍ମିଳନୀରେ ଜର୍ମାନ ଚାନ୍ସେଲର ଓଲଫ ସ୍କୋଲଜ ଭାରତୀୟ ବହିର୍ବ୍ୟାପାର ମନ୍ତ୍ରୀ ଏସ ଜୟଶଙ୍କରଙ୍କ ଭାଇରାଲ “ୟୁରୋପୀୟ ମାନସିକତା” ମନ୍ତବ୍ୟକୁ ଉଲ୍ଲେଖ କରିଛନ୍ତି। ଗତ ବର୍ଷ ସ୍ଲୋଭାକିଆରେ ଗ୍ଳୋବସେକ୍ ବ୍ରାଟିସଲାଭା ଫୋରମର ୧୭ ତମ ସଂସ୍କରଣରେ ରୁଷିଆ-ୟୁକ୍ରେନ…
ଜାପାନରେ ୫.୫ ତୀବ୍ରତାର ଭୂକମ୍ପ
ଟୋକିଓ,୨୦ ।୨: ଥରି ଉଠିଛି ଜାପାନ । ପୁଣି ଲୋକେ ଭୟଭୀତ । ଜାପାନରେ ରିକ୍ଟର ସ୍କେଲରେ ୫.୫ ତୀବ୍ରତାର ଏକ ଭୂକମ୍ପ ଅନୁଭୁତ ହୋଇଛି । ୟୁରୋପିୟନ ମେଡିଟେରେନିୟନ ସିସ୍ମୋଲେଜିକାଲ ସେଣ୍ଟର(ଇଏମଏସସି) ଭୂକମ୍ପ ସମ୍ପର୍କରେ ସୂଚନା ଦେଇଛି । ଏହି…
ଗର୍ଭନିରୋଧକ ବନ୍ଦ କଲା ତାଲିବାନ
କାବୁଲ,୨୦।୨ : ଆଫଗାନିସ୍ତାନରେ ତାଲିବାନ ୨୦୨୧ ଅଗଷ୍ଟରେ କ୍ଷମତାକୁ ଆସିବା ପରେ ମହିଳାମାନଙ୍କ ଅଧିକାର କ୍ଷୁଣ୍ଣ କରିବାରେ ଲାଗିଛି। ଏବେ ସେମାନେ ଗର୍ଭନିରୋଧକ (କଣ୍ଟ୍ରାସେପ୍ଟିଭ୍)କୁ ବେଆଇନ ଘୋଷଣା କରିଛନ୍ତି। ଆଫଗାନିସ୍ତାନର ଦୁଇଟି ମୁଖ୍ୟ ସହରରେ ଏହାର ବିକ୍ରି ବନ୍ଦ କରାଯାଇଛି। ମହିଳାମାନେ…
ଶାନ୍ତି ଆଲୋଚନା ଚାହୁଁ ନାହାନ୍ତି ପାଶ୍ଚାତ୍ୟ ରାଷ୍ଟ୍ର
ମସ୍କୋ,୨୦।୨ : ୟୁକ୍ରେନ୍ ଉପରେ ରୁଷିଆ ଆକ୍ରମଣକୁ ଆଉ ୪ ଦିନ ପରେ ବର୍ଷେ ପୂରିବ। ତେବେ ଯୁଦ୍ଧର ସମାଧାନ ପାଇଁ ପାଶ୍ଚାତ୍ୟ ରାଷ୍ଟ୍ରଗୁଡ଼ିକ ଶାନ୍ତି ଆଲୋଚନାରେ ସାମିଲ ହେବାକୁ ଆଗ୍ରହ ଦେଖାଉ ନ ଥିବା ମସ୍କୋ ଅଭିଯୋଗ କରିଛି। ପାଶ୍ଚାତ୍ୟ…
ରୁଷିଆକୁ ଅସ୍ତ୍ର ଦେଲେ ଭୟଙ୍କର ପରିଣାମ
ଓ୍ବାଶିଂଟନ୍/ମ୍ୟୁନିକ୍,୨୦ା୨: ଆମେରିକା ପରରାଷ୍ଟ୍ର ସଚିବ ଆଣ୍ଟୋନି ବ୍ଲିଙ୍କେନ୍ ରବିବାର ଚାଇନାକୁ କଡ଼ା ଚେତାବନୀ ଦେଇଛନ୍ତି। ୟୁକ୍ରେନ୍ ବିରୋଧୀ ଯୁଦ୍ଧରେ ରୁଷିଆକୁ ଚାଇନା ଅସ୍ତ୍ରଶସ୍ତ୍ର ଓ ଅନ୍ୟ ସାମରିକ ଉପକରଣ ଯୋଗାଇଦେଲେ ଏହାର ପରିଣାମ ଭୟଙ୍କର ହେବ ବୋଲି ସେ କହିଛନ୍ତି। ସେହିପରି…
ୟୁକ୍ରେନକୁ ସାହାଯ୍ୟ କରିବାର ଲକ୍ଷ୍ୟ, ହେଲେ ରୁଷିଆକୁ ନଷ୍ଟ କରିବାରେ କରିବେନି ସହଯୋଗ: ଫ୍ରାନ୍ସ ରାଷ୍ଟ୍ରପତି
ମ୍ୟୁନିଖ,୨୦ ।୨: ଫ୍ରାନ୍ସର ରାଷ୍ଟ୍ରପତି ଇମାନୁଏଲ ମ୍ୟାକ୍ରୋ ରୁଷିଆ-ୟୁକ୍ରେନ୍ ଯୁଦ୍ଧକୁ ନେଇ ଗୁରୁତ୍ୱପୂର୍ଣ୍ଣ ପ୍ରଶ୍ନ ଉଠାଇବା ସହ କହିଛନ୍ତି, ଫ୍ରାନ୍ସର ଲକ୍ଷ୍ୟ ୟୁକ୍ରେନକୁ ବଞ୍ଚାଇବା, ହେଲେ ରୁଷିଆକୁ ନଷ୍ଟ କରିବା ନୁହେଁ । ମ୍ୟୁନିଖ ସିକ୍ୟୁରିଟି କନଫରେନ୍ସରେ ସାମିଲ ହେବାକୁ ଜର୍ମାନୀରେ…
ନ୍ୟୁଜିଲାଣ୍ଡରେ ଗାବ୍ରିଏଲ ଘୁର୍ଣ୍ଣିବାତ୍ୟାରେ ୧୧ ମୃତ, ହଜାର ହଜାର ନିଖୋଜ
ୱେଲିଂଟନ,୨୦ ।୨: ନ୍ୟୁଜିଲାଣ୍ଡରେ ରବିବାର ଆସିଥିବା ଗାବ୍ରିଏଲ ଘୂର୍ଣ୍ଣିବାତ୍ୟାରେ ୧୧ ଜଣଙ୍କ ମୃତ୍ୟୁ ହୋଇଥିବା ସୂଚନା ମିଳିଛି । ଏହାସହ ଏବେବି ହଜାର ହଜାର ଲୋକ ନିଖୋଜ ଥିବା କୁହାଯାଉଛି । ନ୍ୟୁଜିଲାଣ୍ଡର ପ୍ରଧାନମନ୍ତ୍ରୀ କ୍ରିସ ହିପକିଂସ ଗାବ୍ରିଏଲ ଘୁର୍ଣ୍ଣିବାତ୍ୟାକୁ ଚଳିତ…
ବ୍ରାଜିଲର ଅଧିକାଂଶ ସହରରେ ବନ୍ୟା ଭୂସ୍ଖଳନ, ୨୪ ମୃତ, କାର୍ନିଭାଲ ରଦ୍ଦ
ସାଓ ପାଉଲୋ,୨୦ ।୨: ବ୍ରାଜିଲର ସବୁଠାରୁ ଅଧିକ ଜନସଂଖ୍ୟା ବିଶିଷ୍ଟ ରାଜ୍ୟ ସାଓ ପାଉଲୋ ବନ୍ୟା ଓ ଭୂସ୍ଖଳନରେ ଖୁବ୍ ପ୍ରଭାବିତ ହୋଇଛି । ବ୍ରାଜିଲର ଅଧିକାରୀଙ୍କ ପକ୍ଷରୁ ରବିବାର ସୂଚନା ଦିଆଯାଇଛି କି ଉତ୍ତର ସାଓ ପାଉଲ ରାଜ୍ୟର ଅଧିକାଂଶ…
ଆମେରିକାର ଯୁଦ୍ଧାଭ୍ୟାସକୁ ଭୟ କଲା ନାହିଁ ଉତ୍ତର କୋରିଆ, ପୁଣି ପରୀକ୍ଷା କଲା ବାଲେଷ୍ଟିକ ମିଶାଇଲ
ସିଓଲ,୨୦ ।୨: ଆମେରିକା-ଦକ୍ଷିଣ କୋରିଆ ମିଳିତ ଭାବେ ଆକାଶମାର୍ଗରେ ଯୁଦ୍ଧାଭ୍ୟାସ କରିବାର ଗୋଟିଏ ଦିନ ପରେ ଉତ୍ତର କୋରିଆ ପୁଣିଥରେ ସ୍ୱଳ୍ପ କ୍ଷମତା ସମ୍ପନ୍ନ ଦୁଇଟି ବାଲେଷ୍ଟିକ ମିଶାଇଲ ପରୀକ୍ଷା କରିଛି । ଗଣ ମାଧ୍ୟମ ରିପୋର୍ଟରେ ଏହି ସୂଚନା ଦିଆଯାଇଛି…
ଆମେରିକା-ଚାଇନାର ଯୁଦ୍ଧକ୍ଷେତ୍ର ପାଲଟିଛି ଦକ୍ଷିଣ ଚାଇନା ସାଗର
ବେଜିଂ,୧୯ା୨: ଦକ୍ଷିଣ ଚାଇନା ସାଗର ଆମେରିକା ଏବଂ ଚାଇନା ମଧ୍ୟରେ ଏକ ଯୁଦ୍ଧକ୍ଷେତ୍ରରେ ପରିଣତ ହେଉଛି। ନିକଟରେ ପାଟ୍ରୋଲିଂ ବେଳେ ଦକ୍ଷିଣ ଚାଇନା ସାଗରରେ ଉଭୟ ଦେଶର ବିମାନ ପରିବହନକାରୀମାନେ ମୁହାଁମୁହିଁ ହୋଇଥିଲେ। ଚାଇନା ଦାବି କରିଛି, ଆମେରିକାର ବିମାନ ପରିବହନକାରୀ…
ମୋଦିଙ୍କୁ ଭେଟିବାକୁ ଆସିବେ ୩ ଦେଶର ମୁଖ୍ୟ
ନୂଆଦିଲ୍ଲୀ,୧୯ା୨: ଆସନ୍ତା କିଛିଦିନ ମଧ୍ୟରେ ବିଶ୍ୱର ୩ ଜଣ ବଡ଼ ନେତା ଭାରତ ଗସ୍ତରେ ଆସିବେ। ଏଥିମଧ୍ୟରୁ ଜର୍ମାନ ଚାନ୍ସେଲର ଓଲାଫ ସ୍କୋଲଜ ଫେବୃୟାରୀ ୨୫-୨୬ରେ ଭାରତ ଗସ୍ତ କରିବେ। ତା’ପରେ ମାର୍ଚ୍ଚ ୨ରେ ଇଟାଲୀର ନବନିର୍ବାଚିତ ପ୍ରଧାନମନ୍ତ୍ରୀ ଜର୍ଜିଆ ମେଲୋନି…
Archives


