ସରକାରଙ୍କ କରୋନା ନୀତିକୁ ସମାଲୋଚନା: ୧,୧୨୦ ସୋସିଆଲ ମିଡିଆ ଆକାଉଣ୍ଟ ନିଷିଦ୍ଧ କଲେ ଜିନପିଙ୍ଗ ପ୍ରଶାସନ…
ଓ୍ବାଶିଂଟନ,୮।୧ : କରୋନା ବିସ୍ଫୋରଣକୁ ନେଇ ସରକାରଙ୍କ ନୀତିକୁ ସମାଲୋଚନା କରୁଥିବା ଚାଇନା ୧,୧୨୦ ସୋସିଆଲ ମିଡିଆ ଆକାଉଣ୍ଟକୁ ସାମୟିକ କିମ୍ବା ସ୍ଥାୟୀ ଭାବରେ ନିଷିଦ୍ଧ କରିଛି। ଦେଶର ଲୋକପ୍ରିୟ ସାଇନା ୱାଇବୋ ସୋସିଆଲ ମିଡିଆ ପ୍ଲାଟଫର୍ମ ରିପୋର୍ଟ କରିଛି ଯେ…
ପ୍ରିନ୍ସ ହ୍ୟାରି ତାଲିବାନ ମୁହାଁମୁହିଁ: ମରିଥିବା ଆତଙ୍କବାଦୀ ମଣିଷ, ଚେସ୍ ବୋର୍ଡର ମୋହରା ନୁହନ୍ତି…
ଲଣ୍ଡନ/କାବୁଲ,୮।୧ : ଜାନୁଆରୀ ୧୦ ରେ ରିଲିଜ ହେବା ପୂର୍ବରୁ ଏହାର କିଛି ଅଂଶ ଲିକ ହେବା ପରେ ବ୍ରିଟେନର ପ୍ରିନ୍ସ ହ୍ୟାରିଙ୍କ ଆତ୍ମଜୀବନୀ ‘ସ୍ପେୟାର’ ଏବେ ଚର୍ଚ୍ଚାରେ ରହିଛି। ଏଥିରେ ପ୍ରିନ୍ସ ଦାବି କରିଛନ୍ତି ଯେ ଆଫଗାନିସ୍ତାନରେ ତାଙ୍କର ସାମରିକ…
ପୃଥିବୀରେ ଖସିବ ନାସାର ୩୮ ବର୍ଷ ପୁରୁଣା ଉପଗ୍ରହ…
ଓ୍ବାଶିଂଟନ,୮।୧ : ଆମେରିକାର ସ୍ପେସ ଏଜେନ୍ସି ନାସାର ୩୮ ବର୍ଷ ପୁରୁଣା ଉପଗ୍ରହ ଏହି ସପ୍ତାହ ଶେଷ ସୁଦ୍ଧା ପୃଥିବୀକୁ ଖସିପାରେ। ଆମେରିକାର ପ୍ରତିରକ୍ଷା ବିଭାଗର ସୂଚନା ଅନୁଯାୟୀ, ରବିବାର ରାତିରେ ଆର୍ଥ ରେଡିଏସନ ବଜେଟ ସାଟେଲାଇଟ (ଇଆରବିଏସ) ଉପଗ୍ରହ ତଳ…
ମେକାର୍ଥି ହାଉସ୍ ସ୍ପିକର: ବିବାଦ ମଧ୍ୟରେ ୧୫ତମ ଭୋଟରେ ଜିତିଲେ
ଓ୍ବାଶିଂଟନ,୮।୧: ବହୁ ବାଦବିବାଦ ମଧ୍ୟରେ ରିପବ୍ଲିକାନ ସଦସ୍ୟ କେଭିନ୍ ମେକାର୍ଥି ଆମେରିକା ପ୍ରତିନିଧି ସଭାର ୫୫ତମ ସ୍ପିକର ନିର୍ବାଚିତ ହୋଇଛନ୍ତି। ଶୁକ୍ରବାର ମଧ୍ୟରାତ୍ର ପରେ ଐତିହାସିକ ୧୫ତମ ଭୋଟରେ ମେକାର୍ଥିଙ୍କୁ ଗୃହର ପ୍ରଭାବଶାଳୀ ପଦବୀକୁ ନିର୍ବାଚିତ କରାଯାଇଛି। ଫଳରେ କିଛିଦିନ ହେଲା…
ଦୁଇ ଟ୍ରେନ ଧକ୍କ, ୫୭ ଆହତ…
ମେକ୍ସିକୋ ସିଟି,୮।୧ : ମକ୍ସିକୋ ସିଟିରେ ମେଟ୍ରୋ ଲାଇନ ୩ ରେ ଦୁଇଟି ଟ୍ରେନ ଧକ୍କା ହେବା ଫଳରେ ଜଣଙ୍କର ମୃତ୍ୟୁ ଘଟିଥିବା ବେଳେ ୫୭ ଜଣ ଆହତ ହୋଇଛନ୍ତି। ମେକ୍ସିକୋ ସିଟି କ୍ଲାଉଡିଆ ଶେନବାଉମ ସରକାରଙ୍କ ସୂତ୍ରରୁ ଏଲ ୟୁନିଭର୍ସାଲ…
ମର୍ମନ୍ତୁଦ ସଡ଼କ ଦୁର୍ଘଟଣା, ୧୭ ମୃତ-୨୨ ଆହତ…
ବେଜିଂ,୮।୧ : ଚାଇନାର ଜିଆଙ୍ଗସି ପ୍ରଦେଶରେ ରବିବାର ଏକ ବଡ଼ ସଡ଼କ ଦୁର୍ଘଟଣା ଘଟିଛି। ଅଧିକାରୀ କହିଛନ୍ତି ଯେ ନାନଚାଙ୍ଗ କାଉଣ୍ଟିରେ ଏକ ସଡ଼କ ଦୁର୍ଘଟଣାରେ ୧୭ ଜଣଙ୍କର ମୃତ୍ୟୁ ଘଟିଛି। ଏହି ଦୁର୍ଘଟଣାରେ ୨୨ ଜଣ ଆହତ ହୋଇଛନ୍ତି। ଆହତଙ୍କୁ…
‘ଭାରତ ଚାହିଁଲେ ରୁଷିଆ-ୟୁକ୍ରେନ ଯୁଦ୍ଧ ବନ୍ଦ ହୋଇପାରିବ’
ଓ୍ବାଶିଂଟନ,୭ା୧: ଆମେରିକା ବୈଦେଶିକ ବିଭାଗର ମୁଖପାତ୍ର ନେଡ ପ୍ରାଇସ କହିଛନ୍ତି, ରୁଷିଆ ଏବଂ ୟୁକ୍ରେନ ମଧ୍ୟରେ ଚାଲିଥିବା ବିବାଦର ମୁକାବିଲା ପାଇଁ କୂଟନୈତିକ ସ୍ତରରେ ଭାରତ ମୁଖ୍ୟ ଭୂମିକା ଗ୍ରହଣ କରିପାରିବ। ନେଡ୍ କହିଛନ୍ତି, ଆମେ ବିଶ୍ୱାସ କରୁ ଯେ, ଭାରତ…
୫ ଟିଟିପି ଆତଙ୍କବାଦୀଙ୍କୁ ଗିରଫ କଲା ପାକିସ୍ତାନ ପୋଲିସ…
ଇସଲାମାବାଦ,୭।୧ : ପାକିସ୍ତାନ ପୋଲିସ ପକ୍ଷରୁ ତେହରିକ-ଇ-ତାଲିବାନ ପାକିସ୍ତାନ(ଟିଟିପି) ଆତଙ୍କବାଦୀ ସଂଗଠନର ୫ ସଦସ୍ୟଙ୍କୁ ଗିରଫ କରିଛି। ପଞ୍ଜାବ ପ୍ରଦେଶରୁ ମିଳିଥିବା ଏକ ଗୁପ୍ତ ସୂଚନା ଆଧାରରେ ପୋଲିସ ପକ୍ଷରୁ ଘେରାବନ୍ଦୀ କରାଯାଇ ସର୍ଚ୍ଚ ଅପରେଶନ ଆରମ୍ଭ କରାଯାଇଥିଲା। ପଞ୍ଜାବ ପୋଲିସର…
ଆସନ୍ତା ୪୦ ଦିନ ମଧ୍ୟରେ ଚାଇନାରେ ୨୦୦ କୋଟି ଲୋକ ହେବେ ସ୍ଥାନାନ୍ତର: ସ୍ଥିତି ଅଣାୟତ୍ତ ହେବା ଆଶଙ୍କା…
ବେଜିଂ,୭।୧ : ଚାଇନାରେ କରୋନା ବିସ୍ଫୋରଣ ମଧ୍ୟରେ ଚାଇନା ଅନ୍ତର୍ଜାତୀୟ ଯାତ୍ରୀଙ୍କ ପାଇଁ ନିଜର ସୀମା ଖୋଲିଛି। ଏହା ଯୋଗୁ ଦେଶରେ ଉତ୍ସାହର ବାତାବରଣ ସୃଷ୍ଟି ହୋଇଛି। ଯାତ୍ରା କରିବାକୁ ଭଲପାଉଥିବା ଯୁବକମାନଙ୍କ ମଧ୍ୟରେ କରୋନା ସଂକ୍ରମଣ ପ୍ରତି ଭୟ ନାହିଁ।…
ଭାରତର ସହାୟତା ଲୋଡିଲେ ବିକ୍ରମସିଙ୍ଘେ…
କଲମ୍ବୋ,୭।୧ : ଶ୍ରୀଲଙ୍କାର ଋଣ ପୁନର୍ଗଠନ ଅନୁରୋଧ ଉପରେ ଭାରତର ପ୍ରତିକ୍ରିୟା ଚଳିତ ମାସ ଶେଷ ସୁଦ୍ଧା ଆଶା କରାଯାଉଛି ବୋଲି ରାଷ୍ଟ୍ରପତି ରାନିଲ ବିକ୍ରମସିଙ୍ଘେ କହିଛନ୍ତି। ଶ୍ରୀଲଙ୍କା ଆନ୍ତର୍ଜାତୀୟ ମୁଦ୍ରା ପାଣ୍ଠି (ଆଇଏମଏଫ) ରୁ ୨.୯ ବିଲିୟନ ଆମେରିକୀୟ ଡଲାରର…
ଟିକା ନେଇଥିବା ଲୋକ ମଧ୍ୟ ଏକ୍ସବିବି.୧.୫ ଭାରିଆଣ୍ଟରେ ଆକ୍ରାନ୍ତ ହେବା ଆଶଙ୍କା: ଆମେରିକା ରିପୋର୍ଟ…
ଓ୍ବାଶିଂଟନ,୭।୧ : ଆମେରିକାର ବିଶେଷଜ୍ଞମାନେ କହିଛନ୍ତି ଯେ କରୋନାର ଏକ୍ସବିବି.୧.୫ ଭାରିଆଣ୍ଟ ଅଧିକ ସଂକ୍ରାମକ। ଏହା ଏତେ ସଂକ୍ରାମକ ଯେ କରୋନାଭାଇରସ ସଂକ୍ରମଣରୁ ସୁସ୍ଥ ହୋଇଥିବା ଲୋକମାନେ ମଧ୍ୟ ସଂକ୍ରମିତ ହେଉଛନ୍ତି। ପୂର୍ବରୁ ସଂକ୍ରମିତ ହୋଇଥିବା ୮୦ ଆମେରିକୀୟ ପୁନର୍ବାର ସଂକ୍ରମିତ…
ପାକିସ୍ତାନରେ ଦରଦାମ ଆକାଶ ଛୁଆଁ,ତେଲ-୫୮୦,ପିଆଜ-୨୮୦,ଟମାଟୋ-୯୦…
ଇସଲାମାବାଦ,୭।୧ : ପାକିସ୍ତାନରେ ନଗଦ ସଙ୍କଟ ମଧ୍ୟରେ ମୁଦ୍ରାସ୍ଫୀତି ବେଲଗାମ ହୋଇଛି। ଖାଦ୍ୟ ସାମଗ୍ରୀ ଇନ୍ଧନ ସାମଗ୍ରୀର ମୂଲ୍ୟରେ ତୀବ୍ର ବୃଦ୍ଧି ଘଟିବା ସହିତ ମୁଦ୍ରାସ୍ଫୀତି ପୂର୍ବ ବର୍ଷ ତୁଳନାରେ ପ୍ରାୟ ୩୧ ପ୍ରତିଶତ ବୃଦ୍ଧି ପାଇଛି। ପାକିସ୍ତାନ ପରିସଂଖ୍ୟାନ ବ୍ୟୁରୋ…
Archives


